• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

madan-sharma
ରାଜ୍ୟପାଳକୁ ଭେଟିଲେ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ

ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି। ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ମଦନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାରୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି […]

  • Saturday, 03 July 2021
aircraft-bill
ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିଲେ। କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା […]

  • Saturday, 03 July 2021
jaya kangana
ବଲିଉଡ୍-ଡ୍ରଗ୍ସ ଲିଙ୍କ ପ୍ରସଙ୍ଗ: ଜୟାଙ୍କୁ କଡ଼ା ଜବାବ ଦେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍-ଡ୍ରଗ୍ସ ଲିଙ୍କକୁ ନେଇ ସଂସଦରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚନଙ୍କ ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଟ୍ଵିଟ୍ କରି ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ଯଦି କିଶୋର ବୟସରେ ଆପଣଙ୍କ ଝିଅଙ୍କୁ ଡ୍ରଗ୍ସ ଦିଆଯିବା ସହ ଦୁର୍ବବହାର କରାଯାଇଥାନ୍ତା, ତାହାଲେ ଜୟା ବଚନ ଏଭଳି ମନ୍ତବ୍ୟ ରଖିଥାନ୍ତେ କି? https://twitter.com/KanganaTeam/status/1305742115255668736?s=20 ଯଦି ଅଭିଷେକ ବଚନ ଲଗାତାର ଭାବେ ନିର୍ଯାତନା ଅଭିଯୋଗ ଆଣିବା ସହ ଦିନେ […]

  • Saturday, 03 July 2021
untitled-14
ଚୀନକୁ ପଛରେ ପକାଇ ଭାରତର ବଡ଼ ସଫଳତା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ। ଚୀନକୁ ପଛରେ ପକାଇ ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ୍ କାଉନସିଲରେ ଭାରତ ସଦସ୍ୟତା ହାସଲ କରିଛି। ଭୋଟିଂ ବ୍ୟବସ୍ଥାରେ ଚୀନକୁ ପଛରେ ପକାଇ ସଦସ୍ୟତା ପାଇଛି। ଭାରତ ମହିଳା ସଶକ୍ତୀକରଣରେ ଉଲ୍ଲେଖନୀୟ କାର୍ଯ ପାଇଁ ଭାରତ ମନୋନୀତ ହୋଇଛି। ୨୦୨୧ରୁ ୨୦୨୫ ପଯର୍ୟନ୍ତ ୪ ବର୍ଷ ଧରି ସଦସ୍ୟ ଭାବେ କାମ କରିବ ଭାରତ। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛିା ଭାରତ […]

  • Saturday, 03 July 2021
rajnath
'ସଫଳ ହେବନି ଡ୍ରାଗନର ଚାଲ୍'

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ ସୀମାରେ ଶାନ୍ତି ଚାହେଁ। ସୀମା ବିବାଦ କିପରି ସମାଧାନ ହେବ ସେ ନେଇ ଭାରତ ସର୍ବଦା ଚେଷ୍ଟା କରୁଛି। ଭାରତ ଓ ଚୀନ ସୀମାରେ ବିବାଦ ଏବେ […]

  • Saturday, 03 July 2021
jay-panda
ମଣିପୁର ଗସ୍ତରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଇ ଦିନିଆ ମଣିପୁର ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲ ମଧ୍ୟ ମଣିପୁର ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଉଭୟ ପଦାଧିକାରୀ। ଗତକାଲି ବୈଜୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। […]

  • Saturday, 03 July 2021
tropical cyclone
ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌

ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍‌ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା। ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍‌ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍‌ ସାଇକ୍ଲୋନ୍ […]

  • Saturday, 03 July 2021
trump
ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା- ଟ୍ରମ୍ପ

ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି। […]

  • Saturday, 03 July 2021
boat capsized
ଭଗବାନଙ୍କ ଦର୍ଶନ ପାଇଁ ବାହାରିଥିଲେ, ନଦୀରେ ବୁଡ଼ିଗଲା ଡଙ୍ଗା; ୧୪ ମୃତ

କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍‌ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]

  • Saturday, 03 July 2021