• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp Mla

Gujarat MLA Hira Solanki
ବିଧାୟକ ହେବତ ଏମିତି ! ସମୁଦ୍ରକୁ ଡେଇଁ ବଞ୍ଚାଇଲେ ୩ ଯୁବକଙ୍କ ଜୀବନ

ମୁଦ୍ର ଭିତରେ ୩ଜଣ ଫସିରହି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ଏହି ସମୟରେ ବିଧାୟକ ଜଣକ ସମୁଦ୍ର ଭିତରକୁ ଡେଇଁବା ସହ ଯୁବକମାନଙ୍କ ଜୀବନ ବଞ୍ଚାଇଥିଲେ ।

BJP MLA's Daughter Jumps Traffic Signal
BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ମୋ ବାପା ବିଧାୟକ, ମୋତେ ଛାଡ଼’

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍‌କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍‌ ଲାଇଟ୍‌ ରେଡ୍‌ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍‌ କରିଥିଲେ।

BJP MLAs Delhi Visit
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

Odisha Assembly
ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହେବେ: ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।

BJP MLA Shaves Head
ପ୍ରାୟଶ୍ଚିତ ପାଇଁ ଲଣ୍ଡା ହେଲେ, ତା’ପରେ ଦଳ ଛାଡ଼ିଲେ ବିଜେପି ବିଧାୟକ

ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।