ଭୁବନେଶ୍ୱର: ଦେଶରେ ଅନେକ ସ୍ଥାନରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। କୋଭିଡ ହସ୍ପିଟାଲରେ କୌଣସି…
ଖଲ୍ଲିକୋଟ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି, ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଶେଷରେ ପୋଲିସ୍କୁ ଆକ୍ସନ ନେବାକୁ ପଡ଼ୁଛି। ଏଭଳି କିଛି…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ରାତି ଅଧରେ ଜଣେ ବ୍ଲକ କର୍ମଚାରୀଙ୍କୁ ଘରୁ ଡାକି ମରଣାନ୍ତକ ଆକ୍ରମଣ ହୋଇଛି । ୫ରୁ ୭ଜଣ ଦୁର୍ବୁତ୍ତ ଗତକାଲି ରାତି ପ୍ରାୟ ୩ଟା ସମୟରେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ…
ମୁମ୍ବାଇ : ସଙ୍କଟ ସମୟର ଦେବଦୂତ । କରୋନା ରୋଗୀଙ୍କ ପାଇଁ ଭଗବାନ । ପାଲଟିଛନ୍ତି ମୁମ୍ବାଇର ଏକ ଡାକ୍ତର ଦମ୍ପତି । ସେବା ସହ ସାହାଯ୍ୟ ପାଇଁ ଆଗେଇ ଆସି ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଔଷଧ…
ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି। ଦେଶରେ କୋଭିଡ ମୃତ୍ୟୁ…
ନୂଆଦିଲ୍ଲୀ:ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ରୋହତକ୍ ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ଅଧିକାରୀ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛି ମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଗତକାଲି ୩ ଲକ୍ଷ ୪୮ ହଜାର ୫୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪,୨୦୦ ଜଣଙ୍କର ମୃତ୍ୟୁ ଘଟିଛି…
ନୂଆଦିଲ୍ଲୀ : ମହାମାରୀରେ ରାଜନୈତିକ ଡୋଜ୍ । ଦେଶରେ କରୋନା ସଙ୍କଟ ଲଗାତାର ବୃଦ୍ଧି ପାଉଥିବା ବେଳେ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ୧୨ ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଅନୁଗୁଳ…
ନୂଆଦିଲ୍ଲ: କରୋନା ଭାଇରସ ୨ୟ ଲହର ଭାରତ ପାଇଁ ଏକ ବହୁତ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ କରୋନାର ଏଇ ୨ୟ ଲହର ସହ ଲଢୁଛନ୍ତି । ପ୍ରତିଦିନ କରୋନା ଜନିତ ନୂଆ ନୂଆ…
ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ…
ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍…
ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା
ଓଡ଼ିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଅଂଜୁମାନ ଇସ୍ଲାମିଆ ଏହଲେ ସୁନ୍ନତଅଲ୍ ଜମାତ ଚାନ୍ଦ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି।
ଲଣ୍ଡନ: ବ୍ରାଜିଲ ସରକାର ଗର୍ଭବତୀଙ୍କୁ ଆଷ୍ଟ୍ରାଜେନିକା ଟିକା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରିଓ ଡି ଜେନେରୋରେ ଟୀକାକରଣ ସହ ଜଡିତ ସମ୍ଭାବିତ ଷ୍ଟ୍ରୋକ୍ କାରଣରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବ୍ରାଜିଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି…
ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତି। ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି।
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୭୩୬୮୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା…
ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା…
ଏକ ଫୋନ୍ ବାର୍ତ୍ତାଳାପରୁ ଏମିତି ଖବର ସମ୍ପର୍କରେ ଜାଣିବାକୁ ମିଳିଛି। ଜଣେ ଚିକିତ୍ସାଧିନ କୋଭିଡ୍ ରୋଗୀ ସମ୍ପର୍କରେ କେମିତି ଓ କିଭଳି ଅପଡେଟ୍ ପାଉଥିବେ ତାଙ୍କ ପରିବାର ଲୋକେ?
ସନ୍ଧ୍ୟା ଜଳଖିଆରେ ଆପଣ ଆଳୁ ଓ ପିଆଜ ପକୋଡା ଖାଇ ଖାଇ ବିରକ୍ତ ହୋଇଗଲେଣି କି? ତେବେ ସନ୍ଧ୍ୟା ଜଳଖିଆକୁ ଆଉ ଟିକେ ନିଆରା କରିବା ପାଇଁ ଚାଲନ୍ତୁ ଏଥର କିଛି ନୂଆ କରିବା। ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ…
ରାୟପୁର: କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ୍ । ବ୍ଲାକ ଫଙ୍ଗସ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବାବେଳେ ଛତିଶଗଡରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ…
ଭୁବନେଶ୍ଵର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ଓଲଡ ଟାଉନରୁ ୪୨, ବରଗଡରୁ ୪୬, ଜଗମୋହନ ନଗରରୁ…
ହିସାର: କରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ଥମୁନି. ପୁଣି ଆସିବ ତୃତୀୟ ଲହରୀ..ଏମିତି ଖବର ସବୁ ପଢିପଢି ହତାଶାଭାବ ବଢୁଛି । ଏବେ କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାହାସର ସହ ମୁକାବିଲା କଲେ…
ଶରୀର ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଭିଟାମିନ୍ ଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଭିଟାମିନ୍ ଇ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଏହା କେଶ ଓ ଚର୍ମ ପାଇଁ ମଧ୍ୟ ବହୁତ ଭଲ।