• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

DESIDOC 2020 Job Recruitment
ସରକାରୀ ଚାକିରୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଲାଗି ସୁଯୋଗ ଆଣିଲା DRDO

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧୀନ  ଡିଫେନ୍ସ ସାଇଣ୍ଟିଫିକ ଓ ଡକ୍ୟୁମେଣ୍ଟେସନ ସେଣ୍ଟର (DESIDOC)  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆପ୍ରେନଣ୍ଟିସ୍‌ ତାଲିମ ନେବାକୁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରିଛି। ଏହି ତାଲିମର ଅବଧି ଏକବର୍ଷ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ DRDOର ଅଫିସିଆଲ ସାଇଟ୍‌ drdo.gov.in କୁ ଯାଇ ଆବେଦନ କରିପାରିବେ। ନିଯୁକ୍ତି ଖବରରେ ବିଜ୍ଞାପନ ପ୍ରକାଶ ପାଇବା ତାରିଖ ଠାରୁ ୧୫ ଦିନ ମଧ୍ୟରେ […]

election
ରାଜ୍ୟର ୨ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ହେଉଛି ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୯। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାପ୍ରକାଶ ପାଇବ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଓ ନଭେମ୍ବର ୧୦ରେ […]

  • Saturday, 03 July 2021
voting-machien
ଉପନିର୍ବାଚନରେ କୋଭିଡ କଟକଣା: ନାମାଙ୍କନ ପତ୍ର ଦାଖଲ ବେଳେ ଶୋଭାଯାତ୍ରା ମନା

ନୂଆଦିଲ୍ଲୀ:କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ।  କରୋନା କଟକଣାକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। କେମିତି ପ୍ରଚାର କରାଯିବ, ପ୍ରାର୍ଥୀମାନେ କିପରି ନାମାଙ୍କନ ଦାଖଲ କରିବେ ସେ  ନେଇ ଗାଇଡ ଲାଇନ ଜାରି କରିଛନ୍ତି ଇସି। ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ,  ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ସମର୍ଥକ ଯାଇ […]

  • Friday, 02 July 2021
lotery
ମୁଠାଏ ଖାଦ୍ୟ ପାଇଁ ଭିକ୍ଷା ମାଗୁଥିଲେ, ଏହି ଭିକ୍ଷା କରିଦେଲା ମାଲାମାଲ୍‌

ନୂଆଦିଲ୍ଲୀ: ସେମାନେ ଥିଲେ ଗରିବ, ଦୁଃଖୀ। ଆଖିରେ ଥିଲା ଆଖିରେ ଥିଲା ଗୋଟିଏ ସ୍ୱପ୍ନ- ପେଟକୁ କେମିତି ଦୁଇମୁଠା ଖାଦ୍ୟ ମିଳିବ। ମୁଠାଏ ଖାଦ୍ୟ ପାଇଁ ହାତ ପତେଇଥିଲେ ଜଣେ ଲଟେରୀ ସଞ୍ଚାଳକଙ୍କ ପାଖରେ। ଲଟେରୀ ସଞ୍ଚାଳକ ତାଙ୍କୁ ଖାଦ୍ୟ ତ ଦେଲେନି। ଖାଦ୍ୟ ବଦଳରେ ତାଙ୍କୁ ଯାହା ଦେଲେ, ସେଥିରେ ସେମାନଙ୍କର ଭାଗ୍ୟ ବଦଳିଗଲା। ଏକଦମ ମାଲାମାଲ। ଘଟଣା ଘଟିଛି ଫ୍ରାନ୍ସରେ। ଫ୍ରେଞ୍ଚ ଲଟେରୀ ସଞ୍ଚାଳକ ଏଫଡିଜେ (French lottery operator FDJ) ମଙ୍ଗଳବାର ସୂଚନା […]

  • Friday, 02 July 2021
malkan
ଘରୁ ଡ଼ାକି ନେଇ ମାରିଦେଲେ ଗାଁ ଲୋକେ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଲୋକେ ହତ୍ୟା ପରେ ଗ୍ରାମ ଠାରୁ ୪ ଶହ ମିଟର ଦୂର ଏକ ମଶାଣିରେ ମୃତଦେହକୁ […]

  • Friday, 02 July 2021
nobel-peace
ନୋବେଲ ଶାନ୍ତି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍‌ଲୋ ଠାରେ ନେବେଲ୍‌ କମିଟିର ଅଧ୍ୟକ୍ଷ ବେରିଟ୍‌ ରେଇସ ନୋବେଲ୍‌ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା […]

  • Friday, 02 July 2021
cbse
ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ପରୀକ୍ଷାଫଳ; ପାସ୍ ହାର ୫୯.୪୩%

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୫୯ ପ୍ରତିଶତ ପିଲା ପାସ କରିଛନ୍ତି।  ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ସିବିଏସ୍‌ଇ ୧୨ କମ୍ପାର୍ଟମେଣ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ପରୀକ୍ଷା ଦେବା ପାଇଁ ୧୧୬୧୨୫ ପିଲା ରେଜିଷ୍ଟେସନ କରିଥିବା ବେଳେ ସେଥିମଧ୍ୟରୁ ୧୦୫୮୪୭ ପରୀକ୍ଷା ଦେଇଥିଲେ। ସେଥିରୁ ୫୨୨୧୧ ପିଲା ପାସ୍ କରିଥିବା […]

  • Friday, 02 July 2021
bhangada
ଗେଟ୍‌ ଭିତରେ କୁକୁର: ବାହାରେ ଭାଙ୍ଗଡ଼ା ନାଚି ଚିଡ଼ାଇଲେ ଛୋଟ ସର୍ଦ୍ଦାର; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଛୋଟପିଲାମାନେ ସାଧାରଣ ବହୁତ ଦୁଷ୍ଟାମୀ କରିଥାନ୍ତି। ଚଗଲା ମନ ଯୋଗୁ ଅନେକ ସମୟରେ ସେମାନେ ଏମିତି ଢଙ୍ଗ ଦେଖାନ୍ତି ଯେ ଯିଏ ଦେଖିବ ସିଏ ହସିବ। ଛୋଟ ପିଲାଙ୍କ ଦୁଷ୍ଟାମୀ ଦେଖି କେହି କେହି ଚିଡ଼ିଗଲେ ମଧ୍ୟ ବେଳେ ବେଳେ ଏହା ଖୁବ୍‌ ମଜା ଲାଗେ। ଏବେ ସେହିଭଳି ଏକ ଛୋଟ ପଞ୍ଜାବୀ ପିଲାର ଚପଳାମିର ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି। ଭିଡିଓରେ ଗେଟ୍‌ ଭିତରେ ଥିବା ଦୁଇଟି କୁକୁରଙ୍କୁ ଭାଙ୍ଗଡ଼ା(ପଞ୍ଜାବର ଲୋକ ନୃତ୍ୟୁ) କରି […]

  • Friday, 02 July 2021
prakash-javedkar
ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରୀ

ନୂଆଦିଲ୍ଲୀ: ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍‌ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। କାର୍ଯ୍ୟକ୍ରମ ପ୍ରସାରଣ ବେଳେ କେବୁଲ ଟେଲିଭିଜନ ନେଟୱର୍କ(ରେଗୁଲେସନ) ଆକ୍ଟ ୧୯୯୫ ଅଧିନରେ ଥିବା ପ୍ରୋଗାମ କୋଡ ନିୟମ ନମ୍ବର ୬କୁ ମାନିବାକୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଘରୋଇ […]

  • Friday, 02 July 2021