ସୂର୍ଯ୍ୟଗ୍ରହଣରେ କ’ଣ କରିବା ଉଚିତ୍ ଏବଂ କ’ଣ ଉଚିତ୍ ନୁହେଁ ସେସବୁକୁ ନେଇ ପୁରାଣ ଏବଂ ଧର୍ମଗ୍ରନ୍ଥରେ ଅନେକ ଲେଖା ରହିଛି। ଚନ୍ଦ୍ରଗ୍ରହଣଠାରୁ ବେଶି ପ୍ରଭାବ ସୂର୍ଯ୍ୟଗ୍ରହଣର ରହିଛି ବୋଲି ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ତେଣୁ ଗ୍ରହଣ ନିୟମକୁ ସୂର୍ଯ୍ୟଗ୍ରହଣରେ ଠିକ୍ ଭାବେ ମାନିବା ଉଚିତ୍ ବୋଲି କୁହାଯାଇଛି। ତେବେ ସୂର୍ଯ୍ୟଗ୍ରହଣ ପରେ ଗାଧୋଇବା କାହିଁକି ବାଧ୍ୟତାମୂଳକ ? ମହାଭାରତରେ ବର୍ଣ୍ଣିତ ରହିଛି, ସେ ସମୟରେ ଲାଗିଥିବା ସୂର୍ଯ୍ୟଗ୍ରହଣ ପରେ ସ୍ୱୟଂ ଶ୍ରୀକୃଷ୍ଣ, ଦେବୀ ଶ୍ରୀରାଧା, ମାତା […]
ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଯାଇଛି। ଏହି ଗ୍ରହଣ ଭାରତବର୍ଷରେ ଖଣ୍ଡଗ୍ରାସ ଭାବେ ଦେଖାଦେବ। ଗ୍ରହଣ ଗୁଜରାଟର ଦ୍ୱାରିକାରେ ଆରମ୍ଭ ହୋଇଯାଇଛି। ଏହାବ୍ୟତୀତ ଦକ୍ଷିଣ ଭାରତର କେତେକ ରାଜ୍ୟ ଯଥା କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ୟ ଆରମ୍ଭ ହୋଇଯାଇଛି। ଗତ ରାତି ଅର୍ଥାତ୍ ୨୫ ଡିସେମ୍ବର ରାତିରୁ ସୂର୍ଯ୍ୟଗ୍ରହଣର ନୀତି ଲାଗୁ ହୋଇ ଯାଇଛି। ରାତିରୁ ପାକନିଷେଧ କରାଯାଇଛି। ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ତେବେ ଆସନ୍ତୁ ଦେଖିବା କେଉଁଠି କେମିତି […]
ନୂଆଦିଲ୍ଲୀ: ଦେଶର ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ପଦବୀ ସୃଷ୍ଟିକୁ ସୁରକ୍ଷା କ୍ୟାବିନେଟ କମିଟି ମଞ୍ଜୁରୀ ଦେଇଛି। ସିଡିଏସ୍ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ୧୯୯୯ କାର୍ଗିଲ ରିଭ୍ୟୁ କମିଟି ସରକାରଙ୍କ ମିଲିଟାରୀ ପରାମର୍ଶଦାତା ଭାବେ ଜଣଙ୍କୁ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ସିଡିଏସ୍ ପଦ ସୃଷ୍ଟି କରିଛନ୍ତି। ଏହି […]
ନୂଆଦିଲ୍ଲୀ: ନୂଆବର୍ଷରେ ସ୍ମାର୍ଟଫୋନ କିଣିବାର ଯୋଜନା କରିଛନ୍ତି କି ? ଆପଣଙ୍କ ପାଇଁ ଖାସ୍ ଅଫର ନେଇ ଆସିଛି ଅନ ଲାଇନ ସପିଂ ୱେବସାଇଟ୍ ଆମାଜନ୍। ଆମାଜନର ୱାନପ୍ଲସ ନ୍ୟୁ ଇୟର ସେଲ ଚାଲିଛି। ଏହି ସେଲ୍ରେ ୱାନ୍ ପ୍ଲସ-୭ ସିରିଜ ଏବଂ ୱାନ ପ୍ଲସ ୭ଟି ସିରିଜ୍ର ସ୍ମାଟଫୋନ ଉପରେ ୧୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ରହିଛି। ଏହାବ୍ୟତୀତ ଯଦି ଆପଣଙ୍କର HDFC ବ୍ୟାଙ୍କର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ରହିଛି ତେବେ ଅଧିକ ୩୦୦୦ […]
ମୀରଟ: ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧାରୁ ଫେରିବାକୁ ପଡ଼ିଛି। ପୁଲିସ୍ ସେମାନଙ୍କୁ ମିରଟରେ ପ୍ରବେଶ ପାଇଁ ଅନୁମତି ଦେଇନାହିଁ। ଆଜି ମଧ୍ୟାହ୍ଣରେ ଉଭୟ ରାହୁଲ ଓ ପ୍ରିୟଙ୍କା ଏକ ଗାଡ଼ିରେ ମୀରଟ ଯିବାକୁ ଚାହିଁଥିଲେ। ହେଲେ ମିରଟରେ ପ୍ରବେଶ କରିବା ପୂର୍ବରୁ ହିଁ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ମିରଟରେ ଧାରା ୧୪୪ ଲାଗିଥିବାରୁ ପୁଲିସ୍ ସେମାନଙ୍କୁ ଯିବାକୁ […]
ଭୋପାଲ: ଆଜିକାଲି ଯୁଗରେ ସ୍ୱୟଂମ୍ବର ! ସେ ପୁଣି ଗାଈର ! କି ଆଶ୍ଚର୍ଯ୍ୟ ? ହେଲେ କଥାଟା ସତ। ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସ୍ୱୟଂବରରେ ଭାଗ ନେଇଥିଲେ ୨୦୦ଟି ଷଣ୍ଢ । ଏଭଳି ସ୍ୱୟଂବର ଦ୍ୱାରା ଗୋ-ପାଳକମାନେ ସେମାନଙ୍କର ଗାଈ ପାଇଁ ଉପଯୁକ୍ତ ପାର୍ଟନର ପାଇପାରିଛନ୍ତି। ମଧ୍ୟପ୍ରଦେଶର ପଶୁ ସମ୍ପଦ ବିଭାଗ ପକ୍ଷରୁ ଏଭଳି ସ୍ୱୟଂବରର ଆୟୋଜନ କରାଯାଇଥିଲା । ସ୍ୱୟଂବରରେ ଭାଗ ନେଇଥିବା ଷଣ୍ଢମାନେ ଗୋଟିଏ ଲାଇନରେ ଛିଡ଼ା ହେବା ସହ ସେମାନଙ୍କର କୁଣ୍ଡଳୀ […]
ନୂଆଦିଲ୍ଲୀ:ବିଜେପି ନେତୃତ୍ୱାଧିନ ଝାଡଖଣ୍ଡରେ ଜନତା ଏଥର ବିଜେପିକୁ ଗ୍ରହଣ କରି ନାହାନ୍ତି। ଏଠାରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇ ଯାଇଛି। ତେବେ ବିଜେପି ଗୋଟିଏ ପରେ ଗୋଟିଏ ହାରକୁ ସାମ୍ନା କରିଚାଲିଛି। କାହିଁକି ? ଏହାକୁ ନେଇ ଦଳ ଏବେ ମାନସମନ୍ଥନ କରୁଛି। ଅବ୍ୟଶ୍ୟ ଝାଡଖଣ୍ଡରେ ବହୁଥିବା ଦଳ ବିରୋଧୀ ହାୱା ବିଜେପିକୁ ଆଗରୁ ଯେ ଜଣା ନ ଥିଲା, ତାହା ନୁହେଁ। ବରଂ ଦଳୀୟ ନେତୃତ୍ୱ ଜାଣିଥିଲେ ଯେ, ଏଥର ନିର୍ବାଚନ […]
ନୂଆଦିଲ୍ଲୀ:ଚୀନ୍ରେ ଜଣେ ଚୋର ଏଟିଏମ୍ ଲୁଟ୍ କରିବା ପାଇଁ ଆସିଥିଲେ। ହେଲେ କିଏ ଜାଣିଥିଲା ଏଟିଏମ୍ ଭିତରେ ଏମିତି ଫଶିଯିବେ ବୋଲି । ଆଉ ତା’ପରେ ଲୁଟେରା ଜଣକ ଏମିତି ଡରିଗଲେ ଯେ, ଭୁଲି ଗଲେ ଏଟିଏମ୍ର ଦରୱାଜା କେମିତି ଖୋଲାଯାଏ। ଲୁଟେରା ଜଣକ ବାରମ୍ବାର ଏଟିଏମ ଡୋର ଖୋଲୁଛନ୍ତି ଆଉ ବିଫଳ ହେଉଛନ୍ତି-ଏମିତି ଏକ ମଜାଦାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଚୀନରର ଶୋହୋଙ୍ଗ ସହରର ଘଟଣା। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଲୁଟେରା […]
ରାଞ୍ଚି: ନିର୍ବାଚନ କମିଶନଙ୍କ ତରଫରୁ ଯଦିଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ତେବେ ଝାଡ଼ଖଣ୍ଡ ବିଧାନସସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟବାସୀ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି।ଜନାଦେଶକୁ ବିଜେପି ସ୍ୱାଗତ କରିଛି। ତେବେ ଏହି ନିର୍ବାଚନରେ ସମସ୍ତଙ୍କର ନଜର ଅଟକିଛି ଝରିଆ ବିଧାନସଭା ଆସନରେ। କାରଣ ଏହି ଆସନରେ ଲଢୁଛନ୍ତି ଦୁଇ ଯାଆ। ଭୋଟ ଗଣତି ବେଳେ ଝରିଆ ଆସନକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି। କାରଣ ଏହି ଆସନରେ ବିଜେପିରୁ ସାନ […]
ନୂଆଦିଲ୍ଲୀ:ଆଳୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଯେମିତି ଆଳୁ ଖାଇଲେ ସୁଗର ବଢିଯାଏ, ମୋଟାପା ବଢିଯାଏ ଇତ୍ୟାଦି। ହେଲେ ଏକଥା ସତ ଯେ, ତରକାରୀରେ ଆଳୁ ନ ଥିଲେ ତରକାରୀର ସ୍ୱାଦ ଆସେନି। ଆଳୁ କମ୍ ପଇସାରେ ମିଳିଯାଏ। ଯେ କୌଣସି ପରିବା ସହ ଏହାକୁ ମିଶାଇ ତରକାରୀ କରିହୁଏ। ହେଲେ ଏହାର ଆଉ ଏକ ବିଶେଷ ଗୁଣ ରହିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଳୁ ଅନେକ ଗୁଣର ଭଣ୍ଡାର। ଏଥିରେ […]
ନୂଆଦିଲ୍ଲୀ: ଟେଲିକମ୍ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ ସବୁବେଳେ ପ୍ରାଥମିକତା ଦେଇଥାନ୍ତି ସ୍ପିଡ୍କୁ । ଯେଉଁ ଅଫରରେ ବେଷ୍ଟ ସ୍ପିଡ୍ ୟୁଜର୍ସ ସେହି ସର୍ଭିସକୁ ହିଁ ବେଶି ପସନ୍ଦ କରିଥାନ୍ତି। ଏବେ ମାର୍କେଟରେ ଅନକ ପ୍ଲାନ୍ […]
ରାଞ୍ଚି:ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମତଦାନର ପ୍ରାରମ୍ଭିକ ଗଣନା ପରେ ଜଣାଯାଇଛି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ତେବେ ପ୍ରାଥମିକ ଗଣନାରୁ ଜଣାଯାଇଛି ମୋଟ ୮୧ଟି ଆସନରୁ ବିଜେପି ୨୭ଟି ଆସନରେ ଆଗୁଆ ଥିବାବେଳେ ଜେଏମଏମ ୨୫, ଏହାର ସହଯୋଗୀ ଆଇଏନଏସ ମିଶି ୧୩ଟି ଆସନରେ ଆଗରେ ରହଛି। ତେବେ ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ […]
ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ […]
ଥିରୁଅନନ୍ତପୁରମ୍: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। ଶଶି କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍ କରିଥିଲେ। ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ ବୋଲି ଦର୍ଶାଯାଇ ନ ଥିଲା। ଏହି ଟ୍ୱିଟ୍ ପରେ ଶ଼ଶିଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏ ନେଇ ତାଙ୍କୁ ଘେରିବାର ସୁଯୋଗକୁ […]
ନୂଆଦିଲ୍ଲୀ:ଘରୁ ମୂଲ୍ୟବାନ ଜିନଷ ଚୋରି ହୋଇଗଲେ କାହାକୁ ବା କଷ୍ଟ ନ ଲାଗିବ ? ଯେମିତି ବି ହେଉ, ନିଜ ଜିନିଷ ଫେରି ପାଇବାକୁ ସମସ୍ତେ ଚାହିଁବେ । ହେଲେ ଚୋରି ଜିନିଷ ଫେରି ପାଇବା ପାଇଁ ୫ ଲକ୍ଷର ପୁରସ୍କାର ଘୋଷଣା କରିବା କେବେ ଶୁଣିଛନ୍ତି ? ସେ ପୁଣି ଚୋରି ହୋଇଥିବା ଏକ କୁକୁର ପାଇଁ ! ଏମିତି ଏକ ଘଟଣା ଘଟିଛି ସାନ୍ ଫ୍ରାନ୍ସିସ୍କୋରେ। ଜଣେ ମହିଳା ତାଙ୍କର ପୋଷା କୁକୁରକୁ ଖୋଜି […]
ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ଭୂକମ୍ପ ଆଫଗାନିସ୍ତାନର କାବୁଲ ଠାରୁ ୨୪୬ କିଲୋମିଟର ଦୂରରେ ହିନ୍ଦୁକୁଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା। ରୟଟର୍ସର ସୂଚନା ଅନୁଯାୟୀ, ପାକିସ୍ତାନର କିଛି […]
ନୂଆଦିଲ୍ଲୀ:ଦେଶରେ ଚଳିତବର୍ଷ ୯୫ ଥର ଇଣ୍ଟରନେଟ ଶଟଡାଉନ୍ ହୋଇଥିଲା। ଆଉ ତାହା ପୁଣି ଗୁରୁବାର ଦିନ। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(CAA) ବିରୋଧୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଇଣ୍ଟରନେଟ ସେବା ଅଧିକ ବନ୍ଦ କରିବାରେ ଭାରତର ସ୍ଥାନ ସବୁଠାରୁ ଆଗରେ ରହିଛି। ଇଣ୍ଡିଆନ କାଉନ୍ସିଲ ଫର ରିସର୍ଚ୍ଚ ଆଣ୍ଡ ଇଣ୍ଟନାଶନାଲ ଇକନମିକ ରିଲେସନ୍ସ ସହ ଅନ୍ୟ ଦୁଇଟି ସଂସ୍ଥା ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏହି […]