• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sonia
କାହିଁକି ସୋନିଆଙ୍କ ମୁଣ୍ଡରେ ଦଳ ଲଦିଲା ଏ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଏକ ଗୁରୁ ଦାୟିତ୍ୱ ଦେଇଛି। ଏହି ପଦବୀ ତାଙ୍କ ପାଇଁ ନୁଆ ନୁହେଁ, କିନ୍ତୁ କାହିଁକି ପୁଣି ଥରେ ତାଙ୍କୁ ଦଳ ଏହି ଦାୟିତ୍ୱ […]

  • Saturday, 10 July 2021
kashmir
ନିରାଡ଼ମ୍ୱର ଭାବେ ଇଦ୍ ପାଳିଲେ କାଶ୍ମୀରବାସୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ହିଂସା ହେବାର ସୂଚନା ମିଳିବା ପରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ନିକଟବର୍ତ୍ତୀ […]

  • Saturday, 10 July 2021
umar abdulla
ଜେଲ ଭିତରେ ଝଗଡ଼ା କଲେ ଉମର-ମୁଫ୍‌ତି, କାହିଁକି ଜାଣନ୍ତୁ

ଜମ୍ମୁ-କାଶ୍ମୀର: ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଅର୍ଥାତ ଗତ ସପ୍ତାହରୁ ହରି ନିବାସ ମହଲରେ ବନ୍ଦୀ ଜୀବନ ବିତାଉଛନ୍ତି ପିଡିପି ନେତା ମେହବୁବା ମୁଫ୍‌ତି ଓ  ଓ ନାଶନାଲ୍‌ କନ୍‌ଫ୍ରେନ୍ସ ନେତା ଉମର ଅବଦୁଲ୍ଲା। ଉମର-ମୁଫ୍‌ତିଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଏକଥା ସମସ୍ତେ ଜାଣନ୍ତି। ହେଲେ ଏବେ ଉଭୟଙ୍କର ମନ ଏକ ହୋଇ ଯାଇଛି ବୋଲି ସମସ୍ତେ ଭାବୁଥିଲେ । କାରଣ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଘଟଣାକୁ ଦୁହେଁ ମିଳିତି […]

  • Saturday, 10 July 2021
123
କେରଳରେ ବନ୍ୟାତାଣ୍ଡବ: ରଶିରେ ଝୁଲି ଭରା ନଦୀ ପାର ହେଲେ ଗର୍ଭବତୀ

ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି।  ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ଅଛନ୍ତି। ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ […]

  • Saturday, 10 July 2021
12345
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚାଇନା ମୁଣ୍ଡ ପୂରାଇବ ନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଶେଷ ଏବଂ ବଡ ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ ହତାଶ କରିଦେଇଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା କୌଣସି ପ୍ରକାରର ମୁଣ୍ଡ ପୂରାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚାଇ ଦେଇଛି। ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ […]

  • Saturday, 10 July 2021
stone-pelting
ଜମ୍ମୁ-କାଶ୍ମୀରରେ ସରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼

ଶ୍ରୀନଗର: ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ପରେ ଆଜି ପ୍ରଥମ ଶୁକ୍ରବାରରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ଶୁକ୍ରବାର ପ୍ରାର୍ଥନା ପାଇଁ ପ୍ରଶାସନ ପକ୍ଷରୁ ଅଘୋଷିତ କର୍ଫ୍ୟୁ ଓ ୧୪୪ ଧାରା କଟକଣା କୋହଳ କରାଯାଇଥିଲା। ଶ୍ରୀନଗର, ଜମ୍ମୁ, କଠୁଆ, ସାମ୍ବା ଭଳି ଅଞ୍ଚଳରେ ଲୋକମାନେ ବିଭିନ୍ନ ମସଜିଦ୍‌କୁ ଯାଇ ସମୂହ ନମାଜ ପାଠ କରିଛନ୍ତି। ତେବେ ଜମ୍ମୁ-କଶ୍ମୀରର ସବୁଠାରୁ ବଡ଼ ଜମା ମସଜିଦ୍‌ରେ ଆଜି ପ୍ରଶାସନ […]

  • Saturday, 10 July 2021
ମା-ଜୀଂ
ସବୁଠୁ ହତାଶ ହେବା ପରେ ଚାଇନାର ଶରଣ ପଶିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏବେ ନୂଆଦିଲ୍ଲୀ ଉପରେ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛି। ପାକିସ୍ତାନ ଏକାକୀ ଭାରତର କିଛି କ୍ଷତି କରିପାରିବ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଭଲ ଭାବେ ଜାଣିଛନ୍ତି। ତେଣୁ ଚାଇନା କାନ୍ଧରେ ବନ୍ଧୁକ ଥୋଇ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଗୁଳି ଚଳାଇବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ସାହାଯ୍ୟ କରିବାକୁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନାର […]

  • Saturday, 10 July 2021
jdu
ଧାରା ୩୭୦କୁ ବିରୋଧ: ସଫେଇ ଦେଲା ଜେଡିୟୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ଧାରା ୩୭୦କୁ ସଂସଦରେ କାହିଁକି ବିରୋଧ କରିଥିଲା ସେ ନେଇ ସଫେଇ ଦେଇଛି। ଏଥିସହ ଧାରା ୩୭୦ ହଟି ସାରିଛି, ନୂଆ ଆଇନ ଲାଗୁ ହୋଇସାରିଛି, ତେଣୁ ଏବେ ସମସ୍ତ ବିବାଦକୁ ଭୁଲି ଏହି ନିଷ୍ପତ୍ତିକୁ ମାନିବାକୁ ପଡ଼ିବ ବୋଲି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ଉଭୟ ସଂସଦରେ ଜେଡିୟୁ ବିରୋଧ କରିଥିଲା। ଜେଡିୟୁ ସୁପ୍ରିମୋ ତଥା ବିହାର […]

  • Saturday, 10 July 2021