• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

flight-mark
ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା। ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରେସମିଟରେ ବିଏମ୍‌ସି କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ପାଠପଢ଼ା…

ଜୁନ୍‌ ୧୦ରେ ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ଜୁନ ୧୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଓଡ଼ିଶାରେ ପଡ଼ିବନି ପ୍ରଭାବ । ଏହା ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଭାବେ…

Snake
୮ ଫୁଟ୍‌ର ଅହିରାଜ ସାପକୁ ଧରି ପକାଇଲେ ମହିଳା

ମହିଳା ଧରିଲେ ଅହିରାଜ। ୮ ଫୁଟ୍ ଲମ୍ବର ଏକ ଅହିରାଜ ସାପକୁ ସସ୍ମିତା ଗୋଚ୍ଛାୟତ ନାମକ ଜଣେ ମହିଳା ହାତରେ ଧରିଛନ୍ତି। ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି କିନ୍ତୁ ହାତରେ ଗ୍ଲୋବ୍ସ ପିନ୍ଧି ବିଷଧର ଅହିରାଜକୁ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ।

  • Saturday, 05 June 2021
Journalist Death
କରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ଦେହାନ୍ତ

ଗଜପତି: ପୁଣି ଜଣେ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା ।…

rape
୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ

ନୟାଗଡ: ୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ। ୭ ବର୍ଷ ତଳେ ଫେରାର ଗଣଦୁଷ୍କର୍ମ ଅଭିଯୁକ୍ତ ଭାସ୍କର ସାହୁକୁ ନୟାଗଡ଼ରୁ ଗିରଫ କରିଛି ପୋଲିସ୍‌ର ସ୍ପେଶାଲ ସ୍କ୍ବାଡ୍। ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ମାରିଥିବା ଭାସ୍କର ୨୦୧୪ ମସିହାରେ ଏକ…

  • Saturday, 05 June 2021
corona vaccine
ଟିକା ପାଇଁ ୨ଟି କମ୍ପାନୀ ପକାଇଥିଲେ ଟେଣ୍ଡର, ଚାଲିଛି ଡକୁମେଣ୍ଟ ଭେରିଫିକେସନ

ଭୁବନେଶ୍ୱର: କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ ଚାଲିଛି । କିନ୍ତୁ ଯେପର୍ଯ୍ୟନ୍ତ…

Aparajita Sarangi
SDG ରିପୋର୍ଟ ଖୋଲିଲା ସରକାରଙ୍କ ପୋଲ, ୧୬ରୁ ଖସି ୨୧ରେ ପହଞ୍ଚିଲା ଓଡ଼ିଶା

ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ ।…

corona
ଭାରତ ତୃତୀୟ ଲହରୀ ପାଇଁ ହେଲାଣି କି ପ୍ରସ୍ତୁତ?

ତୃତୀୟ ଲହର ପ୍ରସ୍ତୁତି ପାଇଁ ହାତରେ ଆଉ ନାହିଁ ବେଶୀ ସମୟ। ଆଉ କେଇମାସ ପରେ ଶୁଭିପାରେ ତୃତୀୟ ଲହରର ପଦଧ୍ୱନି। କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ତୃତୀୟ ଲହରୀ ପାଇଁ ଆଶଙ୍କା ଦେଖାଦେଇଛି

  • Saturday, 05 June 2021
BJD MP-MLA
କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି। ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କ ପ୍ରତି…

  • Saturday, 05 June 2021
C CORONA
ଆଗାମୀ ଦିନରେ ଏହି ସବୁ ସ୍ଥାନ କରୋନାର ହେବ ହଟ୍‌ସ୍ପଟ୍‌

ଏବେ ସାରା ବିଶ୍ୱକୁ କରୋନାର ୨ଟି ଲହର ଘାଇଲା କରିସାରିଥିବା ବେଳେ, କିଛି ଗବେଷକ ପୃଥିବୀର ଏମିତି କିଛି ଦେଶ ବା ସ୍ଥାନକୁ ଚିହ୍ନଟ କରିଛନ୍ତି, ଯେଉଁଠି ଆଗାମୀ ଦିନରେ ପୁଣି ଭୂତାଣୁ ସଂକ୍ରମଣର ହଟସ୍ପଟ୍‌ ସୃଷ୍ଟି ହୋଇପାରେ

  • Saturday, 05 June 2021
Modi
ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ

  • Saturday, 05 June 2021
Balangir
ଖବର ବାଜିଲା, ପ୍ରଶାସନ ଚେତିଲା

ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ଗୋଟିଏ ଜୁଇରେ ଏକାଧିକ ଶବ ସତ୍କାର କରାଯାଉଥିବା ଖବର ଓଟିଭିରେ ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ବିଜାଖମନ ଠାରେ ଥିବା କୋଭିଡ ଶ୍ମଶାନକୁ ଯାଇ ତଦନ୍ତ ଆରମ୍ଭ କରିଛି DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ

  • Saturday, 05 June 2021
bjd-bjp
SDG ରିପୋର୍ଟକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି

ଏସଡିଜି ଇଣ୍ଡିଆ ରାକିଂ ନେଇ ବିଜେପି-ବିଜେଡି ମୁହାଁମୁହିଁ। ଓଡିଶାର ସ୍ଥାନ ତଳକୁ ଖସିଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧ ବଢ଼ୁଛି ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା। ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି।

  • Saturday, 05 June 2021
twitter
ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…

  • Saturday, 05 June 2021
pfizer
ଆମେରିକାର ‘ଫାଇଜର’ ଫ୍ଲପ୍ ! ଡଲଟା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବଶୂନ୍ୟ କହିଲେ ଚଳେ

ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…

Pearl V Puri
ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

  • Saturday, 05 June 2021
mehul
ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି  ?

ନୂଆଦିଲ୍ଲୀ: ଭାରତକୁ  ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ  ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…

serum
ସ୍ପୁଟନିକ୍-ଭି’ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…

nilagiri thana
ଅତିଷ୍ଠ ହେଲା ମଦ୍ୟପ ସ୍ୱାମୀର ବ୍ୟବହାର, ପିଟିପିଟି ମାରିଦେଲା ସ୍ତ୍ରୀ

ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ?  ଯେତେବେଳେ  ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା,  ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…

  • Saturday, 05 June 2021