ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବ, ଅସହାୟ ପରିବାରକୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ଅଭିନେତା ସୋନୁ ସୁଦଙ୍କୁ ନେଇ ପୁଣି ଚର୍ଚ୍ଚା। ତାଙ୍କ ଯୋଗୁ ୨୨ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି। ସେ ଖାଲି ରିଲ…
ନୂଆଦିଲ୍ଲୀ : ସପ୍ତାହକୁ ୩ ଦିନ ଛୁଟି, ଚାରି ଦିନ କାମ । ଖାଦ୍ୟ ଅର୍ଡର ଏବଂ ବିତରଣ ପ୍ଲାଟଫର୍ମ ସ୍ୱିଗିର କର୍ମଚାରୀମାନେ ମେ ମାସରେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । ଏ ବିଷୟରେ ଏକ ମେଲ୍…
ରତଲାମ : ଜୀବନଟା ମିଥ୍ୟା ଏଠି ମୃତ୍ୟୁ ଏକା ସତ୍ୟ । କରୋନା ମହାମାରୀର କରାଳ ରୂପ ଭିତରେ ଥଳକୂଳ ପାଉନି ମଣିଷ ସମାଜ । ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଭାଇରସର ତାଣ୍ଡବ । ଟୋକା, ବୁଢ଼ା, ପିଲା କିଛି…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ବିନା ଦ୍ୱିଧାରେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ବ୍ୟକ୍ତ କରନ୍ତି। କିନ୍ତୁ, ଲାଗୁଛି ଯେ କଙ୍ଗନା ରଣୌତଙ୍କ ଏଭଳି ଦାୟିତ୍ଵହୀନ ମତ ବୋଧହୁଏ ଟ୍ୱିଟର ପସନ୍ଦ…
ନୂଆଦିଲ୍ଲୀ: ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି…
ନୂଆଦିଲ୍ଲୀ: ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି…
ମୁମ୍ବାଇ: କରୋନା ମହାମାରୀର ଏଭଳି ସଂକଟ କାଳରେ, ଲୋକମାନେ କ୍ରମାଗତ ଭାବରେ ନିଜର ପ୍ରିୟଜନଙ୍କୁ ହରାଉଛନ୍ତି। ଯାହା ଅନେକ ଲୋକଙ୍କ ମନବଳକୁ ଭାଙ୍ଗିଦଉଛି। ଏହି ସମୟରେ ପ୍ରସିଦ୍ଧ ଟିଭି ପୌରାଣିକ ଶୋ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ। ଏକଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ଦେଶର କରୋନା ସ୍ଥିତିକୁ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷରୁ କରୋନା ସହ ସାରା ଦେଶ ଲଢୁଛି। କରୋନାର ଦ୍ୱିତୀୟ…
ୱାସିଂଟନ : ସଙ୍କଟ ମଧ୍ୟରେ ଚିନ୍ତାଜନକ ଖବର । ଭାରତରେ ଅଗଷ୍ଟ ସୁଦ୍ଧା କରୋନରେ ସଂକ୍ରମିତ ହୋଇ ୧୦ ଲକ୍ଷ ଲୋକ ପ୍ରାଣ ହରାଇବେ । ଭାରତରେ ଦିନକୁ ଦିନ ଭାରତରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ…
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଛନ୍ତି। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି…
ଅଣ୍ଡରୱାଲ୍ଡ ଜଗତରେ କରୋନା କହର । ଥରହର ହେଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର । ଚାରି ଆଡେ଼ ତାଣ୍ଡବ ରଚାଇ ଥିବା କରୋନା ଏବେ ଜେଲରେ ପଶିଛି । ବିହାରର ପୂର୍ବତନ ସାଂସଦ ତଥା ଡନ ଶାହାବୁଦ୍ଦିନ କରୋନାରେ ସଂକ୍ରମିତ ହୋଇ…
ବ୍ରାସିଲିୟା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ହେଲେ ବ୍ରାଜିଲ୍ରେ ଗର୍ଭବତୀଙ୍କ ପାଇଁ ଏହି ଭାଇରସ ଯେମିତି ଯମଦୂତ ପରି ଛିଡ଼ା ହୋଇଛି । ବ୍ରାଜିଲ୍ରେ ଗର୍ଭବତୀ ତଥା ପସୂତିଙ୍କ ମୃତ୍ୟୁ ଦେଶରେ ଆତଙ୍କ ଖେଳାଇ ଦେଇଛି ।…
ୱାଶିଂଟନ: ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା । ସାରା ପୃଥିବୀରେ ତା’ର ଦବଦବା ତଥାପି କରୋନା କବ୍ଜାରୁ ବାହାରି ପାରିନି । ଦେଶରେ ହାହାକାର ସୃଷ୍ଟି କରିଦେଇଛି କରୋନା । ବିଶ୍ୱର ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଯାହାବି ହେଉ,…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି କମିବାର ନାଁ ଧରୁନି । ଏପରି ସ୍ଥିତିରେ ପରିସ୍ଥିତିର ମୁକାବିଲା କରିବା…
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। କରୋନା ଭାଇରସ B.1.1.7 ଭାରିଏଣ୍ଟ ଯୋଗୁ…
ବେତୁଲ : ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର । ନିର୍ବାଚନ ପରେ ଗତକାଲି ପୁଣି ତେଲ ଦରରେ ନିଆଁ ଲାଗିଛି । ଏପରିସ୍ଥଳେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତେବେ ଏଥିରୁ ରକ୍ଷା…
ମାଲୱା : ସଙ୍କଟ ମଧ୍ୟରେ ଜୁଗାଡ଼ କଲେ ଡାକ୍ତର । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଅନେକ ରୋଗୀ ଅକ୍ସିଜେନ ଅଭାବ ପାଇଁ ଜୀବନ ହାରୁଛନ୍ତି । ଏପରିସ୍ଥଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟପ୍ରଦେଶର ମାଲୱା ଜିଲ୍ଲାରେ…
ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୩ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ…
ଭୁବନେଶ୍ୱର: ଓଡ଼ିଶା ପାଇଁ ଏବେ ଚିନ୍ତା ବଢ଼ାଉଛି କରୋନାର ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ। କାରଣ ଏହି ଦୁଇଟି ରାଜ୍ୟରେ ଚିହ୍ନଟ ଭ୍ୟାରିଏଣ୍ଟ ଆହୁରି ସଂକ୍ରାମକ। ଏହି ଆଶଙ୍କା କରି ରାଜ୍ୟ ସରକାର ଏବଂ ଓଡ଼ିଶା ସୀମାନ୍ତରେ କଟକଣା ଆହୁରି କଡ଼ାକଡ଼ି…
ମୁରାଦାବାଦ : ଖାକି ବର୍ଦ୍ଦିର ଦାଦାଗିରି । ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର । କରୋନା ମହମାରୀ ଭିତରେ ପୋଲିସ୍ ଭୁଲିଗଲା ମାନବିକତା । ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ପୋଷାକ ଫାଡ଼ିଦେଲେ । ତେବେ ଏଥିରୁ ବର୍ତ୍ତି…
ଭୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଏହି ପୁରସ୍କାର ଦେବେ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା…
ବେଜିଂ : ବାପା ନା ରାକ୍ଷସ । ଗର୍ଲଫ୍ରେଣ୍ଡ ସହ ବୁଲିଯିବା ପାଇଁ କୁନି ଶିଶୁ ପୁତ୍ରକୁ ବିକ୍ରି କରିଦେଲା ସୈତାନ ବାପା । ଆଉ ସେହି ଟଙ୍କାରେ ପୂରା ଦେଶର ଟୁର କରିବାକୁ ବାହାରିଗଲା । ସ୍ତ୍ରୀ ଠାରୁ ଅଲଗା…
ଭୁବନେଶ୍ୱର: ଲକଡାଉନ ସମୟରେ କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। ଏସବୁ ଦୋକାନ ୩୦ ଫୁଟ୍ ଦୂରତା ବଜାୟ ରଖି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଲୋକମାନେ ଘରଠାରୁ ୫୦୦ ମିଟର ଦୂରତା…