• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 14 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଏବେ କ’ଣ କରିବେ ଏଇ ତିନି ଅନାଥ ଛୁଆ ! ୨ ଭଉଣୀ ଜଣେ ଭାଇ ରହିବେ କାହା ଭରସାରେ ?

ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ । More
  • Satyendu Shekher Mishra
  • 2 years ago

ପଦ୍ମପୁର ଭୋଟ୍ ବେଳେ ନେତାଙ୍କ ତଣ୍ଟିରେ ଧାରଣା କଣ୍ଟା !

ଫସଲବୀମା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଡବଲ୍ ଧାରଣା । More
  • Satyendu Shekher Mishra
  • 2 years ago

ପଦ୍ମପୁର ଉପନିର୍ବାଚନ: ଅନୁକଂପା ସହ ମହିଳା କାର୍ଡ ଖେଳିଲା BJD, ନାମାଙ୍କନ ଭରିଲେନି ପ୍ରଦୀପ

ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର । More
  • Prangyan Parimita
  • 2 years ago

ଭିଜିଲାନ୍ସ ପଂଞ୍ଛାରେ କୋଟିପତି ଯନ୍ତ୍ରୀ: ଇଂଜିନିୟରଙ୍କ ଆଲିସାନ କୋଠା, ଗହଣାଗାଣ୍ଠି ସହ ଅମାପ ସଂପତ୍ତି . . .

ବାର ଦେଖି ପିନ୍ଧୁଥିଲେ ଦାମୀ ଘଣ୍ଟା, ରୁପା ଗ୍ଳାସରେ ପିଉଥିଲେ ପାଣି...ସମୁଦି ଘରୁ ଜବତ ହେଲା ୨୫ଲକ୍ଷ... More
  • Rajalaxmi Sahoo
  • 2 years ago

ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍‌ କରି ତାଜୁବ କଲେ...

ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ।  More
  • Chandan Shishu
  • 2 years ago

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ More
  • Chandan Shishu
  • 2 years ago

ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ।  More
  • Rajalaxmi Sahoo
  • 2 years ago

ଭିଜିଲାନ୍ସ ରେଡ୍‌ରୁ ଖୁଲାସା- ପ୍ରତିଦିନ ଘଣ୍ଟା ବଦଳାଉ ଥିଲେ ଏହି ସରକାରୀ ବାବୁ

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି।  More
  • Chandan Shishu
  • 2 years ago

ଟିକେଟ୍ ନ ମିଳିବାରୁ ଇଲେକ୍ଟ୍ରି ଟାଓ୍ୱାରରେ ଚଢ଼ିଗଲେ ପୂର୍ବତନ କାଉନସିଲର

ନେତାଙ୍କୁ କୋଣ ଠେସା କରିବାଟା ଠିକ୍‌ ହେଲାନି ବୋଲି କହିଲେ ସମର୍ଥକ  More
  • Ramakrushna Dakua
  • 2 years ago

ଧନ୍ୟ ସେ ପୁଅ, ଧନ୍ୟ ସେ ବାପା ! ସୁଯୋଗ୍ୟ ସନ୍ତାନର କାନ୍ଧରେ ବସି କଲେ କାଳିଆ ଦର୍ଶନ

ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ  ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି । More
  • Manoranjan Behera
  • 2 years ago

Today Panchang 14th Nov 2022: ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Chandan Shishu
  • 2 years ago

ବାପାଙ୍କୁ ଛଡାଇନେଲା କ୍ୟାନସର, ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୁଲି ହାତ ପାତୁଛି ପୁଅ

ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ More
  • Satyendu Shekher Mishra
  • 2 years ago

ବାଲିଯାତ୍ରାରେ ୧୦୦ ଦୋଳି; ରାମଦୋଳିରୁ ବ୍ରେକ୍‌ଡ୍ୟାନ୍ସ, ଟୋରାଟୋରାରୁ ଅକ୍ଟୋପସ୍ ସବୁଠି ଭିଡ଼

ଡର ମିଶା ମଜା ପାଇବାକୁ ଜମୁଛି ପ୍ରବଳ ଗହଳି । More
  • Satyendu Shekher Mishra
  • 2 years ago

କିଏ ହେବେ BJDର ପଦ୍ମପୁର ଯୋଦ୍ଧା ? ବିଜୟ ରଂଜନଙ୍କ ପତ୍ନୀ ନା ଝିଅଙ୍କୁ ମିଳିବ ଟିକେଟ୍ ?

ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି । More
  • Chandan Shishu
  • 2 years ago

ଅର୍ଚ୍ଚନା ସମ୍ପତ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଇଡି

ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା। More
  • Satyendu Shekher Mishra
  • 2 years ago

ମିଛରେ ପୋଲିସର ଏନ୍‌କାଉଣ୍ଟର, ସାଧାରଣ ଲୋକଙ୍କୁ ମାରି କହୁଛି ନକ୍ସଲ !

ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ । ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।  More