• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

12345
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚାଇନା ମୁଣ୍ଡ ପୂରାଇବ ନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଶେଷ ଏବଂ ବଡ ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ ହତାଶ କରିଦେଇଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା କୌଣସି ପ୍ରକାରର ମୁଣ୍ଡ ପୂରାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚାଇ ଦେଇଛି। ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ […]

  • Saturday, 10 July 2021
stone-pelting
ଜମ୍ମୁ-କାଶ୍ମୀରରେ ସରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼

ଶ୍ରୀନଗର: ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଆଜି ପ୍ରଥମ ଶୁକ୍ରବାରରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ଶୁକ୍ରବାର ପ୍ରାର୍ଥନା ପାଇଁ ପ୍ରଶାସନ ପକ୍ଷରୁ ଅଘୋଷିତ କର୍ଫ୍ୟୁ ଓ ୧୪୪ ଧାରା କଟକଣା କୋହଳ କରାଯାଇଥିଲା। ଶ୍ରୀନଗର, ଜମ୍ମୁ, କଠୁଆ, ସାମ୍ବା ଭଳି ଅଞ୍ଚଳରେ ଲୋକମାନେ ବିଭିନ୍ନ ମସଜିଦ୍‌କୁ ଯାଇ ସମୂହ ନମାଜ ପାଠ କରିଛନ୍ତି। ତେବେ ଜମ୍ମୁ-କଶ୍ମୀରର ସବୁଠାରୁ ବଡ଼ ଜମା ମସଜିଦ୍‌ରେ ଆଜି ପ୍ରଶାସନ […]

  • Saturday, 10 July 2021
ମା-ଜୀଂ
ସବୁଠୁ ହତାଶ ହେବା ପରେ ଚାଇନାର ଶରଣ ପଶିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ନୂଆଦିଲ୍ଲୀ ଉପରେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି। ପାକିସ୍ତାନ ଏକାକୀ ଭାରତର କିଛି କ୍ଷତି କରିପାରିବ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଭଲ ଭାବେ ଜାଣିଛନ୍ତି। ତେଣୁ ଚାଇନା କାନ୍ଧରେ ବନ୍ଧୁକ ଥୋଇ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଗୁଳି ଚଳାଇବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ସାହାଯ୍ୟ କରିବାକୁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନାର […]

  • Saturday, 10 July 2021
jdu
ଧାରା ୩୭୦କୁ ବିରୋଧ: ସଫେଇ ଦେଲା ଜେଡିୟୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ଧାରା ୩୭୦କୁ ସଂସଦରେ କାହିଁକି ବିରୋଧ କରିଥିଲା ସେ ନେଇ ସଫେଇ ଦେଇଛି। ଏଥିସହ ଧାରା ୩୭୦ ହଟି ସାରିଛି, ନୂଆ ଆଇନ ଲାଗୁ ହୋଇସାରିଛି, ତେଣୁ ଏବେ ସମସ୍ତ ବିବାଦକୁ ଭୁଲି ଏହି ନିଷ୍ପତ୍ତିକୁ ମାନିବାକୁ ପଡ଼ିବ ବୋଲି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ଉଭୟ ସଂସଦରେ ଜେଡିୟୁ ବିରୋଧ କରିଥିଲା। ଜେଡିୟୁ ସୁପ୍ରିମୋ ତଥା ବିହାର […]

  • Saturday, 10 July 2021
Ghulam-Nabi-Azad
ଶ୍ରୀନଗର ବିମାନ ବନ୍ଦରରୁ ଫେରି ଆସିଲେ ଗୁଲାମ ନବୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ ଆଜି ପ୍ରଥମ ଥର ପାଇଁ କଶ୍ମୀର ଯାଇଥିଲେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ୍ ନବୀ ଆଜାଦ୍। ଆଜି ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷା କର୍ମୀ ବାହାରକୁ ଯିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ ସେ ବାଧ୍ୟ ହୋଇ ଦିଲ୍ଲୀ ଫେରିଥିବା ସୂଚନା ରହିଛି। ଗୁଲାମ୍ ନବୀ ଆଜାଦଙ୍କୁ ସ୍ୱାଗତ କରିବା ପାଇଁ ଜମ୍ମୁ କଶ୍ମୀର କଂଗ୍ରେସ ସଭାପତି ଗୁଲାମ୍ ମୀର ଶ୍ରୀନଗର […]

  • Saturday, 10 July 2021
monkey
ସ୍କୁଲରେ ନୂଆ ନାମ ଲେଖାଇଛି, ପାଠ ପଢୁଛି..ଦେଖନ୍ତୁ କିଏ ଏଇ ଛାତ୍ରୀ

ଅମରାବତୀ: ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ସରକାରୀ ସ୍କୁଲରେ ଉପସ୍ଥାନ ଆଶାଜନକ ହୋଇପାରୁନି। ବହୁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ତୁଳନାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ରହୁଛି। । ହେଲେ ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲ୍‌ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସ୍କୁଲର ଉପସ୍ଥାନ  କିଛି ଦିନ ହେବ ଶତ ପ୍ରତିଶତରେ ପହଞ୍ଚିଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଉ ତାହା ହେଉଛି ସ୍କୁଲକୁ ଆସିଥିବା ଜଣେ ନୂଆ ଛାତ୍ରୀ। ଯାହା ସହ ଶ୍ରେଣୀଗୃହରେ ପାଠ ପଢ଼ିବାକୁ ପିଲାଙ୍କୁ […]

  • Saturday, 10 July 2021
BANSURI
ଗଙ୍ଗାରେ ସୁଷମାଙ୍କ ଅସ୍ଥି ବିସର୍ଜନ

ଲକ୍ଷ୍ନୌ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ଅସ୍ଥି ବିସର୍ଜନ ହୋଇଛି। ତାଙ୍କ ଝିଅ ବାଂଶୁରୀ ଉତ୍ତର ପ୍ରଦେଶ ହାପୁର ଦେଇ ଯାଇଥିବା ଗଙ୍ଗାନଦୀରେ ତାଙ୍କ ମା’ଙ୍କ ଅସ୍ଥିକୁ ବିସର୍ଜନ କରିଛନ୍ତି। ଅସ୍ଥି ବିସର୍ଜନ ବେଳେ ବାଂଶୁରୀଙ୍କ ସହ ତାଙ୍କ ବାପା ସ୍ୱରାଜ କୌଶଲ ମଧ୍ୟ ଥିଲେ। ବୁଧବାର ରାତିରେ ସୁଷମା ସ୍ୱରାଜଙ୍କର ଦେହାନ୍ତ ହୋଇଥିଲା। ଗତକାଲି ଦିଲ୍ଲୀ ସ୍ଥିତ ଲୋଧିରୋଡରେ ଥିବା ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୁଷମାଙ୍କ ଝିଅ ବାଂଶୁରୀ […]

  • Saturday, 10 July 2021
birabhadra singh
ହିମାଚଳ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବୀରଭଦ୍ରଙ୍କୁ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଥିବା ଜଣାପଡ଼ିଛି। ବୀରଭଦ୍ର ଅସୁସ୍ଥ ଥିବା ଖବର ପାଇ ଅନେକ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ […]

  • Saturday, 10 July 2021
ladakh
ୟୁଜର୍ସଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କଲେନି ଲଦାଖ ସାଂସଦ, କହିଲେ...

ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରରୁ ହଟିଲା ଧାରା-୩୭୦। ଭାରତ ମାନଚିତ୍ରରେ ବଦଳି ଗଲା ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳର ସଂଖ୍ୟା।  ମୋଦି ସରକାରଙ୍କ ଏପରି ଐତିହାସିକ ପଦକ୍ଷେପକୁ ନେଇ ସଂସଦଠୁ ସପିଂ ମଲ ସବୁଆଡେ ଚର୍ଚ୍ଚା। କେଉଁଠି ଖୁସିର ଲହରୀ ତ କେଉଁଠି ଦେଖିବାକୁ ମିଳୁଛି ବିରୋଧର ଆଭାସ। ମଙ୍ଗଳବାର ଏହି ପ୍ରସଙ୍ଗକୁ ନେଇ ସଂସଦରେ ଜୋରଦାର୍‌ ଚର୍ଚ୍ଚା ହୋଇଥିଲା। ସପକ୍ଷ ଓ ବିପକ୍ଷରେ ଅନେକ ମତ ଆସିଥିଲା। ଅନ୍ୟମାନଙ୍କ ପରି ଏ ପ୍ରସଙ୍ଗରେ ନିଜର ମତ ରଖିଥିଲେ […]

  • Saturday, 10 July 2021
Sushma-Swaraj-Memorable-Speech-644x362
ଭାଷଣ ସରିଯାଏ, କିନ୍ତୁ ମନରେ ଗୁଞ୍ଜରି ଉଠୁଥାଏ ସେଇ ସ୍ୱର, ସେଇ ଶବ୍ଦ

ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ନେତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜ ଆଉ ନାହାନ୍ତି। ହେଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜୀବନ୍ତ ରହିଛି ତାଙ୍କର ଶାନ୍ତ , ଗମ୍ଭୀର ଚେହେରା, ବାକ୍‌ପଟୁତା, ବିଚକ୍ଷଣ ବୁଦ୍ଧିମତ୍ତା ଆଉ ଉଦାରତା। ଗମ୍ଭୀର ଅଥଚ ମଧୁର  ଏବଂ ସ୍ପଷ୍ଟ ସ୍ୱରରେ ଯେତେବେଳେ ସେ ଓଜସ୍ୱନୀ ଭାଷଣ ଦିଅନ୍ତି ସଂସଦ ଭବନ ହେଉ ବା ଜାତିସଂଘ ସବୁଠି ଛାଇଯାଏ ନୀରବତା। ବିପକ୍ଷକୁ ଆକ୍ରମଣ କରିବା ପାଇଁ ସେ ଏମିତି ଶବ୍ଦ […]

  • Saturday, 10 July 2021