• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

supreme-court
‘କାଳିଆ’ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ବ୍ୟତୀତ ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପି.ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ସେ ଅପିଲ କରିଛନ୍ତି। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରିବା ସହ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି […]

  • Monday, 12 July 2021
flight
ଅବତରଣ ବେଳେ ରନ୍‌ଓ୍ୱେରୁ ଖସିଗଲା ବିମାନ

ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜୟପୁରରୁ ମୁମ୍ୱାଇ ଆସିଥିବା ଏହି ବିମାନ ମୁମ୍ୱାଇ ଏୟାରପୋର୍ଟରେ ଅବତରଣ କରିବା ବେଳେ ରନ୍‌ଓ୍ୱେରୁ ବାହାରି ଯାଇଥିଲା। ଏହାପରେ ପାଇଲଟ୍ ସଙ୍ଗେସଙ୍ଗେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ […]

  • Monday, 12 July 2021
wall collapsed
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ମୃତ

ପୁଣେ: ମୁମ୍ବାଇ ଓ ପୁଣେରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇର ପିମ୍ପିରିପଡ଼ା ଅଞ୍ଚଳରେ ଥିବା ଏକ ବସ୍ତିରେ କାନ୍ଥ ଭୁଶୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ବି ମାଟି ଅତଡ଼ା ତଳେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ, ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସେହିପରି […]

  • Monday, 12 July 2021
beggar
ଭିକାରିଙ୍କ ପାଇଁ ହେବ ରୋଜଗାର ବ୍ୟବସ୍ଥା

ଲକ୍ଷ୍ନୌ: ଖୁବ୍‌ ଶୀଘ୍ର ଲକ୍ଷ୍ନୌ ସହର ଭିକାରି ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍‌ ଏବେ ସୁସ୍ଥ ଭିକାରି ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରି ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରି ଅଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ସେମାନେ ସବୁ […]

  • Monday, 12 July 2021
ambulance
ଆସିବ ନୂଆ ମୋଟରଯାନ ଆଇନ: ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। କଡ଼ା ନିୟମ ଥିବା ଏହି ବିଧେୟକ ସଂସଦରେ ଆଗତ ହୋଇଛି। ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ଗୃହୀତ କଲା ପରେ ଆଇନରେ ପରିଣତ ହେବ। ଏହି ନୂତନ ଆଇନରେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତାରେ ଯେଉଁମାନେ ଅଟକାଇବେ ସେମାନଙ୍କ ପାଇଁ କଡ଼ା ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା […]

  • Monday, 12 July 2021
bihar flood
ଟ୍ରକ୍ ପାଲଟିଛି ଘର : ଭିଟାମାଟି ଛାଡ଼ି ରାଜରାସ୍ତାରେ ରହୁଛନ୍ତି ଗାଁ ଲୋକ

ମୁଣ୍ଡ ଉପରେ ଛାତ ନାହିଁ, ଘର ଛାଡ଼ି ରାଜରାସ୍ତାରେ ଗାଁ ଲୋକ । ସେମାନଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ବୋଲି କିଛି ନାହିଁ । କିଏ ଟ୍ରକରେ ତ ଆଉ କିଏ ଗଛ ମୂଳେ ଜୀବନ କାଟୁଛି । ମୁଜାଫରପୁରର ଗାଁର କିଛି ପରିବାର ଘର ଛାଡ଼ି ଜାଜାବର ଜୀବନ ବିତାଉଛନ୍ତି । ଟ୍ରକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିଜର ଘରବାଡ଼ି ସବୁ କିଛି ଅଛି, ମାତ୍ର ପାଣି ଘେରରେ । ଫଳରେ ଭିଟାମାଟି ଛାଡ଼ି ଲୋକଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । କିଛି ଲୋକ ତ ଟ୍ରକରେ ଦୋକାନ ମଧ୍ୟ ଖୋଲିଛନ୍ତି ।

shami
ଟିକ୍‌ଟକ୍‌ରେ ଅଧିକାଂଶ ଝିଅଙ୍କୁ ଫଲୋ କରୁଥିବାରୁ ଶାମିଙ୍କୁ ନିର୍ଲଜ-ଲଫଙ୍ଗା କହିଲେ ପତ୍ନୀ ହସୀନ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ପୁଣିଥରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍‌ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇ ନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍‌ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବା ବେଳେ ଏବେ ହସୀନ୍‌ ଆଣିଥିବା ଅଭିଯୋଗ […]

  • Monday, 12 July 2021