ଉଦୟପୁର: ରାଜସ୍ଥାନ ଉଦୟପୁରରେ ଦେହ ବ୍ୟବସାୟରେ ସାମିଲ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଜୁଲାଇ ୧ରେ ପୁଲିସ୍ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ନେଇ ୭ଜଣ ଯୁବତୀ ଓ କିଛି ଲୋକଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଲିସ୍ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କାରଣ ଚଢ଼ଉ ବେଳେ ପୁଲିସ୍ର ଏକ ବଡ଼ ଟିମ୍ ସାମିଲ ହୋଇଥିଲେ। ସୂଚନା ଅନୁସାରେ, ଜୁଲାଇ ୧ରେ ଉଦୟପୁରର ୩ଟି ସ୍ଥାନରେ ପୁଲିସ୍ର ଏକ […]
ଗାଜିଆବାଦ: ଏମିତି ଦୟାବନ୍ତ ହତ୍ୟାକାରୀ ଅଛନ୍ତି ଦୁନିଆରେ ! ହତ୍ୟାକାରୀ ପୁଣି ଦୟାବନ୍ତ ହୋଇପାରେ ? କଥାଟା ଶୁଣି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି କି ? ଆଶ୍ଚର୍ଯ୍ୟ ହେଉଛନ୍ତି କି ? ମାତ୍ର କଥାଟି ସତ । କୋମଳମତି ଶିଶୁକୁ ଦେଖି ଜଣେ ହତ୍ୟାକାରୀର ହୃଦୟ ବଦଳିଯାଇଛି ଆଉ ରକ୍ଷା ପାଇ ଯାଇଛି ଦୁଇଟି ନୀରିହ ଜୀବନ। ତେବେ ସୁପାରୀ ଦେଇଥିବା ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଏମିତି […]
c
ବିଜୟୱାଡା: ଆନ୍ଧ୍ରପ୍ରଦେଶର ନେଲୋରରେ ଜଣେ ଗରିବ ଦମ୍ପତି ନିଜର ୧୨ବର୍ଷର ଝିଅକୁ ବିକ୍ରି କରି ଦେଇଛନ୍ତି। ବଡ଼ ଝିଅର ଚିକିତ୍ସା କରିବା ପାଇଁ ଏହି ଗରିବ ଦମ୍ପତି ନିଜ ଅଲିଅଳି ସାନ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ନାବାଳିକାଙ୍କୁ କିଣିବା ପରେ ତାଙ୍କୁ ବିବାହ କରିଛନ୍ତି। ତେବେ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରି […]
ନୂଅଦିଲ୍ଲୀ: ତିନି ଦିନ ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବାବେଳେ ଆଜି ସରକାରୀ ତେଲ କମ୍ପାନୀ ପୁଣି ତୈଳ ଦର ବୃଦ୍ଧି କରିଛନ୍ତି। ଆଜି ଡିଜେଲ ଦର ଲିଟର ପିଛା ୧୫ରୁ ୧୬ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୪ରୁ ୨୫ ପଇସା ବଢିଛି। ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲରେ ଆଜି ପେଟ୍ରୋଲ ଲିଟର ପିଛା ୯୧.୧୭ […]
ପାଟନା/ଲକ୍ଷ୍ନୌ: ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ୪୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହ୍ଲାବାଦରେ ୮ଜଣ, ମୀର୍ଜାପୁର୍ରେ ୬ଜଣ, କୁଶାମ୍ବିରେ ୨ଜଣ, ଭଦୋହିରେ ୬ଜଣ ଓ […]