• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

work from home
‘ଡିସେମ୍ବର ୩୧ ଯାଏ ଘରେ ରହି କାମ କର’

ନୂଆଦିଲ୍ଲୀ: ଡିସେମ୍ବର ୩୧ ଯାଏ ଘରେ ରହି କାମ କରିବେ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୂରସଂଚାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। କର୍ମଚାରୀମାନେ କିଭଳି ଘରେ ରହି କାମ କରିବେ, ଏଥିପାଇଁ ବ୍ୟବସ୍ଥା କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପ୍ରାୟ ୮୦ ପ୍ରତିଶତ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି। ଜରୁରୀ ଆବଶ୍ୟକତା ଥିବା କର୍ମଚାରୀମାନେ କେବଳ ଅଫିସ […]

  • Tuesday, 06 July 2021
Diamond
ବଦଳିଗଲା ଭାଗ୍ୟ ! ଖଣିରୁ ମିଳିଲା ହୀରାଖଣ୍ଡ

ପାନ୍ନା: ଖଣିରୁ ମିଳିଲା ୧୦.୬୯ କ୍ୟାରେଟ୍‌ର ଏକ ହୀରାଖଣ୍ଡ। ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା। ମଧ୍ୟ ପ୍ରଦେଶର ପାନ୍ନା ଜିଲ୍ଲାରେ ଥିବା ଏକ ଖଣିରୁ ଏହି ହୀରାଖଣ୍ଡ ମିଳିଛି।  ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିଟିକୁ ଲିଜ୍‌ରେ ନେଇଥିବା ଆନନ୍ଦୀଲାଲ୍‌ କୁଶ୍‌ୱା(୩୫) ଏହି ହୀରାଖଣ୍ଡକୁ ପାଇଥିଲେ। ଏହାପରେ ସେ ସ୍ଥାନୀୟ ହୀରା କାର୍ଯ୍ୟାଳୟରେ ଏହାକୁ ସେ ଡିପୋଜିଟ୍‌ କରିଥିଲେ। ନିକଟରେ କୁଶ୍‌ୱା ଏକ ୭୦ କ୍ୟାରେଟ୍‌ର ହୀରାଖଣ୍ଡ ମଧ୍ୟ ଡିପୋଜିଟ୍‌ କରିଥିଲେ। ପାନ୍ନା ଜିଲ୍ଲାରେ ଲକ୍‌ଡାଉନ୍‌ […]

  • Tuesday, 06 July 2021
vaccine
ହଜାରେ ଟଙ୍କାରେ ମିଳିବ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଯେଉଁ କରୋନା ଭ୍ୟାକସିନର ଟ୍ରାଏଲ୍ କରିଥିଲା, ତାହା ପ୍ରାୟତ ସଫଳ ହୋଇଛି। କେବଳ ଏତିକି ନୁହେଁ, ଏହି ଭ୍ୟାକସିନର ଉତ୍ପାଦନର ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ତିଆରି କରାଯାଇଥିବା କରୋନାଭାଇରସ୍ ଭ୍ୟାକସିନ୍ ଭାରତରେ ଆସନ୍ତାବର୍ଷ ଆରମ୍ଭରେ ସାମୂହିକ ପ୍ରସ୍ତୁତି ଆରମ୍ଭ ହେବ। ଏନେଇ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। […]

  • Tuesday, 06 July 2021
gold
କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି।  Multi-Commodity Exchange (MCX)ରେ ସୁନା ଦର‌ ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି। ଆଜି ସକାଳେ ଶେଆର୍‌ ମାର୍କେଟ୍‌ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍‌ ସମୟରେ MCXରେ ସୁନା ଦର ୪୦୯ଟଙ୍କା […]

mouse
ବର୍ଷାରେ ଓଦା ହୋଇ ନିଜ ଛୁଆକୁ ଏମିତି ବଞ୍ଚାଇଲା ମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍‌ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍‌ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନିର ନିଜ ଟ୍ୱିଟ୍‌ର ହ୍ୟାଣ୍ଡଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟେ ଛୋଟ ମା’ ମୂଷାଟି ବର୍ଷାରେ ଓଦା […]

  • Tuesday, 06 July 2021
manodarpan
ଆରମ୍ଭ ହେଲା 'ମନୋଦର୍ପଣ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨। ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ […]

  • Tuesday, 06 July 2021
nag-missile
'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି। #WATCH Trials of Helicopter-launched Nag Missile (HELINA), now named Dhruvastra anti-tank guided missile in direct and top attack […]

  • Tuesday, 06 July 2021
jay-panda
ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା […]

  • Tuesday, 06 July 2021