• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

america
ଶବ ଦାହ ଗୃହରେ ମୃତ ଯୁବତୀ ଜିଇଁ ଉଠିଲେ !

ମିଶିଗନ୍‌: ଆମେରିକାର ମିଶିଗନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦ ବର୍ଷର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ଚାଲିଥିଲା। ହଠାତ୍‌ ଯୁବତୀ ଜଣକ ଆଖି ଖୋଲିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଲୋକେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ଡେଲି ମେଲର ରିପୋର୍ଟ ଅନୁସାରେ, ୨୦ ବର୍ଷୀୟ ଏହି ଯୁବତୀଙ୍କ ନାଁ ତିମେଶା ବେଉଚ୍ୟେମ୍ପ। ରବିବାର ସକାଳ ପ୍ରାୟ […]

  • Sunday, 04 July 2021
sushanta
CBI ସ୍କାନରରେ ସୁଶାନ୍ତଙ୍କ କେୟାରଟେକର, ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍‌ ଦିଗ ଦେଖାଇ ପାରିବେ। ସେଥିପାଇଁ CBI ତାଙ୍କୁ ସରକାରୀ ସାକ୍ଷୀ କରିପାରେ। ସୁଶାନ୍ତଙ୍କ ଘର କେୟାରଟେକର ଦୀପେଶ  ସିବିଆଇ ପାଇଁ ବେଶ ମହତ୍ୱପୂର୍ଣ୍ଣ। ତେଣୁ ଦୀପେଶଙ୍କୁ ଡିଆରଡିଓ ଗେଷ୍ଟ […]

  • Sunday, 04 July 2021
neet-and-jee
NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। କିଛି ପରୀକ୍ଷା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ କିଛି ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ପରୀକ୍ଷା ସ୍ଥଗିତ କରିବାକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ […]

  • Sunday, 04 July 2021
shinzo
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ […]

  • Sunday, 04 July 2021
begger
ଭିକାରୀ ଓ ଭୂମିହୀନ କାମ କରିବା ଆବଶ୍ୟକ, ସବୁ କିଛି ଯୋଗାଇ ପାରିବେ ନାହିଁ ସରକାର 

ମୁମ୍ବାଇ : ଭିକାରୀ ଓ ଭୂମିହୀନ ଲୋକେ କାମ କରିବା ଆବଶ୍ୟକ । ସବୁ କିଛି ମାଗଣାରେ ଯୋଗାଇ ପାରିବେ ନାହିଁ ରାଜ୍ୟ ସରକାର । ବିନା ପରିଶ୍ରମରେ ମାଗଣା ସାମଗ୍ରୀ ଉବଲବ୍ଧ କରାଇବା ଅଳସୁଆ କରିବା ସହ ସମାନ ବୋଲି…

  • Sunday, 04 July 2021
rhea--jps
ଭାଇରାଲ ହେଲା ରିୟାଙ୍କ ସ୍କୁଲ ଟାଇମ୍‌ ଫଟୋ: ପିଲାଦିନେ ଥିଲେ କେମିତି, କହିଲେ ଶିକ୍ଷକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।  ମାତ୍ର କିଛି ସମୟ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ […]

bihar
'କରୋନା ସତ୍ତ୍ୱେ ସ୍ଥଗିତ ହେବନି ନିର୍ବାଚନ'

ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ […]

  • Sunday, 04 July 2021
tro
୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୁକ୍ରବାର ଶୋପିଆନାରେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୪ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଶୋପିଆନର କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି […]

  • Sunday, 04 July 2021
encounter
୩ ଆତଙ୍କୀଙ୍କୁ ନିପାତ୍‌ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ପୁଣି ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ପରିଚୟ ମିଳିପାରିନି।  ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱୀତିୟ ଏନକାଉଣ୍ଟର। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଜାଦୁରା ଅଂଚଳରେ ଜମ୍ମୁ କାଶ୍ମୀର ପୋଲିସ, ସେନା, ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀମାନେ କେଉଁ ସଂଗଠନର ସେ ସମ୍ପର୍କରେ […]

  • Sunday, 04 July 2021
atanki
କୁଖ୍ୟାତ ଆତଙ୍କୀ ଡା.ସବିଲ୍‌ର ଟାର୍ଗେଟରେ ଥିଲେ ଗ୍ରାମୀଣ ଯୁବକ, ପ୍ରଲୋଭନ ଦେଖାଇ ପାକିସ୍ତାନରେ ତାଲିମ ଦେଉଥିଲା

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଇଣ୍ଡିଆନ ସବ୍‌ କାର୍ଡିନାନ୍ସ (AQIS )ର ଆତଙ୍କୀ ତଥା ଇଂଲଣ୍ଡର ଗ୍ଲାସଗୋ ଏୟାରପୋର୍ଟ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଡା.ସବିଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ (NIA) ତାକୁ ଗିରଫ କରିବା ପରେ ପଚରାଉଚରା କରୁଛି। କିଏ ଏହି ଆତଙ୍କୀ ଡା.ସବିଲ ଅହମ୍ମଦ ? ତଦନ୍ତରୁ ଜଣାଯାଇଛି, ଆତଙ୍କୀ ସବିଲ୍‌ ସମ୍ପର୍କରେ ଆତଙ୍କୀ ଜିଶାନ ଅଲିର ଶାଳକ ଅଟେ। ଜିଶାନ ଅଲି ଝାରଖଣ୍ଡ ମୂଳ ବାସିନ୍ଦା । ୨୦୧୭ରେ […]

  • Sunday, 04 July 2021