ନୁଆଦିଲ୍ଲୀ: ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। କ୍ୟାବିନ୍ରେ ଧୂଆଁ ବାହାରିବା ସ୍ଥିତି ଉପୁଜିବା ପରେ ବିମାନକୁ ଅବତରଣ କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ crew ସଦସ୍ୟ ସୁରକ୍ଷିତ ଥିବା ନେଇ ଏୟାରଲାଇନ୍ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଇଣ୍ଡିଗୋ ପକ୍ଷରୁ ଟ୍ୱିଟ୍ କରାଯାଇଛି। Our flight 6E-237 on Dec 11, operating on Jaipur-Kolkata route made an emergency landing due to […]