ବରେଲି(ଉତ୍ତର ପ୍ରଦେଶ): ଭଗବାନଙ୍କ ଲୀଳା ସତରେ କେତେ ବିଚିତ୍ର ! କେତେବେଳେ କ’ଣ ଯେ ସେ କରନ୍ତି କେହି ଜାଣି ପାରନ୍ତିନି। କେତେବେଳେ ଜୀବନର କିଛି ବଡ଼ ଜିନଷ ଛଡ଼ାଇ ନେଇଥାନ୍ତି ତ ଆଉ କେତେବେଳେ ଆଶାଠୁ ଅଧିକ ଦେଇଥାନ୍ତି। ଏମିତି କିଛି ବିଧାତାର ବିଚିତ୍ର ଖେଳ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ମୃତଦେହକୁ ପୋତିବା ପାଇଁ କାନ୍ଦି କାନ୍ଦି ଶ୍ମଶାନ ଯାଇଥିଲେ। […]