• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

infosys-11
ଇସ୍ତଫା ଦେଲେ ଇନଫୋସିସ୍‌ ଡେପୁଟି ସିଏଫ୍‌ଓ ଜୟଶ ସଂଘରଜାକ

ବେଙ୍ଗାଲୁରୁ: ଦୀର୍ଘ ବର୍ଷ ହେଲା ଇନଫୋସିସରେ କାର୍ଯ୍ୟ କରୁଥିବା ଜୟଶ ସଂଘରଜାକ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସଂସ୍ଥାର କାର୍ଯ୍ୟନିର୍ବାହୀ ଉପ ସଭାପତି ଓ ଡେପୁଟି ସିଏଫ୍‌ଓ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ମାସରେ ସିଏଫ୍ଓ ଏମଡି ରଙ୍ଗନାଥ ଇନଫୋସିସରୁ ବିଦାୟ ନେବା ପରେ ଜୟଶଙ୍କୁ ଅନ୍ତରୀଣ ସିଏଫ୍ଓ ଭାବେ ନିଯୁକ୍ତି ମିଳିଥିଲା। ତେବେ ଗତ ମାର୍ଚ୍ଚ ମାସରେ ଇନଫୋସିସ ପୂର୍ବତନ ଭାରତୀ ଏୟାରଟେଲ ଏକ୍ସୁକେଟିଭ ନିଲଞ୍ଜନ ରୟଙ୍କୁ ସିଏଫ୍‌ଓ ଭାବେ ନିଯୁକ୍ତି ଦେଇଥିଲା। ସେ ଦୀର୍ଘ ୧୪ […]

  • Monday, 12 July 2021
lion
ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ

ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।   ଏକ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି, ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ୬ ବର୍ଷୀୟ ସିଂହ କେଶରୀ ଅତି ଭୟଙ୍କର ଭାବେ ଗୋଡ଼ାଉଛି। ଗାଡ଼ିଟି ଦ୍ରୁତ […]

  • Monday, 12 July 2021
dig
ବିଧାତାର ବିଚିତ୍ର ଖେଳ ! ମୃତ ଝିଅକୁ ପୋତିବାକୁ ଗାତ ଖୋଳୁଥିଲେ, ମିଳିଲା ଜୀଅନ୍ତା ଶିଶୁକନ୍ୟା

ବରେଲି(ଉତ୍ତର ପ୍ରଦେଶ): ଭଗବାନଙ୍କ ଲୀଳା ସତରେ କେତେ ବିଚିତ୍ର !  କେତେବେଳେ କ’ଣ ଯେ ସେ କରନ୍ତି କେହି ଜାଣି ପାରନ୍ତିନି। କେତେବେଳେ ଜୀବନର କିଛି ବଡ଼ ଜିନଷ ଛଡ଼ାଇ ନେଇଥାନ୍ତି ତ ଆଉ କେତେବେଳେ ଆଶାଠୁ ଅଧିକ ଦେଇଥାନ୍ତି। ଏମିତି କିଛି ବିଧାତାର ବିଚିତ୍ର ଖେଳ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ମୃତଦେହକୁ ପୋତିବା ପାଇଁ କାନ୍ଦି କାନ୍ଦି ଶ୍ମଶାନ ଯାଇଥିଲେ। […]

  • Monday, 12 July 2021