• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

maa
ଶବକୁ ମିଳିଲାନି ୪ ହାତ ଜାଗା, ଗାତ ଖୋଳି ପୋତିଦେଲେ ଅସହାୟ ମା’

ନୀଳଗିରି :ଦାରଦ୍ର୍ୟର ଉପହାସରୁ ଶବ ବି ବାଦ ପଡ଼ିଲାନି। ଗାଁ ଲୋକ ନିଷ୍ଠୁର ହେଲେ ।  ଶେଷ ସମୟରେ ଶବକୁ ନା ଦେଲେ ଚାରିକାନ୍ଧ ନା ମିଳିଲା ଶେଷଶଯ୍ୟା ପାଇଁ ୪ ହାତ ଜାଗା । ଅସହାୟ ବୁଢୀ ମା’ ଯେଉଁ ପୁଅର ହାତ ଧରି ଚାଲୁଥିଲା ସେଇ ପୁଅକୁ ନିଜ ହାତରେ ଗାତଖୋଳି ପୋତିଦେଲା। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁର କମଳିନୀ । […]

  • Monday, 12 July 2021
Baijayant-Panda
ତିରୁପତି ତିରୁମାଲା ଟ୍ରଷ୍ଟ ଟଙ୍କା ଉଠାଇନେଲା, ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଉଠିଲାନି କାହିଁକି -ବୈଜୟନ୍ତ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ରଖାଯିବାକୁ ନେଇ ମୁହଁ ଖୋଲିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର ଆଜିଯାଏ କାହିଁକି ଟଙ୍କା ଉଠାଇ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ […]

  • Monday, 12 July 2021
Untitled-3
ଜଗନ୍ନାଥଙ୍କର ଟଙ୍କା ୟେସ ବ୍ୟାଙ୍କରେ କାହିଁକି ? ପ୍ରଶ୍ନ ଉଠାଇଲେ ବିରୋଧୀ

ପୁରୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି। ଏପରି ଖବର ଜାଣିବା ପରେ ଗ୍ରାହକ ମାନେ ଛାନିଆ ହୋଇ ପଡ଼ିଛନ୍ତି। […]

  • Monday, 12 July 2021
dc8f7be4-ae61-495c-9251-8923b596cb13
ଶ୍ରେଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରିବ ‘ଆମ ଟିଭି ଓ ମୋ ଖବର’

କେନ୍ଦ୍ରାପଡ଼ା : ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ସାମ୍ବାଦିକମାନଙ୍କୁ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରୁଥିବା ‘ଆମ ଟିଭି ଓ ମୋ ଖବର’ ପକ୍ଷରୁ ସମ୍ମାନିତ କରାଯିବ।  ଅଭିନବ ଉପାୟରେ ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଅନଷ୍ଠାନ ପକ୍ଷରୁ ପ୍ରୟସ କରାଯାଇଛି। କେନ୍ଦ୍ରାପଡାଠାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ଆମଟିଭି ଓ ମୋ ଖବରର ସମ୍ପାଦକ ପ୍ରଣୟ ଜେଠୀ, ପ୍ରଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ନେଇ […]

  • Monday, 12 July 2021
corona
ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/କେନ୍ଦୁଝର :କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି ।ଏନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏଥିସହ ପାରାଦ୍ୱୀପରୁ ଆସିଥିବା ଦମ୍ପତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ସୂଚନା […]

  • Monday, 12 July 2021
kangaroo-1
ସର୍ବସ୍ୱାନ୍ତ କରିଦେଲା କଙ୍ଗାରୁ କୋର୍ଟ

ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।  ଗାଁ ଲୋକଙ୍କ ସହ  ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର  ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତି। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଆଜି ନୁହେଁ, ଗାଁ ଲୋକଙ୍କ ଆକ୍ରୋଶର ଶିକାର ରବୀନ୍ଦ୍ରଙ୍କ ପରିବାର ବର୍ଷ […]

  • Monday, 12 July 2021
coronavirus_i
କରୋନାଠୁ ଦୂରରେ ରହିବା ପାଇଁ ଟିପ୍‌ସ୍‌; ଆଡ୍‌ଭାଇଜରୀ ଜାରି କଲେ ସରକାର

ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏପରି ପରିସ୍ଥିତିରେ  ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କାର୍ଯ୍ୟକ୍ଷେତ୍ରରେ କ’ଣ ସତର୍କତା ଅବଲମ୍ବନ କରିବେ ସେ […]

  • Monday, 12 July 2021
23456
ଚିଟ୍‌ଫଣ୍ଡ କମିଶନ ଆଉ ଶୁଣାଣି କରିବେନି

କଟକ: ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଥିବାବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ । ତେଣୁ ଏହାପରେ କମିଶନ ଆଉ ବସିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ […]

  • Monday, 12 July 2021
boat
+୨ ପରୀକ୍ଷା ଦେବାକୁ ଆସୁଥିଲେ ଛାତ୍ର, ମଝି ଚିଲିକାରେ ଅଟକିଗଲା ଡଙ୍ଗା

ଚିଲିକା: ଚିଲିକା ମଝିରେ ଅଟକିଛି ଡଙ୍ଗା। ଫସି ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ। ଛାତ୍ରମାନେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା।  ହେଲେ ମହିଷା ନିକଟରେ ଅଟକି ଯାଇଛି ଡଙ୍ଗା। ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ଡଙ୍ଗାରେ ଥିବା ୩୦ରୁ ଅଧିକ କଲେଜ ଛାତ୍ର […]

  • Monday, 12 July 2021
kidnaped
ରାସ୍ତା ଉପରେ ପଡ଼ିଛି ଗାଡ଼ି, ମହିଳାଙ୍କ ଜୋତା ଓ ଲେଗିନ୍ସ, ବଢୁଛି ସସ୍ପେନ୍ସ

ବଲାଙ୍ଗିର:ରାସ୍ତା ଉପରେ ପଡ଼ିଛି ଗାଡ଼ି। ଭଙ୍ଗାରୁଜା ଅବସ୍ଥାରେ। ତଳେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଜୋତା, ଲେଗିନ୍ସ,..। କାହାର ଏ ଗାଡ଼ି ? ଏଠାକୁ କେମିତି ଆସିଲା ? ଏସବୁ ପ୍ରଶ୍ନର ଉତ୍ତର ନ ମିଳିଲେ ମଧ୍ୟ ଏହା ଏକ ଅପହରଣ ଘଟଣା ବୋଲି ସନ୍ଦେହ କରାଯାଉଛି। ଏମିତି ଘଟଣା ଘଟିଛି ବଲାଙ୍ଗିର-ଖୁଜନପାଲି ରାସ୍ତାରେ। ଘଟଣା ବଲାଙ୍ଗିର-ଖୁଜନପାଲି ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି। ବଲାଙ୍ଗିର ସହରଠାରୁ ୫୦୦ ମିଟର ଦୂରରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଗାଡିକୁ ଦେଖି ଅନୁମାନ […]

  • Monday, 12 July 2021
rain
ଘଡ଼ଘଡ଼ି ସହ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବର୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ଝଡ଼ ତୋଫାନ, ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଂଜ, ସମ୍ବଲପୁର , ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା […]

  • Monday, 12 July 2021
gandhi
ଓଡ଼ିଶାରେ ବାପୁ ! କୋଣାର୍କ ବେଳାଭୂମିରେ ବାଣ୍ଟିଲେ ଅହିଂସାର ବାର୍ତ୍ତା

କୋଣାର୍କ: କୋଣାର୍କରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ଆଖି ମୁହୂର୍ତ୍ତଟିଏ ଅଟକି ଯିବ। ଗାନ୍ଧି କ’ଣ ପୁଣି ଧରାପୃଷ୍ଟରେ ଅବତରଣ କଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ସେ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା,ପରିପାଟି କେଉଁଥିରେ ବି ତଫାତ ବାରି ପାରିବେନି। ହେଲେ ଫରକ ଏତିକି,  ସେ ହେଉଛନ୍ତି ବିଦେଶୀ ଗାନ୍ଧି। ଗାନ୍ଧୀଙ୍କ ଭଳି ଦିଶୁଥିବା ଏଇ ବିଦେଶୀ ମଣିଷଙ୍କର ଗାନ୍ଧିଙ୍କ ଆଦର୍ଶ ଓ ଦର୍ଶନରେ […]

  • Monday, 12 July 2021
patanagada
ରିଲିଜ ପୂର୍ବରୁ କାହିଁକି ‘ପାଟଣାଗଡ’ରେ ଲାଗିଲା ଅଙ୍କୁଶ

କଟକ: ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଛନ୍ତି ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ବମ୍ବେ […]

  • Monday, 12 July 2021
0987367890-
ହମିରପୁର ଡବଲ ମର୍ଡର ମାମଲା: ମୃତ କଳ୍ପନାଙ୍କ ଭାଇଭଉଣୀଙ୍କୁ ଜେରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡରରେ ତନାଘନା ଚଳାଇଛି ରାୟଗଡ଼ ପୋଲିସ। ଘଟଣା ନେଇ ଗତକାଲି ପୋଲିସ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରିନା ଦାସଙ୍କୁ ଡାକି ପଚରାଉଚୁରା କରିଛି ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚାରିଥିଲା। ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ ?  କଳ୍ପନା ନିଖୋଜ ପରେ କାହିଁକି ପରିବାର ପକ୍ଷରୁ ସଙ୍ଗେସଙ୍ଗେ ଏତଲା ଦିଆଯାଇନଥିଲା ସେନେଇ ପୋଲିସ ପଚରାଉଚୁରା କରିଥିବା ମୃତ […]

  • Monday, 12 July 2021
335378
ବିଧାନସଭାରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରେ ଧାନ ତାତି । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଗୃହରେ କଂଗ୍ରେସ ସଭ୍ୟ ହଙ୍ଗାମା କରିଛନ୍ତି। ଏତେ ଦିନ ହେଲାଣି ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ି ରହିଛି॥ ହଜାର ହଜାର ବସ୍ତା ଧାନ ଉଠିପାରୁନାହିଁ ।କେଉଁଠି ଟୋକନ ସମସ୍ୟା ତ କେଉଁଠି ପାସ୍ ସମସ୍ୟା। ପୁଣି ଉଁଠି ମିଲ୍ ମାଲିକ ଆସୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛି । ସଂ ଏ ସମ୍ପର୍କରେ ବିରୋଧୀ ଆଲୋଚନା […]

  • Monday, 12 July 2021
minaxi-1
ବିଜେଡି ନେତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ

ଭୁବନେଶ୍ୱର: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଆଇଜି ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ। ତେବେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା  ୧୨ ଦିନ ପରେ ଏପରି ରାଜ୍ୟ ପୁଲିସର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ୧୨ଦିନ ପରେ ରାଜ୍ୟ ପୁଲିସର ଚେତା ପଶିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ […]

  • Monday, 12 July 2021
amit
ଭୁବନେଶ୍ୱରରେ ଅମିତ ଶାହାଙ୍କ ସମାବେଶ ୨୮ରେ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରାଟ ସମାବେଶ । ଆସନ୍ତା ୨୮ ତାରିଖରେ ଜନତା ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାର ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି। ଏ ନେଇ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜନତା ମଇଦାନରେ  ଏହି ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ନୂୂଆ କରି ନିର୍ବାଚିତ ହୋଇଥିବା ବୁଥ୍ ସ୍ତରର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ […]

  • Monday, 12 July 2021
berhampur-11-750x412
କାଳ ସାଜିଲା ପିଲାଖେଳ, ପାଳଘରେ ନିଆଁ ଲାଗି ଚାଲିଗଲା ୩ ନୀରିହ ଜୀବନ

ଛତ୍ରପୁର(ଆଲୋକ ଗୌଡ଼): କାଳ ସାଜିଲା ପିଲାଖେଳ। ଚାଲିଗଲା ୩ ନିରୀହ ଜୀବନ।  ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ପାଳ ଘର କରି ଖେଳୁଥିଲେ ୪ ଶିଶୁ । ପାଳଘରେ ନିଆଁ ଲାଗିଗଲା ଆଉ ଅକାଳରେ ମଉଳିଗଲା ୩ ଜୀବନ। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ ଜେନା (୫), […]

  • Monday, 12 July 2021
anup
ରାୟଗଡ଼ ପୋଲିସ ବିରୋଧରେ ଏମିତି ଅଭିଯୋଗ ଆଣିଲେ ଅନୁପଙ୍କ ପରିବାର

ଝାରସୁଗୁଡା: ହମିରପୁର ଡବଲ ମର୍ଡର ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେଉଛି। ଅନୁପ ସାଏ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ରାୟଗଡ଼ ପୋଲିସ ଅଭିଯୋଗ କରୁଥିବାବେଳେ ଅନୁପ ସାଏଙ୍କ ପରିବାର ପାଲଟା ଅଭିଯୋଗ କରିଛନ୍ତି ରାୟଗଡ଼ ପୋଲିସ ବିରୋଧରେ। କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୋଲିସ ସେମାନଙ୍କୁ ଧମକ ଦେଉଥିବା ଅନୁପଙ୍କ ପରିବାର ଅଭିଯୋଗ କରିଛନ୍ତି। ତେଣୁ ସେମାନେ CBI ତଦନ୍ତ ଦାବି କରିବା ସହ ପରିବାରକୁ […]

  • Monday, 12 July 2021
ERb2qtkVUAAitw-
ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଛନ୍ତି। ଯେହେତୁ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, ତେଣୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ଆସନ୍ତା ୨୬ ତାରିଖରେ ସେ ବିଧିବଦ୍ଧ ଭାବେ ଅଷ୍ଟମ ଥର ପାଇଁ ଦଳର ମୁଖିଆ […]

  • Monday, 12 July 2021
elephant
ହାତୀ ପାଦ ତଳେ ଚାଲିଗଲା ୩ ଜୀବନ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ହାତୀ ଆତଙ୍କ।  ପୃଥକ ପୃଥକ ତିନୋଟି ସ୍ଥାନରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଇଥିଲେ। ହଠାତ୍‌  ହାତୀ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। […]

  • Monday, 12 July 2021
3233232
୪ ଦିନ ଧରି ବର୍ଷିବ, ୨୫ରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠାରୁ ୪ ଦିନ ଧରି ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ହେବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ,ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଆଜି ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଆଜି ଶୁଖିଲା ରହିବ। ସେହିପରି ୨୪ ତାରିଖ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ସ୍ଥାନ, ଉତ୍ତର ଉପକୂଳ ଓ ଦକ୍ଷିଣ […]

  • Monday, 12 July 2021
sudarshana
ବେଳାଭୂମିରେ ଟ୍ରମ୍ପ-ମେଲାନିଆଙ୍କୁ ସ୍ୱାଗତ

ପୁରୀ: :ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଗସ୍ତକୁ ନେଇ ସବୁଠି ଦେଖା ଦେଇଛି ଉତ୍ସାହ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ବେଳାଭୂମିରେ ସ୍ୱାଗତ କରିଛନ୍ତି ବାଲୁକା ଶିଳ୍ପୀ। ସୁଦର୍ଶନ ପଟ୍ଟନାୟକ।  ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ତାଜମହଲର ବାଲୁକାକୃତି । ଏଥିରେ ଦେଶବାସୀ ସ୍ୱାଗତ […]

  • Monday, 12 July 2021
bandh-1
ଆଜି ଭାରତ ବନ୍ଦ; ବଲାଙ୍ଗିର, ସମ୍ବଲପୁରରେ ବିକ୍ଷୋଭ

ସମ୍ୱଲପୁର/ବଲାଙ୍ଗିର: ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି  ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ […]

  • Monday, 12 July 2021
34444
ଓଡ଼ିଶୀ ନୃତ୍ୟର ତାଳେ ତାଳେ ଆରମ୍ଭ ହେଲା ‘ଖେଲୋ ଇଣ୍ଡିଆ’

କଟକ: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ‘ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ସ-୨୦୨୦’। କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆରମ୍ଭ ହୋଇଥିଲା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଗ୍ରୁପର ପ୍ରାୟ ୪୦୦ କଳାକାରଙ୍କ ନୃତ୍ୟ ଥିଲା ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ। ଓଡ଼ିଶୀ ଓ ପାରମ୍ପରିକ ସଂଗୀତ ନୃତ୍ୟ ମାଧ୍ୟମରେ […]

  • Monday, 12 July 2021