• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mahatma
‘ଜୟଜଗତ’ ପଦଯାତ୍ରାରେ ଜେନେଭାରୁ ପୁରୀ

ପୁରୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ଏହାକୁ ଗ୍ରହଣ କରିଛନ୍ତି। ଏ ନେଇ ମହାତ୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତିଙ୍କୁ ଅଧିକ ସ୍ମରଣୀୟ କରିବାକୁ ‘ଜୟ ଜଗତ’ ପଦଯାତ୍ରା କରିଛନ୍ତି ବିଦେଶୀ ନାଗରିକ। ସେ ସୁଦୂର ସୁଜରଲ୍ୟାଣ୍ଡର ଜେନେଭାରୁ ଆସି ପହଞ୍ଚିଛନ୍ତି ପୁରୀରେ। ଜେନେଭାର ନାଗରିକ ଡେନିସ୍ ଚେନେୟୁ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ। ଦେଶ ଦେଶ ବୁଲି ପ୍ରଚାର କରୁଛନ୍ତି ଶାନ୍ତି, ମୈତ୍ରି ଏବଂ ନ୍ୟାୟର […]

  • Monday, 12 July 2021
anganvadi
‘ଶାଗ ନାଇଁ..ଖାଲି ଭାତ ଖାଇବି..’

ଉମରକୋଟ: ମନ୍ତ୍ରୀ, ଜିଲ୍ଲାପାଳ ଗାଁ ଗାଁ ବୁଲୁଛନ୍ତି। କେତେବେଳେ ସ୍କୁଲ ତ କେତେବେଳେ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଉଥିବାର ଫଟୋ ଭାଇରାଲ ହେଉଛି। କୁନି କୁନି ପିଲାମାନଙ୍କୁ ମାଗଣା ଖାଦ୍ୟ ନାଁରେ ଖାଲି ଭାତ ଦିଆଯାଉଛି ଆଉ ନୀରିହ ଶିଶୁଟି ଭୋକ ବିକଳରେ ସେଇ ଖାଲି  ଖାଲି ଭାତ ଖାଉଛି-ଏମିତି କରୁଣ ଦୃଶ୍ୟ କେବେ ମନ୍ତ୍ରୀ, ଅଫିସରଙ୍କ ନଜରକୁ ଆସୁନି। ଅଙ୍ଗନଓ୍ୱାଡିକୁ ଯାଉଥିବା କୁନି ପିଲାଟିଏ। ୟୁନିଫର୍ମ ପିନ୍ଧିଛି। ପିଠିରେ ପକାଇଥିବା […]

  • Monday, 12 July 2021
Untitled-1
ଉଦ୍ଧାର ହେଲେ ୨୫୦ ଦାଦନ ଶ୍ରମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଉଦ୍ଧାର ହୋଇଛନ୍ତି ୨୫୦ ଜଣ ଓଡ଼ିଆ ଦାଦନ ଶ୍ରମିକ। ଏହି ଶ୍ରମିକମାନେ ସ୍ଥାନୀୟ ଏଲଙ୍ଗା ଅଞ୍ଚଳର ବିଭିନ୍ନ କମ୍ପାନିରେ କାମ କରୁଥିଲେ। ଗତକାଲି ଏମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। ପ୍ରଶାନ୍ତି ଏକ୍ସପ୍ରେସରେ ସ୍ୱତନ୍ତ୍ର ଭାବେ ୨ଟି ବଗିରେ ଏମାନଙ୍କୁ ଓଡ଼ିଶା ଅଣାଯାଉଛି। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ପୁରୁଷ, ମହିଳା ସହ କିଛି ନାବାଳକ ମଧ୍ୟ ରହିଛନ୍ତି ।  ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏମାନଙ୍କୁ ବେଆଇନ ଭାବେ ବେଙ୍ଗାଲୁରୁ ଚାଲାଣ କରାଯାଇଥିଲା […]

  • Monday, 12 July 2021
lekhashree
‘ବିଜେଡି ନେତ୍ରୀଙ୍କୁ ନ୍ୟାୟ ମିଳୁନି, ଆଉ କାହାକୁ ମିଳିବ ?’

ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛି ବିଜେପି । ମୋ ସରକାର ଏବଂ ଫାଇଭ୍ ଟି’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମିନାକ୍ଷୀ ଜଣେ ବିଜେଡି ନେତ୍ରୀ। ଏହା ସତ୍ତ୍ୱେ ନ୍ୟାୟ ପାଇଁ ଲଢେଇ କରି ସେ ହାରି ଯାଇଛନ୍ତି। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। […]

  • Monday, 12 July 2021
visut
ପୁଣି ଭିସୁଟ୍‌ରେ ଜୁନିୟର ଛାତ୍ରଙ୍କୁ ମାଡ

ସମ୍ବଲପୁର: ପୁଣି ବୁର୍ଲା ଭିସୁଟ୍‌ରୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। ପୁଣି ଜଣେ ଜୁନିୟର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ କରିଛନ୍ତି ଜଣେ ସିନିୟର ଛାତ୍ର । ଏପରି  ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ପ୍ରଥମ ବର୍ଷର ଏହି ଛାତ୍ର ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଛନ୍ତି। ସେହି ଅଭିଯୋଗର ଭିଡ଼ିଓ ଭାଇରାଲ୍ ହୋଇଛି ସୋଶାଲ୍ ମିଡିଆରେ  ା ଏହି ଭିଡିଓରେ ସେ କିଏ […]

  • Monday, 12 July 2021
qnet
ରାଜ୍ୟରେ କ୍ୟୁ ନେଟ ଠକେଇ ଚାଲିଥିବା ମାନିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଚାଲିଛି କ୍ୟୁ ନେଟ୍ ଠକେଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏ ସମ୍ପର୍କରେ ଆଡଭାଇଜରି ଜାରି କରିବାକୁ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖିଛି । ରାଜ୍ୟରେ କ୍ୟୁ ନେଟ୍ ଠକେଇ ଏବେ ବି ଚାଲିଥିବା ଚିଠିରେ ମାନିଛି ଇଓଡବ୍ଲ୍ୟୁ। ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜିକରଣ ସ୍କିମ ଚଳାଇ ସାଧାରଣ ଲୋକଙ୍କୁ ଠକୁଥିବା ଇଓଡବ୍ଲୁ ଚିଠିରେ ଉଲ୍ଲେଖ କରିଛି। ତେଣୁ ଏନେଇ ଲୋକଙ୍କୁ ସଚେତନ ପାଇଁ ଆଡଭାଇଜରି ଜାରି କରିବାକୁ ପୋଲିସ ମୁଖ୍ୟାଳୟକୁ […]

  • Monday, 12 July 2021
pratap
ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲା: ରାଉରକେଲାରେ ହେବ ଟୁଲ୍ ରୁମ୍ କମ୍‌ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ଲାଗି ଖର୍ଚ୍ଚ ହେବ ୨ଶହ କୋଟି । ଓଡ଼ିଶାରେ ଏହି ସେଣ୍ଟର ହେବ ବୋଲି ମଞ୍ଜୁର ହୋଇଛି।  ଏଥିଲାଗି କେନ୍ଦ୍ର ସରକାର ସମସ୍ତ ଅନୁଦାନ ଯୋଗାଇ ଦେବେ। ରାଜ୍ୟ ସରକାର କେବଳ ଜମି ଯୋଗାଇବେ । ମ୍ୟାନୁଫାକ୍ଚରିଂ ସେକ୍ଟରରେ ଏହା […]

  • Monday, 12 July 2021
21313134
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା ।  ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକା ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିପ୍ରୋ ନାଁରେ ୯ଟି କେସ ରହିଥିବା ଏସପି କହିଛନ୍ତି । ସେ ୨୦୧୨ ରେ ମାଓ ସଂଗଠନରେ ସାମିଲ ହୋଇଥିବା ବେଳେ ମାଲକାନଗିରି ବିଶାଖା ବର୍ଡର ଡିଭିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ଜିପ୍ରୋ ନାଁରେ ସରକାର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।  ଆତ୍ମସମର୍ପଣ ପରେ ଜିପ୍ରୋ କହିଛି,  […]

  • Monday, 12 July 2021
collector
କାର୍ ଛାଡ଼ି ସାଇକେଲ୍‌ରେ ସହର ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର: କାର୍‌ ଛାଡ଼ି ସାଇକେଲ ଧରି ବୁଲିଲେ ଜିଲ୍ଲାପାଳ। ସହରର ହାଲ୍‌ଚାଲ ଦେଖିଲେ। କିଏ ପଲିଥିନ୍ ବ୍ୟବହାର କରୁଛି, କିଏ ରାସ୍ତା ଉପରେ ମଇଳା ପକଉଛି…। ଖାଲି ବୁଲି ଦେଖିଲେନି,  ନିୟମ ଖିଲାପକାରୀଙ୍କ ନାଁରେ ଜରିମାନା ବି ପକାଇଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଛତ୍ରପୁରରେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି  ସାଇକେଲରେ ବୁଲି ଦେଖିଲେ ଛତ୍ରପୁରର ହାଲ୍ । ବିଶେଷ କରି ଚା ଓ ପରିବା ଦୋକାନ ଗୁଡିକ ପଲିଥିନ ବ୍ୟବହାର […]

  • Monday, 12 July 2021
trafic
ଟ୍ରାଫିକ ଜାମ୍‌ରେ ଫସିଗଲା ଆମ୍ବୁଲାନ୍ସ; ଚାଲିଗଲା ଶିଶୁର ଜୀବନ

ଭୁବନେଶ୍ୱର:  ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା । ଟ୍ରଫିକ ସମସ୍ୟାରୁ ଆମ୍ବୁଲାନ୍‌ସ ବି ବାଦ ପଡ଼ୁନି। ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ ବାନ୍ତି ହେଉଥିଲା, ପେଟରେ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ଗୁରୁତର ହେବା ଦେଖି କ୍ୟାପିଟାଲ ହସ୍ପିଟାଲ କଟକ ଏସସିବି […]

  • Monday, 12 July 2021
mla-4
ମନ୍ତ୍ରୀ ହେଲେ ଶିକ୍ଷକ, ପଢାଇଲେ ଗଣିତ, ଇଂରାଜୀ

ଚିତ୍ରକୋଣ୍ଡା: ମନ୍ତ୍ରୀ ପଢାଇଲେ ପାଠ। କ୍ଲାସ ରୁମ୍‌ରେ ପିଲାଙ୍କୁ ଗଣିତ ଓ ଅଙ୍କ ପଢାଇଲେ। ସେତିକି ନୁହେଁ, ପିଲାଙ୍କ ସହ ବଶି ମଧ୍ୟାହ୍ନ ଭୋଜନ କଲେ ଆଉ ଫଟୋ ଓ ଭିଡିଓ ସୁଟ୍‌ ମଧ୍ୟ କଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ। ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ […]

  • Monday, 12 July 2021
book
ଉନ୍ମୋଚିତ ହେଲା-ଏ ଭିଲେଜ୍‌ ନେମ୍‌ଡ ସୁଜନପୁର

ଭୁବନେଶ୍ୱର: ଲୋକାର୍ପିତ ହୋଇଛି ପୂର୍ବତନ ପୋଲିସ ଡିଜି ତଥା ବିଶିଷ୍ଠ କଥାକାର ବିପିନ ବିହାରୀ ମିଶ୍ରଙ୍କ ଓଡିଆ ଉପନ୍ୟାସ ‘ଗାଁ ର ନାଁ ସୁଜନପୁର‘ ପୁସ୍ତକର ଇଂରାଜୀ ଅନୁବାଦ-ଏ ଭିଲେଜ ନେମ୍‌ଡ ସୁଜନପୁର। ୧୬ ଟି ଗଳ୍ପକୁ ନେଇ ଏହି ଉପନ୍ୟାସକୁ ଇଂରାଜୀରେ ଅନୁବାଦ କରିଛନ୍ତି ପ୍ରଫେସର ବସନ୍ତ କୁମାର ତ୍ରିପାଠୀ। ବିଗତ ୨୦ ବର୍ଷ ଭିତରେ ଗୋଟିଏ କାଳ୍ପନିକ ଗାଁରେ ଘଟିଥିବା ରାଜନୈତିକ , ସାମାଜିକ ପରିବର୍ତ୍ତନ ସହ କୁସଂସ୍କାର,ଅନ୍ଧବିଶ୍ୱାସ କୁ ସଂସ୍କାରବାଦୀ ବ୍ୟଙ୍ଗ ଆକାରରେ […]

  • Monday, 12 July 2021
nandapur
ଥାନାକୁ ଡାକି ନେଇ ପିଟିଲା ପୋଲିସ

କୋରାପୁଟ: ଜମିଜମା ମାମଲାରେ ଗୋଟିଏ ପକ୍ଷକୁ ସମର୍ଥନ କରି ଅନ୍ୟ ପକ୍ଷର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଛନ୍ତି  ଏସ୍‌ଡିପିଓ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ହିମରିପୁର ଗାଁରେ। ପୋଲିସ ବାବୁ ଥାନାକୁ ନେଇ ପିଠି, ଗାଲ ଓ କାନ୍ଧକୁ ପ୍ରବଳ ପିଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି। ଏ ନେଇ ତାଙ୍କର ପତ୍ନୀ କୋରାପୁଟ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହିମରିପୁର ଗାଁରେ ଜମିଜମା ବିବାଦକୁ ନେଇ ଲକ୍ଷ୍ମଣ ପ୍ରଧାନୀ ଓ ତ୍ରିନାଥ […]

  • Monday, 12 July 2021
disastar
ଓଡ଼ିଶାକୁ ବଜ୍ର ବିପତ୍ତି: ଗୋଟିଏ ବର୍ଷରେ ୧୨ ଲକ୍ଷ

ଭୁବନେଶ୍ୱର: ଓଡ଼ିଶାର ବଢି ଚାଲିଛି ବଜ୍ର ବିପତ୍ତି। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏକ ସର୍ଭେରୁ ଜଣାଯାଇଛି, ୨୦୧୯ରେ ସର୍ବାଧିକ ବଜ୍ରପାତ ଓଡ଼ିଶାରେ ହୋଇଛି । ଗତବର୍ଷ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ରିଲିଫ କମିଶନର କହିଛନ୍ତି, ବର୍ତ୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ରୂପେ ମୁଣ୍ଡ ଟେକିଛି। ତେଣୁ ବଜ୍ରପାତ ସମେତ ସହରାଞ୍ଚଳରେ ହେଉଥିବା କୃତ୍ରିମ ବନ୍ୟା, ସମୁଦ୍ର ପତ୍ତନ […]

  • Monday, 12 July 2021
mla
ମହିଳାଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ଆଣିଲେ ବିଧାୟକ

ନବରଙ୍ଗପୁର: ରାସ୍ତା ନାହିଁ। ଆମ୍ବୁଲାନ୍ସ ଆସିପାରୁନି। କାନ୍ଧରେ ବୁହା ହେଉଛନ୍ତି ରୋଗୀ..ଏପରି ଘଟଣା ଦୃଶ୍ୟ ଓଡ଼ିଶାର ଦୁର୍ଗମ ଇଲାକାରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ରୋଗୀଙ୍କୁ କେତେବେଳେ ପରିବାର ଲୋକ ବୋହି ଆଣୁଛନ୍ତି ତ କେତେବେଳେ ଗାଁ ଲୋକ। ହେଲେ ନିକଟରେ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆଣିଛନ୍ତି ବିଧାୟକ। ଆଉ ସେ ହେଉଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ପାପଡ଼ାହାଣ୍ଡିର ଉପାନ୍ତ ଜଙ୍ଗଲ ଭିତରକୁ ଯାଇଥିଲେ ବିଧାୟକ। ତେବେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା […]

  • Monday, 12 July 2021
sesu
ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲେ ଉପଭୋକ୍ତା ଦେବେ କ୍ଷତିପୂରଣ-ସେସୁ

ଭୁବନେଶ୍ୱର: ବିଦ୍ୟୁତ୍‌ ଆଘାତରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ, ଉପଭୋକ୍ତା ମିଳିମିଶି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ।  OERC ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟିବା ପରେ  OERC ନିକଟରେ ସେସୁର ଏଭଳି ପ୍ରସ୍ତାବକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆଜି  OERCରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ […]

  • Monday, 12 July 2021
opreg lady
ଭାରାରେ ଗର୍ଭବତୀଙ୍କୁ ବୋହି ଭରାନଦୀ ପାର କଲେ ପରିବାର ଲୋକେ

କୋରାପୁଟ:ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା।  ରାସ୍ତା ଅଭାବରୁ ଆସି ପାରିଲାନି ଆମ୍ବୁଲାନ୍ସ। ଭାରରେ ବୁହା ହୋଇ ମେଡ଼ିକାଲ୍ ଗଲେ ଆସନ୍ନ ପ୍ରସବା। ବଣ ଜଙ୍ଗଲ ରାସ୍ତା ତ ଅଲଗା କଥା, ଭାରରେ ଭରା ନଈ ପାର କରାଇ ଡାକ୍ତରଖାନା ଆଣିଲେ ପରିବାର ଲୋକେ । ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡ଼ା ଗାଁରେ। ସୂଚନା ଅନୁଯାୟୀ,  ଗାଁର ଧବେନ୍ ମୁଦୁଲି ଗତକାଲି କାଲି ଅପରାହ୍ନରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର […]

  • Monday, 12 July 2021
Propose-Day-Images-with-Quo
ସାହାଯ୍ୟ କରିବା ନାଁରେ ମହିଳାଙ୍କୁ ଦୁଷ୍କର୍ମ

ଧର୍ମଗଡ଼: କଳାହାଣ୍ଡି ଧର୍ମଗଡ଼ରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମ କରିବା ପରେ ମହିଳା ଜଣକ କୌଣସି ପ୍ରକାରେ ଖସି ଆସିଛନ୍ତି। ଏ ନେଇ ଗତକାଲି ଧର୍ମଗଡ଼ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ୱାମୀଙ୍କ ସହ ବିବାଦକୁ ନେଇ ଏକ  ମାମଲା କୋର୍ଟରେ ଚାଲିଥିଲା। ସେ  ସ୍ଥାନୀୟ ଏକ ଓକିଲଙ୍କ ସହାୟତାରେ କେସ୍ ଲଢୁଥିଲେ। ତେବେ ଏନେଇ ତାଙ୍କୁ ସହଯୋଗ କରିବାକୁ କହି ଓକିଲଙ୍କ ପାଖରେ କାମ କରୁଥିବା […]

  • Monday, 12 July 2021
smitarani
ସ୍ମିତାରାଣୀ ହତ୍ୟାର ପ୍ରମାଣ ନଷ୍ଟ ପାଇଁ ଭଙ୍ଗାଗଲା ରଙ୍ଗଶାଳା-ଲେଖାଶ୍ରୀ

ଭୁବନେଶ୍ୱର:ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ରଙ୍ଗଶାଳା ଭାଙ୍ଗିବା ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରଙ୍ଗଶାଳାକୁ ଭାଙ୍ଗି ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଥ୍ୟ ପ୍ରମାଣ ନଷ୍ଟ କରି ଦେଇଛି ଜିଲ୍ଲା ପ୍ରଶାସନ।  ଏନେଇ ପ୍ରେସମିଟରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଉଚ୍ଛେଦ ନାଁରେ ଜିଲ୍ଲା ପ୍ରଶାସନ ରଙ୍ଗଶାଳାରେ ଥିବା ସିସିଟିଭିକୁ  କାଢିନେଲା। ରଙ୍ଗଶାଳାରୁ ମିଳିଥିବା ସାମଗ୍ରୀକୁ ଜବତ କରିବା ପରିବର୍ତ୍ତେ ସେ ଏହାକୁ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର […]

  • Monday, 12 July 2021
police-1
ଘଞ୍ଚ ଜଙ୍ଗଲରେ ପଡ଼ିଥିବା ଶବକୁ କାନ୍ଧଦେଲା ପୋଲିସ

ବାରିପଦା: ମୃତଦେହକୁ କାନ୍ଧରେ ବୋହିଲେ ପୋଲିସ୍। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସ୍ଥାନୀୟ ଶିମିଳିପାଳ ଜଙ୍ଗଲରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲା। ତେବେ ମୁଖ୍ୟ ରାସ୍ତାରୁ ପ୍ରାୟ ୬ କିଲୋମିଟର୍ ଦୂରରେ ମୃତଦେହ ଥିବାରୁ ଏହାକୁ ଆଣିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।ଏହାପରେ ଖୋଦ୍ ପୋଲିସ୍ କର୍ମଚାରୀ ମୃତଦେହକୁ କାନ୍ଧରେ ବୋହି ଆଣିଥିଲେ। ଏହି ସମୟର ଭିଡିଓ ଏବେ […]

  • Monday, 12 July 2021
nepal-6
ଏକ ନିଆରା ପ୍ରେମ କାହାଣୀ-ନେପାଳରୁ ଆସି ବଲାଙ୍ଗିରରେ ହେଲେ ସୁନା ବୋହୂ

ବଲାଙ୍ଗିର: ପ୍ରେମ ମାନେନା ସୀମା ସରହଦ। ପ୍ରେମ ବି ଦେଖିପାରେନି ଧନି-ଗରିବର ଭେଦଭାବ। ସେ ଦେଖେ ମନ ପରି ମନଟିଏ। ଯେଉଁଠି ମିଳିଯାଏ ସେଠାରେ ବସାବାନ୍ଧେ। ପ୍ରେମର ଏହି ଯାତ୍ରାପଥରେ ପାହାଡ଼ ପରି ଦିଶୁଥିବା ପ୍ରତିବନ୍ଧକକୁ ଶୁଖିଲା ପତ୍ରଟିଏ ପରି ଆଡ଼ାଇ ଦିଅନ୍ତି ପ୍ରେମୀଯୁଗଳ। ଏବେ ପ୍ରେମ ସପ୍ତାହ ଚାଲିଥିବାବେଳେ ଆମେ ଏମିତି ଏକ ପ୍ରେମୀଯୁଗଳଙ୍କ କାହାଣୀ କହିବୁ ଯିଏ ନିଜ ପ୍ରେମ ପାଇଁ ନେପାଳରୁ ଧାଇଁ ଆସିଛନ୍ତି ବଲାଙ୍ଗିର ଜଲ୍ଲାର ଲୁହୁରାପାଲି ଗାଁକୁ। ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନକୁ […]

  • Monday, 12 July 2021
manoj dash
ପଦ୍ମ ଭୂଷଣ ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦

ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ ପଦ୍ମଭୂଷଣ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବେ […]

  • Monday, 12 July 2021
bmpur
ପାର୍କିଂକୁ ନେଇ ସଂଘବଦ୍ଧ ଆକ୍ରମଣ : ବ୍ୟାଟ୍‌ରେ ଯୁବକଙ୍କୁ ପିଟିଲେ

ବ୍ରହ୍ମପୁର: ବାଇକ ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ  ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ଗୁରୁତର କରି ଦେଇଛନ୍ତି। ଏପରିକି ତାଙ୍କ ମା’ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନିରେ । ଘଟଣାର ସିସିଟିଭି ଭିଜୁଆଲ ଏବେ ଭାଇରାଲ ହୋଇଛି। ଘଟଣା ଘଟିଛି ଗତ ୨୮ ତାରିଖରେ । ଅଭିଯୋଗ ଅନୁସାରେ, କଲ୍ୟାଣ ମଣ୍ଡପ ନିକଟରେ ବାଇକ ରଖିଥିଲେ ସୁନୀଲ […]

  • Monday, 12 July 2021
cabinety-1
ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣଙ୍କୁ ମିଳିବ ଚାକିରୀ

ଭୁବନେଶ୍ୱର: ଚାକିରିରେ ଥାଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଜଣଙ୍କୁ ଗ୍ରୁପ୍‌ ଡି‘ ପଦବୀ ଚାକିରି ମିଳିବ।  ଓଡ଼ିଶା ସିଭିଲ ସର୍ଭିସ୍ ରୁଲରେ ଆଜି ସଂଶୋଧନ କରାଯାଇ ଏପରି ନିୟମ ଲାଗୁ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟକୁ ମଞ୍ଜୁରୀ ମିଳିଛି। ଏଥିସହିତ  ସିଭିଲ୍ ରିହାବିଲିଟେସନ୍ ସ୍କିମ୍‌ରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରଲୋକଙ୍କୁ ଅନ୍ୟୂନ ଗ୍ରୁପ ଡି ଚାକିରୀ ମିଳିବା […]

  • Monday, 12 July 2021
traffic
ଖୁବ୍‌ଶୀଘ୍ର ଦୂର ହେବ ରାଜଧାନୀର ପାର୍କିଂ ସମସ୍ୟା

ଭୁବନେଶ୍ୱର:ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମିବ।  ରାଜଧାନୀର ପାର୍କିଂ ସମସ୍ୟା ଦୂର କରାଯିବ। ଏଥିପାଇଁ  ଖୁବଶୀଘ୍ର ଆସିବ ସ୍ମାର୍ଟ ପାର୍କିଂ ନୀତି।  ଆସନ୍ତା ୩ ମାସ ମଧ୍ୟରେ ସ୍ମାର୍ଟ ପାର୍କିଂ ପଲିସି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟାଟ୍ରେଜୀ ଆଣିବାକୁ ଯୋଜନା ରହିଛି । ଭୁବନେଶ୍ୱରରେ ବିଏମସି, ବିଡିଏ,ସ୍ମାର୍ଟ ସିଟି ଲିମିଟେଡ ଏବଂ କମିଶନରେଟ୍ ପୋଲିସକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଥିଲା।  ଏହି କର୍ମଶାଳାରେ ସ୍ମାର୍ଟ ପାର୍କିଂ ଷ୍ଟ୍ରାଟେଜୀରେ ଲୋ କାର୍ବନ ମୋବିଲିଟି ପ୍ଲାନ ଉପର ଗୁରୁତ୍ୱ ଦିଆଯିବ। […]

  • Monday, 12 July 2021