• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

two sister die
ଜନ୍ମ ଦେଇଥିଲେ, ବିଷ ପିଇ ମରିଯିବାକୁ କହିଲେ

ମୋହନା: ଯେଉଁମାନେ ଜନ୍ମ ଦେଇଥିଲେ ସେମାନେ ଶେଷରେ ସାଜିଲେ ମୃତ୍ୟୁଦାତା। ବାହାଘର ଭାଙ୍ଗିଯିବାରୁ ଦୁଇ ଝିଅଙ୍କୁ ବିଷ ପିଇବାକୁ କହିଲେ ବାପା ମା’। ଗଜପତି ଜିଲ୍ଲା ମୋହନା ଛେଳିଗଡ଼ରେ କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏହା ହିଁ ହେଉଛି ନିଷ୍ଠୁର ସତ୍ୟ। ଦୁଇ ଝିଅଙ୍କୁ ହତ୍ୟା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ପୁଲିସ୍‌। ଏହି ମାମଲାରେ ତାଙ୍କ ଜ୍ୱାଇଁଙ୍କୁ ଅଟକ ରଖିଛି ପୁଲିସ। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କର ୫ଜଣ ଝିଅ। କୌଣସି କାରଣରୁ […]

  • Tuesday, 20 July 2021
collage
ବେସରକାରୀ ଅନୁଦାନପ୍ରାପ୍ତ କଲେଜ୍ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ସହଯୋଗ ନକରିବାକୁ ରାଜ୍ୟର କିଛି ବେସରକାରୀ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହା ବିରୋଧରେ ପଦକ୍ଷେପ ଲାଗି ଉଚ୍ଚଶିକ୍ଷା ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି। ନିର୍ବାଚନ କାର୍ଯ୍ୟରେ ଅସହଯୋଗ ଲାଗି କିଛି କର୍ମଚାରୀ ଲିଖିତ ଭାବେ ଜଣାଇଥିବା ନେଇ ଦୃଷ୍ଟିକୁ ଆସିବା ପରେ ନିର୍ବାଚନ କାର୍ଯ୍ୟରେ ସହଯୋଗ ପାଇଁ ସବୁ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଗୃହ ବିଭାଗ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜଣାଇଛି। […]

  • Tuesday, 20 July 2021
Capture
ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଝଟକା     

କେନ୍ଦୁଝର: ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଶକ୍ତ ଝଟକା ଲାଗିଛି। ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ ପରେ ଗ୍ରୀନ ଟ୍ରିବ୍ୟୁନାଲ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ସିଙ୍ଗଡ଼ାଠାରୁ କେନ୍ଦୁଝରର ବିଞ୍ଚବାହାଳ ପର୍ଯ୍ୟନ୍ତ ୪୯ ନମ୍ବର୍ ଜାତୀୟ ରାଜପଥର ନିର୍ମାଣ ଦାୟିତ୍ୱ ମଣ୍ଟେକାର୍ଲୋ ନେଇଛି। ତେବେ ଏହି ଠିକା ସଂସ୍ଥା ବାୟାପଣ୍ଡାପଦର ଗାଁ ନିକଟ ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ କରିଥିବା […]

  • Tuesday, 20 July 2021
modi
୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ରାଜ୍ୟବାସୀଙ୍କୁ ସେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉପହାର ଦେବେ। ଏନେଇ ଆଜି ଦିଲ୍ଲୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମୋଦି ୨୦୦ ଟଙ୍କିଆ ମୁଦ୍ରାକୁ ଲୋକାର୍ପଣ କରିବେ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାଁରେ […]

  • Tuesday, 20 July 2021
peetha
ପିଠା କାର୍ଯ୍ୟକ୍ରମରେ ପଦାକୁ ଆସିଲା କଳି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ବିବାଦ ସାଙ୍ଗକୁ ବିରୋଧ ଦେଖିବାକୁ ମିଳିଛି। ନୟାଗଡ଼ ଲକ୍ଷ୍ମୀପ୍ରସାଦରେ ପିଠା କାର୍ଯ୍ୟକ୍ରମବେଳେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ଶାସକଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ସେହିଭଳି ଦେବଗଡ଼ ଜିଲ୍ଲା ରିଆମାଳରେ ବି ଲୋକେ ବିରୋଧ କରି କିଛି ସରକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ। ଲୋକଙ୍କୁ ବୋକା ବନାଇ ରାଜ୍ୟ ସରକାର ପିଠା ଯୋଜନାକୁ ନିଜ ପ୍ରଚାରର ମାଧ୍ୟମ କରିଥିବା ବିରୋଧୀ ଅଭିଯୋଗ ଆଣିଥିବାବେଳେ ଏହାର ଜବାବରେ […]

  • Tuesday, 20 July 2021
2
ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରୁଛି। ବିକ୍ଷୋଭରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି ରଖିଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦଳ ସ୍ମାରକପତ୍ର ପ୍ରଦାନ କରିଛି।  

  • Tuesday, 20 July 2021
bjp
ବିଜେପି ଫୋକସ୍‌ରେ ଓଡ଼ିଶା ଓ ବେଙ୍ଗଲ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ସତ୍ତ୍ୱେ ୧୯ ନିର୍ବାଚନରେ ପୂର୍ବ ଭାରତରେ ଭଲ ପ୍ରଦର୍ଶନ ନେଇ ବେଶ୍ ଆଶାବାଦୀ ବିଜେପି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ପୂର୍ବ ଅପେକ୍ଷା ସ୍ଥିତି ଦୃଢ଼ ହେଉଛି ଓ ଦଳ ଏଠାରୁ ଅଧିକ ସିଟ୍ ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହାକୁ ବଳ ଦେବା ଲାଗି ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁମ୍ବାଇରେ ଅନୁଷ୍ଠିତ ରିପବ୍ଳିକ୍ ସମିଟ୍‌ରେ ଓଡ଼ିଶା ସମେତ ପୂର୍ବ […]

  • Tuesday, 20 July 2021
3
ବେଆଇନ ଚାଲାଣ ବେଳେ ୧୦ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବାହାର ରାଜ୍ୟକୁ ୧୦ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ବଲାଙ୍ଗିର ଖପ୍ରାଖୋଲ ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଶ୍ରମିକ ଚାଲାଣ ଖବର ପାଇ ଖପ୍ରାଖୋଲ ପୁଲିସ୍‌ ଲାଠୋର ନିକଟ ବଡ଼ ଗୁର୍ଜିଭଟା ଗାଁ ନିକଟରେ ଏକ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଗାଁକୁ ପଠାଯାଇଛି। ଉଦ୍ଧାର ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗାଡ଼ିର ଡ୍ରାଇଭରକୁ ପୁଲିସ୍‌ ଅଟକ ରଖିଛି। […]

  • Tuesday, 20 July 2021
cottpon
ପେତାଇ ପ୍ରଭାବରେ ଫସଲ ନଷ୍ଟ ସହ ୫୦ରୁ ଅଧିକ ଗୋରୁ ମୃତ

ରାୟଗଡ଼ା/ଗଞ୍ଜାମ: ସାମୁଦ୍ରିକ ଝଡ଼ ପେତାଇ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ କପା ଚାଷ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜିଲ୍ଲାର ରାୟଗଡ଼ା ଓ କୋଲନରା ଅଞ୍ଚଳରେ କପାଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଚାଷୀ କପା ଅମଳ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦିନିଆ ବର୍ଷାରେ କପା ଫସଲ ନଷ୍ଟ ହେବା ସହ ମଞ୍ଜିରେ  ଗଜା ହେବା ଦେଖାଦେଇଛି। ପ୍ରଥମେ ତିତଲି ଆଉ ଏବେ ପେତାଇ ଚାଷୀଙ୍କ […]

  • Tuesday, 20 July 2021
vegtable
ସାମୁଦ୍ରିକ ଝଡ଼ ପେତାଇ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

କୋରାପୁଟ: ସାମୁଦ୍ରିକ ଝଡ଼ ପେତାଇ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷ ବି ନଷ୍ଟ ହୋଇଛି। ଧାନ ଅମଳ ସାରି କାଟିବା ବେଳକୁ ଦାଉ ସାଜିଲା ପ୍ରକୃତି। ଅମଳ ଧାନ ବର୍ଷାରେ ଭିଜିଗଲା। ଆଉ ତା’ପରେ କିଏ ଧାନ କାଟି ଖଳାରେ ରଖିଛି ତ ପୁଣି କିଏ ଓଦା ଧାନକୁ ବସ୍ତାରେ ଭର୍ତ୍ତି କରୁଛି। ଏହାରି ଭିତରେ କେତେକ ଧାନ ଫସଲ ନଷ୍ଟ […]

  • Tuesday, 20 July 2021
train
ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ

ଯାଜପୁର: ଚଳନ୍ତା ଟ୍ରେନ୍‌ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ଯାଜପୁର ଜିଲ୍ଲା ଜେନାପୁର ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେବାରୁ ତାଙ୍କର ବାମ ଗୋଡ଼ ପୂରା କଟି ଯାଇଛି। ସୂଚନା ଅନୁସାରେ, ବାଲେଶ୍ୱରରୁ ମଜୁରୀ କାମ ସାରି ଯାଜପୁର ରୋଡ୍‌କୁ ଟ୍ରେନ୍‌ରେ ଫେରିବା ବେଳେ ରବି ଦାସ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରବି ମଦ ପିଇଥିଲେ। ଟ୍ରେନ୍‌ଟି ଜେନାପୁର […]

  • Tuesday, 20 July 2021
road romeo
ରୋଡ୍‌ ରୋମିଓକୁ ପିଟିଲେ ମହିଳା

ବାରିପଦା: ରୋଡ୍ ରୋମିଓକୁ ପାନେ। ବିଚ୍‌ ରାସ୍ତାରେ ରୋଡ୍‌ ରୋମିଓକୁ ପିଟିଲେ ମହିଳା। ବାରିପଦା ଗାନ୍ଧି ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ମହିଳା ଜଣକ ନିଜ ପିଲାଙ୍କ ସହ ବୁଲୁଥିବା ବେଳେ ୪ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରି ଛକ ନିକଟରେ କମେଣ୍ଟ୍‌ ମଧ୍ୟ ମାରିଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣକ ଏହାର ପ୍ରତିବାଦ କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାକୁ ଦେଖି କିଛି ଲୋକ […]

  • Tuesday, 20 July 2021
1
ପିକ୍ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ। ଆଜି ସକାଳେ ସେ ଶୌଚ ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ନାବାଳିକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଭବାନୀପାଟଣା-ନର୍ଲା […]

  • Tuesday, 20 July 2021
puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ:ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିପ୍ରହର ଧୂପ ଓ ପଛ ଭୋଗମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

  • Tuesday, 20 July 2021
amareika
କୋଣାର୍କ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ

ପୁରୀ: ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନଥ୍ ଆଇ. ଜଷ୍ଟର୍‌ ଓ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକାର କନ୍ସଲ୍‌ ଜେନେରାଲ କାଥେରିନ୍ ହାଡା ପ୍ରମୁଖ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ୧୫ ଜଣ ଆମେରିକା ଆମ୍ବାସି କର୍ମଚାରୀମାନଙ୍କ ସହ ସେମାନେ ୪୦ ମିନିଟ୍ ଧରି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆମେରିକାର ରାଷ୍ଟ୍ରଦୂତ ଓ କନ୍ସଲ୍ ଜେନେରାଲଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅବଗତ […]

  • Tuesday, 20 July 2021
puri
ମାନିଲେନି ଧାଡ଼ି; ପୂର୍ବ ଭଳି ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଆଜି ଭୋର୍‌ରୁ ଯେତେବେଳେ ଦୁଆର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ଭାବେ ପ୍ରବେଶ କରିଛନ୍ତି। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଭିଡ଼ ଥିବା ବେଳେ ଧାଡ଼ି କରାଯିବା କଥା। […]

  • Tuesday, 20 July 2021
b-s-up
ସୌମ୍ୟଙ୍କୁ କିଏ ଦେଲା ଅଧିକାର : ବଦ୍ରି

ଭୁବନେଶ୍ୱର : ସାଂସଦ ସୌମ୍ୟରଂଜନଙ୍କ ଅାକ୍ଷେପକୁ ନେଇ ବଦ୍ରିଙ୍କ କଡ଼ା ଟିପ୍ପଣୀ। କହିଲେ ‘ସୌମ୍ୟ ବାବୁ ବେପାରୀ ଲୋକ, ସବୁଥିରେ ତାଙ୍କର ବେପାର । କେନ୍ଦୁଝର ନୁହେଁ ସାରା ଓଡ଼ିଶାରେ ତାଙ୍କ ପରିବାର ପାଇଁ କଂଗ୍ରେସ ସତ୍ତା ହରାଇଛି। ଭାବୁଛନ୍ତି ବଦ୍ରିଙ୍କ ବିରୋଧରେ କହିଦେଲେ ତାଙ୍କ ଭାଇ କ୍ଷମତାକୁ ଫେରିବେ।’ ଏସବୁ ଅପପ୍ରଚାର, ବିଜେଡିରେ ତାଙ୍କୁ କିଏ କହିବାକୁ କ୍ଷମତା ଦେଲା ଜାଣିନି।  ସେ ରାଜଧର୍ମ ପାଳନ କରନ୍ତୁ । ବିଜେଡିରେ ରହି କଂଗ୍ରେସ ପାଇଁ କାମ […]

  • Tuesday, 20 July 2021
naveen-up
ମହାରଥୀ ଓ ବଦ୍ରିଙ୍କୁ ନେଇ ବଢୁଛି ନବୀନଙ୍କ ଅଡୁଅା

ଭୁବନେଶ୍ୱର: ପ୍ରଦୀପ ମହାରଥୀ ଓ ବଦ୍ରି ନରାୟଣ ପାତ୍ର । ଦୁଇ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଇଁ ଏବେ ଅଡୁଅାରେ ରାଜ୍ୟ ସରକାର। ଟେନସନ୍‌ରେ ମୁଖ୍ୟମନ୍ତ୍ରୀ । ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ।  ବିଜେପି ମହିଳା ମୋର୍ଚ୍ଚା ମହାରଥୀଙ୍କ ସରକାରୀ ବାସ ଭବନଠୁ ଅାରମ୍ଭ କରି ରାଜରାସ୍ତାକୁ ଓହ୍ଲାଇଛି। ଅାଉ ନବୀନ, ମହିଳା ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରୁଛି । ସେପଟେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ମାରପିଟ୍ […]

  • Tuesday, 20 July 2021
suicide
ଟାହି ଟାପରା ସହି ନପାରି ଅାତ୍ମହତ୍ୟା କଲେ ନାବାଳିକା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ସାହି ଲୋକଙ୍କ ଟାହି ଟାପରା ସହି ନପାରି ଅାତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ନାବାଳିକା ଜଣକ ଘରୁ ପଦାକୁ ବାହାରିପାରୁନ ଥିଲା। ରବିବାର ରାସ୍ତାରେ ଚାଲି ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଟାହି ଟାପରା କରିଥିଲେ। ତେବେ ବିଳମ୍ବିତ […]

  • Tuesday, 20 July 2021
pregnant---1
ଖଟିଅାରେ ବୁହାହେଲେ ପ୍ରସୂତି

ମୟୂରଭଂଜ  : ପୁଣି ଖଟିଅାରେ ବୁହାହେଲେ ପ୍ରସୂତି। ଆମ୍ବୁଲାନ୍ସ ଗାଁକୁ ଅାସି ନପାରିବାରୁ ପ୍ରସୂତିଙ୍କୁ ଖଟିଅାରେ ଦୋଳା କରି ବୋହି ନେଇଛନ୍ତି ଗ୍ରାମବାସୀ। ମୟୂରଭଂଜ ବାଙ୍ଗିରିପୋଷୀ ଚାଉଳଡୋରୀ ଗାଁର ଏ ଘଟଣା। ସୁକୁମଣି ନାମକ ମହିଳାଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ତେବେ ଗାଁକୁ ଅାସିବା ଲାଗି ଥିବା ରାସ୍ତା ମଝିରେ ନଦୀ ପଡୁଥିବାରୁ ନଦୀ ଅାରପଟେ ରହିଯାଇଥିଲା ଆମ୍ବୁଲାନ୍ସ। ଖଟିଅାରେ ଦୋଳା କରି ଗ୍ରାମବାସୀ ସୁକୁମଣିଙ୍କୁ ଦୀର୍ଘ ୨ କିଲୋମିଟର ଚାଲିଚାଲି […]

  • Tuesday, 20 July 2021
dharmendra--pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତି, ଲୋକେ ବିଜେପିକୁ ଜିତାଇବେ

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଅା ଟୁଡେ ସର୍ଭେକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଯଦିଓ ବିଧାନସଭା ନିର୍ବାଚନରେ ବିଜେଡି ଓ ଲୋକସଭା ନିର୍ବାଚନରେ ବିଜେପି ଅଧିକ ସିଟ୍  ଜିତିବ ବୋଲି ଅାକଳନ କରାଯାଉଛି, ଲୋକେ କିନ୍ତୁ ଗୋଟିଏ ଚିହ୍ନରେ ଭୋଟ୍ ଦେବେ । ଓଡ଼ିଶା ବଡ଼ ପରିବର୍ତ୍ତନ ଅାଡକୁ ମୁହାଁଇଛି ଓ ଏଠାରେ ବିଜେପି ସରକାର ଗଠନ କରିବ ବୋଲି […]

  • Tuesday, 20 July 2021
dama
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଦାମ ରାଉତଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦାମ ରାଉତ। ସେ କହିଛନ୍ତି, ନବୀନ ସ୍ଥିତି ବଦଳାଇବାକୁ ଦୁର୍ନୀତିକୁ ନୀତି କରି ସାରିଛନ୍ତି। ସିସୋର ଚିଟଫଣ୍ଡର STV ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଯିବା ଏବଂ ବ୍ଲାକ୍‌ରୋଜରେ ସଂପୃକ୍ତ ଲୋକଙ୍କ ଗାଡ଼ିରେ ବୁଲିବାକୁ ନେଇ ଜଣାପଡୁଛି ନବୀନ କେତେ ସ୍ୱଚ୍ଛ। ସେହିପରି କୁନ୍ଦୁଲି ଘଟଣାରେ ଗଣଦୁଷ୍କର୍ମ ହୋଇଛି ବୋଲି ପୁଣି ଥରେ ଦୃଢକ୍ତି ପ୍ରକାଶ କରିଛନ୍ତି ଦାମ ରାଉତ। […]

  • Tuesday, 20 July 2021
snake
କାର୍‌ ଭିତରୁ ସାପ ଉଦ୍ଧାର

ଭୁବନେଶ୍ୱର: କାର୍‌ ଭିତରୁ ଉଦ୍ଧାର ହେଲା ସାପ। ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ ଏକ କାର୍‌ ଭିତରୁ ଢମଣା ସାପକୁ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ୪ ଫୁଟ୍‌ ବୋଲି ଜଣାପଡ଼ିଛି। କିଶୋର ଜେନା ନାମକ ଜଣେ ବ୍ୟକ୍ତି ଆଜି ତାଙ୍କ କାର୍‌ ଡିକି ଖୋଲିବା ପରେ ସାପକୁ ଦେଖିଥିଲେ। ଏନେଇ ତତ୍‌କ୍ଷଣାତ ସେ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଫୋନ୍‌ କରିଥିଲେ। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଆସି କାର୍‌ର ଷ୍ଟେପିନ୍‌ ଖୋଲି ଢମଣା ସାପଟିକୁ […]

  • Tuesday, 20 July 2021
cm
ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକଟ କଳାବଜାରି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଏତଲା ହୋଇଛି। ଶହେ ଟଙ୍କିଆ ଟିକଟ ହଜାରେ ଟଙ୍କାରେ ଓ ୫ ଶହ ଟଙ୍କିଆ ଟିକଟ ୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ କରି ଏହି ଏତଲା ଦିଆଯାଇଛି। ଭୁବନେଶ୍ୱର କ୍ୟାପିଟାଲ୍‌ ଥାନାରେ ଏହି ଏତଲା ଦେଇଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଅନ୍ ଲାଇନ୍‌ରେ ଟିକେଟ ମିଳିବ ବୋଲି […]

  • Tuesday, 20 July 2021
faramer
ଚାଷୀ ଆକ୍ରୋଶରୁ ବର୍ତ୍ତିବାକୁ ସରକାରଙ୍କ ବାଟ ଖୋଜା

ଭୁବନେଶ୍ୱର: ଚାଷୀ ଅସନ୍ତୋଷ ଶାସକ ଭୋଟ୍ ବ୍ୟାଙ୍କରେ ଆଣିପାରେ ବଡ଼ ବିପର୍ଯ୍ୟୟ। ଆଉ ଖାସ୍ ସେଥିପାଇଁ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ନୂଆ ସ୍କିମ୍ ଆଣିପାରନ୍ତି। ତା’ ପୂର୍ବରୁ ଆଜି ନବନିର୍ମାଣ କୃଷକ ସଙ୍ଗଠନର ବିଭିନ୍ନ ଦାବି ନେଇ ଗଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ବସିଥିଲା। ଆସନ୍ତା ୭ରେ ଚାଷୀ ସଙ୍ଗଠନ ଓ ବିଶେଷଜ୍ଞମାନଙ୍କୁ ପ୍ରସ୍ତାବ ଦେବା ପାଇଁ ଆଉ ଏକ ବୈଠକ ଡକାଯାଇଛି। ଏହାପରେ ନୂଆ ସ୍କିମ୍ ଆସିପାରେ। ପ୍ରାଇସ୍, […]

  • Tuesday, 20 July 2021