• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kolkata
ପତ୍ନୀ ଦଳ ଛାଡ଼ିବା ପରେ ମିଡିଆ ସାମ୍ନାରେ କାନ୍ଦିଲେ ବିଜେପି ଏମ୍‌ପି, କହିଲେ-‘ସମ୍ପର୍କ ଶେଷ’

କୋଲକାତା: ଆଉ ୪ ମାସ ପରେ ହେବ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ନିର୍ବାଚନରେ ୨୯୪ ଆସନରୁ ୨୦୦ରୁ ଅଧିକ ଆସନ ଜିତିବେ ବୋଲି ଦୃଢ ଆଶା ରଖିଛନ୍ତି। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଲାଗି ପଡ଼ିଛନ୍ତି। ଏଥିପାଇଁ ବିଜେପି ତାର ରଣନୀତି ପ୍ରସ୍ତୁତ କରି ସାରିଲାଣି। ରାଜ୍ୟକୁ ୫ଟି ନିର୍ବାଚନୀ ଜୋନରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ ପାଇଁ ଜଣେ ପର୍ଯ୍ୟବେକ୍ଷକ […]

  • Tuesday, 13 July 2021
dl test
ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ, ଲର୍ଣ୍ଣର ଲାଇସେନ୍ସ ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ(DL) ଓ ଲର୍ଣ୍ଣର ଲାଇସେନ୍ସ(LL) ପାଇଁ ଆବେଦନ କରି ହେବନି। କିନ୍ତୁ ପୂର୍ବରୁ ଆବେଦନ କରିଥିବା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢ଼େଇ ଲକ୍ଷ ଆବେଦନକାରୀଙ୍କ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଜୁନ୍‌ ୧୧ରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି।  ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ […]

  • Tuesday, 13 July 2021
EXjQ3H-WAAAniMw
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ ଓ ଆଉ ଗୋଟିଏ ଲୋକାଲ କେସ୍। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ […]

trump-1
ହ୍ୱାଇଟ ହାଉସ ଛାଡ଼ିଲେ ଏଇ ଆଲିଶାନ କ୍ଲବରେ ରହିବେ ଟ୍ରମ୍ପ ! ହେଲେ ବିରୋଧ କରୁଛନ୍ତି ପଡୋଶୀ

ୱାଶିଂଟନ: ଏକ ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ।  ଏହା ସହ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସକୁ ବିଦାୟ ଦେବାକୁ ପଡିବ। ଯଦିଓ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବିଷୟରେ ଖୋଲାଖୋଲି ଭାବେ କିଛି କହୁ ନାହାଁନ୍ତି, ତେବେ ଅନୁମାନ କରାଯାଉଛି,  ରାଷ୍ଟାପତି ଭବନ ଛାଡିବା ପରେ ସେ ଫ୍ଲୋରିଡାର ପାଲମ ବିଚରେ ଥିବା ମାର-ଏ-ଲାଗୋ କ୍ଲବକୁ ଯାଇପାରନ୍ତି। ତେବେ ଟ୍ରମ୍ପଙ୍କ ପଡ଼ୋଶୀମାନେ ତାଙ୍କୁ ମନେ ପକାଇ ଦେଇଛନ୍ତି […]

  • Tuesday, 13 July 2021
india-china
ସାଦା ପୋଷାକରେ ଭାରତ ସୀମାରେ ପଶିବା ଉଦ୍ୟମ କରି ଧରାପଡ଼ିଲେ ଚୀନ ସେନା

ଲଦାଖ: ଗୋଟିଏ ପଟେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରୟାସ ବି ଜାରି ରହିଛି। ଏସବୁ ଭିତରେ ଚୀନ୍‌ ସେନା (PLA) ନିୟମିତ ଅନୁପ୍ରବେଶ ଉଦ୍ୟମ ବି କରୁଛନ୍ତି। ଏହି କ୍ରମରେ, ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ଦେଖିବାକୁ ମିଳିଛି। ସେମାନେ ସାଧା ପୋଷାକରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫  […]

  • Tuesday, 13 July 2021
damiel pearl
ପାକିସ୍ତାନରେ ସାମ୍ବାଦିକ ଡାନିଏଲ ହତ୍ୟା ମାମଲା; ଚଞ୍ଚଲ୍ୟକର ତଥ୍ୟ ଦେଲେ ମୁଖ୍ୟ ଅଭିଯୁକ୍ତ

ଇସ୍‌ଲାମବାଦ୍‌: ପାକିସ୍ତାନରେ ଆମେରିକୀୟ ସାମ୍ବାଦିକ ଡାନିଏଲ ପଲ ହତ୍ୟା ଘଟଣାକୁ  ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାର ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟ ଅଭିଯୁକ୍ତ କହିଛନ୍ତି, ଏହି ହତ୍ୟାକାଣ୍ଡରେ ତାଙ୍କୁ ‘ବଳି କା ବକରା’ ବନାଯାଇଛି।  ପ୍ରକୃତ ଅପରାଧୀ ଅନେକ ଦୂରରେ।  ତାଙ୍କୁ ଦଣ୍ଡ ଦିଆଯାଉଛି।  ସେ କହିଛନ୍ତି ଏହି ହତ୍ୟାକାଣ୍ଡର ପ୍ରକୃତ ଷଡଯନ୍ତ୍ରକାରୀ ଜଣେ କରାଚୀ ଆତଙ୍କବାଦୀ। ସାମ୍ବାଦିକ ଡାନିଏଲ ପଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ହାତ ଲେଖା ଏକ […]

  • Tuesday, 13 July 2021
amit saha
ପଶ୍ଚିମବଙ୍ଗରେ ରାଜଜୈତିକ ହତ୍ୟାକୁ ନେଇ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: ଚାଷୀଙ୍କ ଘରେ ଖାଇଲେ, ବଙ୍ଗଳା ସଙ୍ଗୀତର ମୂର୍ଚ୍ଛନା  ଶୁଣିଲେ। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ବୀରଭୂମ ଯାଇଛନ୍ତି। ସ୍ଥାନୀୟ ଏକ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଦଳୀୟ ନେତାଙ୍କ ସହ ପାରମ୍ପରିକ ଖାଦ୍ୟକୁ ଖାଇଛନ୍ତି। ଏହାପୂର୍ବରୁ ବଙ୍ଗଳାର ପ୍ରସିଦ୍ଧ ସଙ୍ଗୀତ ବାଓଲ୍ ଗୀତକୁ ଶୁଣିଥିଲେ କେନ୍ଦ୍ର ମନ୍ତ୍ରୀ। ବଙ୍ଗଳା ସଂସ୍କୃତିକୁ ବେଶ ନିକଟରୁ ଅନୁଭବ କରିଛନ୍ତି ଶାହ। ଏହାପୂର୍ବରୁ ବୀରଭୂମ ଜିଲ୍ଲାର […]

  • Tuesday, 13 July 2021
math reacher-1
ପୃଥିବୀର ସବୁଠାରୁ ସୁନ୍ଦର ‘ଗଣିତ ସାର୍’‌ଙ୍କୁ ଜାଣନ୍ତି ? ଫଟୋ ଦେଖି ହୋଇଯିବେ ଦିୱାନା

ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ।  ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା । ଏହି ଗଣିତ ଶିକ୍ଷକ  ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଜଣେ ପ୍ରଫେସନାଲ ମଡେଲ ମଧ୍ୟ ଅଟନ୍ତି। ଏହି ସୁନ୍ଦର ଗଣିତ ଶିକ୍ଷକଙ୍କ […]

  • Tuesday, 13 July 2021
police medal
ବୀରତା ପଦକ ଫେରାଇ ଦେଲେ ପୋଲିସ ଅଫିସର

ଇମ୍ଫାଲ: ମଣିପୁର ଅତିରକ୍ତ ପୋଲିସ ଅଧୀକ୍ଷକ (ASP) ଥୌନାଓଜମ ବୃନ୍ଦା ଏକ ଡ୍ରଗ୍‌ସ ମାମଲାର ଅଦାଲତ ଶୁଣାଣି ପରେ ପାଇଥିବା ସମ୍ମାନଜନକ ପୋଲିସ ପଦକ ଫେରାଇ ଦେଇଛନ୍ତି। ସେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ମେଡାଲ ଫେରାଇ ଦେଇଛନ୍ତି। ଏକ ଡ୍ରଗ୍‌ସ ମାମଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ଏଡିସି ଚେୟାରମ୍ୟାନଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଡ୍ରଗ୍‌ସ ମାମଲା ଯାଞ୍ଚରେ ନିଜର ପାରଦର୍ଶିତା ପାଇଁ ପୋଲିସ ଅଧିକାରୀ  ବ୍ରିନ୍ଦାଙ୍କୁ ଏହି ମେଡାଲ ମିଳିଥିଲା। […]

  • Tuesday, 13 July 2021
bijay-mohanty
କାଲି ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଅଣାଯିବ। ଗତ କିଛିଦିନ ହେଲା ଅସୁସ୍ଥ ହୋଇ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଓଡ଼ିଶା ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେଠାରେ ତାଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। […]