ନୂଆଦିଲ୍ଲୀ: କରୋନା ସମୟରେ ଲୋକପ୍ରିୟ ପାଲଟିଥିବା ଭିଡିଓ କନଫରେନ୍ସିଂ ଆପ୍ ଜୁମ୍କୁ ଏବେ ଝଟ୍କା ଲାଗିଛି। ପିଫିଜର୍ସ ବୋୟୋଫାର୍ମାସିୟୁଟିକାଲ କମ୍ପାନୀର କରୋନା ଭ୍ୟାକ୍ସିନ ସଫଳ ପରୀକ୍ଷଣ ହେବା ଘୋଷଣା କରବା ପରେ ଜୁମ୍ ଆପ୍ର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଗତ ଏପ୍ରିଲ୍ ମାସଠାରୁ ଜୁମ୍ ଆପ୍କୁ ଅଧିକାଂଶ ଲୋକ ଭିଡିଓ ମାଧ୍ୟମରେ କଥାବାର୍ତ୍ତାହେବା ପାଇଁ ବ୍ୟବହାର କରୁଛନ୍ତି। ୨୦୧୯ ଡିସେମ୍ୱର ମାସରେ ଏହି ଆପ୍କୁ ପ୍ରତ୍ୟେକ ଦିନ ୧୦ ମିଲିୟନ ଲୋକ ବ୍ୟବହାର କରୁଥିବାବେଳେ ୨୦୨୦ […]
ନୂଆଦିଲ୍ଲୀ: ୨୦୨୦ ବର୍ଷ ପାଇଁ ୱିପ୍ରୋର ଚେୟାରମ୍ୟାନ ଅଜିମ୍ ପ୍ରେମ୍ଜୀ ଭରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହୋଇଛନ୍ତି। ସେ ଏହି ବର୍ଷ ସମୁଦାୟ ୭ ହଜାର ୯ ଶହ ୪ କୋଟି ଟଙ୍କା ଦାନ କରି ଏପରି ଆଖ୍ୟା ପାଇଛନ୍ତି। EdelGive Hurun India Philanthropy List 2020ର ତଥ୍ୟ ମୁତାବକ ଅଜିମ୍ ପ୍ରେମ୍ଜି ଦିନକୁ ୨୨ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ସେ ଭାରତର ସବୁଠାରୁ ବଦାନ୍ୟ ଏବଂ ଲୋକହିତକାରୀ ବ୍ୟକ୍ତି ହୋଇଛନ୍ତି। ସୂଚନା […]
ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।
ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍ରେ ପରାସ୍ତ କରିଛନ୍ତି ତେଜ୍ ପ୍ରତାପ। ଇଲେକ୍ସନ କମିଶନଙ୍କ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ତେଜ୍ ପ୍ରତାପ ପ୍ରଥମେ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ଛାଡ଼ପତ୍ର ପାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଚ୍ୟାଲେଞ୍ଜ କରିବାରୁ […]
ପାଟନା: ରୋଚକ ମୋଡରେ ରହିଛି ବିହାର ନିର୍ବାଚନ ଫଳାଫଳ। ଏପର୍ଯ୍ୟନ୍ତ ସୁଦ୍ଧା ନୀତୀଶଙ୍କ ନେତୃତ୍ୱାଧୀନ ଏନ୍ଡିଏ ଆର୍ଜେଡି ମେଣ୍ଟ ଠାରୁ ଆଗରେ ରହିଛି। ତେବେ ଆର୍ଜେଡି ମଧ୍ୟ ଏନ୍ଡିଏକୁ କଡ଼ା ଟକ୍କର ଦେଉଛି। ରାତି ୮.୨୦ ସୁଦ୍ଧା ଏନ୍ଡିଓ ଆର୍ଜେଡି ମେଣ୍ଟକୁ ପଛରେ ପକାଇ ୧୨୬ ସିଟ୍ରେ ଆଗୁ ରହିଛି। ସେହିଭଳି ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ୧୧୦ ସିଟ୍ରେ ଚାଲିଛି। ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫଳାଫଳା ପ୍ରକାଶ ପାଇନଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ଫଳାପଳ […]
ମୁମ୍ବାଇ: ମୋଷ୍ଟ୍ ୱାଣ୍ଟେଡ୍ ଅଣ୍ଡର୍ ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ସମ୍ପତ୍ତି ନିଲାମ ହୋଇଛି। ଦାଉଦ୍ର ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ୬ଟି ସମ୍ପତ୍ତିର ଇ-ନିଲାମ ହୋଇଛି। ପାଖାପାଖି ୨୩ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ନିଲାମ ହୋଇଛି। ସ୍ମଗଲର୍ସ ଆଣ୍ଡ୍ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ (Forfeiture of Property) ଆକ୍ଟ (SAFEMA) ଅନୁଯାୟୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ପତ୍ତି ନିଲାମ କରାଯାଇଛି। ଏହି ନିଲାମୀରେ ଦାଉଦର ୪ଟି ସମ୍ପତ୍ତିକୁ ଦିଲ୍ଲୀର ଆଇନଜୀବୀ ଭୂପେନ୍ଦ୍ର ଭରଦ୍ୱାଜ […]
ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ […]
ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ […]
ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି। ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ ଯାଇଛି। ମାତ୍ର ୧୨ ଖଣ୍ଡ ଭୋଟ ଅଧିକ ପାଇ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୁତ୍ରରୁ ଜଣାଯାଇଛି, ଏହି ସିଟ୍ରୁ ବିଜୟୀ ହୋଇଛନ୍ତି ଜେଡିୟୁର […]
ଥିରୁଭନନ୍ତପୁରମ୍: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ଗିରଫ ହୋଇଥିବା ଏହି କେସ୍ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି( ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍)କୁ କହିଥିବା ଜଣାପଡ଼ିଛି। ସୂଚନା ଆନୁସାରେ, ଇଡି ଏହି ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍କୁ ନେଇ କୋର୍ଟରେ ଆଫିଡେଭିଟ୍ ଫାଇଲ୍ କରିଛି। ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଅଇଏଏସ୍ ଏମ୍ […]
କାବୁଲ୍: ତାଲିବାନ୍ ଆତଙ୍କବାଦୀଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ଆଫଗାନିସ୍ଥାନ ସରକାରଙ୍କ ଚୁକ୍ତି ପରେ ବି ସେଠାରେ ଆତଙ୍କୀ କାର୍ଯ୍ୟକଳାପ କମୁନାହିଁ। ପୋଲିସ୍ ଷ୍ଟେସନ୍ରେ କାର୍ଯ୍ୟ କରିବା କାରଣରୁ ଆତଙ୍କବାଦୀମାନେ ଜଣେ ୩୩ ବର୍ଷୀୟ ମହିଳା ଅଧିକାରୀଙ୍କ କେବଳ ଆଖି ତାଡ଼ି ନାହାନ୍ତି ବରଂ ଆଖିରେ ଛୁରୀ ଭୁସିବା ପରେ ଗୁଳି ମଧ୍ୟ ମାରିଛନ୍ତି। କିନ୍ତୁ ଆଖପାଖରେ ଥିବା ଲୋକଙ୍କ ସାହାଯ୍ୟରେ ସେ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚି ପାରିଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି। ରିପୋର୍ଟ […]
ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା। ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୪ ତାରିଖରେ ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା। ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ […]
ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି କହିଛି, ଦିୱାଲୀ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଦଳୀୟ ନେତା କେସି ତ୍ୟାଗୀ ଏହି ସୂଚନା ଦେଇଛନ୍ତି। ଏସବୁ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ […]
ତେହରାନ: ଆମେରିକାରେ କ୍ଷମତାର ପରିବର୍ତ୍ତନ ହେବା ପରେ ଇରାନ ତାହାର ମିଜାଇଲ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଫଟୋ ଜାରି କରିଛି। କୁହାଯାଉଛି, ଇରାନ୍ର ଏହି ମିଜାଇଲ ଇଜରାଏଲକୁ ଆଟାକ କରିବାକୁ ସକ୍ଷମ । ଇଜରାଏଲ ଏବଂ ଆମେରିକା ନଜରରୁ ବଞ୍ଚାଇବା ପାଇଁ ଇରାନ ତାର ମିଜାଇଲ ବେସ ମାଟି ତଳେ ରଖିଛି। ଇରାନ୍ର ଷ୍ଟେଟ୍ ଟିଭି କିଛି ଦିନ ତଳେ ଏହି ଅଣ୍ଡରଗ୍ରାଉଣ୍ଡ ମିସାଇଲ ବେସ୍ର ଫଟୋ ଜାରି କରିଛି। ଏକ ମିଡିଆ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ଜାରି […]
ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା । ଖବରକାଗଜ ଉପରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ […]
ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍ ଘୋଷଣା କରିଛନ୍ତି। ସରକାର ୧୦ଟି ସେକ୍ଟରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବା ପିଏଲ୍ଆଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ୍ରେ […]
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍ଆଇଏମ୍ ଦଳକୁ ଭୋଟ୍ କଟ୍ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]
ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା ଥିଲା। ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। ତେବେ ବର୍ତ୍ତମାନ କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି। […]
ଅମୃତସର: ଅନେକ ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଆସିଥାଏ। ପରିବାର ଲୋକେ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ମାନି ନେଇଥାନ୍ତି। ଡାକ୍ତର ହିଁ ତାଙ୍କ ପାଇଁ ଶେଷ ଆଶା ଭରସା। ହେଲେ କେତେଜଣ ଡାକ୍ତର ଏକଥା ବୁଝି ପାରନ୍ତି ? ବେଳେବେଳେ ଏମିତି ହୁଏ, ଡାକ୍ତରଙ୍କ ସାମନ୍ୟ ଅବହେଳା, ଅନ୍ୟମନସ୍କତା ରୋଗୀର ଜୀବନ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ମୋଗା ସରକାରୀ ଡାକ୍ତରଖାନାରେ ଘଟିଛି ଏହି ଘଟଣା। ତେବେ ଘଟଣା […]
ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ଭିତରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ନୂଆ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଅର୍ଥ ବହନ କରିବ ବୋଲି କୁହାଯାଇଛି । ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ ଭରଣା କରିବ କେନ୍ଦ୍ର । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ ଦେବ କେନ୍ଦ୍ର । ଅର୍ଥାତ୍ ସଂସ୍ଥା ଦେବାକୁ […]
ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବା ସହ ନୂଆ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ସହରୀ ଗରିବଙ୍କ ପାଇଁ ପକ୍କାଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର। ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ସହରରେ ରହୁଥିବା ଗରିବଙ୍କ […]
ନୂଆଦିଲ୍ଲୀ: ମଣିପୁର ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଆୟୋଜିତ ହୋଇଯାଇଛି ବିଜେପିର ସୁପର୍ ଶୋ। ମଣିପୁରର ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ଆଉ ଏହି ୪ଟି ଆସନକୁ ଅକ୍ତିଆର କରିଛି ଦଳ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ। ଦିଲ୍ଲୀରୁ ମଣିପୁର ଆସି ବୈଜୟନ୍ତ ଦଳକୁ ସମ୍ଭାଳିଥିଲେ। ନେତାଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ଉପନିର୍ବାଚନରେ ଅଭୂତ ପୂର୍ବ […]
ନୂଆଦିଲ୍ଲୀ: ଆପଣ ପୂର୍ବରୁ ବଡ଼ ବଡ଼ ଅଳିଆ ଗଦା ଦେଖିଥିବେ। କେବେ ଦେଖିଛନ୍ତି ଅଳିଆ ଭର୍ତ୍ତି ନଦୀ? ଯାହାର ଉପରେ ଜଣେ ବ୍ୟକ୍ତି ଚାଲିପାରିବ। ନୁହେଁ ନା। ତେବେ ଏହି ଭିଡିଓଟି ଦେଖନ୍ତୁ… ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟିରେ ଜଣେ ବ୍ୟକ୍ତି ଗୋଟିଏ ନଦୀ ଉପରେ ସନ୍ତୁଳନ ରକ୍ଷା କରି ଚାଲିପାରୁଛନ୍ତି। ଏହାର କାରଣ ନଦୀଟିରେ ଏତେ ପରିମାଣର ପ୍ଲାଷ୍ଟିକ୍ ଜମା ହୋଇଛି ଯେ ପାଣି ମଧ୍ୟ ଦେଖାଯାଉନାହିଁ। ଯାହାଫଳରେ ବ୍ୟକ୍ତି ଜଣକ ନଦୀ […]
ସେବା ସାଙ୍ଗକୁ ସୁରକ୍ଷା । ଗଳାରେ ଷ୍ଟେଥୋସ୍କୋପ୍ ଆଉ ହାତରେ ବନ୍ଧୁକ । ସୀମା ସୁରକ୍ଷାରେ ମୁତୟନ ବୀରଙ୍ଗନା । ଇତିହାସ ରଚିଲେ କ୍ୟାପଟେନ୍ ଦୀପଶିଖା ଛେତ୍ରୀ । ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ସେ ଦେଶର ସୁରକ୍ଷା ଦାୟିତ୍ୱ ନିଭାଉଛନ୍ତି…