• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jaganmoghan reddy
ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ‌ ବୋବ୍‌ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]

  • Friday, 02 July 2021
pm-modi
ସ୍ୱାମିତ୍ୱ ଯୋଜନା; ମୋବାଇଲ୍ ମେସେଜ୍‌ ଲିଙ୍କ୍‌ରୁ ଜମି ରେକର୍ଡ ଡାଉନ୍‌ଲୋଡ କରିପାରିବେ କୃଷକ

ନୂଆଦିଲ୍ଲୀ: ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂରେ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସେମାନଙ୍କ ଜମିର ଅଧିକାର ସ୍ୱରୂପ ପ୍ରାୟ ଏକ ଲକ୍ଷ ଜମି କାଗଜପତ୍ର ପ୍ରଦାନ କରିଛନ୍ତି ମୋଦି। ଆଗମୀ ୪ ବର୍ଷ ମଧ୍ୟରେ ସମସ୍ତ କୃଷକଙ୍କୁ ସେମାନଙ୍କର ଜମି ପଟା ମିଳିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନା ଗ୍ରାମାଞ୍ଚଳରେ ଜମିଜମା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର କରିବା ବୋଲି […]

  • Friday, 02 July 2021
farooq-abdullha
ଚୀନ ସହଯୋଗରେ ଜାମ୍ମୁ ଓ କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେବ ବୋଲି ଆଶା: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି “ଲଦାଖ ସୀମାରେ ଚାଇନା […]

  • Friday, 02 July 2021
rape-case
ବ୍ୟାଙ୍କରୁ ଟଙ୍କା ଜମା କରି ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା

ବକ୍ସର: ଉତ୍ତରପ୍ରଦେଶ ପରେ ଏବେ ବିହାରରେ ବି ଛାତି ଥରାଇ ଦେଲା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରବିବାର ବିହାର ବକ୍ସର ଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରି ମହିଳାଙ୍କ ଶାଢ଼ିରେ ବାନ୍ଧି ଉଭୟଙ୍କୁ ବୁଦା ଭିତରକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳ ଦେଇ ଯାଉଥିବା ଗାଁ ଲୋକେ ପ୍ରଥମେ ମହିଳାଙ୍କୁ ବେହୋସ୍ ଅବସ୍ଥାରେ ଦେଖିବା ପରେ ଖବର ବ୍ୟାପୀ ଯାଇଥିଲା। ଏହାପରେ ଉକ୍ତ […]

  • Friday, 02 July 2021
12131
ହାଇକୋର୍ଟରେ ହାଥରସ୍‌ ମାମଲାର ଶୁଣାଣି ଆଜି, କଡା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଯାଉଛନ୍ତି ପୀଡିତାଙ୍କ ପରିବାର

ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍‌ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ ଏହି ମାମଲାରେ ଏସିଏମ, ଡିଜିପି, ଏଡିଜି ( ଲ ଆଣ୍ଡ ଅର୍ଡର), ହାଥରସ ଡିଏମ ଏବଂ ଏସପିଙ୍କୁ କୋର୍ଟ ସମନ ଜାରି କରିଥିଲେ।  ଏଥି ସହିତ ମୃତ […]

  • Friday, 02 July 2021
1233
ରିୟାଙ୍କ ଓକିଲ ଦେଲେ ଚେତାବନୀ; ବଦ୍‌ନାମ କରୁଥିବା ବ୍ୟକ୍ତିଙ୍କୁ...

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍‌କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ଏହି ମାମଲାରେ ଏନସିବି ସେପ୍ଟେମ୍ବର ୮ ତାରିଖ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ […]

  • Friday, 02 July 2021
rhea
ମୃତ୍ୟୁ ପୂର୍ବଦିନ ରିୟାଙ୍କୁ ଭେଟିଥିଲେ କି ସୁଶାନ୍ତ ? ସିବିଆଇ ରଖିଲା ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଆକ୍ସନ୍ ମୁଡକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ମାମଲାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି। ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍ ୧୩ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବା ଖବରକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ୍ୟୁ ପୂର୍ବଦିନ ସୁଶାନ୍ତ ରିୟାଙ୍କୁ ଭେଟିଥିବା  ନେଇ କିଛି ପଡ଼ୋଶୀ ଦାବି କରିଥିଲେ। ଏହି ଘଟଣାକୁ ନେଇ ଏବେ ସିବିଆଇ ଏମାନଙ୍କୁ […]

  • Friday, 02 July 2021
child-salute
କୁନି ପିଲାଟିର ଦେଶପ୍ରେମ ଦେଖି ଅଟକିଗଲେ ଯବାନ, ମାରିଲେ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଏ ଜୀବନ ମାତୃଭୂମି ପାଇଁ। ଆଉ ଜୀବନର ପ୍ରତିଟି ମୁହୂର୍ତ୍ତ ମାଟି ମାଆର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ। ଏହି ଉକ୍ତିକୁ ବେଶ ଭଲ ଭାବେ ବୁଝିଛି କୁନି ପିଲାଟି। ସେଥିପାଇଁ ବୋଧହୁଏ ଘର ସାମ୍ନା ଦେଇ ଯାଉଥିବା ଯବାନଙ୍କ କାର୍କେଡକୁ ପ୍ରତିଦିନ ସାଲୁଟ୍ କରୁଛି। ଏପରି କରିବାକୁ ନା ତାକୁ କିଏ ଶିଖେଇଛି ନା କିଏ ନିର୍ଦ୍ଦେଶ ଦେଇଛି। ତଥାପି ତା’ର ଡ୍ୟୁଟିରେ ସେ କେବେ ଖିଲାପ କରୁନି। ଲଦାଖର ଏହି ଭିଡିଓ ଏବେ […]

  • Friday, 02 July 2021
Capture 6
କନକ ବର୍ଦ୍ଧନଙ୍କ ନେତୃତ୍ୱରେ ବଲାଙ୍ଗିର ସିଏସ୍ଓଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର: ଟୋକନରେ ସମସ୍ୟାକୁ ନେଇ ଆଜି ବି ବିଜେପିର ବିକ୍ଷୋଭ । ରାଜ୍ୟର ବିଭିନ୍ନ ସ୍ଥାନର ଯୋଗାଣ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ…

mana Patel
ସନ୍ତରଣକାରୀ ମାନା ପଟେଲଙ୍କୁ ଅଲମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ…

gangrape
ଗଣଦୁଷ୍କର୍ମ ପରେ ମା’ ଶିଶୁଙ୍କୁ କେନାଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ବକ୍ସର: ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ହାଥରସ ନିଆଁରେ ସାରା ଦେଶ ଏବେ ଜଳୁଥିବାବେଳେ ସେମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ।  ଜଣେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହିତ ତାଙ୍କର ୫ ବର୍ଷର ସନ୍ତାନକୁ ମଧ୍ୟ ପାଣିକୁ ଫିଙ୍ଗି ଦେଇଛନ୍ତି। ଶିଶୁ ସନ୍ତାନକୁ ପାଣିରୁ ମୃତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି […]

  • Friday, 02 July 2021
ଫେଷ୍ଟିଭାଲ୍‌ ସିଜନ୍‌ରେ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨ଟି ସ୍ପେଶାଲ୍‌ ସ୍କିମ୍‌ ଘୋଷଣା କରିଛନ୍ତି। ଗୋଟିଏ ହେଲା-Leave Travel Concession ସମ୍ବନ୍ଧୀୟ କ୍ୟାସ୍‌ ଭାଉଚର୍‌ ଓ ଅନ୍ୟଟି ହେଲା-ଫେଷ୍ଟିଭାଲ୍‌‌ ଆଡଭାନ୍ସ। ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। […]

  • Friday, 02 July 2021