• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

former-mla-1
ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ। ତାଙ୍କୁ ତତ୍କାଳ ଅଇସିୟୁ ସୁବିଧା ମିଳି ନ ଥିଲା ବୋଲି ଅଭିଯୋଗ ହୋଇଛି। ଯଦି ଜଣେ ପୂର୍ବତନ ଏମ୍‌ଏଲ୍‌ଏଙ୍କୁୁ […]

  • Wednesday, 21 July 2021
flight
ମହଙ୍ଗା ହୋଇପାରେ ବିମାନ ଯାତ୍ରା

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ହିଁ ରେଳ ଭଡ଼ା ଓ ଏଲ୍‌ପିଜି ସିଲିଣ୍ଡର ଗ୍ୟାସର ଦରରେ ବୃଦ୍ଧି ହୋଇଥିଲା। ଆଉ ଏବେ ବିମାନ ପାଳି। ଅର୍ଥାତ୍‌ ବିମାନ ଟିକେଟ୍‌ରେ ମହଙ୍ଗା ମାଡ଼ ହେବ ବୋଲି ଜଣାପଡ଼ିଛି। ବିମାନରେ ବ୍ୟବହୃତ Aviation Turbine Fuel(ATF)ର ଦର ବୃଦ୍ଧି ହୋଇଛି। ଫଳରେ ବିମାନ ଟିକେଟ୍‌ର ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଏହା ବିମାନ ଯାତ୍ରୀଙ୍କ ପକେଟ୍‌କୁ ଏକ ପ୍ରକାର ମହଙ୍ଗା ମାଡ଼ ହେବବୋଲି କୁହାଯାଉଛି। ଯଦି ଟିକେଟ୍‌ […]

  • Wednesday, 21 July 2021
train
ନୂଆବର୍ଷରେ ଯାତ୍ରୀଙ୍କୁ ଝଟ୍‌କା, ବଢ଼ିଲା ରେଳ ଭଡ଼ା

ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍‌କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍‌ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି…  ସମସ୍ତ AC ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ ପଇସା ବୃଦ୍ଧି କରାଯାଇଛି। ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍‌ ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି। ଫାଷ୍ଟ କ୍ଲାସ୍, […]

  • Wednesday, 21 July 2021
jobs
ଜୁନିଅର୍‌ ଇଞ୍ଜିନିୟରଙ୍କ ପାଇଁ ଚାକିରି ଅଫର୍‌, ଦରମା ୧ ଲକ୍ଷ ୫୦ ହଜାର

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଅଏଲ୍‌ ଖାଲି ପଡ଼ିଥିବା ଜୁନିଅର୍‌ ଇଞ୍ଜିନିୟରିଂ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ୩୭ଟି ଜୁନିଅର୍‌ ଇଞ୍ଜିନିୟରିଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୦, ଜାନୁଆରୀ ୧୭ ତାରିଖ ରହିଛି। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଫେବୃଆରୀ ୨ରେ ପରୀକ୍ଷା ହେବ। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍‌ କରିବେ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) […]

  • Wednesday, 21 July 2021
priyanka
କଂଗ୍ରେସ ନେତାଙ୍କ ନାଁରେ କଟିଲା ଚାଲାଣ

ଲକ୍ଷୌ: ବିନା ହେଲ୍‌ମେଟ୍‌ରେ ଶନିବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟିରେ ବସାଇ ନେଇଥିବା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିଛି। ଲକ୍ଷୌ ପୁଲିସ୍‌ ଗାଡ଼ି ଚାଳକ ତଥା କଂଗ୍ରେସ ନେତା ଧୀରଜ ଗୁର୍ଜରଙ୍କ ନାଁରେ ୬ ହଜାର ୩ଶହ ଟଙ୍କା ଚାଲାଣ କାଟିଛି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍‌ ପ୍ରିୟଙ୍କାଙ୍କ ଗାଡ଼ିକୁ ବାଟରେ ଅଟକାଇଥିଲେ। ଫଳରେ ସେ ଧୀରଜଙ୍କ ସ୍କୁଟିରେ ବସି ଦାରାପୁରୀଙ୍କ ଘରକୁ […]

  • Wednesday, 21 July 2021
priyanka gandhi
ପୁଲିସ୍‌ ମୋତେ ଧକ୍କା ମାରିଲା: ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍‌ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରିୟଙ୍କା ଅଭିଯୋଗ ଆଣି କହିଛନ୍ତି, ‘ଦାରାପୁରୀଜୀଙ୍କ ପରିବାରକୁ ଭେଟିବା ପାଇଁ ଆମେ ଯାଉଥିବା ସମୟରେ ବାଟରେ ଅଚାନକ୍‌ ଏକ ପୁଲିସ୍‌ ଗାଡ଼ି ଆସି ଆମ ଗାଡ଼ି ସାମ୍ନାରେ ରଖି […]

  • Wednesday, 21 July 2021
rainfall
କୋହଲା ପାଗ ସାଙ୍ଗକୁ ବର୍ଷାରେ ଭିଜିପାରେ ନୂଆବର୍ଷ !

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆବର୍ଷକୁ ଫିକା କରିପାରେ ବର୍ଷା ! କାହିଁକି ନା କୋହଲା ପାଗ ସାଙ୍ଗକୁ ଏଥର ବର୍ଷାରେ ଭିଜିପାରେ ନୂଆବର୍ଷ। ଭାରତୀୟ ପାଣିପାଗ ବିଭାଗ ସହ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଜାନୁଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱରରେ […]

  • Wednesday, 21 July 2021
plane crash
ଦୁଇ ମହଲା ବିଲ୍ଡିଂରେ ପିଟି ହେଲା ବିମାନ, ୯ ମୃତ

ଅଲ୍‌ମାଟୀ: କଜାଖସ୍ତାନର ଅଲ୍‌ମାଟୀ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମୟରେ ଏହି ବେକ୍‌ ବିମାନରେ ୯୫ ଜଣ ଯାତ୍ରୀ ଓ ୫ ଜଣ crew ମେମ୍ବରର୍ସ ଥିଲେ। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଆଜି ସକାଳ ୭ଟା ୨୨ ମିନିଟ୍‌ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କଜାଖସ୍ତାନର ରାଜଧାନୀ ନୁର୍‌-ସୁଲ୍‌ତାନ୍‌ ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ ଉଡାଣ ଭରିବାର ମାତ୍ର କିଛି […]

  • Wednesday, 21 July 2021
Savitribai
କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଜେପି ନେତା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ସାବିତ୍ରୀ ବାଇ ଫୁଲେ ଆଜି କଂଗ୍ରେସ ଦଳକୁ ମଧ୍ୟ ବାଏବାଏ କହିଛନ୍ତି। କଂଗ୍ରେସରେ ତାଙ୍କ କଥାକୁ ଶୁଣା ଯାଉ ନଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଏଥିସହ ସେ କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିବା ମଧ୍ୟ କହିଛନ୍ତି। ଆଜି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଫୁଲେ ଆଗାମୀ ଦିନରେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିବେ ବୋଲି ମଧ୍ୟ […]

  • Wednesday, 21 July 2021
mla ram kumar gautam
ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ !

ନୂଆଦିଲ୍ଲୀ: ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ ! ହରିଆଣାରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ସହ ମିଶି ସରକାର ଗଠନ କରିଥିବା ବିଜେପି ଏବେ ସଙ୍କଟ ସ୍ଥିତିର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳିଛି। ବିଜେପି ସହ ଗୁପ୍ତ ଭାବେ ଗୋଟିଏ ମଲ୍‌ରେ ଜେଜେପି ମେଣ୍ଟ କରିବା ଓ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅରାଜକତାକୁ ବିରୋଧ କରି ଆଜି ଜେଜେପିର ବିଧାୟକ ତଥା ଉପ ସଭାପତି ରାମ କୁମାର ଗୌତମ ନିଜ ପଦରୁ […]

  • Wednesday, 21 July 2021
rahul gandhi
ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦେଶର କୌଣସି ସ୍ଥାନରେ ଡିଟେନ୍‌ସନ୍‌ ସେଣ୍ଟର ତିଆରି ହେଉ ନାହିଁ। ଅର୍ବାନ ନକ୍ସଲମାନେ ସିଏଏକୁ ନେଇ ଗୁଜବ ଖବର ପ୍ରଚାର କରୁଛନ୍ତି। ଏଥିସହ ମୁସଲିମଙ୍କୁ ଡିଟେନସେନ ସେଣ୍ଟରକୁ ପଠାଯିବ ବୋଲି କହୁଛନ୍ତି। ମୋଦିଙ୍କର ଏହି ମନ୍ତବ୍ୟର ଭିଡିଓ କ୍ଲିପକୁ […]

  • Wednesday, 21 July 2021
watching movie
ଗର୍ଲଫ୍ରେଣ୍ଡ୍‌ଙ୍କ ସହ ‘ମର୍ଦ୍ଦାନୀ-୨’ ଫିଲ୍ମ ଦେଖୁଥିଲେ; ହଲ୍‌ରେ ପହଞ୍ଚିଗଲେ ସ୍ତ୍ରୀ, ଆଉ ତା’ପରେ...

ଅହମଦାବାଦ: ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍‌ ସହ ହଲ୍‌ରେ ଫିଲ୍ମ ଦେଖିବା। ଲୁଚିଛପି ଜଣେ ବ୍ୟକ୍ତି ଗର୍ଲଫ୍ରେଣ୍ଡ୍‌ଙ୍କ ସହ ହଲ୍‌ରେ ଫିଲ୍ମ ଦେଖୁଥିଲେ, ଏହି ସମୟରେ ହଠାତ୍‌ ପହଞ୍ଚି ଯାଇଥିଲେ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଗୁଜରାଟର ଅହମଦାବାଦରେ ଏମିତି କିଛି ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦ୍ଦାନୀ-୨’ ଦେଖିବାକୁ ହଲ୍‌ ଯାଇଥିଲେ। ଏସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଜାଣିବା ପରେ ସେ ହଲ୍‌ରେ ପହଞ୍ଚି […]

  • Wednesday, 21 July 2021
dharmendra pradhan
ଗଡ଼ିଲା ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି। ଟାଇପ୍-ଫୋର୍ କମ୍ପୋଜିଟ୍‌ ସିଲିଣ୍ଡର ଏହି ସିଏନ୍‌ଜି ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତାୟାତ କରିପାରିବ। ପୂର୍ବରୁ ସିଏନ୍‌ଜି ବସ୍‌ ଗୁଡ଼ିକ ଥରେ ଫିଲ୍ କଲେ ୨୦୦ରୁ ୨୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲା। ହେଲେ ଏବେ ଏହି ନୂଆ ସିଏନ୍‌ଜି ସିଲିଣ୍ଡର ଦ୍ୱାରା ବସ୍ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାସହ […]

  • Wednesday, 21 July 2021
odisha
ଏଥର ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀରେ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଆସିଛି। ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଶା ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ […]

  • Wednesday, 21 July 2021
hemanta
ଅଧୁରା ରହିଯିବ କି ହେମନ୍ତଙ୍କ ସ୍ୱପ୍ନ ? ଦ୍ୱିତୀୟ ଥର ଗାଦିରେ ବସିବା ଲକ୍ଷ୍ୟରେ ରଘୁବର

ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ଆର୍‌ଜେଡି ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ଜେଏମ୍‌ଏମ୍‌ ଓ କଂଗ୍ରେସ ମିଶି ୪୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩୦ଟି ଆସନରେ ଏଜଏସୟୁ ୪ଟି ଆସନରେ, ଜେଭିଏମ୍‌ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି। ଯଦି ନିର୍ବାଚନ […]

  • Wednesday, 21 July 2021
fire
କପଡ଼ା ଗୋଦାମରେ ନିଆଁ, ଜୀଅନ୍ତା ଜଳିଗଲେ ୯ ଜଣ

ନୂଆଦିଲ୍ଲୀ: ୧୫ ଦିନ ମଧ୍ୟରେ ଦିଲ୍ଲୀରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।  କିରାରିରେ ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ବିଲ୍ଡିଂର ଗ୍ରାଉଣ୍ଡ୍‌ ଫ୍ଲୋର୍‌ ବା ତଳ ମହଲାରେ ଏହି କପଡ଼ା ଗୋଦାମ ରହିଛି। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ ସମୟରେ ଗୋଦାମ ଭିତରେ ଶ୍ରମିକମାନେ ଶୋଇ […]

  • Wednesday, 21 July 2021
constable
ଚମତ୍କାର ! ପୁଲିସ୍‌ କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ପର୍ସ

ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ୍‌ କନଷ୍ଟେବଳ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ ପାର୍‌ କରି ଯାଇଥିଲା। ତେବେ ଜ୍ୟାକେଟ୍‌ ତଳେ କଏନ ଭର୍ତ୍ତି ପର୍ସ ଥିବାରୁ ଗୁଳିଟି ଆଉ ଶରୀରରେ ପ୍ରବେଶ କରି ନ ପାରି କଏନରେ ବାଜି ଅଟକି […]

  • Wednesday, 21 July 2021
hyderabad
ପୁଣିଥରେ ହେବ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ପୋଷ୍ଟ ମର୍ଟମ୍‌, ଗଠନ ହେଲା ଡାକ୍ତରୀ ଟିମ୍‌

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ଏମ୍ସ ଜିନି ଜଣ ସିନିଅର୍‌ ଫରେନ୍ସିକ୍‌ ଏକ୍ସପର୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି। ଏହି ୩ ଜଣ ଡାକ୍ତର ପୁଣିଥରେ ଅଭିଯୁକ୍ତଙ୍କ ଶବକୁ ପୋଷ୍ଟମର୍ଟମ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏହି ଡାକ୍ତରୀ ଟିମ୍‌ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। କାଲି ସକାଳେ ପୋଷ୍ଟମର୍ଟମ୍‌ ହୋଇପାରେ। […]

  • Wednesday, 21 July 2021
fire
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା

ଉନ୍ନାଓ: ଆଖି ବୁଜିଲେ ଆଉ ଜଣେ ଦୁଷ୍କର୍ମ ପୀଡ଼ିତା। ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା(୨୩) ଜଣକ ନ୍ୟାୟ ପାଇବାରେ ନିରାଶ ହୋଇଥିଲେ। ଏହାପରେ ଡିସେମ୍ୱର ୧୬ରେ ସେ ଏସ୍‌ପି ଅଫିସଙ୍କ ସାମ୍ନାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ନିଆଁ […]

  • Wednesday, 21 July 2021
uddhav thackeray
କୃଷିଋଣ ଛାଡ଼ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଋଣଗ୍ରସ୍ତ ଚାଷୀଙ୍କୁ ମିଳିବ ଆଶ୍ୱସ୍ତି। ୨ ଲକ୍ଷ ଟଙ୍କା ଯାଏ କୃଷି ଋଣ ଛାଡ଼ କରିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୨୦୧୯ ସେପ୍ଟେମ୍ବର ୩୦କୁ କଟ୍‌ଅଫ୍‌ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୧୯ ସେପ୍ଟେମ୍ବର ୩୦ ଯାଏ […]

  • Wednesday, 21 July 2021
shop
ବଢ଼ିପାରେ ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ଲୋକମାନଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ହେବ। କାହିଁକି ନା ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପ୍ୟାକେଜଡ୍‌ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ। ଏଗୁଡ଼ିକର ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାମଗ୍ରୀ ଗୁଡ଼ିକର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧି ଲୋକଙ୍କ ଚାହିଦାକୁ ହ୍ରାସ କରିବାର ଆଶଙ୍କା ଥିବାରୁ କମ୍ପାନୀ ଗୁଡ଼ିକ କ୍ଷତି ସହିବେ ବୋଲି ମଧ୍ୟ ଜଣାପଡ଼ିଛି। ନେସ୍‌ଲେ, ପାର୍ଲେ ଓ ଆଇଟିସି ଭଳି ଏଫଏମସିଜି କମ୍ପାନୀ ଗୁଡ଼ିକ […]

  • Wednesday, 21 July 2021
hyderabad
ହାଇଦ୍ରାବାଦ ଏନ୍‌କାଉଣ୍ଟର ରହସ୍ୟ ଉପରୁ ହଟୁନି ପରଦା, ପୁଣି ହୋଇପାରେ ଅଭିଯୁକ୍ତଙ୍କ...

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନେଇ ପ୍ରତ୍ୟେକ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଜଣାପଡ଼ିଥିଲା, ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବରୁ ଆହୁରି ୯ ଜଣ ମହିଳାଙ୍କ ସହ ଠିକ୍‌ ଏମିତି କରିଥିଲେ ଯାହା ମହିଳା ଡାକ୍ତରଙ୍କ ସହ ସେମାନେ କରିଥିଲେ। ସେପଟେ ଅଭିଯୁକ୍ତଙ୍କୁ କରାଯାଇଥିବା ଏନ୍‌କାଉଣ୍ଟରର ରହସ୍ୟ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ହଟିନି। […]

  • Wednesday, 21 July 2021
train
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦେବାକୁ ପଡ଼ିବନି ଫିସ୍‌

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। Railway Recruitment Cell(RRC) ଖାଲି ପଡ଼ିଥିବା କ୍ଲର୍କ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜୁନିଅର୍‌ କ୍ଲର୍କ ପାଇଁ ୧୭୧ଟି ପଦବୀ ଓ ସିନିଅର୍‌ କ୍ଲର୍କ ପାଇଁ ୮୦ଟି ପଦବୀ ଖାଲି ପଡ଼ିଛି। ସମୁଦାୟ ୨୫୧ଟି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୦ ମସିହା ଜାନୁଆରୀ ୧୯ ତାରିଖ […]

  • Wednesday, 21 July 2021
police
ଏୟାର୍‌ ହଷ୍ଟେସ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘର ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଗୁରୁଗ୍ରାମ: ଏକ ପ୍ରାଇଭେଟ୍‌ ଏୟାରଲାଇନ୍ସର ଜଣେ ଏୟାର୍‌ ହଷ୍ଟେସ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ଗୁରୁଗ୍ରାମର ଡିଏଲ୍‌ଏଫ୍‌ ୩ ଫେଜ୍‌ରେ ଥିବା ଏକ ପିଜି(Paying Guest)ରୁ ଏୟାର୍‌ ହଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏୟାର୍‌ ହଷ୍ଟେସ୍‌ଙ୍କ ପରିବାର ରୁହନ୍ତି। ପିଜି ଘର ମାଲିକଙ୍କ ଦୁର୍ବ୍ୟବହାରରେ ତାଙ୍କ ଝିଅ ପୂରାପୂରି ଅବସାଦ ହୋଇଯାଇଥିଲେ ବୋଲି ମୃତ ଏୟାର୍‌ ହଷ୍ଟେସ୍‌ଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏୟାର୍‌ ହଷ୍ଟେସ୍‌ଙ୍କ ବାପା ଅଭିଯୋଗ କରି କହିଛନ୍ତି, ମଙ୍ଗଳବାର […]

  • Wednesday, 21 July 2021