• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

accident
ଭୟଙ୍କର ସଡ଼କ ଦୁର୍ଘଟଣା: କିଛି ସେକେଣ୍ଡରେ ଚୁର୍‌ମାର୍‌ ହୋଇ ଜଳିଗଲା କାର୍‌, ଚାଲିଗଲା ୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇଥିବା ଏକ କଣ୍ଟେନର ଟ୍ରକ୍‌ ଓ କାର୍‌କୁ ଧକ୍କା ଦେବା ଫଳରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। କଣ୍ଟେନରଟି କାର୍‌କୁ ଧକ୍କା ଦେବା ଫଳରେ କାର୍‌ରେ ଥିବା…

  • Sunday, 04 July 2021
ପ୍ରଣବ ମୁଖାର୍ଜୀ
Pranab Mukharjee Death: ପ୍ରଣବ ଦା'ଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର (Pranab Mukharjee) ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର […]

gdp
ରେକର୍ଡ ୨୩.୯% ତଳକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]

  • Sunday, 04 July 2021
j-and-k
ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୬ ନାଗରିକ ଆହତ

ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। #WATCH Terrorists hurled a grenade on Army […]

  • Sunday, 04 July 2021
pranab mukharjee
Pranab Mukharjee Death: ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ‘ଭାରତ ରତ୍ନ’ ଓ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। କେନ୍ଦ୍ର ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ୭ ଦିନିଆ ଅର୍ଥାତ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। Centre declares seven day national mourning as a mark of respect to Former President #PranabMukherjee — Prasar Bharati News Services पी.बी.एन.एस. (@PBNS_India) […]

pranab mukherjee
ଆଜି ପ୍ରଣବ ଦା’ଙ୍କ ଶେଷକୃତ୍ୟ, ଶେଷ ଦର୍ଶନ ପାଇଁ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ। ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ୧୦, ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବେ ପ୍ରମୁଖ ବ୍ୟକ୍ତି ବିଶେଷ। ଏଥିପାଇଁ ପ୍ରଣବ ଦା’ଙ୍କ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ଗାର୍ଡ ଅଫ ଅନର୍, ଅନ୍ତିମ ଦର୍ଶନ ଏବଂ ପରେ ଶେଷକୃତ୍ୟ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସକାଳ ୯ଟା ୧୫ରୁ ୧୨ଟା […]

  • Sunday, 04 July 2021
indo-china
ଭାରତ-ଚୀନ୍ ସୀମା ବିବାଦ, ବସିଲା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପାନଗଙ୍ଗରେ ଚୀନ ସେନାକୁ କଡ଼ା ଜବାବ ଦେବା ପରେ ଆଜି ବସିଛି ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା। ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ୨୯ ରାତିରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଉଭୟ ସେନା ମଧ୍ୟରେ ଆପୋଷ ବୁଝାମଣା, ସୀମା ବିବାଦକୁ ଏଡ଼ାଇବାକୁ ନେଇ ଏହି ବୈଠକ ବସିଛି। ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ସୁରକ୍ଷାକୁ ଆଖି […]

  • Sunday, 04 July 2021
pranab-mukharejee
ପଞ୍ଚଭୂତରେ ଲୀନ ହେଲେ ପ୍ରଣବ ଦା'

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ରାଜକୀୟ ସମ୍ମାନ ସହ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ପ୍ରଣବ ଦା’ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଦେଶର ତ୍ରୟୋଦଶ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଆର୍ମିର ଆର୍ ଆଣ୍ଡ ଆର୍ ହସ୍ପିଟାଲରୁ ସକାଳ ୯.୩୦ ବେଳେ ଅଣାଯାଇଥିଲା ଏବଂ ଅପରାହ୍ଣ ୨ଟା ବେଳେ ଅନ୍ତିମ ସଂସ୍କାର କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ପ୍ରଣବ ମୁଖାର୍ଜୀଙ୍କୁ […]

  • Sunday, 04 July 2021