• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

covid
କମୁଛି ଦ୍ୱିତୀୟ ଲହରର ପ୍ରଭାବ; ଆଜି ଆଖି ବୁଜିଲେ ୭୩୮

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି।   ଦେଶରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪୪ ହଜାର ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ…

  • Saturday, 03 July 2021
jay panda-1
ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି। ଉପାଧ୍ୟକ୍ଷ ପଦରେ ପୁନଃନିଯୁକ୍ତି ପରେ ବୈଜୟନ୍ତ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପାଇଁ ନିଷ୍ଠାର ସହ କାମ କରିବେ ବୋଲି ନଡ୍ଡାଙ୍କୁ କଥା ଦେଇଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ […]

  • Saturday, 03 July 2021
ncb
NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ […]

  • Saturday, 03 July 2021
modi
କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

ଡେରାଡୁନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନ୍‌ଫରେନ୍ସରେ ମଙ୍ଗଳବାର ୬ଟି ବଡ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବରସରେ ମୋଦି କୃଷି ବିଲ୍‌କୁ ବିରୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଲ୍‌ ଯୋଗୁ ଦେଶର କୃଷକ, ଶ୍ରମିକଙ୍କ ସମସ୍ୟାରେ ସୁଧାର ଆସିବ। ଏହି ସୁଧାର ଯୋଗୁ ଦେଶର ଶ୍ରମିକ ସଶକ୍ତ ହେବ, ଚାଷୀ ସଶକ୍ତ ହେବେ। ଯୁବଗୋଷ୍ଠୀ ଓ ମହିଳାମାନେ ବି ସଶକ୍ତ ହେବେ। ହେଲେ ଏବେ ଦେଖିବାକୁ ମିଳିଛି, କିଛି ଲୋକ […]

  • Saturday, 03 July 2021
nirvaya
ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ଲଦାଖ: ଚୀନକୁ ଚେକ୍ ଦେବାପାଇଁ LACରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରିଥିବା ଭାରତୀୟ ସେନା ତାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିଛି। ପରିସ୍ଥିତିକୁ ଦେଖିବା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ଦୂରଗାମୀ ଲକ୍ଷ୍ୟ ଭେଦୀ କ୍ଷେପଣାସ୍ତ୍ର ନିର୍ଭୟ ମୁତୟନ କରାଯାଇଛି। ଚୀନ ତା ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ଲକ୍ଷ୍ୟ ରଖିଛି। ନିର୍ଭୟ ମିସାଇଲ ୧ ହଜାର କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା […]

  • Saturday, 03 July 2021
SSR
ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସ ତରଫରୁ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟ ସିବିଆଇକୁ ପ୍ରଦାନ କରାଯାଇଛି । ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି । ଏହି ବ୍ୟବଚ୍ଛେଦ ରିପୋର୍ଟ ସହିତ ଅନ୍ୟ ତଥ୍ୟ ପ୍ରମାଣକୁ ନେଇ ସିବିଆଇ ତଦନ୍ତ କରିବ। ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ଆଗରୁ ଥରେ ମୁମ୍ବାଇରେ ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ […]

  • Saturday, 03 July 2021
bubonic plague
କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ପେଇଚିଂ: ଚୀନରେ କରୋନା ଭାଇରସ ପରେ ଏବେ ଆସିଛି ଆଉ ଏକ ବିପଦ। ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ। ରୋଗ ସଂକ୍ରମଣର ଭୟାବହତାକୁ ଦେଖି ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି। କୁହାଯାଉଛି, ଚୀନର ୟୁନ୍ନାନ ପ୍ରାନ୍ତର ମେଂଘାଇ କାଉଣ୍ଟିର ଏକ ତିନି ବର୍ଷର ଶିଶୁର ଏହି ରୋଗରେ ଆକ୍ରାନ୍ତ ହୋଇଛି। ଚୀନ୍‌ରେ ଗତ ସପ୍ତାହରେ ପ୍ଲେଗ ସଂକ୍ରମଣ ବିଷୟରେ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା। […]

  • Saturday, 03 July 2021