• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ। വയനാട്ടിലെ കുഞ്ഞുകൂട്ടുകാരുമായി സംസാരിച്ചു. പഠിച്ചുയരാൻ കൂടെയുണ്ടാകും……. pic.twitter.com/xq1rU085ip — Rahul Gandhi – Wayanad (@RGWayanadOffice) July […]

  • Tuesday, 06 July 2021
cp
ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି […]

  • Tuesday, 06 July 2021
journalist
ଆଖି ବୁଜିଲେ ଗାଜିଆବାଦର ଆହତ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ସୋମବାର ବିଚ ରାସ୍ତାରେ ନିଜର ଦୁଇ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ଦୃର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ହୃଦୟ ବିଦାରକ ଚିତ୍ର ସିସିଟିଭରେ କଏଦ […]

  • Tuesday, 06 July 2021
china
ପୁଣି ଥରେ ଧୋକା ଦେଉଛି କି ଚୀନ?

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ଦେଶ ଏହାର ସେନା ହଟାଇଦେଇଛି। କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା […]

  • Tuesday, 06 July 2021
usa
ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍‌କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ।  ତେବେ ଏଥିପାଇଁ […]

  • Tuesday, 06 July 2021
china
LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ […]

  • Tuesday, 06 July 2021
bihar flood
ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, […]

  • Tuesday, 06 July 2021
assam
ଆସାମ ବନ୍ୟା; ଗଲାଣି ୮୯ ଲୋକଙ୍କ ଜୀବନ

ଦିଶପୁର: ଆସାମର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।  ବନ୍ୟାରେ ୨୬ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୮୯ ଜଣଙ୍କ ଜୀବନ ଯାଇଛି। ଦିବ୍ରୁଗଡ, କୋକ୍ରାଝର ଭଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା ।ବହୁ ସଂଖ୍ୟକ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି।  ଏମିତିକି ସ୍ଥାନେ ସ୍ଥାନେ ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ […]

  • Tuesday, 06 July 2021
lover
ପତ୍ନୀଙ୍କର ଥିଲେ ୧୪ ଲଭର୍ସ, ସ୍ୱାମୀ ମାଗିଲେ...

କୋଲକାତା: ପତ୍ନୀ ଧୋକ୍କା ଦେଲେ। ତାଙ୍କ ଅଗୋଚରରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଲେ। ଏଥିପାଇଁ ତାଙ୍କର ସୁଖ, ଶାନ୍ତି ନଷ୍ଟ ହେଲା,  ଅନେକ ବଦନାମ୍‌ ବି ସହିବାକୁ ପଡ଼ିଲା। ଏଥିପାଇଁ ସ୍ୱାମୀ ମାଗିଛନ୍ତି ୧୦୦ କୋଟିର କ୍ଷତିପୂରଣ ।  ତାହା ପୁଣି ପତ୍ନୀଙ୍କୁ ନୁହେଁ, ପତ୍ନୀଙ୍କ ପ୍ରେମିକଙ୍କୁ।  ଏପରି ଘଟଣା ଘଟିଛି କୋଲକାତା ଅଞ୍ଚଳରେ। ପଶ୍ଚିମବଙ୍ଗ କୋଲକାତାର ଏହି ବ୍ୟକ୍ତିଜଣକ ଜାଣିବାକୁ ପାଇଲେ ଯେ,  ତାଙ୍କ ପତ୍ନୀଙ୍କର ୧୪ ଜଣ ପ୍ରେମିକ ଅଛନ୍ତି ଏବଂ ସେମାନଙ୍କ […]

  • Tuesday, 06 July 2021
nurse
କରୋନା ରୋଗୀଙ୍କ ସେବା କରି ସିଂଗାପୁର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ନର୍ସ

ନୂଆଦିଲ୍ଲୀ: ସିଂଗାପୁରରେ ରହୁଥିବା ଜଣେ ୫୯ ବର୍ଷୀୟ ମୂଳ ଭାରତୀୟ ନର୍ସଙ୍କୁ ତାଙ୍କର ସେବା ପାଇଁ ମିଳିଛି ରାଷ୍ଟ୍ରପତି ପୁରସ୍କାର। କୋଭିଡ-୧୯ ପରି ବିପଦକାଳିନ ସ୍ଥିତିରେ ଏହି ଭାରତୀୟ ମୂଳ ନର୍ସ ନିଜ ଜୀବନକୁ ପାଣି ଛଡେଇ ଯେପରି ରୋଗୀଙ୍କ ସେବା କରିଥିଲେ ତାହାକୁ ଦେଖି ସିଂଗାପୁର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି। ଏ ନେଇ ସେଠିକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମୂଳ ଭାରତୀୟ ନର୍ସଙ୍କ ନାମ କଳା ନାରାୟଣସାମୀ। ତାଙ୍କ ସହିତ […]

  • Tuesday, 06 July 2021
delhi
୪ ବର୍ଷର ଝିଅକୁ ବଞ୍ଚାଇବା ପାଇଁ କିଡ୍‌ନାପର୍‌ଙ୍କ ସହ ଫାଇଟ୍‌ କଲେ ମା’

ନୂଆଦିଲ୍ଲୀ: ଯଦି ଛୁଆ ଉପରେ ବିପଦ ଆସେ, ତା’ହେଲେ ପରିସ୍ଥିତି ଯାହାବି ହେଉନା କାହିଁକି ଛୁଆର ସୁରକ୍ଷା ଦେବାପାଇଁ ମା’ ଆଗେଇ ଆସେ। ଏବେ ଏମିତି ଜଣେ ମହିଳାଙ୍କ ସାହସିକତାକୁ ନେଇ ବେଶ୍‌ ଚର୍ଚ୍ଚା। ଜୀବନକୁ ବାଜି ଲଗାଇ କିଭଳି ଭାବରେ ଜଣେ ମହିଳା ତାଙ୍କର ୪ ବର୍ଷର ଝିଅକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିଛନ୍ତି, ତା’ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, […]

  • Tuesday, 06 July 2021
doctor
ଡାକ୍ତରଖାନାରେ ଡାକ୍ତରଙ୍କୁ ମିଳିଲାନି ବେଡ୍‌ , ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜି ଦେଲେ କରୋନା ଯୋଦ୍ଧା

ବେଙ୍ଗାଲୁର: କରୋନା ରୋଗୀଙ୍କ ସେବା କରୁଥିଲେ। ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ ପଡ଼ିଗଲେ ରୋଗରେ। ହେଲେ ଦୁଃଖର ବିଷୟ, ତାଙ୍କର ଚିକିତ୍ସା କରିବାକୁ କେହି ଆଗେଇ ଆସିଲେନି। ତିନି ତିନିଟା ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବନି ବୋଲି କହି ଫେରାଇ ଦେଲା। ଶେଷରେ ଏକା ଏକା ମୃତ୍ୟୁ ସହ ଲଢି ଆଖି ବୁଜିଦେଲେ ଜଣେ ୫୦ ବର୍ଷ ବୟସ୍କ ଏଇ କରୋନା ଯୋଦ୍ଧା। ଡାକ୍ତର ମଞ୍ଜୁନାଥ ଏସ୍‌ଟି କନକପୁରା ତାଲୁକର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ  ଡ୍ୟୁଟି […]

  • Tuesday, 06 July 2021
two boys
ବିଲ୍ଡିଂରେ ଲାଗିଲା ନିଆଁ, ଦୁଇଭାଇ ଜୀବନ ବଞ୍ଚାଇବା ପାଇଁ ୪୦ ଫୁଟ୍‌ ତଳକୁ ଡେଇଁପଡ଼ିଲେ

ଗ୍ରେନୋବଲ୍‌: ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଫଳରେ ସେହି ମହଲାରୁ ଦୁଇ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇ ଭାଇ ଜୀବିତ ଅଛନ୍ତି। ବିଲ୍ଡିଂ ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍‌ ସେ ଦୁହିଁଙ୍କୁ ବଞ୍ଚାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। #COVID19 #accident #grenoble ( Ce mardi il a y’a […]

  • Tuesday, 06 July 2021
rajasthan political crisis
ସୁପ୍ରିମ କୋର୍ଟରେ ପାଇଲଟଙ୍କ ବିଜୟ

ନୂଆଦିଲ୍ଲୀ: ସଚିନ ପାଇଲଟ୍ ମାମଲାରେ ଶୁଣାଣି କରିପାରିବେ ରାଜସ୍ଥାନ ହାଇକୋର୍ଟ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତିନିଜଣିଆ ଖଣ୍ଡପୀଠ ରହିତାଦେଶ ଦେବାକୁ ମନା କରିଛନ୍ତି। ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଗଣତନ୍ତ୍ରରେ ବିରୋଧର ସ୍ୱରକୁ ଚପାଇ ଦେଇ ହେବ ନାହିଁ। ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି ସିପି ଯୋଶୀ କରିଥିବା ଆବେଦନ ଉପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ସେହିପରି […]

  • Tuesday, 06 July 2021
RAM-MANDIR
୧୬୧ ଫୁଟ୍ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ଦିରର ନୂଆ ମଡେଲରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, କାରଣ ୧୯୮୮ରେ କରାଯାଇଥିବା ଡିଜାଇନ୍ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ଡିଜାଇନ୍ ନିର୍ଦ୍ଧାରିତ ଉଚ୍ଚତାରୁ ଅଧିକ ଉଚ୍ଚ ହେବାକୁ ଯାଉଛି। ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ […]

  • Tuesday, 06 July 2021
cow
୪ ଭୋକିଲା କୁକୁର ଛୁଆକୁ କ୍ଷୀରପାନ କରାଇଲା ଗାଈ; ଭିଡିଓ ଭାଇରାଲ

ମା‘ର ହୃଦୟ ତା’ର ସନ୍ତାନ ପାଇଁ ସବୁବେଳେ ମମତାରେ ଛଳଛଳ।  ସନ୍ତାନର ଆଖିରେ ଲୁହ ଦେଖିଲେ ବିଳପି ଉଠେ ମା’ର ହୃଦୟ। ସେ ସନ୍ତାନ ତା’ର ନିଜର ହେଉ ବା ଅନ୍ୟର। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି ଯାହା ଅନାବିଳ ମାତୃତ୍ୱର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନି। ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ଗାଈ ୪ଟି ଛୋଟ ଛୋଟ କୁକୁରକୁ କ୍ଷୀର ପିଇବାକୁ ଦେଉଛି। ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍‌ […]

  • Tuesday, 06 July 2021
BAIJAYANTPANDA
ମଣିପୁରରେ ରାଜନୈତିକ ଅସ୍ଥିରତା: ବୈଜୟନ୍ତ ଓ ମନୋଜଙ୍କୁ ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ରାଜନୈତିକ ଅସ୍ଥିରତା ଦୂର ଲାଗି ତତ୍ପର ହୋଇପଡ଼ିଛି ବିଜେପି। ବିଧାୟକଙ୍କ ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ ସରକାର ପ୍ରତି ସୃଷ୍ଟି ହୋଇଥିବା ବିପଦ ଦୂର ଲାଗି ଦଳ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଇମ୍ପାଲ ପଠାଯାଇଛି। ଦୁଇ ନେତା ମୁଖ୍ୟମନ୍ତ୍ରୀ ସିଂ, ଦଳୀୟ ବିଧାୟକ ଓ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବା […]

  • Tuesday, 06 July 2021
coronavirus_chennai214
ମାସ୍କ ନପିନ୍ଧିଲେ ଲକ୍ଷେ ଫାଇନ୍, ୨ ବର୍ଷ ଜେଲ୍

ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ୍‌ ବୁଧବାର ସଂକ୍ରମକ ରୋଗା ଅଧ୍ୟାଦେଶ-୨୦୨୦ ପାରିତ କରିଛି। ଏଥିରେ କୁହାଯାଇଛି, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ […]

  • Tuesday, 06 July 2021