• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona vaccine
କରୋନା ଭ୍ୟାକ୍ସିନର ଚମତ୍କାର ! ଏକ ଘଣ୍ଟା ମଧ୍ୟରେ ପକ୍ଷାଘାତ ରୋଗ ଠିକ୍ ହୋଇଥିବା ଦାବି କଲେ ଯୁବକ

ରାଜଗଡ଼ : କରୋନା ଟିକା ଭଲ କରିଦେଲା ପକ୍ଷାଘାତ ରୋଗ ? କରୋନା ଭ୍ୟାକ୍ସିନକୁ ନେଇ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଖବର ବ୍ୟାପୁଥିବା ବେଳେ ମଧ୍ୟପ୍ରଦେଶରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଭ୍ୟାକ୍ସିନ ନେବା ପରେ ପକ୍ଷାଘାତ ରୋଗ…

  • Sunday, 27 June 2021
pond
ପୋଖରୀ ଖୋଳା ନାଁରେ ଘୋଟାଲା, ସସ୍‌ପେଣ୍ଡ୍‌ ହେଲେ ଫରେଷ୍ଟର

ପୋଖରୀ ଖୋଳା ନାଁରେ ଘୋଟାଲା ଦୁର୍ନୀତି ଅଭିଯୋଗ ଆସିବା ପରେ ନିଲମ୍ବିତ ହେଲେ ଫରେଷ୍ଟର ଦୁର୍ନୀତିରେ ଜଡିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଘଟଣାର ତଦନ୍ତ ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଥିଲେ ନବରଙ୍ଗପୁର: ମହଙ୍ଗା ପଡିଲା ଦୁର୍ନୀତି। ଅଭିଯୋଗ ଆସିବା…

  • Sunday, 27 June 2021
sbi
ସୁଯୋଗ ଦେଉଛି SBI, CSP ଖୋଲି କରିପାରିବେ ଭଲ ରୋଜଗାର ! ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ…

village
ମୌଳିକ ସୁବିଧାରୁ ବଂଚିତ ବଡିପଦର ଗ୍ରାମବାସୀ : ଗାଁକୁ ରାସ୍ତା ନାହିଁ, ଦୂଷିତ ଚୁଆ ପାଣି ପିଉଛନ୍ତି ଲୋକେ

ବାଲିଗୁଡା(ଅଜିତ୍ ନାୟକ) : ଗ୍ରାମାଂଚଳର ଉନ୍ନତି ପାଇଁ ସରକାର ଅନେକ ଯୋଜନା ତିଆରି କରୁଛନ୍ତି । ହେଲେ ସେ ସବୁ ଯୋଜନା ଲୋକଙ୍କ ନିକଟରେ ପହଂଚି ପାରୁନି । ମୌଳିକ ସୁବିଧାରୁ ବଂଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକଠାରୁ ମାତ୍ର ତିନି…

  • Sunday, 27 June 2021
Untitled-1
ସଲମାନଙ୍କ ପରେ ଏବେ ଅର୍ଜୁନ୍-ମଲାଇକାଙ୍କ ପଛରେ କେଆର୍‌କେ

ମୁମ୍ବାଇ : ବଲିଉଡ୍ ଟାଇଗର୍ ସଲମାନ୍ ଖାନଙ୍କ ପରେ ଏବେ ଅର୍ଜୁନ୍ କପୁର ଓ ମଲାଇକା ଅରୋରାଙ୍କ ପଛରେ ପଡିଛନ୍ତି କମଲ ଆର୍‌ ଖାନ୍‌(କେଆର୍‌କେ)। ବଲିଉଡ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ତଥା ଫିଟନେସ୍ ଆଇକନ୍ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର…

  • Sunday, 27 June 2021
suicide
ମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ ହୋଇପାରିଲାନି : ଫାଶୀ ଲଗାଇ ଆତ୍ମହତ୍ୟା କଲା ପୁଅ

ଜସିଡ଼ିହି : ମହମାରୀ ଭୟ ଭିତରେ ଆରପାରିକୁ ଚାଲିଗଲା ମା’ । ଏତେ ବଡ଼ ଦୁନିଆରେ ବେସାହାରା ହୋଇଗଲା ପୁଅ । ସବୁଦିନ ପାଇଁ ପର ହୋଇଗଲା ମା’ ଡାକ ।  ମା’ର ମୃତ୍ୟୁ ପରେ ଯୁବକ ପୂରାପୁରି ଭାଙ୍ଗିପଡ଼ିଥିଲେ ।…

  • Sunday, 27 June 2021
modi-6
ଟିକା ନେବାକୁ ପଞ୍ଚଘୁଞ୍ଚା ଦିଅନ୍ତୁ ନାହିଁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ପିଏମ୍‌ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣ । ମନ୍‌ କି ବାତ୍‌ରେ ଟିକାକରଣ ଠାରୁ ଆରମ୍ଭ କରି…

gym
ଆସନ୍ତାକାଲିଠୁ ରାଜଧାନୀରେ ଖୋଲିବ ଜିମ୍‌ ଓ ଯୋଗ ସଂସ୍ଥା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କଟକଣା ଧୀରେ ଧୀରେ କୋହଳ କରୁଛନ୍ତି। ଏବେ ଦିଲ୍ଲୀରେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ। ଏହାସହ Banquet ହଲ୍‌, ମ୍ୟାରେଜ୍‌…

  • Sunday, 27 June 2021
Apana-eka
ଅସହ୍ୟ ହେଉଛି ଯନ୍ତ୍ରଣା : ଦୁଇ ଦୁଇଟି ଅପରେସନ ପରେ ଉଠିବସି ପାରୁ ନାହାନ୍ତି ହେମନ୍ତ

ପୁରୀ : ଦୁନିଆକୁ ଭଲକରି ଦେଖିବାପୂର୍ବରୁ ହେମନ୍ତ ପଙ୍ଗୁ ପାଲଟିଗଲେ । ଚାରିକାନ୍ଥ ଭିତରେ ବନ୍ଦ ହୋଇ ଚିନ୍ତା କରୁଛନ୍ତି ସତରେ କ’ଣ ସେ ଜୀବନ ଯୁଦ୍ଧରେ ହାରିଯିବେ । ନା ପୁଣି ଦୁନିଆକୁ ଭଲକରି ଉପଭୋଗ କରିବ ।  ଏମିତି ଅନେକ…

  • Sunday, 27 June 2021
delta plus
ହରିୟାଣାରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏଣ୍ଟ୍ରି : ଫରିଦାବାଦରେ ପ୍ରଥମ ରୋଗୀ ଚିହ୍ନଟ

ଫରିଦାବାଦ : ହରିୟାଣାରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ଏଣ୍ଟ୍ରି । ଫରିଦାବାଦ ଜିଲ୍ଲାରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇନ୍ତି । ଜଣେ ଯୁବକଙ୍କ ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି । ଫଳରେ ଆଲର୍ଟରେ…

  • Sunday, 27 June 2021
molestation
ରୋଡ୍ ରୋମିଓକୁ ପାନେ : ବଡ଼ ଭଉଣୀକୁ କମେଣ୍ଟ୍ ମାରିବା ପରେ ଗୋଡେ‌ଇ ଗୋଡେଇ ଛେଚିଲା ସାନ ଭଉଣୀ

ଔରଙ୍ଗାବାଦ : ଭାଇ ନୁହେଁ, ବଡ଼ ଭଉଣୀର ମାନ ରଖିଲା ସାନ ଭଉଣୀ । ରୋଡ୍ ରୋମିଓକୁ ସାବାଡ କଲେ ଯୁବତୀ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ କମେଂଟ୍ ମାରିବା ମହଙ୍ଗା ପଡିଛି  । ବଡ଼ ଭଉଣୀକୁ କମେଣ୍ଟ୍ ମାରିବା ପରେ…

  • Sunday, 27 June 2021
jammu
ପୁଣି ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ ? ଜମ୍ମୁର ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ ଆଶଙ୍କା

ଶ୍ରୀନଗର : ପୁଣି ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନ ? ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ । ଜମ୍ମୁ ବିମାନବନ୍ଦରର ଏୟାରଫୋର୍ସ ଷ୍ଟେସନରେ ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ । ଏୟାରଫୋର୍ସ ଷ୍ଟେସନରେ ଗୋଟିଏ…

  • Sunday, 27 June 2021
Liquor Shops
ସଟ୍‌ଡାଉନ୍‌ରେ ଅଧା ସଟର ଟାଣି ଚାଲିଛି ମଦ ବେପାର

ପଟ୍ଟାମୁଣ୍ଡାଇ: ନିୟମ ମାନୁ ନାହାନ୍ତି ସରକାରୀ ମଦ ଦୋକାନୀ। କରୋନା କଟକଣା ପାଇଁ ସରକାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ପଟ୍ଟାମୁଣ୍ଡାଇରେ ଦିନ ୧ଟା ପରେ…

  • Sunday, 27 June 2021
corona
ଦେଶରେ ପୁଣି ୫୦ ହଜାର ଟପିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୧୨୫୮ ଲୋକଙ୍କ ମୃତ୍ୟୁ

  ଆଜି ଦେଶରେ ୫୦ ହଜାର ୪୦ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୨ ଲକ୍ଷ ୩୩ ହଜାର ୧୮୩ ଦେଶରେ ଆଜି ୧୨୫୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୫…

  • Sunday, 27 June 2021
Kids Vaccine
ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା, ଜାଏଡସ୍ କାଡିଲା ପ୍ରସ୍ତୁତ କରୁଛି ଭ୍ୟାକସିନ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା…

corona-testing
୯ ଲକ୍ଷ ଟପିଲା ଓଡ଼ିଶାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

  • Sunday, 27 June 2021
jammu
ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ପରିସରରେ ବିସ୍ଫୋରଣ

ଶ୍ରୀନଗର: ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମିନିଟ୍‌ ବ୍ୟବଧାନରେ ୨ଟି ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର…

  • Sunday, 27 June 2021
rain
୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଆଉ କିଛି ଜିଲ୍ଲାରେ ପ୍ରବଳ ‍ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…

  • Sunday, 27 June 2021
seat
ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ..

ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ…

odisha police
୩୯ କ୍ରୀଡ଼ାବିତ୍‌ଙ୍କୁ ପୋଲିସ୍‌ରେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍‌ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬…

  • Saturday, 26 June 2021
delta-plus
ତଳ ଉପର ଦୋଳି ଖେଳୁଛି ରାଜ୍ୟର ଦୈନିକ ସଂକ୍ରମଣ

ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ…

  • Saturday, 26 June 2021
chandini-10th
ଦାନ ମାଝୀଙ୍କ ଛାତି ଆଜି କୁଣ୍ଢେମୋଟ, ଖୁସିରେ ଆତ୍ମବିଭୋର.. ଝିଅ ମାଟ୍ରିକ୍‌ ପାସ୍‌ କରିଛି..

କଳାହାଣ୍ଡି: ଦାନଙ୍କ ଛାତି ଆଜି କୁଣ୍ଢେମୋଟ । ଖୁସିରେ ଆତ୍ମବିଭୋର ଆଉ ଭାବବିହ୍ୱଳ । କାହିଁକି ବା ନହେବେ । ଝିଅ ଯେତେବେଳେ ତାଙ୍କର ମାଟ୍ରିକ୍ ପାସ୍ କରିଛି । ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି ତାଙ୍କ…

face-cream
ଫେସ୍ କ୍ରିମ୍ ଲଗାଇବା ପରେ ବିକୃତ ହୋଇଗଲା ମହିଳାଙ୍କ ମୁହଁ

ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍‌ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍‌ଅପ୍‌ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର…

  • Saturday, 26 June 2021
Tiaka-ctc
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଅଧିକାରୀଙ୍କ ଅକଲଗୁଡ଼ୁମ୍‌..

ଭୁବନେଶ୍ୱର: ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ…

home-guard
ପୁଣି ଅପରାଧୀ ସାଜିଲା ଖାକି ପୋଷାକ, ଚାକିରି ଦେବା ନାଁରେ ଠକିଲା..

ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…