• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାରେ CBI ତଦନ୍ତ ଦାବି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଦଳିତ ନେତା ତଥା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାର CBI ତଦନ୍ତ ଦାବି ହୋଇଛି। ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡରେ ମହାକାଳପଡ଼ା ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି ସହ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ। ଏପରିକି ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୬ ତାରିଖରୁ ୧୨ […]

  • Wednesday, 30 June 2021
devid
କ୍ରାଇମବ୍ରାଞ୍ଚ ସ୍କାନରରେ ଡେଭିଡ ପିଟର

କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର

  • Wednesday, 30 June 2021
1
ରାସ୍ତାରେ ଜଳିଗଲା ଚଳନ୍ତା କାର

ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସର୍ଦଳା ନିକଟରେ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗି କାରଟି ସମ୍ପୁର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ଏହି କାରରେ ବାଲେଶ୍ୱରର ସୋରରୁ ନାସୀମା ଖାତୁନ, ତାଙ୍କ ପୁଅ ଓ ଡ୍ରାଇଭର ସମୁଦାୟ ୩ଜଣ କଟକ ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଷଣ୍ଢ ପଶି ଯିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ନିଆଁ […]

  • Wednesday, 30 June 2021
ଗାଡି ଚଳାଇବା ଓ ବସିବା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ : ଯଦି ନ ପିନ୍ଧିବେ ...

ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ ।

  • Wednesday, 30 June 2021
lockdown
ଜୁଲାଇ ୧୬ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର:ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଜୁଲାଇ ଗାଇଡଲାଇନ୍‌ ନେଇ ମୁଖ୍ୟ ଶାସନ ସଚିବ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା…

  • Wednesday, 30 June 2021
heat wave
୪୯ ଡିଗ୍ରୀ ଉପରେ ପହଞ୍ଚିଲା ତାପମାତ୍ରା, ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କ ଜୀବନ

ଓଟ୍ଟୱା: ଭାରତର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ କାନାଡାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଛି। ଏପରିକି ୧୦୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ କାନାଡାର Vancouver…

  • Wednesday, 30 June 2021
dutee chand
ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍‌ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ…

  • Wednesday, 30 June 2021
cbk mohanty
‘ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ’

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…

teacher
କରୋନା ଛଡ଼ାଇ ନେଲା ଜୀବିକା: ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର:  ମହାମାରୀ କରୋନା କାହାର ରୋଜଗାର ଉଜାଡ଼ି ଦେଇଛି, କାହାକୁ କରିଦେଇଛି ଦାଣ୍ଡର ଭିକାରୀ। କିଏ ଚାକିରୀ ଛାଡ଼ି ରାସ୍ତାକଡରେ ଦୋକାନ ଖୋଲୁଛି ତ କିଏ ଚାଷ ଜମିରେ ଖୋଜୁଛି ଜୀବନ ଜୀବିକା।  କେଉଁ ଗାଁ ଗହଳି କଥା ଛାଡ,  ରାଜଧାନୀର…

  • Wednesday, 30 June 2021
helping man
ଅନ୍ୟକୁ ସାହାଯ୍ୟ କରିବା ପାଇଁ ୩୦୦ କିମି ଲୁନାରେ ଗଲେ ୮୦ ବର୍ଷର ବୃଦ୍ଧ

ବ୍ରହ୍ମପୁର: ସାମାନ୍ୟ ସ୍ୱାର୍ଥ ପାଇଁ ଲୋକ ଏଠି ମାରପିଟ୍‌, ହଣାକଟା କରିବାକୁ ପଛାଉ ନାହାନ୍ତି। ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ କେବଳ ନିଜର ସୁବିଧା ଖୋଜୁଥିବାବେଳେ ସେ ଥିଲେ ଜଣେ ନିଆରା ମଣିଷ। ବୟସର ଅପହରାହ୍ନରେ ମଣିଷ ଯେତେବେଳେ ଆଉ କାହାର…

  • Wednesday, 30 June 2021
odisha
ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ: ମିଠା ମିଠା କଥା କହି ଗିଫ୍ଟ ବାହାନାରେ ଲୁଟି ନେଲେ

ସାଲେପୁର: ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍‌ ପ୍ରେମ। ମିଠା ମିଠା କଥା କହି ଓ ବିବାହର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ଯୁବତୀ। ଠକାମିର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ…

  • Wednesday, 30 June 2021
woman raped
ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,…

  • Wednesday, 30 June 2021
lockdown
ଆଜି ସରିବ ଲକଡାଉନ୍ ଅବଧି; ଅପରାହ୍ନରେ ମୁଖ୍ୟ ଶାସନ ସଚିବ କହିବେ କ’ଣ ରହିବ ଗାଇଡଲାଇନ

ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍,…

corona
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ରାଜ୍ୟରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତ ୨୪ ଘଣ୍ଟାରେ…

  • Wednesday, 30 June 2021
Modi
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି…

  • Tuesday, 29 June 2021
  • Modi
samir mohanty
ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…

Pahad Singh
ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ନବେ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ । ୮୪ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ…

nirjatana
ବର୍ବରତାର ସୀମା ପାର୍‌: ମାଡ଼ ମାରିଲେ, ଦାନ୍ତ ଉପାଡ଼ିଲେ ଆଉ ବିଷ୍ଠା ବି ଖୁଆଇଲେ

ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି

  • Tuesday, 29 June 2021
Unlk
ଦୋଳି ଖେଳୁଛି କରୋନା: କଣ ହେବ ଜୁଲାଇ ଗାଇଡ୍‌ ଲାଇନ୍‌?

ପ୍ରାୟ ଦୁଇ ମାସର ଲକଡାଉନ୍‌, ସପ୍ତାହାନ୍ତ ସଟଡାଉନ୍‌ ଓ ପୁଣି ଆଂଶିକ ଲକଡାଉନ୍‌ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ଲାଇନ୍ ଉପରେ ରହିଛି।

  • Tuesday, 29 June 2021
Bhadrak Dhaba
ଇଂଜିନିୟରିଂ ପାସ୍‌ କରିଛନ୍ତି, ଏବେ ଢ଼ାବା ଚଳାଉଛନ୍ତି

ନୂତନ ସମାଜକୁ ଦୀଗଦର୍ଶନ ଦେଉଛନ୍ତି ମହିଳା । ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ରାସ୍ତା କଡରେ ଢାବା କରିଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ ।  ଏହି ଢ଼ାବାରେ ଜଣେ ମହିଳା ଚଳାଚଞ୍ଚଳ ରହୁଥିବା ଦେଖାଯାଏ

  • Tuesday, 29 June 2021
naveen patnaik
ତୃତୀୟ ଲହର ପ୍ରସ୍ତୁତି ପାଇଁ ଡାକ୍ତରଙ୍କ ତାଲିମକୁ ଦିଅ ପ୍ରାଥମିକତା-ମୁଖ୍ୟମନ୍ତ୍ରୀ

କୋଭିଡ଼ ନିୟମ କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ

  • Tuesday, 29 June 2021
Capture 16
ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଏକ ଐତିହାସିକ ଭୁଲ୍ : ଓଷ୍ଟା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତିକୁ ସରକାରଙ୍କ ଏକ ଐତିହାସିକ ଭୁଲ୍ କହିଲା ଓଷ୍ଟା । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କଲା ସଂଘ । ଅଫ୍‌ଲାଇନ୍ ପରୀକ୍ଷାରୁ ମୂଲ୍ୟାୟନ କରିବା ଉପରେ ଏବେ ମତ…

Capture 17
ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା

ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା । କିନ୍ନରଙ୍କ ସାହାରା ନେଇ ଏବେ ଗଞ୍ଜେଇ ବ୍ୟବସାୟୀ କରୁଛନ୍ତି ବେପାର । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ କରିଛନ୍ତି ମୋହରା । ତେବେ ଏହା ପଛର…

  • Tuesday, 29 June 2021