• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

msme-covid
କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର

  • Wednesday, 14 July 2021
5pm-water-problem
ପାଇପ୍‌ ଲାଇନ ଅଛି କିନ୍ତୁ ପାଣି ଆସୁନାହିଁ, ହେଲେ କାହିଁକି?

ପାଇପ୍ ଲାଇନ୍ ଅଛି, ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି, ମାତ୍ର ପାଣି ବାହାରିବାରେ ନା ଧରୁନାହିଁ। ବାଧ୍ୟ ହୋଇ ନଳକୂଅ ଓ କୂଅରୁ ପାଣି ନେବାକୁ ଭିଡ଼ ଲଗାଇଛନ୍ତି ଲୋକେ। ଏମିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଲୋଚାପଡ଼ା ଗାଁରେ

  • Wednesday, 14 July 2021
tara-naveen
ନବୀନ ବାବୁଙ୍କ ସମୟରେ ଏମିତି ବିକାଶ ହୋଇଛି ଯେ, କହିଲେ ସରିବ ନାହିଁ: ତାରା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୨୧ ବର୍ଷ ହେଲାଣି ଶାସନ ଦାୟିତ୍ୱରେ ଅଛନ୍ତି ବିଜେଡି ସରକାର। ଆଉ ଲଗାତାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନିଜ ସ୍ୱଚ୍ଛ ଭାବମୂର୍ତ୍ତୀ ଲାଗି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ। କେବଳ ସ୍ୱଚ୍ଛ ଭାବମୂର୍ତ୍ତୀ ନୁହେଁ ନିଜର ମାଳ ମାଳ ଯୋଜନା ଲାଗି ସୁବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ଶାସନ କାଳରେ ରାଜ୍ୟର କେତେ ବିକାଶ ହୋଇଛି ତାହାକୁ ନେଇ ଏବେ ଚାଲିଛି ଜୋରସୋରରେ ଚର୍ଚ୍ଚା। ତେବେ ଏହାକୁ ନେଇ କଂଗ୍ରେସ […]

  • Wednesday, 14 July 2021
OTV-portal-corona
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ୨୪ ଘଣ୍ଟାରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୮

municipality-election
ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ: ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଅଢ଼େଇବର୍ଷ ହେଲା କାହିଁକି ଲଟକିଛି ପୌର ଭୋଟ୍? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ଭୁବନେଶ୍ୱର(ହରିହର ଚାନ୍ଦ): ଆଇନ ଦ୍ୱନ୍ଦ୍ୱ ଦୂର ହେବା ସତ୍ତ୍ୱେ ପୌର ନିର୍ବାଚନ ପାଇଁ କାହିଁକି ପଛଘୁଞ୍ଚା ଦିଆଯାଉଛି? ପାଖାପାଖି ଅଢ଼େଇବର୍ଷ ହେଲା ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଲଟକି ଥିବା ବେଳେ ଆଜି ନଗର […]

  • Wednesday, 14 July 2021
kendrapada
ଗାଁ ଉନ୍ନୟନ ପାଇଁ ଟଙ୍କା ଆସୁଛି ହେଲେ କାମ ହେଉ ନାହିଁ

କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ବାସ୍ତବ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଠି ପୁରୁଣା ଘରକୁ ଦେଖାଇ ଅର୍ଥ ବାଟମାରଣା କରାଯିବା ସହ କାମ ଆଦୌ ନକରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତି ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି […]

  • Wednesday, 14 July 2021
petrol
"କି ତେଲ ପକାଇଲି ଯେ ଖଣ୍ଡଗିରି ଛକରୁ ଗାଡିକୁ ଠେଲିଲି"

ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ। ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି।

  • Wednesday, 14 July 2021
corona-khabar
ରାଜ୍ୟରେ ୨୪ ଘଣ୍ଟାରେ ୮୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୨

  • Wednesday, 14 July 2021
odisha-hight-court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ନାବାଳିକା ଘଟଣାର ମୁଖ୍ୟ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତା ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଏବଂ ଏହି ଚାର୍ଜସିଟ ଆଧାରରେ ଚାଇଲ୍ଡ କୋର୍ଟଙ୍କ COGNIZANCE ORDERକୁ ଚ୍ୟାଲେଞ୍ଜ କରି ଏକ ମାମଲା ଦାୟର ହୋଇଛି। ସେ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାର୍ଜସିଟ ଦାଖଲ ହେବାର ନିୟମ ରହିଛି। ଏହି ଚାର୍ଜସିଟ ଆଧାରରେ ଜୁଭେନାଲ ଜଷ୍ଟିସ ବୋର୍ଡ ହିଁ କେବଳ COGNIZANCE ନେଇପାରିବେ ବୋଲି […]

  • Wednesday, 14 July 2021
Anjana
୨୨ ବର୍ଷ ପରେ ବି ବିବନକୁ ଚିହ୍ନିଲେ ଅଞ୍ଜନା

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର। ଆଜି ଝାରପଡ଼ା ଜେଲରେ ଅନୁଷ୍ଠିତ T.I. ପରେଡ଼ରେ ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଛନ୍ତି ପୀଡ଼ିତା ଅଞ୍ଜନା

Duduma
ଡ଼ୁଡ଼ୁମା ଜଳପ୍ରପାତରେ କମୁଛି ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ(ଜଗତ ଜୀବନ) ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋଟାପୁଟ ଜିଲ୍ଲା। ସେଠାରେ ଥିବା ଅନେକ  ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ। ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ସତେ ଯେମିତି ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଭୂସ୍ୱର୍ଗ ପାଲଟିଥାଏ। କିନ୍ତୁ ଡୁଡୁମା ପର୍ଯ୍ୟଟନ ବିକାଶ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାବେଳେ ସୁରକ୍ଷା ବ୍ୟବସ୍ଥା ବି କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ। ପାହାଡ଼, ପର୍ବତ ଓ […]

  • Wednesday, 14 July 2021
corona-khabar
ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ

ରାଜ୍ୟରେ ପୁଣି ଧୀରେ ଧୀରେ ବଢିବାରେ ଲାଗିଲାଣି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୯

  • Wednesday, 14 July 2021
Anjana Rape Case
TI ପରେଡରେ ବିବନକୁ ଚିହ୍ନିଲେ ଅଞ୍ଜନା !

ଭୁବନେଶ୍ୱର: ଜେଲରେ ଟିଆଇ ପରେଡରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନିଛନ୍ତି ଅଞ୍ଜନା ମିଶ୍ର। ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ TI ପରେଡରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା ମିଳିଛି । ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନିଥିବା ଜଣାପଡ଼ିଛି । ଝାରପଡ଼ା ଜେଲ୍ ପରିସରରେ TI ପରେଡରେ ଉଭୟ ବିବନଙ୍କୁ ଚିହ୍ନିଥିବା ଜଣାଯାଇଛି। ୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ […]

  • Wednesday, 14 July 2021
jharapara jail
ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଝାରପଡ଼ା ଜେଲରେ ଚାଲିଛି TI ପରେଡ଼୍‌

ଭୁବନେଶ୍ୱର: ୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ଚାଲିଛି। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ TI ପରେଡ୍ କରାଯିବ । ଜେଲ୍ ଭିତରକୁ ଯିବା ପୂର୍ବରୁ ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ଅଞ୍ଜନାା ସେପଟେ ଆସନ୍ତାକାଲି ଓ […]

  • Wednesday, 14 July 2021
suryamani
ଗାଁ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ

ନିଜର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜନ୍ମ ରୁ ଦିବ୍ୟାଙ୍ଗ ହେଲେ, ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଜାରି ରଖିଛନ୍ତି ଉଦ୍ୟମ। ତାହା ପୁଣି ବିନା ମୂଲ୍ୟରେ, ପାଖାପାଖି ଏକ ବର୍ଷ ହେବ ଏପରି ଭାବରେ ମାଗଣାରେ ଅନେକ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ସୂର୍ଯ୍ୟମଣି ବେହେରା।

  • Wednesday, 14 July 2021
Satellite-survey
ସୀମା ବିବାଦକୁ ନେଇ ଆଜି ପୁଣି ହେଲା ଆଲୋଚନା

ଓଡ଼ିଶା-ପଶ୍ଚିମବଂଗ ସୀମା ବିବାଦ ପ୍ରସଙ୍ଗ ନେଇ ଆଜି ପୁଣି ଆଲୋଚନା ହୋଇଛି। ଓଡ଼ିଶା ଓ ପଶ୍ଚିମବଂଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବାଲେଶ୍ୱର ସର୍କିଟ୍ ହାଉସରେ ଏହି ଆଲୋଚନା ହୋଇଛି। ବୈଠକରେ ଦୁଇ ରାଜ୍ୟର ୬ ଅଧିକାରୀ ଓ ୨ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ

  • Wednesday, 14 July 2021
vaccine
କରୋନା ସଂଜିବନୀ ନେବାକୁ ହସ୍ପିଟାଲରେ ବରିଷ୍ଠ ନାଗରିକ ଓ ବହୁବିଧ ରୋଗୀଙ୍କ ଭିଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଦେଶ ଓ ରାଜ୍ୟର ଶୀର୍ଷ ନେତୃତ୍ୱ କରୋନା ଟିକା ନେବା ପରେ ଏବେ ଭ୍ୟାକ୍ସିନେସନ ପାଇଁ ବଢୁଛି ବୟସ୍କଙ୍କ ଆଗ୍ରହ। ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନରେ ସବୁ ସରକାରୀ ମେଡିକାଲରେ ଦେଖିବାକୁ ମିଳିିଥିଲା ଲମ୍ବା ଲାଇନ୍।

  • Wednesday, 14 July 2021
pm-kisan
କାଳିଆ ଟଙ୍କା ବାଣ୍ଟିବାକୁ ଉତ୍ସାହ, ହେଲେ ପିଏମ କିଷାନରେ କେଁ

କାଳିଆରେ ସୁରୁଖୁରୁରେ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବେଳେ ପିଏମ୍-କିଷାନ ବେଳକୁ କିନ୍ତୁ ହତାଦର କରାଯାଉଥିବା ନେଇ ଆସିଛି ଅଭିଯୋଗ। କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସହାୟତା ରାଶି ପାଉଛନ୍ତି ଯଥେଷ୍ଟ କମ୍ ସଂଖ୍ୟକ ଚାଷୀ

  • Wednesday, 14 July 2021
Drinks
ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ: ଲଟେରୀ ଜରିଆରେ ନିଷ୍ପତ୍ତି ପରେ ଅଡୁଆରେ ପୁରୁଣା ବ୍ୟବସାୟୀ

ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ ପୂର୍ବ ଭଳି ଆଉ ନବୀକରଣ କରାନଯାଇ, ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ ବୋଲି ନିଷ୍ପତ୍ତି ପରେ ଅଡୁଆରେ ଏବେ ପୁରୁଣା ମଦ ବ୍ୟବସାୟୀ। ସେପଟେ ନିଜ ଲୋକଙ୍କୁ ମଦ ଲାଇସେନ୍ସ ଦେବା ଲାଗି ଏହା ଚାଲ୍ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି କହିଛି ନୂଆ ନିୟମ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

  • Wednesday, 14 July 2021
5pm-pkg-study
କରୋନା ପରେ ଘରେ ଆଉ ବହି ଖୋଲୁନାହାନ୍ତି ପିଲା...

ନୀଳଗିରି(ବିଶ୍ୱମ୍ବର): ମୂଲ ମଜୁରୀ ନଲାଗି ପାଠ ପଢି ବଡ଼ମଣିଷ ହେବାର ଇଚ୍ଛା ଥିଲା। ହେଲେ ଏବେ କରୋନା ଯୋଗୁ ଖୋଲିପାରୁନି ପ୍ରାଥମିକ ବିଦ୍ୟାଳୟ। ଅନଲାଇନ କ୍ଲାସ ବି ପାଲଟିଛି ସାତ ସପନ। ଫଳରେ ବର୍ଷେ ହେଲା ଡୋରି ବନ୍ଧା ହୋଇଛି ପାଠପଢାରେ। ନୀଳଗିରି ଉପଖଣ୍ଡ ପାହାଡ ସୀମାନ୍ତବର୍ତ୍ତୀ ଅନୁନ୍ନତ ଆଦିବାସୀ ଗାଁଗୁଡିକରେ ଅନ୍ଧାରକୁ ଠେଲି ହୋଇଯାଇଛି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ। ମହାମାରୀ କରୋନା ଯୋଗୁ ସ୍କୁଲ ବନ୍ଦ ହେବା ପରେ ଠପ୍ ହୋଇଯାଇଛି ପାଠପଢା। ପିଲାଏ […]

  • Wednesday, 14 July 2021
school-time
ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେବେଳେ ଖୋଲିବ ସ୍କୁଲ..

ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ

biban
ଆସନ୍ତାକାଲି ବିବନର ହେବ TI ପରେଡ୍: ଅଭିଯୁକ୍ତକୁ ଚିହ୍ନିବେ ପୀଡ଼ିତା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ବିବନର ହେବ TI ପରେଡ୍। ଆଜି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି ଝାରପଡ଼ା ଜେଲ୍ ପରିସରରେ ବିବନ୍‌ର TI ପରେଡ୍ କରିବେ ବୋଲି ଜଣାଯାଇଛି।  ଏହାସହ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି […]

scientist
କଟକ NRRI ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ। କୀଟପତଙ୍ଗଙ୍କଠାରୁ ଫସଲ ରକ୍ଷା ପାଇଁ ବାହାର କଲେ ସୌରଶକ୍ତିରେ ଚାଳିତ ଯନ୍ତ୍ର

କଟକ: ଧାନ ଫସଲରେ ରୋଗପୋକ ପରିଚାଳନା ନେଇ ଏକ ନୂତନ ଉପକରଣର ଉଦ୍ଭାବନ ହୋଇଛି। ଅଲଟରନେଟ୍ ଏନର୍ଜି ଲାଇଟ୍ ଟ୍ରାପ୍ AELT ନାମକ ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ। ତେବେ ଏହି ଉପକରଣ ଚାଷୀଙ୍କୁ ରୋଗ ପୋକର ପଚିଚାଳନାରେ ସହାୟକ ହେବ ବୋଲି ଜଣାପଡିଛି। ଧାନ ଫସଲରେ କେଉଁ ପ୍ରକାକର କୀଟ ରହିଛନ୍ତି ଏବଂ ସେମାନଙ୍କୁ ପରିଚାଳନା କରିହେବ ନା ନାହିଁ ଏହି ଉପକରଣ ମାଧ୍ୟମରେ ଜାଣିହେବ। ଏହି ଉପକରଣରେ […]

  • Wednesday, 14 July 2021
Obc
ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ଏ ହିସାବ ରାଜ୍ୟ ସରକାରଙ୍କ ପାଖରେ ଅଛି ତ?

ରାଜ୍ୟରେ ପଛୁଆ ବର୍ଗର ସର୍ଭେ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଅବସ୍ଥା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ଓବିସି କମିଶନର ନୂଆ ଅଫିସ୍ ଆଜିଠୁ କାର୍ଯ୍ୟକ୍ଷମ ହେବା ସହ କମିଶନର ଅଧ୍ୟକ୍ଷ ଆଜି ପ୍ରଥମ ବୈଠକ କରିଛନ୍ତି

  • Wednesday, 14 July 2021
kanya anmol he
"କନ୍ୟା ଅନମୋଲ ହେ" ପକ୍ଷରୁ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍‌ମୋଲ ହେ (କେଏଏଚ୍‌ ) ପକ୍ଷରୁ ଗତକାଲି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀମତୀ ଇଶା ବେବର୍ତା, ପ୍ରଖ୍ୟାତ ଲେଖିକା ଡଃ. ମନୋରମା ବିଶ୍ୱାଳ ମହାପାତ୍ର, ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ପ୍ରଖ୍ୟାତ ନାଟ୍ୟ କଳାକାର ସଂଗ୍ରାମ ମହାରଣାଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି । ଏହି […]

  • Wednesday, 14 July 2021