ପୁରୀ: ଆଜିଠୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ବାସିନ୍ଦା। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ କରାଯାଇଛି । ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୯ ଇନ୍ସପେକ୍ଟର ମୁତୟନ ରହିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି […]
ଛେଳି, ବିଲୁଆ ପରି ଜନ୍ତୁମାନଙ୍କୁ ବାଘ ଶିକାର କରିବା ଆମେ ଜାଣିଛୁ । ବେଳେବେଳେ ବାଘ ମଣିଷ ଶିକାର ବି କିରେ। ହେଲେ ବାଘ କେବେ କାହାର ଶିକାର ହେବା ଜାଣିଛନ୍ତି ? ସେ ପୁଣି କୁମ୍ଭୀରର ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଶିକାରୀ ବି ବେଳେବେଳେ ଏମିତି ଶିକାର ବନିଯାଏ। ସୋଶାଲ ମିଡିଆରେ ଏମିତି ଏକ ଚମକାଇ ଦେଲା ପରି ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। […]
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଡିସେମ୍ବର ୨୫ ସାରା ବିଶ୍ୱ ପାଳନ କରୁଛି ମେରୀ ଖ୍ରୀଷ୍ଟମାସ। ଭାରତରେ ବି ଏହି ପର୍ବ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି। ତେବେ ଖ୍ରୀଷ୍ଟମାସ ସହ ଆଜି ଆଉ ଏକ ଦିବସ ଭାରତରେ ପାଳନ କରାଯାଉଛି ତାହା ହେଉଛି ସୁଶାସନ ଦିବସ ବା Good Governance Day। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ୨୦୧୪ରୁ ଏହି ଦିବସ ପାଳନ […]
ନୂଆଦିଲ୍ଲୀ:ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଗାଲୋଈ ଇଲାକାରେ ସକାଳ ୫.୦୨ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩ ଥିବା ଜଣାଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେଉଥିବାରୁ ରାଜଧାନୀ ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅଳ୍ପରେ ଭୂକମ୍ପ:- ଦିଲ୍ଲୀରେ ସକାଳ ୫.୨ରେ ଭୂମିକମ୍ପ ଅନୁଭୂତ ହୋଇଛି ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୨.୩ ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର […]
ଚୌଦ୍ୱାର: (ପ୍ରକାଶ ନାୟକ ) ବେଳେ ବେଳେ ଏମିତି ଘଟଣା ଘଟେ ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଏକ ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାରର ଚକା ହଠାତ୍ ଫାଟିଗଲା। ହେଲେ ତା‘ ପରେ ଯାହା ଘଟିଲା ଆପଣ ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ। ଆଜି ସକାଳୁ ସକାଳୁ କାରଟି ଭୁବନେଶ୍ୱରରୁ ଚୌଦ୍ଵାର ଯାଉଥିଲା। ହେଲେ […]
ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍ରୁ ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ସହ […]