• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା
ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates

News Fuse 02 July 2021
News Fuse 02 July 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves