• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Remdesiver
ମହାରାଷ୍ଟ୍ରରେ କରୋନା ଔଷଧର ଦାମ ବଢାଇଲେ ସରକାର

ମହାରାଷ୍ଟ୍ରରେ ସଙ୍ଗୀନ ହେବାରେ ଲାଗିଛି କରୋନା ସ୍ଥିତି। ଏଠାରେ ଲଗାତାର ଭାବରେ କରୋନା ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ,  ଟେଷ୍ଟିଂରେ ବି ଅନେକ ସମସ୍ୟା ଦେଖାଗଲାଣି।

  • Wednesday, 14 July 2021
lockdown
ରାୟପୁରକୁ ଲକଡାଉନ ଘୋଷଣା କଲେ ସରକାର

କରୋନା ସଂକ୍ରମଣ ବଢୁଥିବାରୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର। ସୂଚନା ଅନୁସାରେ, ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ ରହିବ। ଆସନ୍ତା ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କରିଛନ୍ତି ସରକାର।

  • Wednesday, 14 July 2021
saha
ମମତା ସରକାର ପରେ ବଙ୍ଗରେ ଦୂରେଇ ଯାଇଛି ବିକାଶ: ଶାହ

ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଚାଲିଛି ବିଧାନସଭା ନିର୍ବାଚନ। କିନ୍ତୁ ଏବେ ସମସ୍ତଙ୍କର ପଶ୍ଚିମବଙ୍ଗ ଉପରେ ନଜର ରହିଛି।

  • Wednesday, 14 July 2021
DELHI NIGHT CURFEW
ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।

car mask
କାରରେ ଏକା ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ, ନହେଲେ...

ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ

  • Wednesday, 14 July 2021
anil
ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ମୁଖ୍ୟମନ୍ତ୍ରୀ  ଉଦ୍ଧବ ଠାକେରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ ରହିଥିଲା । ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ରହିଛି ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବରୁ କହିଥିଲେ । ପାଓ୍ୱାରଙ୍କ ପ୍ରେସମିଟରେ […]

  • Wednesday, 14 July 2021
rafel
ରାଫେଲ ପାଇଁ ମଧ୍ୟସ୍ଥିଙ୍କୁ କାହିଁକି ଏତେ ଟଙ୍କା ଦେଇଥିଲା ‘ଦାସଲ୍ଟ’?

ରାଫେଲକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। କହିବାକୁ ଗଲେ  ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି

  • Wednesday, 14 July 2021
rahul-gandhi
ବଢୁଛି ତେଲ ଦର, ଅଟୋରେ ରୋଡ଼୍‌ ସୋ' କଲେ ରାହୁଲ ଗାନ୍ଧୀ

କେରଳରେ ଜୋରଧରିଛି ପ୍ରଚାର। ଏପ୍ରିଲ ୬ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।

  • Wednesday, 14 July 2021
saha
ଛତିଶଗଡ଼ରେ କାହିଁକି ଘଟିଲା ଏମିତି କାଣ୍ଡ? ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଶାହା

ଛତିଶଗଡ଼ ନକ୍ସଲ ଆକ୍ରମଣ ପରେ ଆଜି ବିଜାପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜାପୁରରେ ସେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

  • Wednesday, 14 July 2021
mamata
ମମତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ: ନିର୍ବାଚନ କମିଶନ

ଉଠୁଛି ପଡ଼ୁଛି ବଙ୍ଗ ରାଜନୀତି। ଗୋଟିଏ ପରେ ଗୋଟିଏ ଘଟଣା ବଙ୍ଗରେ ଘଟୁଛି। ତେବେ ଏପ୍ରିଲ୍‌ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ଏକ‌ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ

  • Wednesday, 14 July 2021
jawam
ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସୂଚନା

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ଆଜି ୧୪ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମ ସରବରାହ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି।

corona
୨୪ ଘଣ୍ଟାରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ, ୫୧୩ ମୃତ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ମାତ୍ର ଦିନକରେ ୯୩,୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣ ସଂକ୍ରମିତଙ୍କ ମୃତ ହୋଇଛି। ଦେଶରେ ଦିନକରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି।

  • Wednesday, 14 July 2021
saheed
ଛତିଶଗଡ଼ରେ ୫ ଯବାନ ସହିଦ

ସହିଦ ହୋଇଗଲେ ୫ ଯବାନ। ଛତିଶଗଡ଼ର ବିଜାପୁରରେ ୫ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ

  • Wednesday, 14 July 2021
mamata-modi
୨୦୨୪ରେ ମୋଦିଙ୍କ ବିରୋଧରେ ବାରାଣାସୀରେ ଛିଡ଼ା ହେବେ ମମତା ବାନାର୍ଜୀ !

ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ।

robert bhadra
କରୋନାରେ ସଂକ୍ରମିତ ହେଲେ ରୋବର୍ଟ ଭଦ୍ରା

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋବର୍ଟ ଭଦ୍ରା କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ନିଜର ଆସାମ ଗସ୍ତକୁ ରଦ୍ଦ କରିଥିବା ନେଇ ସୂଚନା ମିଳିଛି। କେବଳ ଏତିକି ନୁହେଁ ପ୍ରିୟଙ୍କା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି

  • Wednesday, 14 July 2021
night-curfew
ଏହି ସହରରେ ଆସନ୍ତାକାଲିଠୁ ଲାଗିବ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା। ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

  • Wednesday, 14 July 2021
nandigram
ନନ୍ଦିଗ୍ରାମରେ କାହାର ହେବ ଜିତାପଟ୍?

ତେବେ ସମସ୍ତଙ୍କ ନଜର, ନନ୍ଦିଗ୍ରାମ ଉପରେ ରହିଛି। କାରଣ, ସବୁ ସିଟ୍ ଭିତରେ ହଟସିଟ୍‌ ପାଲଟିଛି ନନ୍ଦିଗ୍ରାମ। ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରେ ବାଜି ଲଗାଇଛନ୍ତି ଟିଏମସି ସୁପ୍ରିମୋ। ଆଉ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ

  • Wednesday, 14 July 2021
corona
'ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ କଣ୍ଟେନମେଣ୍ଟ ଜୋନ୍‌ କର'

କରୋନାର ଲେଉଟାଣି ଲହର ନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ଦେଲେ ପରାମର୍ଶ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ ବି ଦେଲେ ପରାମର୍ଶ

  • Wednesday, 14 July 2021
president
ସଫଳତାର ସହ ଶେଷ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ।

  • Wednesday, 14 July 2021
Online exam
UGC: ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ପ୍ରତି ସେମିଷ୍ଟାରରେ 40% ପାଠ୍ୟକ୍ରମ ଅନଲାଇନରେ ପ୍ରଦାନ କରିପାରିବେ, ଜାଣନ୍ତୁ ପୂରା ନିୟମ...

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ SWAYAM ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତର ଜାତୀୟ ମାସିଭ୍ ଓପନ୍ ଅନ ଲାଇନ ପାଠ୍ୟକ୍ରମ (MOOCs) ଗ୍ରହଣ କରିବାକୁ କହିଛି

  • Wednesday, 14 July 2021
Corona
ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୫୬ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି।

  • Wednesday, 14 July 2021
Myanmar
ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ।

ମିଆଁମାରରେ ଶାସନ ଭାର ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ।ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ

  • Wednesday, 14 July 2021
uddhav thackeray
ଲକଡାଉନ ଲାଗି ପ୍ରସ୍ତୁତ ରହିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଦୈନିକ ବଢ଼ିଚାଲିଥିବା କରୋନା ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

  • Wednesday, 14 July 2021
nandigram
ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ: ମମତାଙ୍କ ସହ ଶୁଭେନ୍ଦୁଙ୍କର ଚାଲିଛି ଜୋରଦାର ଫାଇଟ୍‌

ଅଗ୍ନିକନ୍ୟା ବନାମ୍ ଭୂମିପୁତ୍ରର ଲଢେଇ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ତାଙ୍କ ଶିଷ୍ୟରୁ ଶତ୍ରୁ ବନିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜୋରଦାର ହେଉଛି ଫାଇଟ୍

  • Wednesday, 14 July 2021
pipili
ପିପିଲି ନିର୍ବାଚନକୁ ନେଇ କେମିତି ରହିଛି ସ୍ଥାନୀୟ ବାସିନ୍ଦାଙ୍କ ମୁଡ଼୍‌

ପିପିଲି ଉପନିର୍ବାଚନ ପାଇଁ ଖାଲି ପିପିଲି ନୁହେଁ, ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡିର ହେଭିୱେଟ୍‌ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏଇ ଆସନ ଦଖଲ ପାଇଁ ଚଲାଇଛନ୍ତି ପାଗଭିଡ଼ା

  • Wednesday, 14 July 2021