• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kathahodi
କାଠଯୋଡ଼ିରେ ବୁଡ଼ିଗଲେ ୨ ଯୁବକ

କଟକ: ହୋଲି ଆଣି ଦେଲା ଦୁଃଖ। ହୋଲି ଖେଳ ସରିବା ପରେ ଗାଧୋଇବାକୁ ଯାଇଥିଲେ। ଚାଲିଗଲା ଦୁଇ ଜୀବନ। ଏପରି ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ୪୨ ମୌଜା ଘାଟକୂଳ ନିକଟରେ ।ମୃତକ ଦ୍ୱୟ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା। ସେମାନଙ୍କ ଘର ନେତାଜୀ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ଦୁଇ ସାଙ୍ଗ ଆଜି ହୋଲି ଖେଳିସାରି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ […]

  • Monday, 12 July 2021
balasore
ଷଣ୍ଢ କଚାଡ଼ି ଦେଲା, ଟ୍ରକ ଚଢିଗଲା

ସୋର: ମୃତ୍ୟୁ ଆସେ ଅତର୍କିତ। ଏମିତି ଅତର୍କିତ ଆସେ ଯେ ସହଜରେ ଗ୍ରହଣ କରି ହୁଏନି। ଯେମିତି  ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ନରେନ୍ଦ୍ର ଜେନାଙ୍କ ପାଖକୁ। ରଙ୍ଗ କିଣିବା ପାଇଁ ଘରୁ ବାହାରିଗଲେ, ଆଉ ଫେରିଲେନ। ଫେରିଲା ତାଙ୍କର ମୃତଦେହ। ସୋର ଅଞ୍ଚଳର  ମହୁମୁହାଣ ଗାଁର ନରେନ୍ଦ୍ର।  ହୋଲି ପାଇଁ ଆଜି ସକାଳୁ ସକାଳୁ ବଜାରକୁ ରଙ୍ଗ କିଣିବାକୁ ଯାଇଥିଲେ । ଏହି ସମୟରେ ରାସ୍ତା ଉପରେ ଷଣ୍ଢ ଲଢେଇ କରୁଥିଲେ। ସେମାନଙ୍କୁ ଅତିକ୍ରମ […]

  • Monday, 12 July 2021
5-t
ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ

କଟକ: ଖାନନଗର ନିକଟକୁ ଘୁଞ୍ଚିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।  ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ଆଜି ସକାଳୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ। ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିଆନ ଆଜି ବଡ଼ି ଭୋରରୁ କଟକ ଗସ୍ତରେ ଯାଇଥିଲେ। କଟକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ। ପ୍ରଥମେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି […]

  • Monday, 12 July 2021
Untitled-1
ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ

କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁପ ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟ କରୋନା କୋପରୁ ବାଦ୍‌ ପଡ଼ିନି।  ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  କଟକ SCBରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଜଣଙ୍କର ରକ୍ତ, ସ୍ୱାବ ନମୁନା RMRCକୁ ପରୀକ୍ଷା ପାଇଁ ପଠାଯିବ । ଗତକାଲି ୩ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ […]

  • Monday, 12 July 2021
Mo-Bus
ଅପରାହ୍‌ଣ ୨ଟା ଯାଏ ଗଡ଼ିବନି ‘ମୋ ବସ୍‌’

ଭବନେଶ୍ୱର:  ଆଜି ବନ୍ଦ ରହିବ ‘ମୋ ବସ୍’ ସେବା। ଆଜି ହୋଲି ପର୍ବ ଥିବାରୁ ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍‌ଣ ୨ଟା ପରଠୁ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି  ବନ୍ଦ ରହିବ। ଏଥିପାଇଁ ଆଜି ଟ୍ୱିନ୍ ସିଟି ଯାତ୍ରୀ ମୋ ବସ୍ ସେବାରୁ କିଛି ଘଣ୍ଟା ପାଇଁ ବିରତ ରହିବେ।  ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ […]

  • Monday, 12 July 2021
tathagata
ତଥାଗତଙ୍କ ଟ୍ୱିଟ ବାଣ; ଆରଏସ୍ ପାଇଁ ଗୁଲୁକୁ ସମର୍ଥନ

ଭୁବନେଶ୍ୱର:ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ  ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି  ତଥାଗତଙ୍କ ଏହି […]

  • Monday, 12 July 2021
Untitled-1
ପରଲୋକରେ ପୂର୍ବତନ ବିଧାୟକ

ଭଦ୍ରକ:  ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ପୁରୁଷୋତ୍ତମ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ।ଭଣ୍ଡାରୀପୋଖରୀ ଵ୍ଲକ ସ୍ଥିତ ରାଣୀପଡ଼ା ଵାସଭବନରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ସେଠୀ ୧୯୮୦ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ୧୯୮୫ ରୁ ୧୯୯୦ […]

  • Monday, 12 July 2021
ambulance
ଆମ୍ବୁଲାନ୍ସ ଆସିଲାନି, ଜିପ୍‌ରେ ପ୍ରସବ କଲେ ମହିଳା

କୋରାପୁଟ: ପୁଣି ଜନନୀ ଯନ୍ତ୍ରଣା। ଦୁର୍ଗମ ରାସ୍ତା.. ପ୍ରସବ ବେଦନା…ଅଧାବାଟରେ ଆମ୍ବୁଲାନ୍ସ ଅଟକିଯିବା…ଯେମିତି ନିତିଦିନିଆ ଘଟଣା ଏଠି। ହେଲେ ପ୍ରଶାସନ ସବୁବେଳେ ନୀରବ। ଏମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ତଳସେମ୍ବି ଗାଁର ମୁକେୟା ହରଡାଙ୍କ ପତ୍ନୀ ଗୁଣ୍ଡୁଲି  ଗତକାଲି ପ୍ରସବ ବେଦନାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ।  ତେବେ […]

  • Monday, 12 July 2021
maa
ଶବକୁ ମିଳିଲାନି ୪ ହାତ ଜାଗା, ଗାତ ଖୋଳି ପୋତିଦେଲେ ଅସହାୟ ମା’

ନୀଳଗିରି :ଦାରଦ୍ର୍ୟର ଉପହାସରୁ ଶବ ବି ବାଦ ପଡ଼ିଲାନି। ଗାଁ ଲୋକ ନିଷ୍ଠୁର ହେଲେ ।  ଶେଷ ସମୟରେ ଶବକୁ ନା ଦେଲେ ଚାରିକାନ୍ଧ ନା ମିଳିଲା ଶେଷଶଯ୍ୟା ପାଇଁ ୪ ହାତ ଜାଗା । ଅସହାୟ ବୁଢୀ ମା’ ଯେଉଁ ପୁଅର ହାତ ଧରି ଚାଲୁଥିଲା ସେଇ ପୁଅକୁ ନିଜ ହାତରେ ଗାତଖୋଳି ପୋତିଦେଲା। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁର କମଳିନୀ । […]

  • Monday, 12 July 2021
Baijayant-Panda
ତିରୁପତି ତିରୁମାଲା ଟ୍ରଷ୍ଟ ଟଙ୍କା ଉଠାଇନେଲା, ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଉଠିଲାନି କାହିଁକି -ବୈଜୟନ୍ତ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ରଖାଯିବାକୁ ନେଇ ମୁହଁ ଖୋଲିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର ଆଜିଯାଏ କାହିଁକି ଟଙ୍କା ଉଠାଇ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ […]

  • Monday, 12 July 2021
Untitled-3
ଜଗନ୍ନାଥଙ୍କର ଟଙ୍କା ୟେସ ବ୍ୟାଙ୍କରେ କାହିଁକି ? ପ୍ରଶ୍ନ ଉଠାଇଲେ ବିରୋଧୀ

ପୁରୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି। ଏପରି ଖବର ଜାଣିବା ପରେ ଗ୍ରାହକ ମାନେ ଛାନିଆ ହୋଇ ପଡ଼ିଛନ୍ତି। […]

  • Monday, 12 July 2021
dc8f7be4-ae61-495c-9251-8923b596cb13
ଶ୍ରେଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରିବ ‘ଆମ ଟିଭି ଓ ମୋ ଖବର’

କେନ୍ଦ୍ରାପଡ଼ା : ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ସାମ୍ବାଦିକମାନଙ୍କୁ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରୁଥିବା ‘ଆମ ଟିଭି ଓ ମୋ ଖବର’ ପକ୍ଷରୁ ସମ୍ମାନିତ କରାଯିବ।  ଅଭିନବ ଉପାୟରେ ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଅନଷ୍ଠାନ ପକ୍ଷରୁ ପ୍ରୟସ କରାଯାଇଛି। କେନ୍ଦ୍ରାପଡାଠାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ଆମଟିଭି ଓ ମୋ ଖବରର ସମ୍ପାଦକ ପ୍ରଣୟ ଜେଠୀ, ପ୍ରଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ନେଇ […]

  • Monday, 12 July 2021
corona
ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/କେନ୍ଦୁଝର :କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି ।ଏନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏଥିସହ ପାରାଦ୍ୱୀପରୁ ଆସିଥିବା ଦମ୍ପତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ସୂଚନା […]

  • Monday, 12 July 2021
kangaroo-1
ସର୍ବସ୍ୱାନ୍ତ କରିଦେଲା କଙ୍ଗାରୁ କୋର୍ଟ

ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।  ଗାଁ ଲୋକଙ୍କ ସହ  ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର  ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତି। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଆଜି ନୁହେଁ, ଗାଁ ଲୋକଙ୍କ ଆକ୍ରୋଶର ଶିକାର ରବୀନ୍ଦ୍ରଙ୍କ ପରିବାର ବର୍ଷ […]

  • Monday, 12 July 2021
coronavirus_i
କରୋନାଠୁ ଦୂରରେ ରହିବା ପାଇଁ ଟିପ୍‌ସ୍‌; ଆଡ୍‌ଭାଇଜରୀ ଜାରି କଲେ ସରକାର

ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏପରି ପରିସ୍ଥିତିରେ  ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କାର୍ଯ୍ୟକ୍ଷେତ୍ରରେ କ’ଣ ସତର୍କତା ଅବଲମ୍ବନ କରିବେ ସେ […]

  • Monday, 12 July 2021
23456
ଚିଟ୍‌ଫଣ୍ଡ କମିଶନ ଆଉ ଶୁଣାଣି କରିବେନି

କଟକ: ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଥିବାବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ । ତେଣୁ ଏହାପରେ କମିଶନ ଆଉ ବସିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ […]

  • Monday, 12 July 2021
boat
+୨ ପରୀକ୍ଷା ଦେବାକୁ ଆସୁଥିଲେ ଛାତ୍ର, ମଝି ଚିଲିକାରେ ଅଟକିଗଲା ଡଙ୍ଗା

ଚିଲିକା: ଚିଲିକା ମଝିରେ ଅଟକିଛି ଡଙ୍ଗା। ଫସି ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ। ଛାତ୍ରମାନେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା।  ହେଲେ ମହିଷା ନିକଟରେ ଅଟକି ଯାଇଛି ଡଙ୍ଗା। ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ଡଙ୍ଗାରେ ଥିବା ୩୦ରୁ ଅଧିକ କଲେଜ ଛାତ୍ର […]

  • Monday, 12 July 2021
kidnaped
ରାସ୍ତା ଉପରେ ପଡ଼ିଛି ଗାଡ଼ି, ମହିଳାଙ୍କ ଜୋତା ଓ ଲେଗିନ୍ସ, ବଢୁଛି ସସ୍ପେନ୍ସ

ବଲାଙ୍ଗିର:ରାସ୍ତା ଉପରେ ପଡ଼ିଛି ଗାଡ଼ି। ଭଙ୍ଗାରୁଜା ଅବସ୍ଥାରେ। ତଳେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଜୋତା, ଲେଗିନ୍ସ,..। କାହାର ଏ ଗାଡ଼ି ? ଏଠାକୁ କେମିତି ଆସିଲା ? ଏସବୁ ପ୍ରଶ୍ନର ଉତ୍ତର ନ ମିଳିଲେ ମଧ୍ୟ ଏହା ଏକ ଅପହରଣ ଘଟଣା ବୋଲି ସନ୍ଦେହ କରାଯାଉଛି। ଏମିତି ଘଟଣା ଘଟିଛି ବଲାଙ୍ଗିର-ଖୁଜନପାଲି ରାସ୍ତାରେ। ଘଟଣା ବଲାଙ୍ଗିର-ଖୁଜନପାଲି ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି। ବଲାଙ୍ଗିର ସହରଠାରୁ ୫୦୦ ମିଟର ଦୂରରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଗାଡିକୁ ଦେଖି ଅନୁମାନ […]

  • Monday, 12 July 2021
rain
ଘଡ଼ଘଡ଼ି ସହ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବର୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ଝଡ଼ ତୋଫାନ, ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଂଜ, ସମ୍ବଲପୁର , ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା […]

  • Monday, 12 July 2021
gandhi
ଓଡ଼ିଶାରେ ବାପୁ ! କୋଣାର୍କ ବେଳାଭୂମିରେ ବାଣ୍ଟିଲେ ଅହିଂସାର ବାର୍ତ୍ତା

କୋଣାର୍କ: କୋଣାର୍କରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ଆଖି ମୁହୂର୍ତ୍ତଟିଏ ଅଟକି ଯିବ। ଗାନ୍ଧି କ’ଣ ପୁଣି ଧରାପୃଷ୍ଟରେ ଅବତରଣ କଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ସେ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା,ପରିପାଟି କେଉଁଥିରେ ବି ତଫାତ ବାରି ପାରିବେନି। ହେଲେ ଫରକ ଏତିକି,  ସେ ହେଉଛନ୍ତି ବିଦେଶୀ ଗାନ୍ଧି। ଗାନ୍ଧୀଙ୍କ ଭଳି ଦିଶୁଥିବା ଏଇ ବିଦେଶୀ ମଣିଷଙ୍କର ଗାନ୍ଧିଙ୍କ ଆଦର୍ଶ ଓ ଦର୍ଶନରେ […]

  • Monday, 12 July 2021
patanagada
ରିଲିଜ ପୂର୍ବରୁ କାହିଁକି ‘ପାଟଣାଗଡ’ରେ ଲାଗିଲା ଅଙ୍କୁଶ

କଟକ: ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଛନ୍ତି ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ବମ୍ବେ […]

  • Monday, 12 July 2021
0987367890-
ହମିରପୁର ଡବଲ ମର୍ଡର ମାମଲା: ମୃତ କଳ୍ପନାଙ୍କ ଭାଇଭଉଣୀଙ୍କୁ ଜେରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡରରେ ତନାଘନା ଚଳାଇଛି ରାୟଗଡ଼ ପୋଲିସ। ଘଟଣା ନେଇ ଗତକାଲି ପୋଲିସ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରିନା ଦାସଙ୍କୁ ଡାକି ପଚରାଉଚୁରା କରିଛି ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚାରିଥିଲା। ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ ?  କଳ୍ପନା ନିଖୋଜ ପରେ କାହିଁକି ପରିବାର ପକ୍ଷରୁ ସଙ୍ଗେସଙ୍ଗେ ଏତଲା ଦିଆଯାଇନଥିଲା ସେନେଇ ପୋଲିସ ପଚରାଉଚୁରା କରିଥିବା ମୃତ […]

  • Monday, 12 July 2021
335378
ବିଧାନସଭାରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରେ ଧାନ ତାତି । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଗୃହରେ କଂଗ୍ରେସ ସଭ୍ୟ ହଙ୍ଗାମା କରିଛନ୍ତି। ଏତେ ଦିନ ହେଲାଣି ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ି ରହିଛି॥ ହଜାର ହଜାର ବସ୍ତା ଧାନ ଉଠିପାରୁନାହିଁ ।କେଉଁଠି ଟୋକନ ସମସ୍ୟା ତ କେଉଁଠି ପାସ୍ ସମସ୍ୟା। ପୁଣି ଉଁଠି ମିଲ୍ ମାଲିକ ଆସୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛି । ସଂ ଏ ସମ୍ପର୍କରେ ବିରୋଧୀ ଆଲୋଚନା […]

  • Monday, 12 July 2021
minaxi-1
ବିଜେଡି ନେତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ

ଭୁବନେଶ୍ୱର: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଆଇଜି ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ। ତେବେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା  ୧୨ ଦିନ ପରେ ଏପରି ରାଜ୍ୟ ପୁଲିସର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ୧୨ଦିନ ପରେ ରାଜ୍ୟ ପୁଲିସର ଚେତା ପଶିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ […]

  • Monday, 12 July 2021
amit
ଭୁବନେଶ୍ୱରରେ ଅମିତ ଶାହାଙ୍କ ସମାବେଶ ୨୮ରେ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରାଟ ସମାବେଶ । ଆସନ୍ତା ୨୮ ତାରିଖରେ ଜନତା ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାର ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି। ଏ ନେଇ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜନତା ମଇଦାନରେ  ଏହି ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ନୂୂଆ କରି ନିର୍ବାଚିତ ହୋଇଥିବା ବୁଥ୍ ସ୍ତରର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ […]

  • Monday, 12 July 2021