ନବରଙ୍ଗପୁର : ହିଂସା ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରିବାକୁ କହୁଛନ୍ତି । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ। ଏପରି କିଛି ଢଙ୍ଗରେ ଆଜି କର୍ମୀଙ୍କୁ ମୋବାଇଲ୍ରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ମାଝୀ । ଯାହାର EXCLUSIVE ଫୁଟେଜ୍ ମିଳିଛି । ଏହି […]
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଆଠମଲିକ ଥାନା ଅନ୍ତର୍ଗତ ମାଧପୁର ବାମୁର ରାସ୍ତା ନୂଆଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଗତକାଲି ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ ଏବଂ ଅନ୍ୟ ଜଣେ ବିକାଶ ସାହୁ । ସମସ୍ତେ ଭୋଜି ପାଇଁ ମାନଯୋର ଡ୍ୟାମ ନିକଟକୁ ଯାଇଥିଲେ। ସେଠାରୁ କୌଣସି କାମରେ ନିକଟସ୍ଥ […]
ଭୁବନେଶ୍ୱର : ଓଡ଼ିଶାକୁ ହିନ୍ଦୁତ୍ୱ ଆସକ୍ତ କହି ବଡ଼ଦିନରେ ପାକ୍ ସେନା ମୁଖପାତ୍ରଙ୍କ ବିବାଦୀୟ ଟ୍ୱିଟ୍ ପ୍ରସଙ୍ଗ । ଧର୍ମ ନାଁରେ ନରସଂହାର, ଅତ୍ୟାଚାର ଏବଂ ସଂଖ୍ୟାଲଘୁଙ୍କ ଉପରେ ବ୍ୟଭିଚାରର ଉତ୍ପତ୍ତି ସ୍ଥଳରେ ଥିବା ଲୋକ ହୋଇ ପଡ଼ୋଶୀଙ୍କ ପାଇଁ ଏତେ ଚିନ୍ତା । ନିଜ ଦେଶରେ ଥିବା ଖ୍ରୀଷ୍ଟିଆନ୍ଙ୍କୁ ହତ୍ୟା କରିବା ପରେ ଏବେ ସେ ଅନ୍ୟ ପାଇଁ ଚିନ୍ତିତ ହୋଇପଡ଼ିଛି । ଏପରି କିଛି ଢଙ୍ଗରେ ପାକିସ୍ତାନ ସେନା ମୁଖପାତ୍ର ତଥା ଡିଜି ଆଇଏସ୍ପିଆର୍ […]
ପୁରୀ : ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ। ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ବିରଳ ଘଟଣା, ଯାହା ବର୍ଷ ବର୍ଷ ଧରି କେବେ ହୋଇନଥିଲା ବୋଲି ସେବାୟତ କହିଛନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ । ତେଣୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୮ଟା […]
ଭୁବନେଶ୍ୱର : ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋପରାଗ। ଏଥର ସବୁଠାରୁ ଅଧିକ ସମୟ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ । ସକାଳ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ। ଓଡ଼ିଶାରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ […]
ଭୁବନେଶ୍ୱର : ‘ପିଏମ୍ କିଷାନ’ ଭଳି ଓଡ଼ିଶାରେ ଲାଗୁ ହେବ କି ‘ଆୟୁଷ୍ମାନ ଭାରତ’। ରାଜ୍ୟରେ ଯୋଜନା ଲାଗୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦେଶରେ ୭୫ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ । ଏଥିରେ ଓଡ଼ିଶାରେ ୬ଟି ହସ୍ପିଟାଲ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ଅନ୍ୟ ୨ […]
ଭୁବନେଶ୍ୱର : ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି। ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଉପସ୍ଥିତିରେ ନିଜେ ଦେଇଥିବା ସବୁ ସାମଗ୍ରୀ ନେବେ […]
ଭୁବନେଶ୍ୱର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ। ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ […]
ରାଉରକେଲା : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ […]
ଭୁବନେଶ୍ୱର : ସୂର୍ଯ୍ୟୋପରାଗ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେଣୁ ପରୋକ୍ଷରେ କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ ବତାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିମ୍ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ୧-ଘରେ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ନିଅନ୍ତୁ । ୨-ଏକ କଳା କାଗଜକୁ […]
ଟିଟିଲାଗଡ଼ : ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଯାତ୍ରୀ ମୃତ। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏଲ୍. କାମେଶ୍ୱର ରାଓ ନାମକ ଜଣେ ଯାତ୍ରୀ ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜି ଠାରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲୱେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତବେଳକୁ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ହୃଦ୍ଘାତରେ ଯାତ୍ରୀଙ୍କ […]
ଭୁବନେଶ୍ୱର : ରାଜଧାନୀରେ ଜଳିଗଲା ବସ୍ । ଭୁବନେଶ୍ୱର ସହିଦ ନଗରରେ ରଖାଯାଇଥିବା ଏକ ବସ୍ରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍ଟି ହୁତ୍ ହୁତ୍ ହୋଇ ଜଳିଯାଇଥିଲା । ଭୁବନେଶ୍ୱର ଅଗ୍ନିଶମ ବାହିନୀ ଆସି ନିଆଁକୁ ଲିଭାଇଥିଲେ। ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ବାହନ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବରର ଏହି ବସ୍ଟି ବାଙ୍ଗାଲୋର ସେଣ୍ଟ୍ରାଲ RTOରେ ରେଜିଷ୍ଟ୍ରେସନ୍ ହୋଇଥିଲା। ଆଉ […]
ପୁରୀ / ଭୁବନେଶ୍ୱର : ଆସନ୍ତା ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଆକାଶରେ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ। ସେହିଦିନ ସକାଳ ଠିକ୍ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ। ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବ। ଏହି ସମୟରେ ସମ୍ପୂର୍ଣ୍ଣ ନିଷେଧ ଅନ୍ନ ଭୋଜନ ସାଙ୍ଗକୁ ଦେବନୀତି । […]
ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଆଇଆଇସି ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ବିଂଝାରପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କିଛି ଅସାଧୁ ବେଆଇନ ବାଣ ବ୍ୟବସାୟୀ ଜଣେ ନାବାଳିକାଙ୍କୁ କୌଣସି ଏକ କାରଣରୁ ମାଡ ମାରିଥିଲେ। ପରେ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ହେଲେ ଥାନାର ଆଇଆଇସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା […]
ଭୁବନେଶ୍ୱର : ଆକାଶ ଛୁଆଁ ଆଳୁ ପିଆଜ। ପିଆଜ ପରେ ଏବେ ଆଳୁରେ ବି ହାତ ମାରି ପାରୁନାହାନ୍ତି ଖାଉଟି। ସପ୍ତାହେ ଭିତରେ କିଲୋ ପ୍ରତି ପ୍ରାୟ ୧୦ଟଙ୍କା ବଢି ପାଖାପାଖି ୩୦ରେ ପହଞ୍ଚିଲାଣି। ତେବେ ପଶ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ଓଡ଼ିଶା ବ୍ୟବସାୟୀ କହିଛନ୍ତି ମାସ ଶେଷ ସୁଦ୍ଧା କମି ପାରେ ଦର। ନୂଆ ଆଳୁ ବାହାରିଲେ ଦର ଉପରେ ଏହାର ପ୍ରଭାବ ପଡ଼ିବ। ସ୍ଥାନୀୟ ଆଳୁ ଓ ପଶ୍ଚିମବଙ୍ଗରୁ ଆଳୁ ବଜାରରେ […]
ଭୁବନେଶ୍ୱର : ପ୍ରେମ ଓ ବିବାହର କଥା ଦେଇ ଓଲିଉଡ ଅଭିନେତ୍ରୀ ଠକି ଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ପ୍ରେମ ଜାଲରେ ଫସି ଏବେ ଧୋକା ଖାଇଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଲାପଟପ, ୨ଲକ୍ଷ ଟଙ୍କା ସହ ଚେନ୍ ଦେଇଥିଲେ। ପରେ ଅଭିନେତ୍ରୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିଥିବା କମିଶନରେଟ ପୁଲିସ ନିକଟରେ ଅଭିଯୋଗ […]
ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ଆଜି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ କ୍ଷୀରୋଦ ନାଏକ, ଜାମଗାଁର ଫୁଲମତୀ ନାଗ ଓ ରୋକାଲ ଗାଁର କରୁଣା ମାଝୀ। ଆଜି ସକାଳେ ପୋଖରୀକୁ ଶୌଚ ପାଇଁ ଯାଇ ଥିବା ବେଳେ ତିନି ଜଣ ଭାଲୁ ହାବଡ଼ରେ ପଡ଼ିଯାଇଥିଲେ। ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲା।
ଯାଜପୁର ( ଗୁଲାମ ଗସ୍) : କୁନି ବାଳକର କମାଲ। ବୟସ ସିନା କମ୍ ହେଲେ ଚିନ୍ତାଧାରା ମହାନ । ଦୃଷ୍ଟିହୀନ ଓ ବଧୀରଙ୍କ ଲାଗି ସେ ପ୍ରସ୍ତୁତ କରିଛନ୍ତି ଏକ ସ୍ୱତନ୍ତ୍ର ଚଷମା। ଯାହା ଦିବ୍ୟାଙ୍ଗଙ୍କ ଦୁଃଖ ଦୂର କରିପାରିବ । ଯାହାଫଳରେ ସେମାନେ ରାସ୍ତାରେ ଭଲଭାବେ ଚାଲିପାରିବେ । ଯାଜପୁର ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ନାଁ ପ୍ରିୟବ୍ରତ ସାହୁ । ନିଜ ଗାଁର ଜଣେ ଦୃଷ୍ଟିହୀନ […]
ମୋହନା : ପୁଣି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଦୁର୍ଘଟଣା । ପାଟପୁର ଥାନା ତପ୍ତପାଣି ଘାଟିର ହନୁମାନ ମନ୍ଦିର ନିକଟରେ ବ୍ରେକ୍ ଫେଲ୍ ହୋଇ ଏକ ପିକନିକ୍ ବସ୍ ଓଲଟି ପଡ଼ିବା ଫଳରେ ୩୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍ରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏମ୍ସିଏ ବିଭାଗର […]
ସାଲେପୁର (ମନୋଜ ଆଚାର୍ଯ୍ୟ):ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ବରପଡ଼ା ନିକଟରେ । ସୂଚନା ମୁତାବକ, ବରପଡ଼ା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ଉକ୍ତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇରେ ପାଠ ପଢୁଥିଲେ। ତେବେ ସେ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ […]
ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍ଘାଟନ କରିବେ । ୨୪ ତାରିଖଠାରୁ ଆରମ୍ଭ ହେଉଥିବା ଏହି ମହୋତ୍ସବ ୫ ଦିନ ଧରି ଚାଲିବ। ୨୮ ତାରିଖରେ ଶେଷ ହେବ। କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ […]
ଭୁବନେଶ୍ୱର : ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି। ୧୮ରୁ ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ୨୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଜଣେ ଗ୍ରାହକ କହିଛନ୍ତି, “ଭୁବନେଶ୍ୱର ୧ନମ୍ବର […]
ଧର୍ମଗଡ଼ : OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ। ମ୍ୟାନେଜର୍ ନାରାୟଣ ପ୍ରସାଦ ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଧର୍ମଗଡ଼ OHPC ଅଫିସ୍ ଆଗରେ ଆଜି ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାୟଣଙ୍କ ହତ୍ୟା ହୋଇଛି, ଏଥିରେ ଯେଉଁମାନେ ସଂପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗତ ୧୭ ତାରିଖରୁ ମ୍ୟାନେଜର ନିଖୋଜ ଥିଲେ । ଗତକାଲି ତାଙ୍କ […]
ନୂଆପଡ଼ା : ବାପାଙ୍କୁ ହତ୍ୟା କଲା ପରେ ପୁଅର ଆତ୍ମହତ୍ୟା। ନୂଆପଡ଼ା ଜିଲ୍ଲା ଗାତିବେଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ୭୦ବର୍ଷୀୟ ରାମ ସିଂ ମାଝୀଙ୍କ ସହ ପୁଅ ଦେବ ମାଝୀଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ପୁଅ ହଠାତ୍ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମତ୍ୟୁ ହୋଇଥିଲା । ଏହା ପରେ କିଛି ଦୂରରେ […]
ଭୁବନେଶ୍ୱର : ବିକ୍ରି ହେବ ବିଦ୍ୟୁତ୍ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ସେୟାର। ବିକ୍ରି ସଂପର୍କିତ ଟେଣ୍ଡର ପେପରରେ ସେସୁର ବିକ୍ରିପାଇଁ ବେସ୍ ପ୍ରାଇସ ରହିଛି ୩ ଶହ କୋଟି ଟଙ୍କା । ଟାଟା ପାଓ୍ୱାର ବିଡିଂରେ ଜିତି ସେସୁକୁ କିଣିବାକୁ ମନୋନୀତ ହୋଇଛି। ଓଇଆର୍ସି ପାଖରେ ସେସୁର ୫୧ ପ୍ରତିଶତ ସେୟାର ରହିଛି। ରାଜ୍ୟ ସରକାରଙ୍କ ୩୯ ପ୍ରତିଶତ ସେୟାର ଥିବା ବେଳେ ସେସୁ କର୍ମଚାରୀଙ୍କ ରହିଛି ୧୦ ପ୍ରତିଶତ। ତେବେ ଓଇଆରସି ପାଖରେ […]