• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ଆଗୁଆ ଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭୋଟ୍‌ ଗଣତିର LIVE UPDATE

ଜିଲ୍ଲା ପରିଷଦ- ଅନୁଗୁଳ

  • ଅନୁଗୁଳ ଜୋନ୍-୧ରେ କାଜଲ ପଟ୍ଟନାୟକ ଆଗୁଆ

ଜିଲ୍ଲା ପରିଷଦ- ବରଗଡ଼

  • ଜୋନ୍-୧ରେ ବିଜେପିର ମୁକ୍ତା ସାହୁ ଆଗୁଆ
  • ଅମ୍ବାଭୋନା ଜୋନ୍-୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ

ଜିଲ୍ଲା ପରିଷଦ- ବଲାଙ୍ଗିର

  • ୪ ନମ୍ବର ଜୋନ୍‌ରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ
  • କଣ୍ଟାମାଳ ଜୋନ୍-୧ରେ ବିଜେପିର ପଦ କହଁର ଆଗୁଆ

ଜିଲ୍ଲା ପରିଷଦ- ଗଞ୍ଜାମ

  • ଆସିକା ଜୋନ୍-୧ରେ ବିଜେଡିର ତନ୍ମୟୀ ନାହାକ ଆଗୁଆ
  • ସୋରଡ଼ା ଜୋନ୍-୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ

ଜିଲ୍ଲା ପରିଷଦ- କେନ୍ଦୁଝର

  • ଆନନ୍ଦପୁର ଜୋନ୍-୧ରେ ବିଜେଡିର ଟୁନି ରଣା ଆଗୁଆ
  • କେନ୍ଦୁଝର ଜୋନ୍-୪ରେ ବିଜେଡିର ଲୀଳାବତି ମହାନ୍ତ ଆଗୁଆ
  • ଘଟଗାଁ ଜୋନ୍-୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତ ଆଗୁଆ
  • ପାଟଣା ଜୋନ୍-୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ
  • ଘସିପୁରା ଜୋନ୍-୧୦ରେ କଂଗ୍ରେସର ସନ୍ଧ୍ୟାରାଣୀ ମହାନ୍ତି ଆଗୁଆ

ଜିଲ୍ଲା ପରିଷଦ- କୋରାପୁଟ

  • ଜୟପୁର ଜୋନ୍-୧ରେ କଂଗ୍ରେସର ସାଗରିକା ପାଢୀ ଆଗୁଆ

ଜିଲ୍ଲା ପରିଷଦ- ନବରଙ୍ଗପୁର

  • ଚନ୍ଦାହାଣ୍ଡି ଜୋନ୍-୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ
  • ନବରଙ୍ଗପୁର ଜୋନ୍-୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ

 

ଜିଲ୍ଲା ପରିଷଦ- ନୟାଗଡ଼

  • ନୟାଗଡ଼ ଜୋନ୍ ୧୬ରେ ବିଜେଡିର ଯସ୍ମିନ ଦାସ ଆଗୁଆ
  • ନୟାଗଡ଼ ଜୋନ୍ ୧୨ରେ ବିଜେଡିର ସୁବାସ କହଁର ଆଗୁଆ
  • ଓଡ଼ଗାଁ ଜୋନ୍-୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ
  • ରଣପୁର ଜୋନ୍-୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ

ଜିଲ୍ଲା ପରିଷଦ- ପୁରୀ

  • କଣାସ ଜୋନ୍-୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ

ଜିଲ୍ଲା ପରିଷଦ- ରାୟଗଡ଼ା

  • ରାମନାଗୁଡ଼ା ୧୮ ନମ୍ବର ଜୋନ୍‌ରେ ବିଜେଡିର ଗଗନ ଆଚାର୍ଯ୍ୟ ଆଗୁଆ
  • ଗୁଣପୁର ଜୋନ୍-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • କୋଇଡ଼ା (କ)ରେ ସିପିଆଇଏମ୍‌ର ସୁଶିଳା ମୁଣ୍ଡା ଆଗୁଆ
  • ଟାଙ୍ଗରପାଲି ଜୋନ୍-୧ରେ ବିଜେପିର ପୂଜା ପଟେଲ ଆଗୁଆ
  • କୁତ୍ରା ଜୋନ୍-୧ରେ କଂଗ୍ରେସର ସୁକାନ୍ତି ବାଦି ଆଗୁଆ
  • ବଡ଼ଗାଁ ଜୋନ୍-୧ରେ ବିଜେପିର ବସନ୍ତ ଦଣ୍ଡସେନା ଆଗୁଆ

ଜିଲ୍ଲା ପରିଷଦ- ବାଲେଶ୍ୱର

  • ବାଲେଶ୍ୱର ସଦର ଜୋନ୍-୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ
  • ବସ୍ତା ଜୋନ୍-୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ


ଜିଲ୍ଲା ପରିଷଦ- ଭଦ୍ରକ

  • ଭଣ୍ଡାରୀପୋଖରୀ ଜୋନ୍-୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ
  • ଜୋନ୍-୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ

ଜିଲ୍ଲା ପରିଷଦ- ବୌଦ୍ଧ

  • ୪ ନମ୍ବର ଜୋନ୍‌ରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ
  • କଣ୍ଟାମାଳ ଜୋନ୍-୧ରେ ବିଜେପିର ପଦ କହଁର ଆଗୁଆ


ଜିଲ୍ଲା ପରିଷଦ- କଟକ

  • ମାହାଙ୍ଗା ଜୋନ୍-୩୯ରେ ବିଜେଡି ଆଗୁଆ
  • ବାରଙ୍ଗ ଜୋନ୍-୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ


ଜିଲ୍ଲା ପରିଷଦ- ଢେଙ୍କାନାଳ

  • ଗଁଦିଆ ଜୋନ୍-୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ


ଜିଲ୍ଲା ପରିଷଦ- ଗଂଜାମ

  • ବୁଗୁଡ଼ା ଜୋନ୍-୪୧ରେ ବିଜେଡିର ସସ୍ମିତା ସ୍ବାଇଁ ଆଗୁଆ
  • ବେଲଗୁଣ୍ଠା ଜୋନ୍-୪୭ରେ ବିଜେଡିର ପୂର୍ଣ୍ଣବାସୀ ନାଏକ ଆଗୁଆ
  • କୁକୁଡ଼ାଖଣ୍ଡି ଜୋନ୍-୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ
  • ପୁରୁଷୋତ୍ତମପୁର ଜୋନ୍-୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ
  • ସାନଖେମୁଣ୍ଡି ଜୋନ୍-୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ
  • ପୋଲସରା ଜୋନ୍-୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ
  • ଜଗନ୍ନାଥପ୍ରସାଦ ଜୋନ୍-୨୨ରେ ବିଜେଡିର ଶିବ ସେଠୀ ଆଗୁଆ


ଜିଲ୍ଲା ପରିଷଦ- ଜଗତସିଂହପୁର

  • ଏରସମା ଜୋନ୍-୧ରେ ବିଜେଡିର ପ୍ରଣବ ସ୍ୱାଇଁ ଆଗୁଆ
  • ବାଲିକୁଦା ବ୍ଲକ ଜୋନ୍-୧ରେ ବିଜେଡିର ଡଲି ପଣ୍ଡା ଆଗୁଆ
  • ନାଉଗାଁ ଜୋନ୍-୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ


ଜିଲ୍ଲା ପରିଷଦ- ଯାଜପୁର

  • ନାଉଗାଁ ଜୋନ୍-୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ
  • ଦାନଗଦି ଜୋନ୍-୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ
  • ଯାଜପୁର ଜୋନ୍-୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ

ଜିଲ୍ଲା ପରିଷଦ- କଟକ

  • ମାହାଙ୍ଗା ଜୋନ୍-୩୯ରେ ବିଜେଡିର ଏମ୍.ଆର୍ ହୁଦା ଆଗୁଆ
  • ବାରଙ୍ଗ ଜୋନ୍-୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ
  • ଟାଙ୍ଗି-ଚୌଦ୍ୱାର ଜୋନ୍-୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ
  • ଆଠଗଡ଼ ଜୋନ୍-୧ରେ ବିଜେଡିର ଶାନ୍ତିଲତା ବେହେରା ଆଗୁଆ
  • ବାଙ୍କୀ ଜୋନ୍-୩୪ରେ ବିଜେଡିର ରଶ୍ମିତା ସାହୁ ଆଗୁଆ
  • ନରସିଂହପୁର ଜୋନ୍-୧୬ରେ ବିଜେଡିର ରାଜଲକ୍ଷ୍ମୀ ବିଶ୍ୱାଳ ଆଗୁଆ
  • ବଡମ୍ବା ଜୋନ୍-୨୯ରେ ବିଜେଡିର ଜୟଶ୍ରୀ ବରାଳ ଆଗୁଆ
  • ତିଗିରିଆ ଜୋନ୍-୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ଆଗୁଆ
  • କଟକ ସଦର ଜୋନ୍-୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାସ ଆଗୁଆ
  • କଣ୍ଟାପଡ଼ା ଜୋନ୍-୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ
  • ନିଆଳି ଜୋନ୍-୨୦ରେ ବିଜେଡିର କବିତା ରାଉତ ଆଗୁଆ
  • ନିଶ୍ଚିନ୍ତକୋଇଲି ଜୋନ୍-୨୪ରେ ବିଜେଡିର ବିପ୍ଳବ କାପ ଆଗୁଆ
  • ବାଙ୍କୀ-ଡମପଡ଼ା ଜୋନ୍-୩୭ରେ ବିଜେଡିର ମିନତି ମହାପାତ୍ର ଆଗୁଆ
  • ସାଲେପୁର ଜୋନ୍-୪୩ରେ ବିଜେଡିର ସୁମିତା ମଲ୍ଲିକ ଆଗୁଆ


ଜିଲ୍ଲା ପରିଷଦ- ଦେବଗଡ଼

  • ତିଲେଇବଣି-୧ରେ ବିଜେଡିର ରାଜେଶ ମହାନନ୍ଦ ଆଗୁଆ
  • ବାରକୋଟ-୧ରେ ବିଜେଡିର ବର୍ଷାରାଣୀ ମୁଣ୍ଡା ଆଗୁଆ
  • ରିଆମାଳ-୧ରେ ବିଜେଡିର କୌଶିକ ପ୍ରଧାନ ଆଗୁଆ


ଜିଲ୍ଲା ପରିଷଦ- ଗଜପତି

  • କାଶୀନଗର ଜୋନ୍-୧ରେ ବିଜେପିର ଏ.ଶୈଳଜା ଆଗୁଆ
  • ଗୁମ୍ମା ଜୋନ୍-୩ରେ କଂଗ୍ରେସର ରେଣୁକା ପାତ୍ର ଆଗୁଆ
  • ନୂଆଗଡ଼ ଜୋନ୍-୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ
  • ମୋହନା ଜୋନ୍-୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ
  • ରାୟଗଡ଼ ଜୋନ୍-୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ
  • ଆର.ଉଦୟଗିରି ଜୋନ୍-୧୧ରେ କଂଗ୍ରେସର ଋତୁପର୍ଣ୍ଣା ମିଶ୍ର ଆଗୁଆ
  • ପାରଳାଖେମୁଣ୍ଡି ଜୋନ୍-୬ରେ ବିଜେଡିର ଏସ୍.ବାଲାରାଜୁ ଆଗୁଆ


ଜିଲ୍ଲା ପରିଷଦ- ଖୋର୍ଦ୍ଧା

  • ବେଗୁନିଆ ଜୋନ୍-୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ
  • ବୋଲଗଡ଼ ଜୋନ୍-୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ
  • ଚିଲିକା ଜୋନ୍-୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ
  • ଖୋର୍ଦ୍ଧା ଜୋନ୍-୧ରେ ବିଜେପିର ପ୍ରବୀଣା ଭଂଜଦେଓ ଆଗୁଆ
  • ଜଟଣୀ ଜୋନ୍-୭ରେ ବିଜେଡିର ମୋହିନୀ ନାଏକ ଆଗୁଆ
  • ବାଣପୁର ଜୋନ୍-୧୩ରେ ବିଜେଡିର ସସ୍ମିତା ପ୍ରଧାନ ଆଗୁଆ
  • ଟାଙ୍ଗି ଜୋନ୍-୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ଆଗୁଆ
  • ବାଲିଅନ୍ତା ଜୋନ୍-୧୬ରେ ବିଜେଡିର ମହେଶ୍ୱର ଦାସ ଆଗୁଆ
  • ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପିର ବିଶ୍ୱନାଥ ପିଙ୍ଗୁଆ ଆଗୁଆ
  • ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡିର ଗଙ୍ଗାଧର ମଲିକ ଆଗୁଆ


ଜିଲ୍ଲା ପରିଷଦ- ସୁବର୍ଣ୍ଣପୁର

  • ଉଲୁଣ୍ଡା ଜୋନ୍-୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ
  • ସୋନପୁର-୧୨ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ
  • ତରଭା ଜୋନ୍-୬ରେ ବିଜେଡିର ଅଞ୍ଜଳି କମ୍ପ ଆଗୁଆ
  • ବୀରମହାରାଜପୁର ଜୋନ୍-୧୦ରେ ବିଜେଡିର ରଂଜିତ ରଥ ଆଗୁଆ


ଜିଲ୍ଲା ପରିଷଦ- ସମ୍ବଲପୁର

  • କୁଚିଣ୍ଡା-୧ରେ ବିଜେଡିର ଅଜିତ ମହାପାତ୍ର ଆଗୁଆ
  • ଜମନକିରା-୧ରେ ବିଜେଡିର ସୁଜାତା ଖୁଣ୍ଟିଆ ଆଗୁଆ
  • ଧନକଉଡ଼ା-୧ରେ ବିଜେଡିର ସୁନିଲ ମିଶ୍ର ଆଗୁଆ
  • ନାକଟିଦେଉଳ-୧ରେ ବିଜେଡିର ପ୍ରିୟମ୍ବଦା ସାହୁ ଆଗୁଆ
  • ବାମରା-୧ରେ ବିଜେଡିର କୃଷ୍ଣଚନ୍ଦ୍ର ଟପ୍ପୋ ଆଗୁଆ
  • ମାନେଶ୍ୱର-୧ରେ ବିଜେଡିର ସୁରଜ ସେଠ ଆଗୁଆ
  • ଯୁଯୁମରା-୧ରେ ବିଜେଡିର କବିତା ସାହୁ ଆଗୁଆ
  • ରେଢ଼ାଖୋଲ-୧ରେ ବିଜେପିର ହୀରାବତି ପ୍ରଧାନ ଆଗୁଆ
  • ରେଙ୍ଗାଲି-୧ରେ ବିଜେଡିର ଚୋଲାଶ୍ରୀ ମହାନନ୍ଦ ଆଗୁଆ

ଜିଲ୍ଲା ପରିଷଦ- ନୂଆପଡ଼ା

  • ଖଡ଼ିଆ ଜୋନ୍-୪ରେ ବିଜେଡିର ଚିତ୍ତରଂଜନ ବେହେରା ଆଗୁଆ
  • ବୋଡ଼େନ ଜୋନ୍-୧୦ରେ ବିଜେଡିର ଡଲି ମାଝୀ ଆଗୁଆ
  • ନୂଆପଡ଼ା ଜୋନ୍-୭ରେ ବିଜେଡି ପ୍ରମୋଦ ସାହୁ ଆଗୁଆ
  • ସିନାପାଲି-୧୨ରେ ବିଜେଡିର ପୁଷ୍ପାଞ୍ଜଳି ଗୁଆଲ ଆଗୁଆ
  • କୋମନା ଜୋନ୍-୧ରେ ବିଜେପିର ଜ୍ଞାନେଶ୍ୱର ମାଝୀ ଆଗୁଆ