• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

susant
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ଆଉ ଏକ ନୂଆ ତଥ୍ୟ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାରତ ଏବେ ସିବିଆଇ ହାତରେ। ୧୦ରୁ ଅଧିକ ଦିନ ଧରି ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ସିବିଆଇ ଘନଘନ ଜେରା କରୁଛି। ଏହା ମଧ୍ୟରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ। ଜୁନ୍ ୯ରେ ସୁଶାନ୍ତ ଏକ ଇ-କମର୍ସ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏକ ବିଜ୍ଞାପନ ପାଇଁ କମ୍ପାନୀ ସହ ଡିଲ୍ କରିବାକୁ ଚାହିଁଥିଲେ ସୁଶାନ୍ତ। ଏନେଇ ସୁଶାନ୍ତ ନିଜ ଘରୋଇ ସହାୟକ […]

  • Sunday, 04 July 2021
india-china
ଭାରତକୁ ଦୋଷ ଦେଲା ଚୀନ; କହିଲା, ଆମେ ସୀମାରେ ଅନୁପ୍ରବେଶ କରିନାହୁଁ

ନୂଆଦିଲ୍ଲୀ: ପଶ୍ଚିମ ଲଦାଖ ପେଙ୍ଗଙ୍ଗ୍‌ ହ୍ରଦ ସୀମାରେ ଅନୁପ୍ରବେଶ ନେଇ ଭାରତର ଦୋଷ ଦେଲା ଚାଇନା। ଡ୍ରାଗନ ସୀମାରେ ଉତ୍ତେଜକ ସାମରିକ ଗତିବିଧି ଦେଖାଉଥିବା ଭାରତ ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛି ଚାଇନା। ଦୁଇ ଦେଶ ମଧ୍ୟରେ ଏଭଳି କୌଣସି ଉତ୍ତଜକ ସ୍ଥିତି ନାହିଁ ବୋଲି ଚୀନ କହିଛି। ଏନେଇ ଚାଇନା ବୈଦେଶିକ ମନ୍ତ୍ରୀ ହୁଆ ଚୁଇଁ କହିଛନ୍ତି ଯେ ପିପୁଲ ଲିବରେସନ ଆର୍ମି ଏଲ୍‌ଏସ୍‌ରେ ଅନୁପ୍ରବେଶ କରିନାହିଁ। ଏବଂ କୌଣସି ସୀମା ଅକ୍ତିଆର […]

  • Sunday, 04 July 2021
charu-sinha
ଶ୍ରୀନଗର ସିଆରପିଏଫ୍ ସେକ୍ଟରର ପ୍ରଥମ ମହିଳା ଆଇଜି ହେଲେ ଚାରୁ ସିହ୍ନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ଏବେ ସାମିଲ୍‌ ହେବେ ମହିଳା ଅଧିକାରୀ। ଶ୍ରୀନଗର ସେକ୍ଟରରେ ସିଆରପିଏଫର ଦାୟିତ୍ୱ ପ୍ରଥମଥର ଲାଗି ମହିଳା ପୋଲିସ୍ ଅଧିକାରୀଙ୍କୁ ମିଳିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଆଇପିଏସ୍ ଅଧିକାରୀ ଚାହୁ ସିହ୍ନାଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକ୍ଟରର ଆଇଜି ପଦବୀରେ ନିଯୁକ୍ତ କରିଛି। ଚାରୁ ପ୍ରଥମ ମହିଳା ଅଧିକାରୀ ଭାବେ ସିଆରପିଏଫ ଶ୍ରୀନଗର ସେକ୍ଟରର ଆଇଜି ହୋଇଛନ୍ତି। ସିଆରପିଏଫ୍ ଶ୍ରୀନଗର ସେକ୍ଟରର ଆଇଜି ଭାବେ ନିଯୁକ୍ତ ହୋଇଥିବା ଚାହୁ […]

  • Sunday, 04 July 2021
pinaka
୨୫୮୦ କୋଟି ଟଙ୍କାରେ 'ପିନାକା' ରକେଟ୍‌ ଲଞ୍ଚର୍ କିଣିବ ଭାରତ

ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୬ଟି ପିନାକା ରେଜିମେଣ୍ଟ ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇଦେବା ପାଇଁ ପ୍ରାୟ ୨୫୮୦ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଟାଟା ପାୱାର କମ୍ପାନୀ ଲିମିଟେଡ୍ (TPCL) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଚୁକ୍ତି […]

  • Sunday, 04 July 2021
Parliament
Parliament Monsoon Session: ଚଳିତ ବର୍ଷ ରହିବନି ପ୍ରଶ୍ନକାଳ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ। କରୋନା କଟକଣା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଶୂନ୍ୟକାଳ ସମେତ ଅନ୍ୟ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟଖସଡ଼ା ଅନୁସାରେ ଚାଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଆସନ୍ତା ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅକ୍ଟୋବର ୧ ଯାଏ ଏହି ଅଧିବେଶନ ଚାଲିବ। ସଂସଦରେ ପ୍ରବେଶ ପୂର୍ବରୁ ସାଂସଦମାନେ କରୋନା କଟକଣା ମାନିବା ସହ […]

  • Sunday, 04 July 2021
asteroid
ମାଡ଼ି ଆସୁଛି ଉଲ୍‌କାପିଣ୍ଡ, ଏଇ ସପ୍ତାହରେ ପୃଥିବୀ ଦେଇ ଅତିକ୍ରମ କରିବ

ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍‌କାପିଣ୍ଡ। ସେପ୍ଟେମ୍ବର ୬ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍ ଇଜିପ୍ଟର The Great Pyramid of Gizaର ଆକାରଠୁ ଦୁଇଗୁଣାରୁ ଅଧିକ। ଯାହାର ନାଁ 465824 (2010 FR) ଓ ବ୍ୟାସ ୧୨୦ରୁ ୨୭୦ ବୋଲି କୁହାଯାଉଛି। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍‌କାପିଣ୍ଡକୁ ଟ୍ରାକିଂ କରୁଛନ୍ତି। […]

  • Sunday, 04 July 2021
indo-china
ମାନୁନି ଚୀନ୍, ପୁଣି ବସିଲା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ଲଗାତର ଅନୁପ୍ରବେଶ କରିବାକୁ ପ୍ରୟାସ କରୁଛି। ତେବେ ଭାରତୀୟ ସେନା ଚୀନର ଏହି ପ୍ରଚେଷ୍ଟାକୁ ବାରମ୍ବାର ଫେଲ୍ କରିଦେଉଛନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ସୀମାରେ ମଧ୍ୟ ଟେନସନ୍ ବଢ଼ିଯାଇଛି। ତେବେ ଏହି ସୀମା ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ ବସିଛି। ଉତ୍ତେଜନା ହ୍ରାସ ଲାଗି ମୋଲ୍ଡୋରେ ଗତକାଲି ମଧ୍ୟ ବୈଠକ ବସିଥିଲା। ଭାରତ ଶାନ୍ତି ଚାହେଁ, କିନ୍ତୁ କୌଣସି ପରିସ୍ଥିତିରେ ସୀମାର ଅଖଣ୍ଡତା […]

  • Sunday, 04 July 2021
aadhar
ମାତ୍ର ୧୦୦ ଟଙ୍କାରେ କରନ୍ତୁ ଆଧାର କାର୍ଡରେ ଅପଡେଟ୍‌

ନୂଆଦିଲ୍ଲୀ: ଆପଣଙ୍କ ଆଧାର କାର୍ଡ ଅପଡେଟ୍‌ ଅଛି କି ? ଯଦି ହଁ ତେବେ କିଛି ସମସ୍ୟା ନାହିଁ। ଯଦି ନା’ ତା’ହେଲେ ଏବେ ହିଁ କରନ୍ତୁ ଅପଡେଟ୍। ନଚେତ୍‌ କୌଣସି ବି ମୁହୂର୍ତ୍ତରେ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଅସୁବିଧାରେ ପଡ଼ିବା ଆଗରୁ ମାତ୍ର ୧୦୦ ଟଙ୍କାରେ କରି ନିଅନ୍ତୁ ଆଧାର କାର୍ଡ଼ ଅପଡେଟ୍‌। ପରିଚୟ ପ୍ରମାଣ ପାଇଁ ସବୁଠି ଆଧାର କାର୍ଡ ବ୍ୟବହୃତ ହୋଇଥାଏ। ଏଥିରେ ଯଦି କିଛି ଭୁଲ ରହିଯାଏ ସବୁ କିଛି ଭୁଲ […]

  • Sunday, 04 July 2021
rajnath
ସୀମା ବିବାଦ ମଧ୍ୟରେ ରୁଷ୍ ଯାତ୍ରା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ। ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ […]

  • Sunday, 04 July 2021
paliamernt
ଏଥର ବିନା ଛୁଟିରେ ଚାଲିବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୮ ଦିନ ଧରି ଚାଲିବାକୁ ଥିବା ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଅର୍ଥାତ୍ ଏଥର ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ ଚାଲୁରହିବ। କରୋନାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭା ଅଧିବେଶନ ଚାଲିବ ଏବଂ […]

  • Sunday, 04 July 2021