୩୦୦ କୋଟି କ୍ଲବରେ ସବୁଠାରୁ ଶୀଘ୍ର ପହଞ୍ଚିଥିବା ୧୫ଟି ବଲିଉଡ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଛି। 'ସୈୟାରା' 'ବଜରଙ୍ଗୀ ଭାଇଜାନ', 'ଓ୍ଵାର', 'ସୁଲତାନ' ଏବଂ 'ପଦ୍ମାବତ'କୁ ପଛରେ ଛାଡ଼ି ଦେଇଛି।'ସୈୟାରା'ର ୩୦୦ କୋଟି କ୍ଲବରେ ପ୍ରବେଶ କୌଣସି ମ୍ୟାଜିକ ଠାରୁ କମ୍ ନୁହେ।
'ସୈୟାରା' ଦ୍ୱିତୀୟ ଦିନରେ ଘରୋଇ ବକ୍ସ ଅଫିସରେ ୨୪.୫ କୋଟି ଟଙ୍କା ରୋଜଗାର କରିଛି। ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଏହାର ଆୟ ପ୍ରାୟ ୧୬.୬ ପ୍ରତିଶତ ବୃଦ୍ଧି ପାଇଛି। ଦୁଇ ଦିନରେ ଫିଲ୍ମର ମୋଟ ଆୟ ୪୫.୫ କୋଟି ଟଙ୍କା ହୋଇଛି।
ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ କାଫି ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ଭାବପ୍ରବଣ ଚଳଚ୍ଚିତ୍ର।
ଧୂମ୍ ଥ୍ରୀ ହେଉଛି ଧୂମ୍ ଫ୍ରାଞ୍ଚାଇଜ୍ର ତୃତୀୟ ଫିଲ୍ମ । ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା । ଫିଲ୍ଟର କାହାଣୀ, ଆକ୍ସନ ଓ ଗୀତ ସବୁକିଛି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।
୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ମୁଖାର୍ଜୀ ତାଙ୍କ ଝିଅକୁ ଜନ୍ମ ହେବା ପରଠାରୁ ଚର୍ଚ୍ଚା ଠାରୁ ଦୂରରେ ରଖିଛନ୍ତି। ୨୦୧୫ ମସିହାରେ ଅଦିରାଙ୍କ ଜନ୍ମ ପରଠାରୁ, ତାଙ୍କ ମୁହଁ ସାମ୍ନାକୁ ଆସିନାହିଁ। କାହିଁକି ଜାଣନ୍ତୁ…