• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

kyarr-1
ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଲା ‘କ୍ୟାର’

ନୂଆଦିଲ୍ଲୀ: ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଛି। ଶୁକ୍ରବାର ସନ୍ଧ୍ୟାରେ ଏହା ରତ୍ନଗିରିରୁ ୧୯୦ କି.ମି. ଦୂର ଓ ମୁମ୍ବାଇ, ମହାରାଷ୍ଟ୍ରରୁ ୩୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଧୀରେ ଧୀରେ ‘କ୍ୟାର’ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଓମାନ ଉପକୂଳ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘କ୍ୟାର’ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ […]

odisha
ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍‌ରେ ଓଡ଼ିଶାର କମଳଲୋଚନ ; ନିଜେ ନଖାଇ ପ୍ରଥମେ ବୁଲା କୁକୁରଙ୍କୁ ଖୁଆନ୍ତି

ଭୁବନେଶ୍ୱର : ଆଜିର ଦୁନିଆରେ ଅର୍ଥ ସ୍ୱାର୍ଥ ମୋହରେ ସମସ୍ତେ ମାତିଛନ୍ତି। ଅନ୍ୟର କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସବୁବେଳେ ଅନ୍ୟର କଥା ବୁଝିଥାନ୍ତି। ନିଜେ ଖାଇବା ବଦଳରେ ଅନ୍ୟର ପେଟ କଥା ଚିନ୍ତା କରନ୍ତି। ସେମାନଙ୍କ ପାଖରେ ନା ଥାଏ ନିଜେ ବଂଚିବା ପାଇଁ ସମ୍ୱଳ ନା ରହିବା ପାଇଁ ଆଶ୍ରୟ। ତଥାପି […]