ପ୍ୟାରିସ: ପ୍ୟାରିସରେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ୟାରିସର ଏକ ସର୍କସରୁ ଜେବ୍ରା ଏବଂ ଦୁଇଟି ଘୋଡା ଖସିଯାଇ ବାହାରକୁ ଚାଲି ଆସିଥିଲେ। ଏମାନେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଲୋକମାନେ ରାସ୍ତାରେ ଘୋଡା ଏବଂ ଜେବ୍ରାକୁ ଦୌଡୁଥିବାର ଦେଖିଲେ, ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ପଶୁମାନେ କାହିଁକି ଖୋଲା ସ୍ଥାନରେ ବୁଲୁଛନ୍ତି, କେହି କିଛି ବୁଝି ପାରୁନଥିଲେ? y’a […]
ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ଦେଶ ଏବେ ଲକ୍ଡାଉନ୍। ସବୁକିଛି ଠପ୍ ହୋଇଯାଇଛି। ପ୍ରାୟ ମାସେ ପରେ ଆଜିଠୁ ନିଜ ନିଜ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଅଫିସିଆଲ ଗାଡି ଥିବା ଅଧିକାରୀଙ୍କୁ ଆଜିଠୁ କାର୍ଯ୍ୟରେ ଯୋଗ ଦେବାକୁ ଗତ ଶୁକ୍ରବାର ନିର୍ଦ୍ଦେଶ ଜାରି ହୋଇଥିଲା। ସେହି ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରାସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର, କ୍ରୀଡ଼ା ରାଷ୍ଟ୍ର […]
ନୂଆଦିଲ୍ଲୀ: କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ଭାରତ ଭଳି ତୈଳ କ୍ରୟ କରୁଥିବା ଦେଶର ସ୍ୱାର୍ଥ ପ୍ରତି ବି ବିଶ୍ୱ ସ୍ତରରେ ଦୃଷ୍ଟି ଦିଆଯିବା ଦରକାର। ଗତକାଲି ଜି-୨୦ ଉର୍ଜା ମନ୍ତ୍ରୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇ ଏହି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଯୋଗେ ଏହି ସମ୍ମିଳନୀ […]
ନୂଆଦିଲ୍ଲୀ: ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍-୧୯ ସହ ଲଢ଼େଇ କରୁଛି ଏଲ୍ଓସିରେ ପାକିସ୍ତାନ ଷଡ଼ଯନ୍ତ୍ରର ପସରା ମେଲାଇଛି। ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍ ଉପରେ ହମ୍ଲା ଆରମ୍ଭ କରିଛି ଭାରତୀୟ ସେନା। ଗତ ରବିବାରଠାରୁ ଲାଗିରହିଥିବା ଏହି ଅଶାନ୍ତିର ଏଭଳି ଜବାବ ଦେଇଛି ଭାରତ। ଜମ୍ମୁ-କଶ୍ମୀରର କୁପୱାରା ନିକଟବର୍ତ୍ତୀ ଏଲ୍ଓସିରେ ଥିବା କେରାନ୍ ସେକ୍ଟରରେ ଏଭଳି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି। ଶୁକ୍ରବାର ସକାଳେ ପାକିସ୍ତାନ […]
ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଭାରତର ବି ସ୍ଥିତି ବିଗାଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହେଲାଣି। ତେବେ କରୋନା ଦ୍ୱାରା ଦେଶର ୫ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାଏ […]
ଟୋକିଓ ଅଲମ୍ପିକରେ ୱେଟ ଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଦୁଇଦିନ ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ। ଏପରି ବିଳମ୍ବିତ ଶୁଭେଚ୍ଛାବାର୍ତ୍ତାକୁ ନେଇ ସୋଶାଲ ମିଡିଆରେ ବେଶ ଟ୍ରୋଲ ହୋଇଛନ୍ତି କଂଗ୍ରେସ ନେତା।
ପାଟ୍ରୋଲିଂରେ ଯାଇଥିବା କ୍ୟାପଟେନଙ୍କ ନିକଟରେ ନା ଥିଲା ଅଧିକ ଅସ୍ତ୍ରଶସ୍ତ୍ର ନା ଥିଲା ଗୁଳିବାରୁଦ । ଅନ୍ୟାୟ ଯୁଦ୍ଧରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କ୍ୟାପଟେନ ସୌ ରଭ କାଳିଆ ଏବଂ ତାଙ୍କ ସାଥୀଙ୍କୁ ଘେରି ଯାଇଥିଲେ । ତେବେ ସାମ୍ନାରେ ନିଶ୍ଚିତ ମୃତ୍ୟୁ ଥିଲେ ସୁଦ୍ଧା ଭାରତୀୟ ବୀରଙ୍କ ମୁହଁରେ ଭୟର ଚିହ୍ନ ନଥିଲା ।