• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

strike
ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ (ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ବନ୍ଦ ପାଳନ ବେଳେ ଜରୁରୀକାଳୀନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିବ। ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟକୁ IMA ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି।  JDA, OMSA ଏବଂ […]

  • Sunday, 11 July 2021
pak
କିଏ ଭଲ, ପାକିସ୍ତାନ ନା ଭାରତ? ପାକିସ୍ତାନୀ ଜେଜେମାଙ୍କ ଉତ୍ତର ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ: ବିଶ୍ୱକପରେ ପୁଣିଥରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ। ରବିବାର ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣର ସବୁଠାରୁ ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମ୍ୟାଚ୍‌କୁ ନେଇ କିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ତୁତୁ ମେଁମେଁ କଥା କାହାକୁ ବି ଅଛପା ନାହିଁ। […]

  • Sunday, 11 July 2021
masaza
ବନ୍ଦ ହେଲା ଟ୍ରେନ୍‌ରେ ପ୍ରସ୍ତାବିତ ମସାଜ ସେବା

ନୂଆଦିଲ୍ଲୀ: ପଶ୍ଚିମ ରେଲଓ୍ୱେ ଦ୍ୱାରା ଟ୍ରେନ୍‌ରେ ଆରମ୍ଭ ହେବାକୁ ଥିବା ମସାଜ ସେବା ଶେଷରେ ବନ୍ଦ ହୋଇଛି। ଗତକାଲି ପଶ୍ଚିମ ରେଲଓ୍ୱେ ମୁଖପାତ୍ର ରବୀନ୍ଦ୍ର ଭାସ୍କର ଏହି ସୂଚନା ଦେଇଛନ୍ତି। ରତଲାମ ଡିଭିଜନ ପ୍ରଥମେ ଏହି ମସାଜ ସେବା ପାଇଁ ପ୍ରସ୍ତାବ ଦେଇଥିଲା। ବିଭିନ୍ନ ମହଲରେ ଏହି ସେବାକୁ ନେଇ ସମାଲୋଚନା ହେବାପରେ ରେଳ କର୍ତ୍ତୃପକ୍ଷ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖପାତ୍ର କହିଛନ୍ତି। ଗତକାଲି ଏହି ସେବାକୁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା […]

  • Sunday, 11 July 2021
ap deputy cm
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଓଲଟା ମନ୍ତବ୍ୟକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: ଅତି ଉତ୍ସାହ ଯୋଗୁ ଭାଷଣ ଦେବା ବେଳେ ଜିଭ ଖସିଯାଇ ଓଲଟା କଥା କହିଥିବାରୁ ଆନ୍ଧ୍ର ପ୍ରଦେଶର ମହିଳା ଉପମୁଖ୍ୟମନ୍ତ୍ରୀ ପି.ପୁଷ୍ପା ଶ୍ରୀବାନୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀବାନୀ କହିଥିଲେ ଯେ, ତାଙ୍କ ସରକାରର ଗୋଟିଏ ଲକ୍ଷ୍ୟ ଓ ତାହା ହେଉଛି ଆନ୍ଧ୍ରପ୍ରଦେଶରେ ଦୂର୍ନୀତିପୂର୍ଣ୍ଣ ଶାସନ ଚଳାଇବା। ପ୍ରକୃତରେ ସେ କହିବାକୁ ଚାହୁଁଥିଲେ ଯେ ତାଙ୍କ ସରକାରର ଲକ୍ଷ୍ୟ ହେଉଛି ଦୂର୍ନୀତିମୁକ୍ତ ଶାସନ ଚଳାଇବା। ହେଲେ ତାଙ୍କର ଓଲଟା […]

  • Sunday, 11 July 2021
mamata banerjee
ଦାବି ମାନିବାକୁ ମମତା ରାଜି ହେବା ପରେ ବି ଜିଦ୍‌ରେ ଅଟଳ ଡାକ୍ତର

କୋଲକାତା: ଡାକ୍ତରଙ୍କ ସମସ୍ତ ଦାବି ମାନିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ରାଜି ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ଧରୁନି। ଡାକ୍ତରଙ୍କ ୬ଟି ଦାବିକୁ ପୂରଣ କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତ ରହିଛନ୍ତି। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ମମତା ଅପିଲ୍ କରିଛନ୍ତି। ଏହା ପରେ ମଧ୍ୟ ନିଜ ଜିଦ୍‌ରେ ଆନ୍ଦୋଳନକାରୀ ଡାକ୍ତର ଅଟଳ ଅଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ପୁଣି […]

  • Sunday, 11 July 2021