• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rape
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷ

ଭୁବନେଶ୍ୱର:୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ୨୦୧୧ରେ ପିପିଲିର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ୨୦୧୨ ଜୁନ୍‌ ୨୧ ତାରିଖରେ କଟକ ବଡ଼ ମେଡ଼ିକାଲ୍‌ରେ ସେ ଆଖି ବୁଜିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦାବିରେ […]

  • Tuesday, 20 July 2021
bjp-allegation-up
ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଇ ତିନୋଟି ଗ୍ରୁପରେ ଅାସିଥିବା ମାତ୍ର ହାତ […]

  • Tuesday, 20 July 2021
dama-up
ପାଣ୍ଡିଅାନଙ୍କୁ ସିଧା ଟାର୍ଗେଟ କଲେ ଦାମ

ମାହାଙ୍ଗା: ବହିଷ୍କାର ପରେ ମଇଦାନକୁ ଓହ୍ଲାଇଲେ ଦାମ । ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରି ମାହାଙ୍ଗାରୁ ଦାମ ଅାରମ୍ଭ କରିଛନ୍ତି ତାଙ୍କ ଦ୍ୱିତୀୟ ଇନିଙ୍ଗସ। ଗାନ୍ଧୀ ଜୟନ୍ତୀ ପାଇଁ ନୃତାଙ୍ଗରେ ହୋଇଥିଲା ସାଧାରଣ ସଭା।  ଅାଉ ଏହି ମଞ୍ଚରେ ପୂର୍ବରୁ ସରକାରଙ୍କ ଅାଡକୁ ଛା଼ଡିଥିବା ଦୁର୍ନୀତି ବାଣକୁ ଅଧିକ ଶାଣିତ କରିଥିଲେ ଦାମ। ଚାରାଘୋଟାଲକୁ ଚାପି ଦେବା ପାଇଁ ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ଯଚା ଯାଇଥିଲା ବୋଲି ବିସ୍ପୋରକ ତଥ୍ୟ ରଖିଛନ୍ତି। କହିଛନ୍ତି ଦୁର୍ନୀତି […]

  • Tuesday, 20 July 2021
bomb blast
ବୋମାମାଡ଼କୁ ନେଇ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଓଡିଶା ସ୍ୱିଫ୍ଟ ଅାକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାର ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳି ଯାଇଛି।  ବୋମାମାଡ଼ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ଅଟକାଇ ସ୍ଥାନୀୟ […]

  • Tuesday, 20 July 2021
w
ଆସନ୍ତାକାଲି ଆସିବେ ମୋଦି : ୨୪ ଦିନରେ ୩ ଥର ଗସ୍ତ କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ୱର: ଆସନ୍ତାକାଲି ମୋଦିଙ୍କ ଓଡ଼ିଶା ଗସ୍ତ। ଏଥିପାଇଁ ପ୍ରସ୍ତୁତ ହେଉଛି ମଞ୍ଚ। ବରୁଣେଇ ପାହାଡ଼ ତଳେ ଗୈରିକମୟ ହେଲାଣି ଗୋଶାଳା ପଡ଼ିଆ। ଜନସମ୍ବାଦ ସମାବେଶରେ ମୋଦି କର୍ମୀଙ୍କୁ ୧୯ ପାଇଁ ପରିବର୍ତ୍ତନର ଆହ୍ୱାନ ଦେବେ। ଯେହେତୁ ତାଳଚେର ଓ ଝାରସୁଗୁଡ଼ାରେ ପିସି ପ୍ରସଙ୍ଗରେ ମୋଦି ନବୀନ ସରକାରଙ୍କୁ ସିଧା ଆଟାକ କରିଥିଲେ, ଏଥର ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ସ୍ୱର ଅଧିକ ଶାଣିତ ହୋଇପାରେ ବୋଲି କୁହାଯାଉଛି। ବିଜେପି ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ପ୍ରତି ଦୁଇ […]

  • Tuesday, 20 July 2021
bamo
ବର୍ଷାଦିନେ ଜଳବନ୍ଦୀ ହୁଏ ଗାଁ, ଯାତାୟତ ଲାଗି ବାଉଁଶପୋଲ ଏକମାତ୍ର ସାହା ଭରସା

ଯାଜପୁର: ଗାଁକୁ ଯାତାୟତ ଲାଗି ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଏକମାତ୍ର ସାହା ଭରସା। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାଖଣ୍ଡ ଗାଁରେ ଦୀର୍ଘବର୍ଷ ହେବ ଏହି ସମସ୍ୟା ଲାଗି ରହିଛି। ପୋଲ ନଥିବାରୁ ବିପଦସଂକୁଳ ଅବସ୍ଥାରେ ଲୋକେ ଡଙ୍ଗା ସାହାରାରେ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି। ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ବାଉଁଶପୋଲ ଉପରେ ଯାତାୟତ କଲାବେଳେ ଦୁର୍ଘଟଣା ବି ଘଟିଥିବା ଅଭିଯୋଗ ହୋଇଛି। ବର୍ଷା ଚାରିମାସ ଗ୍ରାମବାସୀ ଏକ ପ୍ରକାର […]

  • Tuesday, 20 July 2021
farmer
ତିତ୍‌ଲିକୁ ୨ ମାସ ପୂରିଲା, ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଗଜପତି: ବାତ୍ୟା ତିତ୍‌ଲିକୁ ୨ ମାସରୁ ଅଧିକ ସମୟ ପୂରିଲାଣି, ହେଲେ ଗଜପତି ଜିଲ୍ଲାର ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆର ଉଦୟଗିରିର ଅଗ୍ରଣୀ ଚାଷୀ ଜଗନ୍ନାଥ ଦଳେଇ। ତିତ୍‌ଲି ବାତ୍ୟା ଓ ବନ୍ୟାରେ ତାଙ୍କର ଲକ୍ଷାଧିକ ଟଙ୍କାର ଛତୁଚାଷ ସମେତ ପରିବା ଚାଷ ଉଜୁଡ଼ି ଯାଇଥିଲା। ହେଲେ ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ଲାଗି ତାଙ୍କ ନିକଟକୁ କେହି ଆସିନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମସ୍ତ ରିପୋର୍ଟ ଜିଲ୍ଲା […]

  • Tuesday, 20 July 2021
snake-up
୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ବନାଞ୍ଚଳ ଅନ୍ତର୍ଗତ ବଣିଅାବସା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି ୮ ଫୁଟ ଲମ୍ବର ଏକ ଅଜଗର। ଅଜଗରଟି ଗାଁର ଦଶରଥ ହେମ୍ବ୍ରମଙ୍କ ଘର କୁକୁଡ଼ା ଭାଡ଼ିରେ ପଶିବା ସହ ଗୋଟିଏ କୁକୁଡ଼ାକୁ ମଧ୍ୟ ଗିଳିଦେଇଥିଲା। ଅଜଗରକୁ ଦେଖି ଘର ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀମାନେ ସାପଟିକୁ […]

  • Tuesday, 20 July 2021
cm naveen
ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନରୁ ବାଦ୍‌ ପଡିଥିବା ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୯୦ ପ୍ରତିଶତ ଲକ୍ଷ୍ୟ ପୂରଣରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ଥିବା ବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର ଜିଲ୍ଲା। ୧୪ ଟି ବ୍ଳକ ଓ ୫ଟି ମ୍ୟୁନସିପାଲିଟି-ଏନ୍.ଏ.ସିରେ ୯୬ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି।  ରାଜ୍ୟରେ ୩୧୪ ଟି ବ୍ଳକ […]

  • Tuesday, 20 July 2021
bjp
ପୁଲିସ୍ ନାକେଦମ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ ବେଳେ ନାକେଦମ ପୁଲିସ। ନବୀନ ନିବାସ ଅାଗରେ ମହିଳାଙ୍କୁ ଅଟକାଇ ପୁଲିସକୁ ନାକେଦମ ହେବାକୁ ପଡିଛି। ସେପଟେ ନବୀନ ନିବାସକୁ ଧସେଇ ପଶିବାକୁ ଜିଦ୍‌ରେ ଅଟଳ ରହିଛି ମହିଳା ମୋର୍ଚ୍ଚ। ମହିଳାମାନଙ୍କ ପ୍ରତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟର ଭାଇରାଲ୍ ଭିଡ଼ିଓ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ କାଲି ନିଷ୍ପତ୍ତି ନେଇଥିଲା ମୋର୍ଚ୍ଚା ।

  • Tuesday, 20 July 2021
cm
କେନ୍ଦ୍ରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପିର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲା। ଅାଜି ବି ବିଜେପିର ପ୍ରତିଶ୍ରୁତିକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ବିଜେପିକୁ ଫମ୍ପା ମାଠିଅା ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେ ଅାହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଶ୍ରୁତି ପାଳନ କିଏ କରୁଛି, କିଏ କରୁନି ଲୋକେ ଜାଣିଛନ୍ତି। ଅାମେ ଦେଇଥିବା […]

  • Tuesday, 20 July 2021
puri
ଆଜି ବି ଧାଡ଼ି ମାନିଲେନି ଭକ୍ତ

ପୁରୀ: ଆଜି ବି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ବି ମଧ୍ୟ ଲୋକେ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ। ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍‌ ଧରିଥିଲେ। ପରେ ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରେ ଶ୍ରଦ୍ଧାଳୁ ପ୍ରବେଶ କରିଥିଲେ। ଆଜି ଦିବ୍ୟାଙ୍ଗ, ଭିଆଇପି ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନୂଆ ବ୍ୟାରିକେଡ୍‌ […]

  • Tuesday, 20 July 2021
truck
ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ହୋଇଛି। ଏହି ଟ୍ରକରେ ୫୦ଟି ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ୧୦ ହଜାର ଡେଟୋନେଟର, ୩୮ ବଣ୍ଡୋଲ୍ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲୋଟିନ୍ ଆଦି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।  ଏସବୁ ସାମଗ୍ରୀର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଟ୍ରକ୍ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଖବର ଅନୁସାରେ ଏହି […]

  • Tuesday, 20 July 2021
srikjant
ରାଜଭବନ ସାମ୍ନାରେ ଶ୍ରୀକାନ୍ତ ଜେନାଙ୍କ ଗର୍ଜନ

ଭୁବନେଶ୍ୱର: ରାଜଭବନ ସାମ୍ନାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଗର୍ଜନ। ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। ଖଣି ଚୋରଙ୍କୁ ୫୦ ହଜାର କୋଟି ମାଫ୍, ଚାଷୀଙ୍କୁ କାହିଁକି ଛାଡ଼ ହେଉନି। ଏଥିସହିତ ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା, ଋଣ ଛାଡ୍ ଓ ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ଦାବି କରାଯାଇଛି। ଋଣ ଛାଡ଼ ହେଲେ ସରକାର ଦେବାଳିଆ ହେବ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ […]

  • Tuesday, 20 July 2021
naba
କାଳିଆ ଯୋଜନାକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି, ପୁରୁଣା ଡ୍ରେସ୍‌କୁ ନୂଆ ପ୍ୟାକିଂ ଜରିଆରେ ଚାଷୀଙ୍କୁ ପ୍ରଲୋଭିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ରାଜ୍ୟରେ କୃଷକଙ୍କ ମୁଖ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି ସରକାର। ଚାଷୀଙ୍କ ପ୍ରାଇସ୍, ପେନ୍‌ସନ୍ ଏବଂ କୃଷି […]

  • Tuesday, 20 July 2021
sea
ସମୁଦ୍ରରେ ବୁଡ଼ି ଗଲେ ଛାତ୍ର

ପାରାଦୀପ: ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି। ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍‌ ହାଉସ୍‌ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ […]

  • Tuesday, 20 July 2021
Capture
ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍‌ଲାଇନ୍‌ ସେକ୍ସ କାରବାର

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍‌ଲାଇନ୍‌ ସେକ୍ସ କାରବାର। ନୂଆ ବର୍ଷରେ ଜୋରଦାର ସେକ୍ସ କାରବାର ପାଇଁ ଚୋରା ବ୍ୟବସାୟୀ ରଚିଛନ୍ତି ଯୋଜନା। ପୁଲିସ୍‌କୁ ଚକ୍‌ମା ଦେବା ପାଇଁ  ଅନ୍‌ଲାଇନ୍‌ ଟ୍ରେଡିଂ ଉପରେ ଦଲାଲ୍‌ ଓ ବ୍ରାଉନ୍‌ ସୁଗାର ବେପାରୀ ନୂଆ କୌଶଳ ଆପଣାଉଛନ୍ତି । ଅଧିକ ଲାଭ ଆଶାରେ ରାଜଧାନୀକୁ ଦେଶୀ ଓ ବିଦେଶୀ ଯୁବତୀ ଅଣାଯାଇଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ଛୋଟ, ବଡ଼ ହୋଟେଲ୍‌ ଆଉ ସ୍ପା। ତେବେ ଆଗକୁ ନୂଆବର୍ଷ ଥିବାରୁ […]

  • Tuesday, 20 July 2021
congress leader attack
କଂଗ୍ରେସ ଯୁବ ନେତାଙ୍କୁ ଆକ୍ରମଣ

ବାଲେଶ୍ୱର: ଯୁବ ନେତାଙ୍କୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଜଗର ଅଲ୍ଲୀ। ଦୁର୍ବୃତ୍ତ ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଅଲ୍ଲୀ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ […]

  • Tuesday, 20 July 2021
campus
ଅସମ୍ଭାଳ ହେଉଛି କଲେଜ୍‌ କ୍ୟାମ୍ପସ୍‌; ନିର୍ବାଚନ ବାତିଲ୍‌କୁ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ୱର: ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍‌ରେ ପ୍ରାକ୍‌ ନିର୍ବାଚନୀ ହିଂସା କ୍ୟାମ୍ପସ୍‌କୁ ଅଶାନ୍ତ କରିବାରେ ଲାଗିଛି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଆଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। […]

  • Tuesday, 20 July 2021
plastic
ଆଜିଠାରୁ ଏହି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ । ଏହା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଜାରି  ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ।  […]

  • Tuesday, 20 July 2021
bbsr group clash
ରାଜଧାନୀରେ ବୋମାମାଡ଼: ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା, ଜଳିଗଲା ବାଇକ୍‌

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରଘୁନାଥନଗର। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଦୁଇ ତିନୋଟି ଘର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳିଯାଇଛି।  ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ।  ତେବେ ଲୋକଙ୍କୁ ବୁଝାସୁଝା ପାଇଁ ଖଣ୍ଡଗିରି ପୁଲିସ୍‌ର ଉଦ୍ୟମ ବେଳେ […]

  • Tuesday, 20 July 2021
murder-1
ମାଆକୁ ହତ୍ୟା କଲା ପୁଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଦୁମୁକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ନିଜ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ତୁଳସୀ ବୋଲି ଜଣାପଡ଼ିଛି। ତୁଳସୀଙ୍କ ବଡ଼ ଝିଅ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ତୁଳସୀ ଓ ପୁଅ କମଳାକାନ୍ତଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କମଳାକାନ୍ତ ଏକ ଚାପଡ଼ ଆଣି ତୁଳସୀଙ୍କ […]

  • Tuesday, 20 July 2021
naveen
ନବୀନଙ୍କୁ ଭେଟିବା ପାଇଁ ୨୩ରେ ଭୁବନେଶ୍ୱର ଆସୁଛନ୍ତି କେସିଆର୍

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ଏବଂ ନବୀନ ନିବାସରେ ସେ ରାତ୍ରିଯାପନ କରିବେ ବୋଲି କୁହାଯାଉଛି। କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା କେସିଆର୍‌ଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ କେସିଆର୍ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହେବାକୁ ଥିବା ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍ ଚର୍ଚ୍ଚା ହେଉଛି। […]

  • Tuesday, 20 July 2021
campus
କ୍ୟାମ୍ପସର ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର : ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଅାଯାଇଛି। ରେଭେନ୍ସାରେ ପ୍ରତ୍ୟେକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏହାକୁ ନେଇ ଅଶାନ୍ତି ବଢିବାରୁ କର୍ତ୍ତୃପକ୍ଷ ନିର୍ବାଚନ […]

  • Tuesday, 20 July 2021
plastic-up
ଅାସନ୍ତାକାଲି ଠାରୁ ରାଜ୍ୟର ୬ ସହରରେ ପଲିଥିନ ବ୍ୟାନ୍

ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ରାଜ୍ୟର ୬ ଟି ସହରରେ ବ୍ୟାନ ହେବ ପଲିଥିନ୍‌। ତେବେ ବିକଳ୍ପ ବ୍ୟବସ୍ଥା ନ କରି ବ୍ୟାନ୍‌ ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବ୍ୟବସାୟୀ। ୧୪ ବର୍ଷ ତଳେ ବି ଏମିତି ବିକଳ୍ପ ବ୍ୟବସ୍ଥା ନକରି ପ୍ଲାଷ୍ଟିକ ବ୍ୟାନ କରିଥିଲେ ସରକାର। ହେଲେ ଫଳ ଯାହା ହେଲା କାହାକୁ ଅଛପା ନାହିଁ। ରାତି ପାହିଲେ ବ୍ୟାନ ହେବ ପଲିଥିନ୍। ଏହାକୁ ନେଇ ଚିନ୍ତାରେ ବ୍ୟବସାୟୀ । କଟକ ନନ୍ଦି ସାହିର […]

  • Tuesday, 20 July 2021