ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍