• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

india corona
ଦେଶରେ ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୪୦ ହଜାର ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ କରୋନା ଭାଇରସ ଯେମିତି ଦିନକୁ ଦିନ ନିୟନ୍ତ୍ରଣ ବହାରକୁ ଚାଲି ଯାଉଛି। ପ୍ରତିଦିନ ଚିହ୍ନଟଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ହୋଇଥିବାବେଳେ ୬୮୧ଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  ମୃତ୍ୟୁ ସଂଖ୍ୟା ସଂଖ୍ୟା ୨୭ ହଜାର ୪୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ଦଶରେ ଆକ୍ଟିଭ କେସ୍ ୩,୯୦,୪୫୯ […]

  • Tuesday, 06 July 2021
32323254
ଡକାୟତି ଗ୍ୟାଙ୍ଗକୁ ଅଫର : ଗୋଟିଏ AK-47 ବଦଳରେ ୨ଟି ଗାଈ

ନାଇଜର: ନାଇଜେରିଆର ଉତ୍ତର ପଶ୍ଚିମ ଜମ୍‌ଫାରା ପ୍ରାନ୍ତରେ ଆତଙ୍କ ରଚିଛନ୍ତି ଏକ ଡକାୟତ ଗ୍ୟାଙ୍ଗ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ନିଦ ହଜି ଗଲାଣି ଏଇ ଡକାୟତ ଗ୍ୟାଙ୍ଗଙ୍କ ପାଇଁ। ଶେଷରେ ପୋଲିସ ଏମାନଙ୍କ ପାଇଁ ଏକ ଅଜବ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପୋଲିସ ଡକାୟତ ଗ୍ୟାଙ୍ଗଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛି। ଆତ୍ମସମର୍ପଣ କରିଥିବା ଅପରାଧୀଙ୍କୁ ଗୋଟିଏ ଏକ-୪୭ ବଦଳରେ ଦୁଇଟି ଲେଖାଏ ଗାଈ ଦେବ ବୋଲି ପ୍ରତିଶ୍ରୁତି ଦେଇଛି […]

  • Tuesday, 06 July 2021
chiken
ବଟର ଚିକେନ୍‌ ପାଇଁ ଦବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍‌ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ  ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍‌ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ […]

  • Tuesday, 06 July 2021
corona
କରୋନା ମୁକ୍ତ ଭଉଣୀଙ୍କୁ ଦେଖି ଖୁସିରେ ନାଚିଲେ ଯୁବତୀ

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି। Just Loved the #SistersDuet!❤️ A worthy welcome of Elder Sis, returned after […]

  • Tuesday, 06 July 2021
dance-in-covid-care
ନାଚି ନାଚି କୋଭିଡ୍ ବିରୋଧରେ ସଚେତନ କରାଇଲେ ଲକ୍ଷଣ ନଥିବା ରୋଗୀ

ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯ ଲକ୍ଷଣ ନଥିବା ଥିବା କିଛି ରୋଗୀ ଖୁବ୍ ଡାନ୍ସ କରି ଏହି କରୋନା ବିରୋଧରେ ସଚେତନ କରାଇଛନ୍ତି। ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତା ପାଳନ କରି […]

  • Tuesday, 06 July 2021
cocrocha
୧୪ ଗୋଡ଼ ଥିବା ଅସରପା, ଯାହାର ଫଟୋ ଏବେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍‌ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍‌ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ […]

  • Tuesday, 06 July 2021
assam
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]

  • Tuesday, 06 July 2021