• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

srimandira
ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ପୁରୀ: ଭକ୍ତଙ୍କ ଡାକ ଶୁଣିଛି କାଳିଆ। ଦର୍ଶନ ଦେବ ଅପେକ୍ଷାରତ ଆତୁର ଭକ୍ତଙ୍କୁ। ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହର ବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା […]

  • Tuesday, 13 July 2021
mao-1
ଧ୍ୱଂସ ହେଲା ଶତାଧିକ ମାଓ ଶିବିର

ମାଲକାନଗିରି:  ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି।  ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଜଙ୍ଗଲରେ ଶତାଧିକ ମାଓ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ତିନି ବାହିନୀ ମିଳିତ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଜାଣିପାରି ମାଓବାଦୀମାନେ ପଳାଇବାରେ ସକ୍ଷମ […]

  • Tuesday, 13 July 2021
accident
ଏକାଠି ବୋଲେରୋରେ ଫେରୁଥିଲେ ଘରକୁ, ସାମ୍ନାରୁ ଧକ୍କାଦେଲା ଟ୍ରକ୍‌

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାାଁ ପାଖରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର଼ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ କୋମନା ଥାନା ତରବୋଡ଼ ଗାଁର। ଗତକାଲି ରାତି ପ୍ରାୟ ୧୦ଟା ୩୦ ବେଳେ ବୋଲେରୋରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ତରବୋଡ ଫେରୁଥିଲେ।  ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଥିବା […]

  • Tuesday, 13 July 2021
7am-NABARANGA-PUR
ଅଫିସ ଗାଡ଼ିରେ ଏତେ ଟଙ୍କା ନେଇ ଯାଉଥିଲେ, ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିିବାସୀ ଉନ୍ନୟନ ସଂସ୍ଥା ବା ITDAର ୩ ଯନ୍ତ୍ରୀ ।  ଏହି ୩ ଯନ୍ତ୍ରୀ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ଭିଜିଲାନ୍ସ ଟିମ୍‌ ଏମାନଙ୍କୁ ଅଟକ ରଖି  ପଚରାଉଚରା କରୁଛି। ସେମାନଙ୍କଠାରୁ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରାଯାଇଛି। ନିଜ ଅଫିସ ଗାଡିରେ ଏକ ବ୍ୟାଗରେ ଟଙ୍କା ନେଇ ନବରଙ୍ଗପୁରଠାରୁ […]

  • Tuesday, 13 July 2021
accident
ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଓ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ଦେଶରେ ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ସହ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣା ହାର ୯.୯୩ ପ୍ରତିଶତ ଓ ମୃତ୍ୟୁ ହାର ୧୨.୨୯ ପ୍ରତିଶତ କମିଥିବା ମନ୍ତ୍ରୀ କହିଛନ୍ତି। ୨୦୧୮ ସେପ୍ଟେମ୍ବରରୁ ଡିସେମ୍ବର ମାସ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଦୁର୍ଘଟଣା […]

  • Tuesday, 13 July 2021
odisha
ପ୍ରାଣୀ ଚିକିତ୍ସାଧୀକାରୀଙ୍କ କାର୍‌ରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(CDVO) ଅଭୟ କୁମାର ତ୍ରିପାଠୀ। କାର୍‌ରେ ଆଜି ସେ ଭୁବନେଶ୍ୱର ଯାଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ଏହି ସମୟରେ ଅଭୟଙ୍କ ନିକଟରୁ ୩ଲକ୍ଷ ୯୧ହଜାର ଟଙ୍କା ଜବତ କରାଯାଇଛି।  ଏତେ ଟଙ୍କା କେଉଁଠୁ ଆସିଲା ? ଏତେ ଟଙ୍କା ଧରି ସେ କାହିଁକି ଭୁବନେଶ୍ୱର ଯାଉଥିଲେ ? ସେନେଇ, ତନାଘନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଓ ବାରିପଦା […]

  • Tuesday, 13 July 2021
Pari
ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା SIT

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦେଇଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ  ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରିଛି ଏଆସ୍ଇଟି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଥାଉ କି,  ୪ ମାସ ତଳେ […]

  • Tuesday, 13 July 2021
Untitled-1
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ୪୦୭, ଆଖି ବୁଜିଲେ ୫

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି ସେହିପରି ଗୋଟିଏ ଦିନରେ ଆଖି ବୁଜିଛନ୍ତି ୫ କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନଗୁଳରୁ ଚିହ୍ନଟ ହୋଇଛନ୍ତି ୬୦ କରୋନା ଆକ୍ରାନ୍ତ। ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ଚିହ୍ନଟ ହେଲ […]

  • Tuesday, 13 July 2021
kendujhar-THUM
ଏମିତି ଗାଁ, ଯେଉଁଠିକୁ କେହି ଝିଅ ଦେଉ ନାହାଁନ୍ତି କି ନେଉ ନାହାଁନ୍ତି

କେନ୍ଦୁଝର: ଗାଁ ଚାରିପଟେ ଘେରି ରହିଛି ପାଣି । ଗାଁରୁ ବାହାରିବାକୁ କାଠପୋଲ ହିଁ ଭରସା । ଦୀର୍ଘ ୩୫ ବର୍ଷରୁ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ବର୍ଷା ଦିନେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇ ରୁହନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଗାଁରେ ଅପହଞ୍ଚ ହୋଇ ରହିଛି । ତେବେ ଗ୍ରାମବାସୀଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଏହି ଗାଁକୁ ନା କିଏ ଝିଅ ଦେଉଛି ନା ଗାଁରୁ କିଏ ଝିଅ ନେଉଛି […]

  • Tuesday, 13 July 2021
7am-jajpur
କଲେଜ ଛାତ୍ର କରୁଥିଲେ ଏମିତି କାମ, ଧରିଲା ପୋଲିସ

ଯାଜପୁର: ଯାଜପୁରରେ ବନ ବିଭାଗ ପକ୍ଷରୁ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଅବାଧ ପଶୁ ଶିକାର କରୁଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ  ଚଢାଉ କରାଯାଇଥିଲା।  ଚଢାଉ ବେଳେ ବନ ବିଭାଗ  ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଧରିଛି। ଅବାଧ ପଶୁ ଶିକାର ଖବର ପାଇ ଯାଜପୁର ରୋଡ୍ ବନଖଣ୍ଡ ଅଧିନରେ ଥିବା ଭିକିପୁର ସଂରକ୍ଷିତ ଜଙ୍ଗଲରେ […]

  • Tuesday, 13 July 2021
well
ପୁଣି ଜଣେ ନିଖୋଜ ନାବାଳିକା ମୃତ; କୂଅ ଭିତରୁ ମିଳିଲା ଶବ

ସେମିଳିଗୁଡ଼ା: ପରୀ, ବିଷ୍ଣୁପ୍ରିୟା, ସ୍ୱାତୀଙ୍କ ନିଖୋଜ ଏବଂ ମୃତ୍ୟୁ ଦୁଃଖ ମନରୁ ଲିଭିନି। ପୁଣି ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାରକରାଯାଇଛି।  ଘଟଣା ଘଟିଛି କୋରାପୁଟ ସିମିଳିଗୁଡ଼ା ଥାନା ଚୋରିମାଳିଗଡ଼ାରେ। ଏହି ଗାଁର ଏକ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ଥିଲେ । ପାଖ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ସୁନାବେଡ଼ା […]

  • Tuesday, 13 July 2021
swati
ସ୍ୱାତୀର ବାପାଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ନୟାଗଡ଼: ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ଶବ ଆଜି ଉଦ୍ଧାର କରାଯାଇଛି। ଗାଁ ନିକଟ ଏକ ପୋଖରୀରୁ କୁନି ଝିଅ ସ୍ୱାତୀର ଶବ ମିଳିବା ପରେ ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଝିଅକୁ ହରାଇ ଭାଙ୍ଗି ପଡ଼ାଇଥିବା  ସ୍ୱାତୀର ବାପା ସଂଜୟଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ସୂଚନାଥାଉ କି,  ଗତ ଶୁକ୍ରବାର ଦିପହରୁ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା […]

  • Tuesday, 13 July 2021
monsoon-12-750x430
ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାପଡ଼ିଛି। ସୂଚନାଥାଉ କି, ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶା  ଛୁଇଁବା ନେଇ ଆକଳନ କରାଯାଇଥିଲା। ମୌସୁମୀ ପ୍ରବେଶ ସହ ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା […]

  • Tuesday, 13 July 2021
child
ମା’ କୋଳରୁ ହଜିଗଲା ୧୨ ଦିନର ଶିଶୁପୁତ୍ର

ଅନୁଗୁଳ: ମାଆ କୋଳରୁ ନିଖୋଜ ହୋଇଯାଇଛି ନବଜାତ ଶିଶୁ। ୧୨  ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛନ୍ତି ମା’। ଅନେକ ଜାଗାରେ ଖୋଜିଲେଣି  ବାପା-ମା’ । ଇତି ମଧ୍ୟରେ ଦୁଇ ଦିନ ବିତି ଗଲାଣି।  କୁନି ପୁଅକୁ ପାଉ ନାହାନ୍ତି ବାପା-ମା’। ଘଟଣା ଘଟିଛି ଅନୁଗୋଳ ଜ଼ୀଲ୍ଲା ପାଲଲହଡ଼ା ଅଞ୍ଚଳରେ । ପାଲଲହଡା ଥାନା ଅନ୍ତର୍ଗତ ରଂଜଣା ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। […]

  • Tuesday, 13 July 2021
mla
୨ ଦିନିଆ ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱ:  ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି। ଏଥିପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। ଟାଟା ନାଁରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ଅଭିଯୋଗ ରହିଛି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ । ଏହି ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ SIT। ସୂଚନାଥାଉ କି, ଆକାଶ ପାଠକ ଲିଙ୍କରେ ପ୍ରଦୀପ […]

  • Tuesday, 13 July 2021
jamtara
ଫୋନକଲ୍‌କୁ ସାବଧାନ ! ବ୍ୟାଙ୍କ କର୍ମଚାରୀ କହି ଏମିତି ଲୁଟି ନେଉଛନ୍ତି ଆକାଉଣ୍ଟ

ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଯଦି  ଫୋନ କଲ୍ ଆସୁଛି ତେବେ ସାବଧାନ !  କାରଣ ଏମାନ ହୁଏତ ନକଲି ହୋଇପାରନ୍ତି। ଏହି ନକଲି ବ୍ୟାଙ୍କ କର୍ମଚାରୀମାନେ ନୂଆ ଟେକ୍‌ନିକ୍‌ ଅପଣେଇ ଆପଣଙ୍କ ଆଙ୍କାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା ! ଏ ନେଇ ସତର୍କ କରାଇ ଦେଇଛି କମିଶନରରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ରହିଛି ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ । ସାଇବର ଅପରାଧର ପାଠଶାଳା ପାଲଟିଥିବା ଜମତରା ଶାଖା ରାଜଧାନୀରେ କାର୍ଯ୍ୟ କରୁଥିବା ନେଇ […]

  • Tuesday, 13 July 2021
DL Test
ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ, ଆଜିଠୁ ଆରମ୍ଭ ହେଲା ସ୍ଲଟ୍‌ ବୁକିଂ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି। ସକାଳ ୭ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ ଠାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍‌ ବୁକିଂ କରିବେ, ସେମାନଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ। ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତିଙ୍କ ଚଳିତ ମାସ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ […]

  • Tuesday, 13 July 2021
vigilance
ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ଏତେ ସମ୍ପତ୍ତି !

ସୁନ୍ଦରଗଡ଼:  ଭିଜିଲାନ୍ସ ଜାଲରେ ସହକାରୀ ପଡିଛନ୍ତି ଯନ୍ତ୍ରୀ। ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ଅଫିସ, ଦେବଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ରିଆମାଳସ୍ଥିତ ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ […]

  • Tuesday, 13 July 2021
thana
କାର୍‌ ଡ୍ରାଇଭରଙ୍କ ବୁଦ୍ଧି ଯୋଗୁ ଧରାପଡ଼ିଲେ ୮ ଡକାୟତ

ବୌଦ୍ଧ: କାର୍ ଅପହରଣ ଉଦ୍ୟମ ଘଟଣାରେ ବୌଦ୍ଧ ପୋଲିସକୁ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ଘଟଣାରେ ଗିରଫ ହୋଇଥିବା ୮ ଜଣ ଡକାୟତ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଏମାନଙ୍କ ନିକଟରୁ ଗୋଟିଏ ମାଉଜର୍, କାତି ଜବତ କରିଛି ପୋଲିସ କେବଳ ଏହି ୮ ଜଣ ନୁହଁନ୍ତି,  ଏମାନଙ୍କ ଗ୍ୟାଙ୍ଗର ଆହୁରି ଅନେକ ସଦସ୍ୟ ବୌଦ୍ଧ […]

  • Tuesday, 13 July 2021
pregnant-woman
ଥାନାରେ ପହଞ୍ଚିଲା ଡ୍ୟାନ୍ସ ଗ୍ରୁପ୍‌ ପ୍ରେମ

ବାଲିଗୁଡ଼ା: ଲଭ୍, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର କୁନା ଦାସ। ନାବାଳିକା ଜଣକ ଏକ ଡ୍ୟାନ୍ସ ଗ୍ରୁପ୍‌ରେ କାମ ଖୋଜିବାକୁ ଯାଇ ଥିବାବେଳେ କୁନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ବିବାହ […]

  • Tuesday, 13 July 2021
school bag
ଆସନ୍ତା ଶିକ୍ଷାବର୍ଷରୁ କମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

ଲାଙ୍କ ଓଜନ ଠାରୁ ବହି ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ ରହିବ।  ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨ କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଆସିବ।

  • Tuesday, 13 July 2021
assembly
ଆଜି କ୍ୟାବିନେଟ ବୈଠକ, ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଅପରାହ୍ନ ୫ଟାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ । ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ । ତେବେ ହଠାତ କ୍ୟାବିନେଟ ବୈଠକ ଡକାଯାଇଥିବାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି।  ଶ୍ରୀଜଗନ୍ନାଥ ଟେମ୍ପଲ ଶୈଳୀରେ ରାଜ୍ୟ ସରକାର […]

  • Tuesday, 13 July 2021
odisha
ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଲା ଟ୍ରକ୍

ବାରିପଦା: ଘାଟିରୁ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍। ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣୀ ଘାଟିରୁ ପ୍ରାୟ ୭୦ ଫୁଟ୍‌ ତଳକୁ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ହେଲ୍‌ପର୍‌ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନ ଅନୁସାରେ, ଟ୍ରକ୍‌ଟି ମହାରାଷ୍ଟ୍ରର ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବାବେଳେ ଦୁଆରଶୁଣୀ […]

  • Tuesday, 13 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋର୍କୋରା ଗାଁର ଜଣେ ଯୁବକ। ଗତକାଲି ରାତିରେ ଯୁବକ ଜଣକ ଟ୍ରେନ୍‌ ଯୋଗେ କୋଲକାତାରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥିଲେ। ହେଲେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ନେଇ ନୋଡାଲ୍‌ ଅଫିସର୍‌ ସ୍ପଷ୍ଟ କରିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

  • Tuesday, 13 July 2021
dead
ବାଲେଶ୍ୱରରୁ ନିଖୋଜ ଶିଶୁକନ୍ୟାର ମୃତ ଦେହ ମିଳିଲା

ବାଲେଶ୍ୱର: ପରୀ ନିଖୋଜ ଓ ମୃତ୍ୟୁର ଦୁଃଖ ମନରୁ ଲିଭିନି। ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।  ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ୭ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯାଇଥିଲା। ଆଜି ତାହାର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ନାବାଳିକାର ନାଁ ବିଷ୍ଣୁପ୍ରୟା।  ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ମିଳିଛି। ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି […]

  • Tuesday, 13 July 2021