• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ud
ଏଇ ଛୋଟ ସହରରେ ପୂରା ହୁଏ ବଡ଼ ସ୍ୱପ୍ନ: IAS, IPS ସିଟି କଣ୍ଟାବାଞ୍ଜି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ସିନା ଛୋଟ, କିନ୍ତୁ ବଡ଼ ବଡ଼ ସ୍ୱପ୍ନ ସବୁ ଏଠି ବାସ୍ତବତାର ରୂପ ନିଏ। ହୁଏତ ଏହି ସହରକୁ କିଏ ଦାଦନ ଚାଲାଣର ପେଣ୍ଠସ୍ଥଳୀ କୁହନ୍ତି, ଆଉ କିଏ କୁହନ୍ତି ପଛୁଆ ଅଞ୍ଚଳ। ହେଲେ ଏସବୁକୁ ପଛରେ ପକାଇ ଏହି ପଛୁଆ ସହରର ଯୁବପିଢ଼ି ଏବେ ବେଶ୍ ଆଗରେ ଗଲା ୧୦ ବର୍ଷ ମଧ୍ୟରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପାଞ୍ଚ ପାଞ୍ଚ ଜଣ ସଫଳତା ପାଇ ରାଜ୍ୟ ପାଇଁ ଗୌରବ […]

  • Monday, 05 July 2021
corona-update
ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ : ଆଜି ସର୍ବାଧିକ ୫୨ ଆକ୍ରାନ୍ତଙ୍କ ଜୀବନ ଗଲା

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୫ ଲେଖାଏଁ ମୃତ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ଭୁବନେଶ୍ୱର :  ଭୟ ବଢ଼ାଉଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ରେକର୍ଡ…

  • Monday, 05 July 2021
କରିଥିଲେ ପୂରା ପ୍ଲାନିଂ, ହେଲେ ଫସର ଫାଟିଗଲା

ଭୁବନେଶ୍ୱର: ନିଜକୁ ନାବାର୍ଡ ଅଧିକାରୀ କହି ଅର୍ଥ ହଡପ ଯୋଜନା କରିଥିଲେ, ହେଲେ ସବୁ ଫସର ଫାଟିଗଲା ଓ ଧରାପଡ଼ିଗଲେ। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଫାଣ୍ଡି ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ସ୍ମିଥ୍‌ ସେଠୀ। ସୂଚନା ଅନୁସାରେ, ସ୍ମିଥ୍ ବାଳକାଟି ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ। ସେଠାରେ ସେ ନିଜକୁ ନାବାର୍ଡ ଅଧିକାରୀ କହି ଯାଞ୍ଚ କରିଥିଲେ। ହେଲେ […]

  • Monday, 05 July 2021
ସାନ ଭାଇର ଆତ୍ମହତ୍ୟା ଖବର ଶୁଣି, ବଡ଼ ଭାଇ ନେଲେ ଏମିତି ନିଷ୍ପତ୍ତି...

ଧର୍ମଗଡ଼: ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇର ଆତ୍ମହତ୍ୟା ଉଦ୍ୟମ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ରାଜମୋଟେର ଗାଁର ୨ ଭାଇଙ୍କ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା। ଝଗଡ଼ା ପରେ ସାନ ଭାଇ ସାଇକେଲ୍‌ ଧରି ଘରୁ ବାହାରି ଯାଇଥିଲେ। ଏହାପରେ  ପାଖ ଗାଁ ଗଡ଼ିଆଯୋର ନିକଟରେ ବେକରେ ରଶି ଲଗାଇସେ ଆତ୍ମହତ୍ୟା କରିଥିଲେ। ସାନ ଭାଇର […]

  • Monday, 05 July 2021
ସତ ଶୁଣିବାକୁ ସରକାରଙ୍କ ପାଖରେ ସାହସ ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଓଟିଭି ବିରୋଧରେ ବିଏମ୍‌ସିର ଅଭିଯୋଗ ଏବଂ କଣ୍ଠରୋଧ ଲାଗି କମିଶନରେଟ୍ ପୋଲିସ୍‌ର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସତ କହିବା ପାଇଁ, ସତ ଶୁଣିବା ପାଇଁ ଅଦମ୍ୟ ସାହସ ଦରକାର। ହେଲେ ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଗଣମାଧ୍ୟମକୁ ଡରାଇ ସତ ଉପରେ ଘଣ୍ଟ ଘୋଡ଼ାଇବା ଉଚିତ୍ ନୁହେଁ। ଗଣମାଧ୍ୟମ ଯଦି କିଛି ସାମ୍ନାକୁ ଆଣୁଛି ତାହା ସ୍ୱାଗତଯୋଗ୍ୟ। […]

  • Monday, 05 July 2021
money 66
ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନିର୍ଦ୍ଦେଶ ସ୍ଥଗିତ

ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ଏ ନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମଧ୍ୟ କରାଯାଇଛି। ରାଜ୍ୟରେ କୋଭିଡ ସ୍ଥିତି ଓ ଖରିଫ ଚାଷ ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି […]

  • Monday, 05 July 2021
barsa-jami-phati-aan
ବର୍ଷା ଅଭାବରୁ ଚାଷ କାମରେ ବିଳମ୍ବ : ଜମି ଫାଟି ଆଁ କଲାଣି, ହଳଦିଆ ପଡ଼ିଲାଣି ତଳି

ଜୁନ୍ ଯାଇ ଜୁଲାଇ ହେଲାଣି ଉପଯୁକ୍ତ ପରିମାଣର ବର୍ଷା ନ ହେବାରୁ ଚାଷ କାମ ବାଧାପ୍ରାପ୍ତ ପାଣି ଅଭାବରୁ ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରେ ଗଜା ମରୁଡ଼ି ଭଳି ସ୍ଥିତି ଚିନ୍ତାରେ ଶହ ଶହ ଚାଷୀ ତଳି ବଞ୍ଚାଇବାକୁ ପାଇପ୍ ଯୋଗେ…

  • Monday, 05 July 2021
dd
ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି। ମାଓବାଦୀଙ୍କ ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ  ସୁରକ୍ଷାକର୍ମୀ ଜବତ କରିଛନ୍ତି। ଏହି ଅଞ୍ଚଳରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ କମ୍ବିଂ କରିବା ବେଳେ ଏକ ମାଓ କ୍ୟାମ୍ପ ଥିବା ସୂଚନା ପାଇଥିଲେ। ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ […]

  • Monday, 05 July 2021
corona
କୋଭିଡ କଟକଣା ସତ୍ତ୍ୱେ ସ୍ଥିତିରେ କାହିଁକି ସୁଧାର ଆସୁନାହିଁ ?  ସ୍ଥିତି ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍

  କଟକଣା ସତ୍ତ୍ୱେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାହିଁକି ଖସୁନି ସଂକ୍ରମଣ? ଚିନ୍ତାରେ ସରକାର, ଆଜି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା ହେବ ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍…

  • Monday, 05 July 2021
jspur
ସ୍ୱାଧୀନତା ସଂଗ୍ରାମୀଙ୍କ ଘରେ ପହଞ୍ଚି ସମ୍ମାନିତ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ମାନିତ ହେଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ। କ୍ରାନ୍ତି ଦିବସ ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିଜ ବାସଭବନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନ ସିଣ୍ଢୋଳ ଗାଁର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନକୁ […]

  • Monday, 05 July 2021
heavy-rain-fall
୫ ଦିନ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାରେ ଆଉ ଏକ ଲଘୁଚାପ। ୫ ଦିନ ପ୍ରବଳ ବର୍ଷିବ। ୧୧ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ବରଗଡ଼ […]

  • Monday, 05 July 2021
dasamula
ଆଜି ଦଶମୂଳ ଲାଗି ପରେ ସୁସ୍ଥ ହେବେ ପ୍ରଭୁ : ରାଜବୈଦ୍ୟ ପ୍ରସ୍ତୁତ କରିଛନ୍ତି ମୋଦକ

 ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ କରି ସୁସ୍ଥ ହେବେ ଶ୍ରୀଜିଉ ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ରାଜ ନଅରକୁ ଯିବେ ଦଇତାପତି ସେବାୟତ  ପୁରୀ :…

  • Monday, 05 July 2021
odisha
'ଭାଇରାଲ ଅଡିଓ ବ୍ୟକ୍ତିଙ୍କୁ ଉଠାଇ ନେଲା ପୋଲିସ୍'

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ପଦାକୁ ଆସିଲା ସତ। ଅଡିଓରେ ବାର୍ତ୍ତାଳାପ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ହୋଇଛି। ଏସଟିଏଫ୍ କହି ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ OTV ପାଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ସାଙ୍ଗ ଅଭିଯୋଗ କରିଛନ୍ତି। ଅପରାହ୍ନରେ ଉଠାଇ ନେଇଥିଲେ ବି ଏପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି। ରାତି ବିଳମ୍ବ ହୋଇଥିଲେ ବି ପରିବାର, ସାଙ୍ଗସାଥୀଙ୍କ ପାଖରେ ସୂଚନା ମଧ୍ୟ ନାହିଁ। OTV […]

  • Monday, 05 July 2021
oldwoman killed
ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନା ଅନ୍ତର୍ଗତ ତମସାପାଲ୍ଲୀ ଗାଁରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଉଘ ପଡିଆମୀ ନାମକ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଉଘ ପଡିଆମୀଙ୍କ ମୃତ୍ୟୁ ହୋଇଥିଲା। ୬ ମାସ ତଳେ ରାମ ସୋଡିଙ୍କ ପୁଅଙ୍କ ଅଜଣା ରୋଗରେ […]

  • Monday, 05 July 2021
odisha
ଅଡିଓ ଭାଇରାଲ୍‌ ମାମଲା: ୨ ଗିରଫ, ଭାଇରାଲ୍‌ କରିଥିବା ମାନିଲେ ବିଶ୍ୱଜିତ୍‌

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିବା ଅଡିଓ ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ବିଶ୍ୱଜିତ୍‌ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ବେହେରା। ଉଭୟଙ୍କର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଭାଇରାଲ୍ ଅଡିଓରେ ଏହି ଦୁଇ ଜଣ କଥାବାର୍ତ୍ତା କରିଥିଲେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ୍‌ର କର୍ମଚାରୀ ଏବଂ ଅନ୍ୟ ଜଣେ ତାଙ୍କ ବନ୍ଧୁ। […]

  • Monday, 05 July 2021
matric-form-fillup
ଅଫଲାଇନ୍ ମାଟ୍ରିକ ପରୀକ୍ଷା ଲାଗି ଆଜି ଠାରୁ ଅନଲାଇନରେ ଫର୍ମପୂରଣ

ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଲାଗି ଫର୍ମ ଫିଲପ୍ ୧୦ଦିନ ଭିତରେ ଶେଷ ହେବ ଫର୍ମ ଫିଲ୍ ଅପ୍ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଜୁଲାଇ ମାସରେ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା ଭୁବନେଶ୍ୱର : ଟ୍ରିକ ପରୀକ୍ଷାଫଳ…

  • Monday, 05 July 2021
OTVର ଡକ୍ୟୁମେଣ୍ଟ୍‌ ଗ୍ରହଣ କଲାନି ପୋଲିସ୍‌

ଭୁବନେଶ୍ୱର: ନିଜେ ଡକ୍ୟୁମେଣ୍ଟ୍‌ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍ ଅଡିଓ ମାମଲାରେ CrPC ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ୍ ଦାଖଲ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକ ସଂପର୍କ ଅଧିକାରୀ ଏ ସମ୍ପର୍କିତ ଡକ୍ୟୁମେଣ୍ଟ୍ ଓ କଭରିଂ ଲେଟର୍‌ ନେଇ ଆଜି ଥାନାକୁ ଯାଇଥିଲେ। କମିଶନରେଟ୍ ପୋଲିସ୍ କଭରିଂ ଲେଟର ଗ୍ରହଣ କରିଥିବାବେଳେ ଡକ୍ୟୁମେଣ୍ଟ୍‌କୁ ଗ୍ରହଣ କରି ନ ଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ୍‌ ରଖିଲେ ନାହିଁ ତାହାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି। […]

  • Monday, 05 July 2021
farmer
'କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ଛାଡ଼ କର'

ଭୁବନେଶ୍ୱର: କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ସ୍ଥଗିତ ନୁହେଁ ଛାଡ଼ କରାଯାଉ। ଲୋକେ ଟଙ୍କା ମାଗିନଥିଲେ, ନିର୍ବାଚନ ପାଇଁ ରାଜ୍ୟ ସରକାର ଟଙ୍କା ଜାଚି କି ଚାଷୀଙ୍କୁ ଦେଇଥିଲେ। ତତ୍କାଳୀନ କୃଷି ମନ୍ତ୍ରୀ ସମସ୍ତଙ୍କୁ ଯୋଗ୍ୟ ବୋଲି ଦର୍ଶାଇଥିଲେ। ଏବେ ଅଯୋଗ୍ୟ ଆସିଲେ କେଉଁଠୁ ବୋଲି ପ୍ରଶ୍ନ […]

  • Monday, 05 July 2021
exam
୧୨ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୧୨ରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨.୩୦ରେ CHSE ଅଫିସରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେହିପରି ତୃତୀୟ ସପ୍ତାହରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ […]

  • Monday, 05 July 2021
odisha
ଭାଇରାଲ ଅଡିଓ ଘଟଣା: ୨ ଅଭିଯୁକ୍ତଙ୍କୁ ୩ଦିନ ରିମାଣ୍ଡ

ଭୁବନେଶ୍ୱର: ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟଙ୍କ ଅନୁମତି। କୋଭିଡ୍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଦୁଇ ଜଣ ଫୋନ୍‌ରେ କଥା ହେଉଥିବା ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓରେ କଥା ହେଉଥିବା ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେବ ପୋଲିସ୍। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ […]

  • Monday, 05 July 2021
dokan
ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ ଖୋଲିବ । ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ […]

  • Monday, 05 July 2021
drown
ପୋଖରୀରେ ବୁଡିଗଲେ ଭାଇଭଉଣୀ

ବ୍ରହ୍ମପୁର: ପୋଖରୀରେ ବୁଡିଗଲେ ଭାଇଭଉଣୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା  ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ପୋଖରୀରେ ବୁଡି ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର […]

  • Monday, 05 July 2021
policeee
ପୋଲିସଙ୍କୁ ଅଟକ ରଖି ବନ୍ଧା ହେଲେ ୨୨

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନାର ପୋଲିସଙ୍କୁ ଅଟକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୋଲିସ କର୍ମଚାରୀଙ୍କୁ ଅଟକ ଘଟଣାରେ ୧୫ ମହିଳା ସମେତ ବନ୍ଧା ହେଲେ ୨୨ ଜଣ। ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ଥାନା ରେଢ଼ୁଆ ଗାଁକୁ ଯାଇଥିଲା ପୋଲିସ। କିନ୍ତୁ ଅଭିଯୁକ୍ତଙ୍କୁ ନଛାଡ଼ି ୨ଏସ୍‌ଆଇଙ୍କ ସମେତ ୧୦ ପୋଲିସ କର୍ମୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ। ଖବର ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ […]

  • Monday, 05 July 2021
cuttack
କଟକ ସହରରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ଅଞ୍ଚଳରୁ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜାଲୁଆ ସାହିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ସାମନ୍ତ ସାହିରୁ ୭, ଚୌଧୁରୀବଜାରରୁ ୬, ପଟ୍ଟାପୋଲରୁ ୨ ଚିହ୍ନଟ ହୋଇଛି। ଫ୍ରେଣ୍ଡ କଲୋନୀରୁ ଜଣେ, ରାଜା ବଗିଚାରୁ ଜଣେ କୋଭିଡ୍‌ […]

  • Monday, 05 July 2021
baijayant
'ଗିରଫ ୨ ଜଣଙ୍କ ଅପରାଧ କଣ'

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍  ସେ କହିଛନ୍ତି ଯେ, ଫୋନ କଥାବାର୍ତ୍ତାକୁ ଅନଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି। ସେମାନଙ୍କ ଅପରାଧ କଣ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ଜାଲ ଚିକିତ୍ସା ନାଁରେ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କଥା […]

  • Monday, 05 July 2021