• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

light
ପରୀକ୍ଷା ଚାଲିଛି ହେଲେ ଆଲୁଅ ନାହିଁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ।  ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି। ସେପଟେ ଗ୍ରାମବାସୀ ବି ଡିବିରି ଆଲୁଅରେ ଚଳୁଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତକାଟ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏନେଇ ବିଦ୍ୟୁତ ବିଭାଗ ଓ ଜିଲ୍ଲା ମଙ୍ଗଳ […]

  • Thursday, 15 July 2021
puja
ବନ୍ଦ ହେଲା ପଶୁବଳି

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ):  ଗଞ୍ଜାମ ଜିଲ୍ଲା ତାରାସିଂଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ପଶୁବଳି। ପ୍ରତିବର୍ଷ ଏଠାରେ ଶହ ଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଏ। ତେବେ ଚଳିତବର୍ଷ ପ୍ରଶାସନର ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରୁ ଏଠାରେ ପଶୁବଳିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଫାଲଗୁନ୍ ଅମାବାସ୍ୟା ପର ଗୁରୁବାରଠୁ ୩ ଦିନ ଧରି ରଣଘଣ୍ଟା ଯାତ୍ରା ଅନୁଷ୍ଠିତ ହୁଏ। ମାଆଙ୍କ ପ୍ରତିମୂର୍ତ୍ତି ସ୍ୱରୂପ ଦୁଇଟି ଘଣ୍ଟିକୁ ଆବହନ କରି ଅଣାଯାଏ। ତା’ପରେ ମାଆଙ୍କୁ […]

  • Thursday, 15 July 2021
deadbody
ବଜ୍ରପାତରେ ଜଣେ ମୃତ, ୧୫ ଆହତ

ସୁନ୍ଦରଗଡ଼: ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ସାଲେଇପାଲି ଗାଁରେ। ଭୋଜି ଖାଇବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୫ ଜଣ ଆହତଙ୍କୁ ଲହୁଣିପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୧୦ ଜଣ ଘରୁକୁ ଫେରିଥିବା ବେଳେ ଅନ୍ୟ ୫ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।  

  • Thursday, 15 July 2021
ganjei
୫ କୁଇଣ୍ଟାଲ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫ କୁଇଣ୍ଟାଲ ହେବ। ରାୟଗଡ଼ା ଜିଲ୍ଲା ବିଷମକଟକ ଜେଲ୍ ନିକଟରୁ ଦୁର୍ଘଟଣା ଗସ୍ତ ଏକ ଗାଡ଼ିରୁ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ସେହିପରି ଦ୍ରୁତ ଗତିରେ ଯାଉଥିବା ଏକ ମ୍ୟାକ୍ସ ଗାଡ଼ିକୁ ଅଟକାଇ ସେଥିରୁ ମଧ୍ୟ ପୁଲିସ ବିପୁଳ ପରିମାଣର ଗଞ୍ଜେଇ […]

  • Thursday, 15 July 2021
patkura
କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ନକଲି ଶିକ୍ଷୟିତ୍ରୀ

କୋନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କ୍ରାଇମ୍‌ବ୍ରାଞ୍ଜ ହାତରେ ଧରା ପଡ଼ିଛନ୍ତି ଜଣେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡ଼ା ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଘଟଣାରେ ଇଓଡବ୍ଲ୍ୟୁ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ତାଙ୍କ ଘର ପାଟକୁରା ଥାନା ଗରଦପୁର ଅଞ୍ଚଳରେ। ଗତ ୨୦୧୩ ମସିହାରେ ଜାଲ୍ କାଗଜପତ୍ର ଦେଇ କିଛି ଲୋକ ବ୍ୟାଙ୍କରୁ ଋଣ ଉଠାଇଥିଲେ। ଏକଥା ଜଣାପଡ଼ିବା ପରେ ବ୍ୟାଙ୍କ ପରିଚାଳକ ଓ କ୍ଷେତ୍ର ପରିଚାଳକଙ୍କୁ ନିଲମ୍ବିତ […]

  • Thursday, 15 July 2021
daka
ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍

ଫୁଲବାଣୀ: ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି ଟଙ୍କାକୁ ଜମା ନ କରି ଆତ୍ମସାତ୍ କରୁଥିଲେ। କିଛି ମାସ ଧରି ସେ ଅଫିସ ନ ଆସିବାରୁ ଜମାକାରୀ ମାନେ ଟଙ୍କା ଉଠାଇ ନ ପାରି ଅସୁବିଧାରେ […]

  • Thursday, 15 July 2021
hard-yaas
ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ବୁଢାବଳଙ୍ଗ ନଦୀ ବଢୁଛି। ମୟୂରଭଞ୍ଜର ଅସ୍ତିଆ ନିକଟରେ ବୁଢାବଳଙ୍ଗର ବିପଦ ସଂକେତ ୨୯.୭ ମିଟର ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଅସ୍ତିଆ ଠାରେ ୨୩.୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। […]

  • Thursday, 15 July 2021
evacuted
ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ: SRC

ଭୁବନେଶ୍ୱର: ପୁନରୁଦ୍ଧାର ପ୍ରକ୍ରିୟା ଜୋରସୋରରେ ଚାଲିଛି। ବାତ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ ଆଜି ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଛୁଇଁ ଝାଡ଼ଖଣ୍ଡ ଆଡକୁ ଯାଉଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ବନ୍ଦ ହୋଇଛି। ପୁନରୁଦ୍ଧାର ପ୍ରକ୍ରିୟା ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାସାରିଲାଣି। #ODRAF_Unit_Rourkela clearing an […]

cm odisha
ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ମିଳିବ ରିଲିଫ୍

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ ଦିନ ଯାଏଁ ରିଲିଫ୍ ମିଳିବ। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ପ୍ରଶାସକ, ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୋଲିସ […]

village-water
ପାଣି ଘେରରେ ୪ ବ୍ଲକ୍‌ର ଏକାଧିକ ଗାଁ

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତିଜନିତ ସେପରି ବଡ଼ ଘଟଣା ଘଟିନି। ଏନେଇ ସୂଚନା ଦେଇଛନ୍ତି SRC। ବାଲେଶ୍ୱର ଓ କେନ୍ଦୁଝରରେ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ଚାଲିଛି। ୟାସ ପ୍ରଭାବରେ ଜୁଆର ପାଣି ବହୁତ ଗାଁରେ ପଶିଛି। ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗାଁରେ ପାଣି ପଶିଛି। କିଛି ସ୍ଥାନରେ ୱାଟର ଲଗିଙ୍ଗ ବି ହୋଇଛି ବୋଲି SRC କହିଛନ୍ତି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି […]

  • Thursday, 15 July 2021
budhabalang
ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ତେବେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା […]

sea-level
୧୧୦ କିମି ଦୂରରେ ରହିଛି ବାତ୍ୟା ୟାସ୍

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା ୟାସ୍। ଏବେ ପାରାଦୀପରୁ ୧୧୦, ଧାମରାରୁ ୧୧୦ ଓ ବାଲେଶ୍ୱରରୁ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି। ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି ଦୂରରେ ରହିବ। […]

  • Thursday, 15 July 2021
imp
ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ନେଇ ବଡ଼ ସୂଚନା SRC ଦେଇଛନ୍ତି। ଯାହା ଜଣାପଡୁଛି କାଲି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସ୍ଥଳଭାଗ ଛୁଇଁଲା ବେଳେ ପବନ ୧୪୦ରୁ ୧୮୫ କିମି ଯାଏ ଯାଇପାରେ। ଏବେ ପାରାଦୀପ ଓ ଅସ୍ତରଙ୍ଗରେ ୬୦/୭୦ କିମି ବେଗରେ ପବନ ହେଉଛି। ରାତିରେ ପବନ ବଢ଼ିବ, ସକାଳେ ସର୍ବାଧିକ ପବନ ହେବ। ଆମ ପାଇଁ ଏହି […]

  • Thursday, 15 July 2021
cyclone-Eye
ବାତ୍ୟାର ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ। ବାତ୍ୟା ୟାସର ଆଖି ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟାର ଆଖି କେନ୍ଦ୍ର ସ୍ଥଳରେ ରହିଥାଏ, ଯୁଆଡ଼େ ଯାଏ ବେଶି କ୍ଷତି କରାଏ। ଆଖି ଯେଉଁ ଅଞ୍ଚଳରେ ଅତିକ୍ରମ କରେ, ଡବଲ ପବନ ହୁଏ। ପ୍ରଥମେ କିଛି ଘଣ୍ଟା ଗୋଟିଏ ଦିଗକୁ ପବନ ବହି ଚାଲିଥାଏ। କିଛି ସମୟ ପର୍ଯ୍ୟନ୍ତ ପୂରା ଶାନ୍ତ ହୋଇଯାଏ, ଏମିତିକି ଖରା […]

  • Thursday, 15 July 2021
Cyclone ‘Yaas’
ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ୟାସ୍: IMD

ଭୁବନେଶ୍ୱର: ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା। ଏନେଇ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳକୁ ଧିରେ ଧିରେ ପାଖେଇ ଆସୁଛି। ଏବେ ପାରାଦୀପ ଠାରୁ ୧୮୦ ଓ ବାଲେଶ୍ୱରରୁ ୨୫୦ କିଲୋମିଟର ଦୂରରେ ରହିଛି। ସମୁଦ୍ରରେ ଏବେ ୧୨୦ରୁ ୧୪୫ କିମି ମଧ୍ୟରେ ପବନ ବହୁଛି ୟାସ୍। କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି […]

  • Thursday, 15 July 2021
hard-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ୟାସ୍, ସ୍ପଷ୍ଟ କଲେ SRC !

ଭୁବନେଶ୍ୱର: ଭଦ୍ରକ ବାସୁଦେବପୁର-ବାହାନଗା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ୟାସ୍। ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦କିମି ୧୫୦କିମି ବେଗରେ ରହିବ। ବେଳେବେଳେ ୧୮୦ କିମି ପର୍ଯ୍ୟନ୍ତ ପବନର ବେଗ ରହିପାରେ। ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିବ। କାଲି ଭୋର ୫ଟାରୁ ୮ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ଲ୍ୟାଣ୍ଡଫଲର ପୂର୍ବ ୬ଘଣ୍ଟା ଓ ପର ୬ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି। ବାତ୍ୟା […]

  • Thursday, 15 July 2021
next-level
୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ […]

yaas
୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବାତ୍ୟା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓ ଦକ୍ଷିଣ-ପୂର୍ବଠୁ ୪୩୦ କିମି ଦୂରରେ ରହିଛି। ବାଲେଶ୍ୱରଠୁ ୫୧୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦୂରରେ […]

cm-naveen
ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା […]

  • Thursday, 15 July 2021
cyclone-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ପାରାଦୀପଠୁ ପାଖାପାଖି ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍। […]

cyclone
କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ୨୬ ତାରିଖ ସାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ। ଆଇଏମଡି […]

tahsiladar
ନିୟମର ଧଜିଆ ଉଡାଇଲେ ବାବୁଆଣୀ: ବାହାଘରରେ ଖୁଲମଖୁଲା ନାଚିଲେ ନାଗିନ୍ ଡ୍ୟାନ୍ସ

ଜଗତସିଂହପୁର : କୋଭିଡ୍ କଟକଣାର ଉଡ଼ିଲା ଧଜିଆ। ଖୋଦ୍ ଜଗୁଆଳି ଭୁଲିଗଲେ ନିୟମ। ଆଉ ମସ୍ତିରେ ନାଚିଲେ ଅନ୍ୟଙ୍କୁ ନଚାଇଲେ। ଭାଇରାଲ ହୋଇଥିବା ଏହି ଭିଡିଓରେ ଏମିତି ନାଚୁଥିବା ବାବୁଆଣୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ବିଭିନ୍ନ ଭାବଭଙ୍ଗିରେ ଖୁଲମଖୁଲା ନୃତ୍ୟ ମୁଦ୍ରାରେ ସୁକିନ୍ଦା ତହସିଲଦାରଙ୍କ ଏହି ଚିତ୍ର ଆସିଛି ଜଗତସିଂହପୁରରୁ। ଜଗତସିଂହପୁର ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ୨୫ଜଣଙ୍କ […]

  • Thursday, 15 July 2021
sambit-nanda
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ତାଙ୍କ ପୁଅ ସମ୍ବିତ ନନ୍ଦ କଟକରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ନିଜ ପୁଅର ଜୀବନ ରକ୍ଷା ପାଇଁ ଟୁଇଟ କରି ନିବେଦନ କରିଥିଲେ। ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ପୁଅ ଫଟୋକୁ ସେୟାର କରି ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ […]

  • Thursday, 15 July 2021
nadan-kanan
ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। […]

  • Thursday, 15 July 2021