• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Representational image
ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହେଉ ହେଉ ସାପ ଉପରେ ବସିଗଲେ ମହିଳା, ଆଉ ତା’ ପରେ...

ଗୋରଖପୁର: ଫୋନ୍‌ରେ କଥା ହେବାବେଳେ ଅନେକ ସମୟରେ ଆମେ ଅନ୍ୟମନସ୍କ ହୋଇଯାଉ। ଏଥିପାଇଁ ବେଳେବେଳେ ଅଘଟଣର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏଠି ଆମେ ଆପଣଙ୍କୁ ଏଭଳି ଏକ ଅଘଟଣ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେନାହିଁ ବରଂ ଫୋନ୍‌ରେ କଥା ହେବାବେଳେ ସବୁବେଳେ ମନସ୍କ ରହିବେ। ଏପରି ଅଘଟଣ ଘଟିଛି ଗୋରଖପୁରର ଜଣେ ମହିଳାଙ୍କ ସହ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହେଉହେଉ କେତେବେଳେ ସେ ସାପ […]

  • Monday, 12 July 2021
india
ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି। […]

  • Monday, 12 July 2021
nitin
‘ନୂଆ ଟ୍ରାଫିକ୍‌ ନିୟମ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ’

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଦେଶରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି ବୋଲି ସେ କହିଛନ୍ତି। ତେବେ ନୂଆ ଟ୍ରାଫିକ ଆଇନ୍‌କୁ ନେଇ ଯେଉଁ ରାଜ୍ୟ ଏଥିରେ ପରିବର୍ତ୍ତନ କରିବ, ଏହାର ପରିଣାମ ଲାଗି ସେ ରାଜ୍ୟ ହିଁ ଦାୟୀ ରହିବ। ରାଜ୍ୟମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା କ’ଣ ଜରିମାନା […]

  • Monday, 12 July 2021
milk price high in pak
ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

କରାଚି: ପେଟ୍ରୋଲ ଦର ଠାରୁ ମହଙ୍ଗା ହେଲା କ୍ଷୀର ଦର। ପାକିସ୍ତାନର ବିଭିନ୍ନ ସହରରେ ଲିଟର ପ୍ରତି କ୍ଷୀର ଦର ଏବେ ୧୪୦ ଟଙ୍କା ହୋଇଯାଇଛି। ପାକିସ୍ତାନର କରାଚି ଓ ସିନ୍ଧ ପ୍ରଦେଶରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ଫଳରେ ସାଧାରଣ ଲୋକ କ୍ଷୀର ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ,  ସିନ୍ଧ ପ୍ରଦେଶର ଅଧିକାଂଶ ଅଞ୍ଚଳରେ କ୍ଷୀର ଲିଟର ପ୍ରତି ୧୪୦ଟଙ୍କା ବିକ୍ରି ହେଉଛି। ସବୁଠାରୁ […]

  • Monday, 12 July 2021
odisha
ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡିହି ଗାଁରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ କଟାମୁଣ୍ଡ ବିଲରୁ ଉଦ୍ଧାର କରାଯାଇଥିବା ବେଳେ ମହିଳାଙ୍କ ବାକି ଶରୀର ନିଜ ଘର ପାଖରେ ପଡ଼ିଛି। ଆଜି ମହିଳାଙ୍କ ମୁଣ୍ଡ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମହିଳା ଜଣଙ୍କ ଏକୁଟିଆ  ରହୁଥିଲେ। […]

  • Monday, 12 July 2021