• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

journalist
କରୋନାରେ ଚାଲିଗଲା ପୁଣି ଜଣେ ଯୁବ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର: କରୋନା କାଳରେ ପୁଣି ଆସିଛି ଏକ ଦୁଃଖଦ ଖବର । କରୋନାରେ ଆଜି ପୁଣି ଜଣେ ଯୁବ ସାମ୍ବାଦିକ ଆଖି ବୁଜିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ କିଶୋର ସାହୁ । ପ୍ରଦୀପ ଦୈନିକ ସମ୍ବାଦ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ପ୍ରଦୀପ ଗତ କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୧୫ ଦିନ ତଳେ ବ୍ରହ୍ମପୁର […]

  • Friday, 07 May 2021
maaa
'ମୋ ପୁଅକୁ ନଛାଡ଼ିବା ଯାଏ ମୁଁ କିଛି ଖାଇବିନି'

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଲେ ମନୋରଂଜନଙ୍କ ୮୪ ବର୍ଷୀୟା ମା। ସେ କହିଛନ୍ତି ଯେ କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ନଛାଡ଼ିବା […]

  • Sunday, 01 November 2020
lord-sri-krishan
୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]

  • Monday, 17 August 2020
rafeal
ଆସନ୍ତାକାଲି ଭାରତରେ ପହଞ୍ଚିବ ରାଫେଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଭାରତ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ। ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଉଡ଼ାଇ ଆଣୁଛନ୍ତି। ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ମଙ୍ଗଳବାର ସକାଳୁ ପାଇଲଟ୍ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼ାଣ ବେଳେ ମଝି ଆକାଶରେ ଇନ୍ଧନ ଭର୍ତ୍ତି ହୋଇଥିଲା। […]

  • Tuesday, 28 July 2020