• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1234567
କ୍ଷମତା ପାଇଁ ହିନ୍ଦୁତ୍ୱ ପୋଷାକ ଓହ୍ଲାଇଲା ଶିବସେନା

ମୁମ୍ୱାଇ:କ୍ଷମତା ହାତେଇବା ପାଇଁ ଶିବସେନ ହିନ୍ଦୁତ୍ୱର ପୋଷାକ ଉତାରି ଦେଲା। ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ଚାଲିଥିବା କମନ ମିନିମମ୍‌ ପ୍ରୋଗ୍ରାମ(CMP)ରେ ହିନ୍ଦୁତ୍ୱ କାର୍ଡ ଖେଳି ପାରିବ ନାହିଁ ବୋଲି ସହମତି ପ୍ରକାଶ କରିଛି ଶିବସେନା। CMPରେ ଚାଷୀଙ୍କ ଉନ୍ନତି ଉପରେ ବେଶି ଫୋକସ୍‌ କରାଯାଇଛି। ତେବେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଶିବସେନା ଭୋଟ୍ ହାତେଇଥିବାବେଳେ ତାହାକୁ ନିଜ କୋର ଏଜେଣ୍ଡାରୁ କିପରି ହଟାଇଲା ସେ ନେଇ ପ୍ରଶ୍ନ ଉଠିଛି। ଦିନେ […]

  • Sunday, 11 July 2021
1q234567890-
ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଖୁବ୍‌ ଶୀଘ୍ର ଚନ୍ଦ୍ରକୁ ଛାଡ଼ିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଜୋରସୋରରେ ଚାଲିଛି କାମ। ୨୦୨୦ ନଭେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଯାଇଛି। ଏପରି ସୂଚନା ମିଳିଛି ଇସ୍ରୋ ପକ୍ଷରୁ । ସୂଚନାଥାଉ କି, ଗତ ସେପ୍ଟେମ୍ବରରେ ଇସ୍ରୋ ଚନ୍ଦ୍ରଯାନ-୨ ଲାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା। ଅବଶ୍ୟ ଏବେ ବି […]

  • Sunday, 11 July 2021
1234567890-
ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍‌କୁ  ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥସହିତ ଫ୍ରାନ୍ସର ଡାସଲ୍ଟ ବିମାନ ସହ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଗତ ମେ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ସାରିବା ସହ ରାୟ ସ୍ଥଗିତ ରଖିଥିଲେ। ଏହି ଆବେଦନ ସବୁ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ […]

  • Sunday, 11 July 2021
Untitled-2
ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ଇସ୍‌ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ-ଏକଥା ସ୍ୱୀକାର କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କାଶ୍ମିରୀରେ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌  ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ  ହିରୋ ବୋଲି କହିଛନ୍ତି। ସେତିକି ନୁହେଁ, ସେ ଓସାମା ବିନ୍‌ ଲାଡେନ୍‌, ଆୟମାନ୍‌ ଅଲ୍‌ ଜୱାହିରି, ଜଲ୍ଲାଉଦ୍ଦିନ୍‌ ହକାନି ଏବଂ ଅନ୍ୟମାନଙ୍କୁ ମଧ୍ୟ ‘ପାକିସ୍ତାନର ହିରୋ’ କହିବାକୁ ପଛାଇ ନାହାନ୍ତି। ବୁଧବାର ପାକିସ୍ତାନର ଜଣେ […]

  • Sunday, 11 July 2021
1221
ରାୟଗଡ଼ା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ

ରାୟଗଡ଼ା: ରାୟଗଡ଼ା ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ । SOG ଏବଂ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହି କ୍ୟାମ୍ପକୁ ଠାବ କରଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସୁରକ୍ଷା କର୍ମଚାରୀମାନେ ସେଠାରୁ ଏକ ଲ୍ୟାଣ୍ଡମାଇନକୁ ଜବତ କରିବା ସହ ତାହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏଥି ସହିତ  ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା,ପାଣି ବୋତଲ ଓ ୧୦ଟି ପଲିଥିନ […]

  • Sunday, 11 July 2021
233233
କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା। ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି। […]

  • Sunday, 11 July 2021
1234567890
ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍‌ସବୁର ଶୁଣାଣି କରିବାର ଥିଲା। […]

  • Sunday, 11 July 2021
-0987654
ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ […]

  • Sunday, 11 July 2021
bsf_constable_refuses_rs_11_lakh_dowry_at_wedding
୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]

  • Sunday, 11 July 2021
457890
ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି। କୁଳଭୂଷଣ ଏବେ ସିଭିଲିଆନ୍‌ କୋର୍ଟରେ ନିଜ ନିର୍ଦ୍ଦୋଷର ପ୍ରମାଣ ଦେବାକୁ ଆବେଦନ କରିପାରିବେ ବୋଲି ପାକିସ୍ତାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥପାଇଁ ପାକିସ୍ତାନ ସରକାର ନିଜ ଦେଶର ଆର୍ମି ଆଇନ୍‌ରେ […]

  • Sunday, 11 July 2021
12222
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି। ସୂଚନାକୁ ଅଟକାଇ ବିଚାର ବିଭାଗୀୟ ସ୍ୱାଧୀନତାକୁ ରକ୍ଷା କରାଯାଇପାରିବ ନାହିଁ।  ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଦାଏର […]

  • Sunday, 11 July 2021
112346
ମହାରାଷ୍ଟ୍ର ରାଜନୀତି; ମୁଖ୍ୟମନ୍ତ୍ରୀ ଚୌକିରେ ୫୦-୫୦ ବସିବେ କଂଗ୍ରେସ-ଶିବସେନା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିର ଅଡୁଆ ସୂତା ଧୀରେ ଧୀରେ ଖୋଲିବାରେ ଲାଗିଛି। ବୁଝାମଣା ଭିତରେ ତିନି ଦଳ ମୁଖ୍ୟମନ୍ତ୍ରୀ (ଶିବସେନା-ଏନସିପି-କଂଗ୍ରେସ) ସରକାର ଗଠନ ପାଇଁ ଚିନ୍ତା କରୁଛନ୍ତି।  ରାଜ୍ୟରେ ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଆସନ କଂଗ୍ରେସ ପାଖରେ ରହିବ ବୋଲି ଚର୍ଚ୍ଚା ହେଉଛି।  ଶିବସେନା ୫୬ଟି, ଏନସିପି ୫୪ଟି ଆସନ ଜିତିଥିବାରୁ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ କଂଗ୍ରେସ ୪୪ଟି […]

  • Sunday, 11 July 2021
12334
ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ-ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଠାରେ ଅଯୋଗ୍ୟ ଘୋଷିତ ହୋଇଥିବା ଜନତା ଦଳ ସେକ୍ୟୁଲାର (ଜେଡିଏସ) ଏବଂ କଂଗ୍ରେସର ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ ବୋଲି ଆଜି ସୁପ୍ରିମକୋର୍ଟ    ଅନୁମତି ଦେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ତେବେ ଦୀର୍ଘ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବା […]

  • Sunday, 11 July 2021
111
ଏୟାରଷ୍ଟ୍ରାଇକ୍‌; କୁଖ୍ୟାତ ଆତଙ୍କବାଦୀ ଅବୁ ଅଲ ଅତା ନିହତ

ଜେରୁଜଲମ: ଇସ୍ରାଏଲ ପକ୍ଷରୁ ଗତକାଲି ହୋଇଥିବା ଏୟାରଷ୍ଟ୍ରାଇକରେ ଗାଜାରେ ଥିବା ଇସଲାମିକ ଜିହାଦର କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କବାଦୀର ନାମ ଅବୁ ଅଲ ଅତା । ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ଅବୁର ମୃତ୍ୟୁ ପରେ ଗାଜା ମଧ୍ୟ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ଟି ମିସାଇଲ ମାଡ଼ କରିଛି। ଏ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।  ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଅବୁ ଅଲ ଅତା […]

  • Sunday, 11 July 2021